Advertisement

ଝୁମର ନୃତ୍ୟ ତାଳରେ ନାଚିଲେ ବିଧାୟିକା

ଚମ୍ପୁଆ,୨୯ା୧୦(ଡି.ଏନ.ଏ): କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ୍‌ ଅନ୍ତର୍ଗତ ମହେଶ୍ୱରପୁର ଗ୍ରାମରେ କୁଡୁମୀ ମହାନ୍ତ ସମ୍ପ୍ରଦାୟର ମୁଖ୍ୟ ପର୍ବ ବାନ୍ଦନା ପରବ ପାଳିତ ହୋଇଯାଇଛି। ୩ ଦିନ ଧରି ଅନୁଷ୍ଠିତ ଉକ୍ତ ପର୍ବର ପ୍ରଥମ ଦିନରେ ଗୋଠାଣି ପୂଜା, ବଳଦମାନଙ୍କୁ ନେଇ ଅଣ୍ଡା ମଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ଦିନରେ ଗୋବର୍ଦ୍ଧନ ପୂଜା ଓ ଶେଷରେ ବୁଡ଼ି ବନ୍ଦାଣରେ ବଳଦମାନଙ୍କୁ ଗାଁ ଦାଣ୍ଡରେ ବନ୍ଧାପନା କରାଯାଇ ପାରମ୍ପାରିକ ନୃତ୍ୟ ସଙ୍ଗୀତରେ ନାଚିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ ମଞ୍ଚରେ ଝୁମର ନୃତ୍ୟରେ ନାଚି ଥିଲେ। ସମ୍ମାନିତ ଅତିଥି ଭାବେ ଓଡ଼ିଶା କୁଡୁମୀ ସେନା ସଭାପତି ଦିବ୍ୟସିଂହ ମହାନ୍ତ, ରଜିଆ ପଞ୍ଚାୟତର ସରପଞ୍ଚ ସନ୍ତୋଷ ନାୟକ, ବଡ଼ବିଲ କାଉନ୍‌ସିଲର ଲଛମନ୍‌ ମହାନ୍ତ, ରଜିଆ ସମିତି ସଭ୍ୟ ପରମେଶ୍ୱର ନାୟକ, କୁଡୁମୀ ସେନା ରାଜ୍ୟ ଉପସଭାପତି ସୁଭେନ୍ଦୁ ମହାନ୍ତ, କୁଡୁମୀ ସେନା ଜିଲା ଉପନେତ୍ରୀ ମଧୁସ୍ମିତା ମହାନ୍ତ, ଚମ୍ପୁଆ ବ୍ଲକ୍‌ କୁଡୁମୀ ସେନା ସଭାପତି ଶୁଭାଶିଷ ମହାନ୍ତ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ କ୍ଲବ୍‌ ସଭାପତି ଯଦୁମଣୀ ମହାନ୍ତ, ରବିନ ମହାନ୍ତ ପରିଚାଳନା କରିଥିଲେ। ମନୋହରପୁର ଝାରଖଣ୍ଡର ରଣଜିତ ମହାନ୍ତଙ୍କ ଝୁମର ଦଳ ଝୁମର ନୃତ୍ୟ ଗୀତ ପରିବେଷଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଇଲା ପରିବହନ ଯୋଗୁ ରାସ୍ତା ଜାମ୍‌

ସୁନ୍ଦରଗଡ଼,୩୦।୮(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକର ଏମ୍‌ସିଏଲଠାରୁ ସୁନ୍ଦରଗଡ଼ ଓ କନିକା ସାଇଡିଂ ପର୍ଯ୍ୟନ୍ତ ବିଭିନ୍ନ ଟ୍ରକ ଯୋଗେ କୋଇଲା ପରିବହନ ହେଉଛି। ପ୍ରତିଦିନ ଏମ୍‌ସିଏଲ୍‌ରୁ...

