ଶୁଟିଂ ପାଇଁ ଉଟି ପହଞ୍ଚିଲେ ଖୁସି
\ମୁମ୍ବାଇ: ବଲିଉଡ ନାୟିକା ଶ୍ରୀଦେବି ଓ ନିର୍ଦ୍ଦେଶକ ବୋନି କପୁରଙ୍କ ଝିଅ ତଥା ନାୟିକା ଜାହ୍ନବି କପୁରଙ୍କ ସାନ ଭଉଣୀ ଖୁସି କପୁର ଏବେ ବଲିଉଡରେ ଡେବ୍ୟୁ କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଗଲେଣି । ଏବେ ସେ ତାଙ୍କର ଡେବ୍ୟୁ…
ହାଇପର ଭିଟାମିନୋସିସ୍
ଶରୀର ସୁସ୍ଥ, ନୀରୋଗ ଓ ଦୀର୍ଘାୟୁ ନିମନ୍ତେ ଭିଟାମିନ୍ ବା ଜୀବସାର ନିତାନ୍ତ ପ୍ରୟୋଜନ। ଏହା ଶରୀରର ମସ୍ତିଷ୍କ, ଅସ୍ଥି, ତ୍ୱଚା ଏବଂ ରକ୍ତକୁ ସୁସ୍ଥ ରଖିଥାଏ। ବ୍ୟାଧି ପ୍ରତିରୋଧକ କ୍ଷମତା ବଢ଼ାଇଥାଏ। ଏହା ଆମ ପ୍ରକୃତିରୁ ବିଭିନ୍ନ ଆହାର, ଔଷଧ,…
‘ଦେଶ ଗୃହଯୁଦ୍ଧ ଆଡକୁ ବଢୁଛି’
ପାଟନା,୬।୬: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦେଶ ଏବେ ଗୃହଯୁଦ୍ଧ ଅଭିମୁଖେ ଯାଉଥିବା ସେ ଅଭିଯୋଗ କରିଛନ୍ତି। ସମ୍ପୂର୍ଣ୍ଣ କ୍ରାନ୍ତି ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଲାଲୁ ଯାଦବ…
ପୁଣି କୋଇଲା ଟ୍ରେନ୍ରେ ଲାଗିଲା ନିଆଁ
ନିରାକାରପୁର,୬ା୬(ଡି.ଏନ୍.ଏ.): ପୁଣିଥରେ କୋଇଲା ନିଆଁ ଲାଗିଛି। ଖବର ପାଇଁ ନିଆଁକୁ ଆୟତ୍ତ କରିଛି ଟାଙ୍ଗୀ ଅଗ୍ନିଶମ ବାହିନୀ। ସୂଚନା ଥାଉକି, ପୂର୍ବତଟ ରେଳବାଇ କାଳୁପଡ଼ା ଘାଟ ରେଳ ଷ୍ଟେଶନର ୪ ନମ୍ବର ଟ୍ରାକ୍ରେ ରଖାଯାଇଥିବା କୋଇଲା ବୋଝେଇ ମାଲଗାଡ଼ିର ଏକ ବଗିରେ…
ଏତିକି କୋଟି ଟଙ୍କାର ମାଲିକାଣୀ ନେହା କକ୍କର, ଗୋଟିଏ ଗୀତକୁ ନିଅନ୍ତି…
ବଲିଉଡ୍ର ଚର୍ଚ୍ଚିତ ଗାୟିକା ନେହା କକ୍କର ଆଜି ୩୪ତମ ଜନ୍ମଦିନ ପାଳନ କରୁଛନ୍ତି। ଅନେକ ବଲିଉଡ୍ ଫିଲ୍ମ, ପଞ୍ଜାବୀ ଫିଲ୍ମ ଏବଂ ମ୍ୟୁଜିକ ଭିଡିଓ ପାଇଁ ଗୀତ ଗାଇ ନେହା ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଏତେ…
ନାତିକୁ କୋଳରେ ଧରି ନଜର ଆସିଲେ ମୁକେଶ ଅମ୍ବାନୀ
ଦୀର୍ଘ ଦିନ ପରେ ରବିବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଚେୟାରମ୍ୟାନ ତଥା ଏମ୍ଡି ମୁକେଶ ଅମ୍ବାନୀଙ୍କୁ ଦେଖିବାକୁ ମିଳିଥିଲା। ଏହି ଅବସରରେ ଭାରତନାଟ୍ୟମ ନୃତ୍ୟର ଏକ ଶୋ’ ଥିଲା। ରାଧିକା ମର୍ଚାଣ୍ଟ ଯେ କି, ଅମ୍ବାନୀ ପରିବାରର ବୋହୂ ହେବାକୁ ଯାଉଛନ୍ତି।…
ସିଡିଏସ୍ ପରୀକ୍ଷାରେ ଉତ୍ତରାଖଣ୍ଡର ହିମାଂଶୁ ଟପ୍ପର
