Home Left

ଇଂଲଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୧୫୮…

ମେଲବୋର୍ନ,୨୬।୧୦ : ମେଲବୋର୍ନରେ ଇଂଲଣ୍ଡ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଟି -୨୦ ବିଶ୍ୱକପର ୨୦ ତମ ମ୍ୟାଚ ଖେଳାଯାଉଛି। ବୁଧବାର ଏହି ମ୍ୟାଚ୍‌ରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ଜୋସ୍‌ ବଟଲରଙ୍କ ନେତୃତ୍ୱରେ ଦଳ…

ହାତରେ ସୁରକ୍ଷା ସୂତା ବାନ୍ଧି ପ୍ରଥମ ଭାଷଣ ଦେଲେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ

ଲଣ୍ଡନ,୨୬।୧୦: ଋଷି ସୁନାକ ବ୍ରିଟେନର ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହୋଇ ଇତିହାସ ରଚିଛନ୍ତି। ଲିଜ୍‌ ଟ୍ରସଙ୍କ ଇସ୍ତଫା ପରେ କଞ୍ଜରବେଟିଭ୍‌ ପାର୍ଟିର ଏମ୍‌ପିମାନେ ଟୋରି ନେତୃତ୍ୱ ନିର୍ବାଚନରେ ଋଷି ସୁନକଙ୍କୁ ବହୁଳ ଭାବେ ସମର୍ଥନ ଜଣାଇ ନିଜର ନୂତନ ନେତା ବାଛିଥିଲେ।…

ଟିମ୍‌ ଇଣ୍ଡିଆକୁ ଅନୁପଯୁକ୍ତ ଖାଦ୍ୟ, ଆୟୋଜକଙ୍କ ଉପରେ ଅସନ୍ତୋଷ ବଢ଼ିଲା…

ମେଲବୋର୍ନ,୨୬।୧୦ : ମେଲବୋର୍ନରେ ପାକିସ୍ତାନ ବିପକ୍ଷରେ ଐତିହାସିକ ବିଜୟ ପରେ ଟିମ ଇଣ୍ଡିଆ ସିଡନୀରେ ଅଛି। ନେଦରଲାଣ୍ଡ ବିପକ୍ଷ ଦ୍ୱିତୀୟ ସୁପର -୧୨ ମ୍ୟାଚରେ ଟିମ୍‌ ଇଣ୍ଡିଆକୁ ସେଠାରେ ଖେଳିବାକୁ ପଡିବ। ଏହି ମ୍ୟାଚ ୨୭ ଅକ୍ଟୋବରରେ ଖେଳାଯିବ। ମ୍ୟାଚ ପୂର୍ବରୁ…

ଜଙ୍ଗଲରୁ ମିଳିଲା ୪୦ରୁ ଊର୍ଦ୍ଧ୍ୱ ମାଙ୍କଡଙ୍କର ମୃତଦେହ

ଅମରାବତୀ,୨୬।୧୦: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାର କବିତା ମଣ୍ଡଳର ଶିଲାଗାମ ଅଞ୍ଚଳରେ ୪୦ରୁ ଊର୍ଦ୍ଧ୍ୱ ମାଙ୍କଡଙ୍କର ମୃତଦେହ ଉଦ୍ଧାର କରାଯାଇଛି। ବିଷାକ୍ତ ଖାଦ୍ୟ ଖାଇ ଏଭଳି ଘଟିଥିବା କୁହାଯାଉଛି। ବୁଦା ଭିତରେ ଗଦା ହୋଇ ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ବନବିଭାଗକୁ ଖବର…

ଜାତୀୟ କ୍ରୀଡ଼ା ପଦକ ବିଜେତାଙ୍କୁ ୩.୧୬ କୋଟି

ଭୁବନେଶ୍ୱର,୨୬।୧୦(ସ୍ପୋଟର୍‌ସ ବ୍ୟୁରୋ): ଗୁଜରାଟରେ ଅନୁଷ୍ଠିତ ୩୬ ତମ ଜାତୀୟ କ୍ରୀଡାରେ ପଦକ ବିଜେତା ଆଥଲେଟ ମାନଙ୍କୁ ପୁରସ୍କୃତ କରିଛନ୍ତି ଓଡ଼ିଶା ସରକାର। କ୍ରୀଡା ଓ ଯୁବସେବା ବ୍ୟାପାର ପକ୍ଷରୁ ଆଥଲେଟ ମାନଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି। କଳିଙ୍ଗ ଷ୍ଟାଡିୟମରେ ହୋଇଥିବା…

ଗ୍ରିନରଙ୍କ ଆବେଦନକୁ ରୁଷୀୟ କୋର୍ଟଙ୍କ ଖାରଜ

ମସ୍କୋର, ୨୬।୧୦(ଏପି): ଆମେରିକାର ମହିଳା ଷ୍ଟାର ବାସ୍କେଟବଲ ଖେଳାଳି ବ୍ରିଟ୍‌ନୀ ଗ୍ରୀନରଙ୍କ ଆବେଦନକୁ ଏକ ରୁଷୀୟ କୋର୍ଟ ଖାରଜ କରିଦେଇଛନ୍ତି। ମସ୍କୋର ସେରେମେତ୍‌ୟୋଭ ବିମାନ ବନ୍ଦରରେ ପୋଲିସ ବ୍ରିଟ୍‌ନୀଙ୍କ ଲଗେଜରୁ ଡ୍ରଗ୍ସ ଜବତ କରିଥିଲା। ଏହି ମାମଲାରେ ସେ ଦୋଷୀ ସାବ୍ୟସ୍ତ…