ଘରୋଇ ଜମିରେ ଆମ ଗାଁ ଆମ ବିକାଶ ଗୃହ ନିର୍ମାଣକୁ ନେଇ ବିବାଦ: ଅଭିଯୋଗ ସତ୍ତ୍ୱେ ନିଆଯାଉନି କାର୍ଯ୍ୟାନୁଷ୍ଠାନ

ରସୁଲପୁର,୧୦ା୧(ଡି.ଏନ୍‌.ଏ): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ଭୋଟକା ପଂଚାୟତର ଇଚ୍ଛାପୁର ଗ୍ରାମରେ ଆମ ଗାଁ ଆମ ବିକାଶ ଅର୍ଥ ବିନିଯୋଗ କରି ଏକ ଗୋଷ୍ଠୀ...

ଚାଷୀଙ୍କୁ ସ୍ବାବଲମ୍ବୀ କରୁଛି ‘ମୋ ମାଛ ପୋଖରୀ’

ବାସୁଦେବପୁର, ୨୩।୯ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ। ମାଛ ଚାଷ ଓ ଉପତ୍ାଦନ କ୍ଷେତ୍ରରେ ଏହି ବ୍ଲକ ଅଞ୍ଚଳରେ ଆବଶ୍ୟକ...

ବାଲେଶ୍ୱର, ଭଦ୍ରକକୁ ଟପିଲା ଯାଜପୁର: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨କୁ ବୃଦ୍ଧି

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ ଗୁରୁବାର ପୁଣି ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ପଜିଟିଭ୍‌ ଯାଜପୁର ଜିଲାର। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ୍ବେବ୍‌ସାଇଟ୍‌ରେ ସୂଚନା...

ବୃତ୍ତି ଏ ମୋ ପୋଷେ କୁଟୁମ୍ବ

ପଦ୍ମପୁର, ୧୪।୪ (ଡି.ଏନ.ଏ.): ଧୂ ଧୂ ଖରାବେଳେ ଏକ ସାଇକେଲରେ ବନ୍ଧା ହୋଇଛି ମାଟିଘୋଡ଼ା ଓ ଭଳିକି ଭଳି ମାଟିରେ ତିଆରି ଠେକି। ମା’ ଘୋଡ଼ା...

ଜୟପୁରରେ ଭୋଟ ଗଣତି ଆରମ୍ଭ

ଜୟପୁର,୨୩ା୫(ଡି.ଏନ୍‌.ଏ.): ୨୦୧୯ ସାଧାରଣ ନିର୍ବାଚନର ଫଳାଫଳ ପାଇଁ ଗୁରୁବାର ସମଗ୍ର ରାଜ୍ୟରେ ଭୋଟ ଗଣତି ହେଉଛି। ଏନେଇ ସମସ୍ତ ଷ୍ଟ୍ରଙ୍ଗ୍‌ରୁମ ପାଖରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ...

୧୨ ଘଣ୍ଟା ପରେ ବାଇକ୍‌ରେ ଗଲେ ୬ ପ୍ରବାସୀ

ଅନୁଗୋଳ ଅଫିସ, ୫।୫ ଓଡ଼ିଶା ଫେରିବାକୁ ଚାହଁୁଥିବା ପ୍ରବାସୀମାନଙ୍କୁ କିପରି ଅଣାଯାଇ କ୍ୱାରାଣ୍ଟାଇନ୍‌ରେ ରଖାଯିବ ସେ ନେଇ ରାଜ୍ୟ ସରକାର ସ୍ବତନ୍ତ୍ର ଯୋଜନା କରିଛନ୍ତି। ଯେଉଁମାନେ...

ଶିକ୍ଷା ସମୀକ୍ଷା ବୈଠକ: ପ୍ରତି ସ୍କୁଲରେ ନ୍ୟୁଟ୍ରିସନ ଗାର୍ଡେନ ବାଧ୍ୟତାମୂଳକ

ଛତ୍ରପୁର,୨୧ା୭(ଡି.ଏନ.ଏ.)-ଗଞ୍ଜାମ ଜିଲା ଶିକ୍ଷା ସମ୍ବନ୍ଧୀୟ ସମୀକ୍ଷା ବୈଠକ ଶନିବାର ଛତ୍ରପୁରସ୍ଥିତ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା...

Advertisement
Archives

Model This Week