ନୈନିତାଲ,୬।୬: ମିଳିତ ପ୍ରତିରକ୍ଷା ସେବା (ସିଡିଏସ୍) ପରୀକ୍ଷାରେ ଉତ୍ତରାଖଣ୍ଡର ହଲଦ୍ୱାନି ଅଞ୍ଚଳର ହିମାଂଶୁ ପାଣ୍ଡେ(୨୨) ସର୍ବଭାରତୀୟସ୍ତରରେ ଟପ୍ପର ହୋଇଛନ୍ତି। କେନ୍ଦ୍ରୀୟ ଲୋକ ସେବା ଆୟୋଗ(ୟୁପିଏସ୍ସି) ପରିଚାଳିତ ଏହି ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ଡେରାଡୁନ୍ସ୍ଥିତ ଇଣ୍ଡିଆନ୍ ମିଲିଟାରୀ ଏକାଡେମୀ(ଆଇଏମ୍ଏ) ପାଇଁ ପାଣ୍ଡେଙ୍କୁ…
‘ମୁଁ ବକ୍ସ ଅଫିସ୍ କୁଇନ୍’
ନିକଟରେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଭିନୀତ ଫିଲ୍ମ ‘ଧାକଡ’ ବକ୍ସ ଅଫିସରେ ଫ୍ଲପ୍ ସାବ୍ୟସ୍ତ ହୋଇଛି। ଫିଲ୍ମଟି ଫ୍ଲପ୍ ହେବା ପରେ କଙ୍ଗନା ମୁହଁ ଖୋଲିଛନ୍ତି। ଇନ୍ଷ୍ଟା ଷ୍ଟାଟସ୍ରେ ସେ ଫିଲ୍ମ ‘ଧାକଡ’କୁ ସିଧାସଳଖ ଫ୍ଲପ୍ ବୋଲି କହି ନାହାନ୍ତି,…
ସଲମାନ ଖାନ୍ଙ୍କ ସୁରକ୍ଷା ବଢିଲା
ମୁମ୍ବାଇ,୬।୬: ବଲିଉଡ୍ ଅଭିନେତା ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦିଆଯିବା ପରେ ତାଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି। ସଲମାନଙ୍କୁ ରବିବାର ଏକ ଚିଠି ମାଧ୍ୟମରେ ହତ୍ୟା ଧମକ ଦିଆଯାଇଥିଲା। ସୋମବାର କେତେଜଣ ପୋଲିସ ଅଧିକାରୀ ସଲମାନଙ୍କ ଘରେ ପହଞ୍ଚି ମାମଲାର…
ଟ୍ୟୁସନ୍ରୁ ଫେରୁଥିବା ବେଳେ ଛାତ୍ରୀଙ୍କ ଉପରେ ମାଡ଼ିଗଲା ହାଇଓ୍ବା
ଡେରାବିଶ,୬ା୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା-ଦାନପୁର ରାସ୍ତାର ଝିଙ୍କଡି ହାଟବାଣପୁର ଛକରେ ସୋମବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି ବୋଝେଇ ହାଇଓ୍ବା ଧକ୍କାରେ ଜଣେ ଛାତ୍ରୀଙ୍କ ଜୀବନ ଯାଇଛି। ମୃତ ଛାତ୍ରୀ ଜଣଙ୍କ ହେଲେ ସନ୍ତୋଷ ଲେଙ୍କାଙ୍କ ଝିଅ ଲକ୍ଷ୍ମୀପ୍ରିୟା(୧୫)।…
ମଦଭାଟିରେ ହାତୀ ଉପଦ୍ରବ : ଯୁବକଙ୍କ ଜୀବନ ଗଲା
ବାରିପଦା ଅଫିସ,୬ା୬: ବାରିପଦା ସହର ନିକଟ ମଞ୍ଚାବନ୍ଧାଠାରେ ୧୪ଟିକିଆ ହାତୀପଲଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଯୁବକ। ଯୁବକ ଜଣଙ୍କ ହେଲେ ବିହାରର ଔରଙ୍ଗାବାଦ ଅଞ୍ଚଳର ଧୀରଜ କୁମାର ସିଂ। ସେ ବାରିପଦାରେ ରହି ଏକ ମଦ ଦୋକାନରେ କାର୍ଯ୍ୟ କରୁଥିଲେ।…
ଗିରଫ ହୋଇପାରନ୍ତି ଇମ୍ରାନ ଖାନ୍
ଇସ୍ଲାମାବାଦ୍,୬।୬: ପାକିସ୍ତାନ ରାଜନୀତିରେ ଅଶାନ୍ତି ଥମିବାର ନାଁ ନେଉନାହିଁ। ଇମ୍ରାନ ଖାନ୍ କ୍ଷମତାରୁ ହଟିବା ମାତ୍ରେ ଶେହଓ୍ବାଜ ଶରିଫଙ୍କ ନେତୃତ୍ୱାଧୀନ ସରକାର ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି। ସେ କ୍ରମାଗତ ଭାବରେ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ତେବେ ଇମ୍ରାନଙ୍କ ବିରୋଧରେ ଦଙ୍ଗା…
Archives


