ଅବସର ଦିବସର ୩ ଦିନ ପୂର୍ବରୁ ଲାଞ୍ଚନେଇ ଧରାପଡ଼ିଲେ ଡିଇଓ
କେନ୍ଦ୍ରାପଡା ଅଫିସ, ୨୭।୭: କେନ୍ଦ୍ରାପଡ଼ା ଜିଲା ଶିକ୍ଷାଧିକାରୀ ସଞ୍ଜୀବ କୁମାର ସିଂହଙ୍କର ଆସନ୍ତା ୩୧ ତାରିଖ ଚାକିରି କାର୍ଯ୍ୟକାଳର ଶେଷ ଦିବସ। ଏହାର ୩ ଦିନ ପୂର୍ବରୁ ଅର୍ଥାତ୍ ବୁଧବାର ସକାଳେ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ହାତରେ ଧରାପଡିଛନ୍ତି।…
ଉଦ୍ଧବଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଶିନ୍ଦେ…
ମୁମ୍ବାଇ, ୨୭।୭ : ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ୬୨ ତମ ଜନ୍ମଦିନ ବୁଧବାର ପାଳନ କରୁଛନ୍ତି। ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଉଦ୍ଧବଙ୍କର ସୁସ୍ବାସ୍ଥ୍ୟ କାମନା କରିଛନ୍ତ ଶିନ୍ଦେ। ବିଶେଷ କଥା ହେଉଛି…
ହାଓ୍ବାଇରେ ଲାଭା ନଦୀ
ଓ୍ବାଶିଂଟନ: ଆମେରିକା ହାଓ୍ବାଇରେ ସୃଷ୍ଟ ଲାଭା ନଦୀର ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରିବୁଲୁଛି। ଏହି ଲାଭା ହାଓ୍ବାଇରେ ଥିବା କିଲାଉଇଆ ଆଗ୍ନେୟଗିରିର ବୋଲି ଖବର ପ୍ରକାଶ ପାଇଛି। ହାଓ୍ବାଇରେ ମୋଟ ୫ଟି ଭୋଲକାନୋ ବା ଆଗ୍ନେୟଗିରି ରହିଛି। ୨୦୨୧ ସେପ୍ଟେମ୍ବରରୁ…
ଦ୍ବିତୀୟ ସନ୍ତାନ ପାଇଁ ଯୋଜନା କରୁଛନ୍ତି ପ୍ରିୟଙ୍କା-ନିକ୍!
ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବ୍ୟକ୍ତଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ଚଳିତ ବର୍ଷ ପ୍ରିୟଙ୍କା ଏବଂ ନିକ ଜୋନାସ ସରୋଗେସି ମାଧ୍ୟମରେ ଏକ କନ୍ୟା ସନ୍ତାନର ପିତାମାତା ହୋଇଥିଲେ। ହେଲେ ପ୍ରିୟଙ୍କା ପୁଣି ଦ୍ବିତୀୟ ସନ୍ତାନ…
ଭୁବନେଶ୍ୱରରେ ହେବ କ୍ୟାନସର ହସ୍ପିଟାଲ
ଭୁବନେଶ୍ୱର,୨୭।୭(ବ୍ୟୁରୋ): ଭୁବନେଶ୍ୱରରେ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ହେବ। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀଙ୍କ ଏକ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ୬୫୦ କୋଟି ବ୍ୟୟରେ…
ଲାଲୁଙ୍କ ନିକଟତମ ବନ୍ଧୁ ଭୋଲା ଯାଦବ ଗିରଫ
ପାଟନା,୨୭।୭: କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି(ସିବିଆଇ) ବୁଧବାର ଲାଲୁ ପ୍ରସାଦ ଯାଦବଙ୍କ ପୂର୍ବତନ ଓଏସ୍ଡି ତଥା ନିକଟତମ ବନ୍ଧୁ ଭୋଲା ଯାଦବଙ୍କୁ ଗିରଫ କରାଯାଇଛି। ରେଲଓ୍ବେ ନିଯୁକ୍ତି ସ୍କାମ ସହ ଜଡିତ ଏକ ମାମଲାରେ ଏହି ଗିରଫ କରାଯାଇଛି। କେବଳ ଏତିକି ନୁହେଁ,…
ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ପରଭେଜ ଇଲାହୀ…
ଇସଲାମାବାଦ, ୨୭।୭ : ପାକିସ୍ତାନର ପଞ୍ଜାବ ପ୍ରଦେଶରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ବିଏମ୍ଏଲ-କ୍ୟୁ ନେତା ଚୌଧୁରୀ ପରଭେଜ ଇଲାହୀଙ୍କୁ ନିଯୁକ୍ତ କରାଯାଇଛି। ସେ ବୁଧବାର ପୂର୍ବାହ୍ନରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ପାକିସ୍ତାନ ସୁପ୍ରିମକୋର୍ଟ ପ୍ରଧାନମନ୍ତ୍ରୀ ଶାହାବାଜଙ୍କ ପୁଅ…
ଫ୍ଲପ୍ ଫିଲ୍ମ ଲିଷ୍ଟରେ ସାମିଲ୍ ହେଲା ‘ଶମଶେରା’
ନିକଟରେ ବଲିଉଡ୍ ଅଭିନେତା ରଣବୀର କପୁରଙ୍କ ଅଭିନୀତ ଫିଲ୍ମ‘ଶମଶେରା’ ରିଲିଜ୍ ହୋଇଛି। ହେଲେ ଫିଲ୍ମ ରିଲିଜ୍ ହେବା ପରେ ସେତେଟା ଭଲ ପ୍ରଦର୍ଶନ କରିପାରିନାହିଁ। ୫ ଦିନରେ ଫିଲ୍ମଟି ମାତ୍ର ବକ୍ସ ଅଫିସରେ ପ୍ରାୟ ୩୭ କୋଟି ଟଙ୍କା ଆୟ କରି…
ପୁଣି ଡରାଇଲାଣି କରୋନା: ରାଜ୍ୟରେ ୧୧୭୪ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୨୭।୭(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ୧୧୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟର ୧୫୫ ଜଣ ପିଲା ଅଛନ୍ତି। ଚିହ୍ନଟ କରୋନା ଆକ୍ରାନ୍ତ ମଧ୍ୟରୁ ୬୮୮ ଜଣ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୪୮୬…
ଶକ୍ତିଶାଳୀ ବ୍ଲାକ୍ ହୋଲ୍
ନୂଆଦିଲ୍ଲୀ: ସୌରଜଗତର କେନ୍ଦ୍ରଭାଗରେ ଅବସ୍ଥାପିତ ବ୍ଲାକ୍ ହୋଲ୍ ସମ୍ପୂର୍ଣ୍ଣଭାବେ ତାରକାମାନଙ୍କୁ ନିଜ ଅକ୍ତିଆରରେ ରଖିଥାଏ। କେଉଁ ତାରକା କିପରି ଜନ୍ମ ନେବ ଏବଂ କେଉଁ ତାରକା ସୂର୍ଯ୍ୟାଲୋକରେ ଦୃଶ୍ୟମାନ ହେବ ନାହିଁ ଏଭଳି ଅନେକ କାର୍ଯ୍ୟ କେବଳ ବ୍ଲାକ୍ ହୋଲ୍ (କୃଷ୍ଣଗର୍ତ୍ତ)…
ଭୁବନେଶ୍ୱରରେ ପହଞ୍ଚିଲେ ବାବୁସାନ
ଭୁବନେଶ୍ୱର,୨୭।୭(ବ୍ୟୁରୋ): ଓଲିଉଡ ଅଭିନେତା ବାବୁଶାନ ବୁଧବାର ଭୁବନେଶ୍ୱରରେ ପହଞ୍ଚଛନ୍ତି। ଗତକାଲି ପ୍ରକୃତି ମିଶ୍ର ଭୁବନେଶ୍ୱରରେ ପହଞ୍ଚିଥିବା ବେଳେ ବାବୁଶାନ କେବେ ଫେରିବେ ତାହା ଉପରେ ସମସ୍ତଙ୍କ ନଜର ଥିଲା। ଏହାପରେ ଆଜି ସକାଳ ପ୍ରାୟ ସାଢେ ୮ଟାରେ ଚେନ୍ନାଇରୁ ବିମାନ ଯୋଗେ…
ଖାଦ୍ୟ ଖାଉଥିଲା ଗୋରୁ , ପଛରୁ ଏମିତି ହେଲା ପଡ଼ିଲା …
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
Archives


