ସିଆରସିସି ନିଯୁକ୍ତିରେ ବିଳମ୍ବ: ପିଲାଙ୍କ ପାଠପଢ଼ା ଦିଗହରା
ନାଉଗାଁ,୬ା୬(ସ୍ବ.ପ୍ର): ବ୍ଲକ ଗୁଡ଼ିକରେ ଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଓ ଶିକ୍ଷାଦାନ ଆଦିକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ବିଭନ୍ନ କ୍ଲଷ୍ଟରରେ ବିଭକ୍ତ କରାଯାଇ ସିଆର୍ସିସିମାନଙ୍କୁ ନିଯୁକ୍ତି କରାଯାଇଛି। ନାଉଗାଁ ବ୍ଲକରେ ୨୦୨୧ରୁ ୫…
ଶିକ୍ଷକତା ଜାଲିଆତି ଅଣାୟତ୍ତ
ଯାଜପୁର ଅଫିସ,୬ା୬: ଜାତିଗତ ଏବଂ ଶିକ୍ଷାଗତ ପ୍ରମାଣପତ୍ରକୁ ଜାଲିଆତି କରି ସରକାରଙ୍କ ବିଭିନ୍ନ ସୁବିଧାସୁଯୋଗ ହାସଲ କରିବା ଏବେ ସାଧାରଣ ବିଷୟ ହୋଇଛି। ବିଶେଷକରି ଶିକ୍ଷା ବିଭାଗରେ ଏହି ଜାଲିଆତି ଅଣାୟତ୍ତ ହୋଇଛି। ନକଲି ଶିକ୍ଷକଙ୍କୁ ଠାବ କରି ସେମାନଙ୍କ ବିରୋଧରେ…
ସିଦ୍ଧୁ ମୁସେୱାଲା ହତ୍ୟା ଘଟଣାକୁ ନେଇ ଅପପ୍ରଚାର କରୁଛି ପାକିସ୍ତାନ
ଚଣ୍ଡିଗଡ଼,୬ ।୬: ପାକିସ୍ତାନ ତା’ର ଭାରତ ବିରୋଧି ଅପପ୍ରଚାରକୁ ଏବେବି ଜାରି ରଖିଛି । ଏବେ ପାକିସ୍ତାନ ପଞ୍ଜାବି ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣାକୁ ନେଇ ଅପପ୍ରଚାର ଆରମ୍ଭ କରିବା ସହ ଭାରତର ଛବି ଖରାପ କରିବାକୁ ଲାଗି ପଡିଛି…
ଅଧ୍ୟବସାୟରୁ ବ୍ୟବସାୟିକ ସଫଳତା
ବାଣିଜ୍ୟ ଛାତ୍ର ହୋଇଥିବାରୁ ବ୍ୟବସାୟ ପ୍ରତି ମନ ବଳାଇଥିଲେ। ଉଚ୍ଚଶିକ୍ଷା ପରେ ଦେଶର କିଛି ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନରେ ଯୋଗଦେବା ସହ ସେ ୧୯୯୧-୯୨ରେ ସୁପ୍ରିମ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ସହ ଯୋଡ଼ିହୋଇଥିଲେ। ଦୀର୍ଘ ବର୍ଷର ଅଭିଜ୍ଞତା ଥିବାରୁ କମ୍ପାନୀ ତାଙ୍କୁ ଅଧିକାରୀ…
ପ୍ରଶାନ୍ତ ମୁଦୁଲି ସରକାରୀ ଦଳ ମୁଖ୍ୟ ସଚେତକ, ସରୋଜ ମେହେର ଉପମୁଖ୍ୟ ସଚେତକ
ଭୁବନେଶ୍ୱର,୬ା୬(ବ୍ୟୁରୋ): ଜଗତ୍ସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ସରକାରୀ ଦଳ ମୁଖ୍ୟ ସଚେତକ ଦାୟିତ୍ୱ ମିଳିଛି। ସେହିପରି ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ସରକାରୀ ଦଳ ଉପ ମୁଖ୍ୟ ସଚେତକ କରାଯାଇଛି। ଏ ନେଇ ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି…
ସରପଞ୍ଚ, ପୂର୍ବତନ ସମିତିସଭ୍ୟଙ୍କୁ ଅପହରଣ
ଚଣ୍ଡିଖୋଲ,୬ା୬(ଡି.ଏନ.ଏ.): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅଞ୍ଚଳରେ କିଛିଦିନ ତଳେ ଜଣେ ସରକାରୀ କର୍ମଚାରୀଙ୍କୁ ଅପହରଣ କରାଯାଇଥିବାବେଳେ ଶନିବାର ରାତିରେ ଉକ୍ତ ଥାନା ଅଧୀନ ନଳିପୁର ସରପଞ୍ଚ ଓ ପ୍ରାକ୍ତନ ସମିତିସଭ୍ୟଙ୍କୁ ଅପହରଣ କରି ମୁଣ୍ଡ ଜାମିନ ରଖାଯାଇଥିଲା। ୫ଲକ୍ଷ ଟଙ୍କାଦେଲେ…
