Advertisement
Posted inଜାତୀୟ

ଏଏପି ଜିତିଲେ ୫ ବର୍ଷରେ ସ୍ବଚ୍ଛ ଦିଲ୍ଲୀ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୮୧୦ : ଆଗାମୀ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ(ଏମ୍‌ସିଡି) ନିର୍ବାଚନ ଆବର୍ଜନା ପ୍ରସଙ୍ଗକୁ ନେଇ ଲଢ଼ାଯିବ ବୋଲି ଗୁରୁବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌୍‌ରିଓ୍ବାଲ ସୂଚନା ଦେଇଛନ୍ତି। ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଯଦି ନିର୍ବାଚନ ଜିତେ, ତେବେ ୫ ବର୍ଷରେ ଦିଲ୍ଲୀକୁ ସ୍ବଚ୍ଛ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେଜ୍‌ରିଓ୍ବାଲ ଗୁରୁବାର ଗାଜିଆବାଦ ଗାଜିପୁରର ଆବର୍ଜନା ପକାଯାଉଥିବା ସ୍ଥାନକୁ ଯାଇଥିଲେ। ସେଠାରେ ଭାଜପା ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀ ମହାକାଳ ଲୋକ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ…

ଉଜ୍ଜୟନୀ,୧୧।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍ଜୟନୀରେ ଶ୍ରୀ ମହାକାଳେଶ୍ୱର ମନ୍ଦିରରେ ଶ୍ରୀ ମହାକାଳ ଲୋକର ଲୋକାର୍ପଣ କରିଛନ୍ତି। ଏଣିକି ଶ୍ରଦ୍ଧାଳୁ ଶ୍ରୀ ମହାକାଳ ଲୋକରେ...

ହସ୍ପିଟାଲ ବାହାରେ ମୃତଦେହ ଲମ୍ବା ଲାଇନ୍‌: ଭାଜପା ନେତା ଛାଡିଲେ ଭିଡିଓ

ରାୟପୁର,୧୩।୪: ଛତିଶଗଡରେ କରୋନା ଅସମ୍ଭାଳ ସ୍ଥିତିରେ ପହଞ୍ଚିଛି। ଏଠାରେ କରୋନା ସଂକ୍ରମଣ ବୃଦ୍ଧି ଚିନ୍ତାଜନକ ରହିଛି। ରାଜ୍ୟରେ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ପରିସ୍ଥିତି ଏପରି...

ତୃତୀୟ ପର୍ଯ୍ୟାୟ ଟିକାକରଣ: ଅଧିକାଂଶ ରାଜ୍ୟରେ ଟିକା ନାହିଁ

ନୂଆଦିଲ୍ଲୀ, ୩୦।୪: କିଛିଦିନ ହେଲା ଦେଶରେ ୩ ଲକ୍ଷରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ ହେଉଥିବା ବେଳେ ହଜାର ହଜାର ଲୋକଙ୍କ ଜୀବନ ଯାଉଛି। ସଂକ୍ରମଣକୁ ରୋକିବା...

ବାଣ କାରଖାନାରେ ବିସ୍ଫୋରଣ ଘଟି ୩ ମୃତ: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆନ୍ଧ୍ରପ୍ରଦେଶ,୧୧।୧୧: ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲାର ତାଡେପାଲିଗୁଡେମ ମଣ୍ଡଳର କାଦିୟାଡ୍ଡା ଗ୍ରାମରେ ଗୁରୁବାର ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଛି। ଏଥିରେ ୩ ଜଣଙ୍କର ମୃତ୍ୟୁ...

କେସିଆର୍‌ଙ୍କ ଦଳ ପାଇଁ କାମ କରିବ ଆଇପିଏସି

ଗୁଆହାଟୀ,୨୫।୪: ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗଦେବା ଲାଗି କଥାବାର୍ତ୍ତା ଚାଲିଥିବାବେଳେ ସେପଟେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌)ଙ୍କ ଦଳ ତେଲଙ୍ଗାନା...

ସିଏଏ ବିରୋଧରେ ହିଂସା: ୨୨ ବିଶ୍ୱବିଦ୍ୟାଳୟରେ ଅଶାନ୍ତି; ଆସାମରେ ୪ ମୃତ ୧୯୦ରୁ ଅଧିକ ଗିରଫ; ୩ ହଜାରରୁ ଅଧିକ ଅଟକ

ନୂଆଦିଲ୍ଲୀ,୧୭।୧୨: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଦେଶର ୨୨ଟି ପ୍ରମୁଖ ବିଶ୍ୱବିଦ୍ୟାଳୟରେ ଅଶାନ୍ତି ବଢ଼ିଚାଲିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ପ୍ରଶାସନ ପକ୍ଷରୁ ଉଦ୍ୟମ ହେଉଥିଲେ...

ନନ୍ଦିଗ୍ରାମ ଫଳାଫଳକୁ ନେଇ ଦ୍ୱନ୍ଦ୍ୱ : କୋର୍ଟ ଯିବେ ମମତା

କୋଲକାତା,୨।୫ : ପଶ୍ଚିମବଙ୍ଗରେ ବୃହତ୍‌ ବିଜୟ ହାସଲ କରିଛନ୍ତି ମମତା ବାନାର୍ଜୀ। କିନ୍ତୁ ନନ୍ଦିମ୍ରାମ ଆସନରେ ଭାଜପାର ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାଜିତ ହୋଇଥିବା ବିଭିନ୍ନ...

ଏନ୍‌ସିପି ନେତାଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୨୦।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା(ଏନ୍‌ଆର୍‌ସି)କୁ ନେଇ ଏନ୍‌ସିପି ନେତାଙ୍କ ବିବାଦୀୟ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ଏନ୍‌ସିପି...

Advertisement
Archives

Model This Week