Home Left

ସଲମାନଙ୍କୁ ଡେଙ୍ଗୁ

ମୁମ୍ବାଇ: ବଲିଉଡ୍‌ର ସୁପରଷ୍ଟାର ସଲମାନ ଖାନ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ନାୟକଙ୍କ ଚିକିତ୍ସା ଜାରିଥିବାବେଳେ ସେ ଧୀରେ ଧୀରେ ସୁସ୍ଥ ହେଉଥିବା ଖବର ପ୍ରକାଶ ପାଇଛି। ତେବେ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନ ଥିବାରୁ ବିଗ୍‌ବସ୍‌ ସିଜନ୍‌ ୧୬ର ଓ୍ବିକେଣ୍ଡ୍‌କା ବାର୍‌ରେ ସେ…

‘ମୋତେ ନାଚ ଆସେନି’

ମୁମ୍ବାଇ: କମଲି, ଚିକ୍‌ନି ଚମେଲି, ଶିଲାକି ଜଓ୍ବାନୀ, କାଲା ଚଷମା, ମାଶାଲାହ, ଆଫଗାନ ଜଲେବି ଭଳି ଅନେକ ହିଟ୍‌ ଗୀତ ସିନେପ୍ରେମୀଙ୍କୁ ଭେଟି ଦେଇଛନ୍ତି ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌। ଏହାସତ୍ତ୍ୱେ କ୍ୟାଟ୍ରିନାଙ୍କୁ ନାଚ ଜଣା ନାହିଁ ବୋଲି ନାୟିକା ଜଣଙ୍କ…

ଆଇଏଫ୍‌ଏଫ୍‌ଆଇରେ ଓଡ଼ିଆ ଫିଲ୍ମ ‘ପ୍ରତୀକ୍ଷା’

ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ୫୩ତମ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ଇଣ୍ଡିଆ (ଆଇଏଫ୍‌ଏଫ୍‌ଆଇ)ର ଭାରତୀୟ ପାନୋରାମା ବିଭାଗରେ ସ୍ଥାନ ପାଇଛି ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’। ନଭେମ୍ବର ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହେବାକୁ ଥିବା ଏହି ଫେଷ୍ଟିଭାଲ ‘ଜୟ ଭୀମ୍‌’,…

ଆଇନ ମନ୍ତ୍ରୀଙ୍କ ଧମକ ପରେ ସମ୍ବିଧାନର ପାଠ ପଢାଇଲେ ରାଜ୍ୟପାଳ

ଥିରୁଭାନନ୍ତପୁରମ,୨୩ ।୧୦: କେରଳରେ ରାଜ୍ୟ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ କଥା କଟାକଟି ଲଗାତାର ଜାରି ରହିଛି । ତାଜା ଘଟଣାକ୍ରମରେ ଆଇନ ମନ୍ତ୍ରୀ ପି ରାଜୀବ ଯେ କି ରାଜ୍ୟପାଳ ଆରିଫ ମହମ୍ମଦଙ୍କୁ ଚେତାବନୀ ଦେଇ କହିଥିଲେ ସେ ତାଙ୍କ…

ଆଜି ଧନ୍‌ତେରସ: ଆଶାଠାରୁ ଅଧିକ ହେବ ବ୍ୟବସାୟ…

ନୂଆଦିଲ୍ଲୀ,୨୩।୧୦: ଚଳିତ ବର୍ଷର ଧନ୍‌ତେରସ କାରବାର ପାଇଁ ଉଭୟ ବ୍ୟବସାୟୀ ଓ ଗ୍ରାହକଙ୍କ ମନରେ ଉତ୍ସାହ ଭରି ରହିଛି। ଏପରିକି ଚଳିତ ବର୍ଷ ଉଭୟ ସୁନା ଦର ଓ ସଂକ୍ରମଣ ତଳମୁହଁା ରହିଥିବାରୁ ବ୍ୟବସାୟ ୨୦୧୯-୨୦ ଅପେକ୍ଷା ୨୦% ବୃଦ୍ଧି ପାଇବ…

ହଷ୍ଟେଲରେ ରହି ଚୋରି କରୁଥିଲେ ଏମ୍‌ବିଏ ଛାତ୍ରୀ

ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ଏକ ପ୍ରତିଷ୍ଠିତ ଘରୋଇ ବିଶ୍ୱବିଦ୍ୟାଳୟରେ ଏମ୍‌ବିଏ ପଢ଼ୁଥିଲେ ମଧ୍ୟ ଅୟସ ଜୀବନ ବିତାଇବା ଲାଗି ଚୋରି ପେସାକୁ ଆପଣାଇଥିଲେ। ହଷ୍ଟେଲରେ ରହି ଅନ୍ୟମାନଙ୍କ ଲାପ୍‌ଟପ୍‌, ମୋବାଇଲ୍‌ ଫୋନ୍‌ ଆଦି ଚୋରି କରୁଥିଲେ। ଶେଷରେ ପୋଲିସ ହାତରେ ଧରାପଡିଛନ୍ତି ସମ୍ପୃକ୍ତ ଏମ୍‌ବିଏ…

ଗୋଟିଏ କଳା ସେଓର ଦାମ୍‌ରେ କିଣିପାରିବେ ୫ ପ୍ରକାର ଫଳ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା

ସାଧାରଣତଃ ସେଓ ପ୍ରାୟ ସମସ୍ତେ ଦେଖିଥିବେ। ମାତ୍ର ବ୍ଲାକ୍‌ ଡାଏମଣ୍ଡ ଆପଲ ବା କଳା ହୀରା ସେଓ ହୁଏତ କମ୍‌ ଲୋକ ଦେଖିଥିବେ। ଆପଣ ଭାବୁଥିବେ ଏହି ସେଓରେ କେହି ବୋଧେ ରଙ୍ଗ ବୋଳି ଦେଇଛି। କିନ୍ତୁ ନା ପ୍ରାକୃତିକ ରୂପରେ…

୧୦ ସରକାରୀ ମେଡିକାଲ କଲେଜରେ ୪୦୦ ଶିକ୍ଷକ ପଦବୀ ଖାଲି

କଟକ ଅଫିସ,୨୩।୧୦: ରାଜ୍ୟରେ ସରକାରୀ ମେଡିକାଲ କଲେଜ ସଂଖ୍ୟା ୧୦ରେ ପହଞ୍ଚିଛି। କିନ୍ତୁ ମେଡିକାଲ ପାଠ ପଢ଼ାଇବା ନିମନ୍ତେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ପଦବୀ ଖାଲି ପଡ଼ିଛି। ସରକାର ନୂତନ ନିଯୁକ୍ତି ସହ ପଦୋନ୍ନତି ମାଧ୍ୟମରେ ଖାଲିଥିବା ଶିକ୍ଷକ ପଦ ପୂରଣ…

ଜେଲରୁ ଚିଠି ଲେଖିଲେ ସୁକେଶ ଚନ୍ଦ୍ରଶେଖର, ଜ୍ୟାକଲିନଙ୍କ ସମ୍ପର୍କରେ ଖୋଲିଲା ରାଜ

ନୂଆଦିଲ୍ଲୀ,୨୩ ।୧୦: ଠକ ସୁକେଶ ଚନ୍ଦ୍ରଶେଖର ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଏବେ ଦିଲ୍ଲୀର ମଣ୍ଡୋଲି ଜେଲରେ ବନ୍ଦ ରହିଛନ୍ତି । ସୁକେଶଙ୍କ ସହ ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ପର୍ନାଡିଜ ବି ଏହି ଅଭିଯୋଗରେ ଫସି…

ଆଜି ଭାରତ-ପାକିସ୍ତାନ ମହାମୁକାବିଲା: ଜାଣନ୍ତୁ କେବେ,କେଉଁଠି ଆଉ କେତେବେଳେ ଦେଖିବେ ମ୍ୟାଚ୍‌..

ନୂଆଦିଲ୍ଲୀ,୨୩।୧୦: ଟି୨୦ ବିଶ୍ୱକପ୍‌ ୨୦୨୨ରେ ରବିବାରଠାରୁ ନିଜର ମିଶନ୍‌ ଆରମ୍ଭ କରିବ ଟିମ୍‌ ଇଣ୍ଡିଆ। ମେଲବୋର୍ନରେ ଭାରତ ପାକିସ୍ତାନ ସହ ସୁପର-୧୨ ମୁକାବିଲାର ପ୍ରଥମ ମ୍ୟାଚ୍‌ ଖେଳିବ। ଅଧିନାୟକ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍‌ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌କୁ ଜିତିବା ଲକ୍ଷ୍ୟରେ…

କାମ ମିଳୁନାହିଁ, ଯୋଜନା ଅପହଞ୍ଚ

ସୋନପୁର,୨୩।୧୦: ରାଜ୍ୟର ୧୧ଟି ଦାଦନପ୍ରବଣ ଜିଲା ମଧ୍ୟରୁ ସୁବର୍ଣ୍ଣପୁର ଅନ୍ୟତମ। ଏହି ଜିଲାରେ ଦାଦନ ଚାଲାଣ ହୁଏନାହିଁ ବୋଲି ଜିଲା ପ୍ରଶାସନ ପୂର୍ବରୁ ବାହୁସ୍ଫୋଟ ମାରୁଥିଲା। କିନ୍ତୁ କରୋନା ମହାମାରୀ ପ୍ରଶାସନର ଦାବିକୁ ଭୁଲ୍‌ ପ୍ରମାଣିତ କରିଥିଲା, ଯେତେବେଳେ ୧୫,୦୦୦ରୁ ଊର୍ଦ୍ଧ୍ୱ…

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ବଡ ଧରଣର ସଡ଼କ ଦୁର୍ଘଟଣା, ୪ ମୃତ ୪୨ରୁ ଅଧିକ ଗୁରୁତର ଆହତ

ଲକ୍ଷ୍ନୌ,୨୩ ।୧୦: ଇଟାୱା ଜିଲାର ସୈଫଇ ସ୍ଥିତ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେର ଚ୍ୟାନେଲ ନମ୍ବର ୧୦୩ ନିକଟରେ ଦ୍ରୁତ ଗତିରେ ଯାଉଥିବା ଡବଳ ବସ ଆଗରେ ଯାଉଥିବା ଏକ କଣ୍ଟେନରକୁ ଧକ୍କା ଦେବା ଫଳରେ ଏକ ବଡ ଦୁର୍ଘଟଣା ଘଟିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?