ରୋଗ ଭଲ ପାଇଁ ଖାଉଛନ୍ତି ବାଲି
ଗୋପାଳପୁର,୬ା୬(ଡି.ଏନ.ଏ.): ଔଷଧ ଖାଇଲେ ରୋଗ ଭଲ ହୁଏ। କିନ୍ତୁ ଜଣେ ବ୍ୟକ୍ତି ତାଙ୍କ ଗୋଡ଼ହାତ ବିନ୍ଧାରୁ ଉପଶମ ପାଇବା ପାଇଁ ବାଲି ଖାଉଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କୀର୍ତ୍ତିପୁର ଗ୍ରାମରେ। ବାଲି ଖାଇଲେ ବି ତାଙ୍କର…
ଦୁର୍ନୀତି ଅଭିଯୋଗରେ ‘ଲେଡି ସିଙ୍ଘମ୍’ ଗିରଫ
ଗୁଆହାଟୀ,୬।୬: ଦୁର୍ନୀତି ଅଭିଯୋଗରେ ଆସାମ ପୋଲିସ ଅଫିସର ଜୁନମୋନି ରାଭାଙ୍କୁ ଗିରଫ କରାଯାଇଛି। ଗତ ମାସରେ ଜୁନମୋନି ତାଙ୍କ ଭାବିସ୍ବାମୀଙ୍କୁ ଗିରଫ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବାବେଳେ ତାଙ୍କୁ ‘ଲେଡି ସଙ୍ଘମ’ ଆଖ୍ୟା ଦିଆଯାଇଥିଲା। ଭାବିସ୍ବାମୀଙ୍କ ସହ ଠକେଇ କାରବାରରେ ମହିଳା…
ଅନିଶ୍ଚିତତାରେ ଅର୍ବାନ ହିଷ୍ଟ୍ରି ମ୍ୟୁଜିୟମ
ଭୁବନେଶ୍ୱର,୬।୬(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି), ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ (ବିଡିଏ) ଏବଂ ସ୍ମାର୍ଟସିଟି ପକ୍ଷରୁ ରାଜଧାନୀର ବିକାଶ ପାଇଁ ବିଭିନ୍ନ ଯୋଜନା ହାତକୁ ନିଆଯାଉଛି। ସେଥିମଧ୍ୟରୁ କେତେକ କାର୍ଯ୍ୟକାରୀ ହେଉଥିବାବେଳେ ଆଉ କେତୋଟି ଯୋଜନା ଫାଇଲ ଭିତରେ ରହିଯାଉଛି। ସରକାର…
ନିୟମ ମାନୁନାହାନ୍ତି ବାର୍ ମାଲିକ
ଭୁବନେଶ୍ୱର,୬।୬(ବ୍ୟୁରୋ):: ରାଜଧାନୀର ବାର ଖୋଲିବା ପାଇଁ ସର୍ତ୍ତମୂଳକ ଅନୁମତି ରହିଥିଲେ ମଧ୍ୟ କେତେକ ବାର ମାଲିକ ନିୟମ ମାନୁ ନ ଥିବା ଦେଖିବାକୁ ମିଳିଛି। ବାରଗୁଡ଼ିକରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଡାନ୍ସ ଚାଲୁଥିବା ଖବର ପାଇ ଶନିବାର କମିଶନରେଟ ପୋଲିସ୍ର ଟିମ୍…
ଉତ୍ତରାଖଣ୍ଡ ବସ ଦୁର୍ଘଟଣା: ଦୁଃଖ ପ୍ରକାଶ କଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ
ନୂଆଦିଲ୍ଲୀ,୬ ।୬: ଉତ୍ତରାଖଣ୍ଡର ଉତ୍ତର କାଶୀରେ ରବିବାର ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଏବେ ପର୍ଯ୍ୟନ୍ତ ୨୬ ଜଣଙ୍କ ମୃତଦେହ ଉଦ୍ଧର କରାଯାଇଥିବା ସୂଚନା ମିଳିଛି । ଅନ୍ୟ ୩-୪ ଜଣ ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରଯାଇଛି ।…
ଫ୍ରିଜ୍ରେ ମଦ ନ ରଖିବାରୁ ଦୋକାନୀଙ୍କୁ ମାଡ଼
ଭୁବନେଶ୍ୱର,୬।୬ (ବ୍ୟୁରୋ): ଫ୍ରିଜ୍ରେ ମଦ ପେଟି ରଖିବାକୁ ମନା କରିବାରୁ ଦୋକାନୀଙ୍କୁ ମାଡ। ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନିଳାଦ୍ରି ବିହାର ଅଞ୍ଚଳରେ ଏହି ଘଟଣା ଘଟିଥିବାବେଳେ ସିସିଟିଭିରେ ଏହି ଦାଦାଗିରିର ଦୃଶ୍ୟ ରହିଛି। ଦୋକାନ ମାଲିକ ଚିନ୍ମୟ ବିଶ୍ୱାଳ ଚନ୍ଦ୍ରଶେଖରପୁର ଥାନାରେ…
Archives