ଜାତୀୟ ସିନିୟର ଉସୁରେ ଅଂଶଗ୍ରହଣ କରିବ ଓଡ଼ିଶା

ଭୁବନେଶ୍ୱର,୨୬।୧୦(ସ୍ପୋଟର୍‌ସ ବ୍ୟୁରୋ): ଜମ୍ମୁ-କଶ୍ମୀରର ଶ୍ରୀନଗରସ୍ଥିତ ଏସ୍‌.କେ. ଇନ୍‌ଡୋର ଷ୍ଟାଡିୟମରେ ହେବାକୁ ଥିବା ଜାତୀୟ ସିନିୟର ଉସୁ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବ ଓଡ଼ିଶା। ମଙ୍ଗଳବାର ୨୯ ଜଣିଆ ଓଡ଼ିଶା ଦଳ ଜମ୍ମୁ-କଶ୍ମୀର ଯାତ୍ରା କରିଛି। ୨୮ ଅକ୍ଟୋବରରୁ ନଭେମ୍ବର ୨ ପର୍ଯ୍ୟନ୍ତ ଏହି…

ଆଜି ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହେବେ ଅର୍ଚ୍ଚନା

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ବହୁଚର୍ଚ୍ଚିତ ବ୍ଲାକ୍‌ମେର ଅର୍ଚ୍ଚନା ନାଗ ବୁଧବାର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହେବେ। ଅକ୍ଷୟ ପରିଜାଙ୍କୁ ୩ କୋଟି ବ୍ଲାକ୍‌ମେଲିଂ ମାମଲାରେ ହାଜର ହେବେ ବୋଲି ଜଣାପଡିଛି। ବ୍ୟକ୍ତିଗତ ଭାବେ ହାଜର ହେବେ ବୋଲି ଅର୍ଚ୍ଚନାଙ୍କ ଓକିଲ ସୂଚନା ଦେଇଛନ୍ତି। ଅନ୍ୟପଟେ,…

ଅଷ୍ଟ୍ରେଲିଆର ସହଜ ବିଜୟ

ପର୍ଥ,୨୬।୧୦(ପି.ଟି.): ଟି୨୦ ବିଶ୍ୱକପ୍‌ ସୁପର-୧୨ରେ ପ୍ରଥମ ବିଜୟ ହାସଲ କରିଛି ଆୟୋଜକ ଅଷ୍ଟ୍ରେଲିଆ। ପର୍ଥରେ ଖେଳାଯାଇଥିବା ମ୍ୟାଚରେ ଲୋକାଲ ବୟ ମାର୍କସ୍‌ ଷ୍ଟୋଇନିସଙ୍କ ଧୂଆଁଧାର ଅଦ୍ଧଶତକ ବଳରେ ୭ ଉଇକେଟରେ ଜିତି ପ୍ରଥମ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ। ପ୍ରଥମେ ବ୍ୟାଟିଂ…

ସବୁଜିମା ହେଲା କୁର୍ଲାଡୁଙ୍ଗରୀ ଲଣ୍ଡା ପାହାଡ଼

ସୁନ୍ଦରଗଡ,୨୬।୧୦(ଡି.ଏନ.ଏ.): ପ୍ରକୃତିଦତ୍ତ ବହୁମୂଲ୍ୟ ସମ୍ବଳ ହେଉଛି ଆମର ଜଙ୍ଗଲ ସମ୍ପଦ। ଆଦିବାସୀମାନେ ମୁଖ୍ୟତଃ ଏହି ଜଙ୍ଗଲ ସମ୍ପଦ ଉପରେ ନିର୍ଭର କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି ା ତେବେ ଜଗତୀକରଣ, ଜନସଂଖ୍ୟା ବୃଦ୍ଧି, ଶିଳ୍ପାୟନ ଇତ୍ୟାଦି କାରଣ ଯୋଗୁ ଅଧିକାଂଶ ଜଙ୍ଗଲ…

ହରମନ୍‌ପ୍ରୀତଙ୍କୁ ଅଧିନାୟକ ଦାୟିତ୍ୱ

ଭୁବନେଶ୍ୱର,୨୬।୧୦: ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଏଫ୍‌ଆଇଏଚ୍‌ ପ୍ରୋ ହକି ଲିଗ୍‌ ପାଇଁ ୨୨ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ସ୍ପେନ୍‌ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ୪ ମ୍ୟାଚ ବିଶିଷ୍ଟ ମିନି ଟୁର୍ନାମେଣ୍ଟ ପାଇଁ ନିୟମିତ ଅଧିନାୟକ ମନ୍‌ପ୍ରୀତଙ୍କ ସ୍ଥାନରେ…

ଭୁବନେଶ୍ୱରରେ ସ୍ପେନ୍‌, ନ୍ୟୁଜିଲାଣ୍ଡ ହକି ଦଳ

ଭୁବନେଶ୍ୱର,୨୬।୧୦: ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଏଫ୍‌ଆଇଏଚ୍‌ ପ୍ରୋ ହକି ଲିଗ୍‌ ପାଇଁ ପହଞ୍ଚିଛନ୍ତି ସ୍ପେନ୍‌ ଓ ନ୍ୟୁଜିଲାଣ୍ଡ ହକି ଦଳ। ଉଭୟ ଦଳ ଭାରତ ସହିତ ଦୁଇଟି ଲେଖାଏ ମ୍ୟାଚ ଖେଳିବେ ଓ ପରସ୍ପର ସହିତ ମଧ୍ୟ ଦୁଇଟି ଲେଖାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?