Home Left

ଝିଅ ସୋନମଙ୍କୁ ଏମିତି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅନିଲ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ଆଜି ଅର୍ଥାତ୍‌ ଜୁନ୍‌ ୯ରେ ତାଙ୍କର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଖାସ୍‌ଦିନରେ ପିତା ତଥା ଅଭିନେତା ଅନିଲ କପୁର ତାଙ୍କୁ ଏକ ବିଶେଷ ଢଙ୍ଗରେ ଶୁଭକାମନା ଜଣାଇଛନ୍ତି। ସୋସିଆଲ ମିଡିଆରେ ଅନିଲ…

ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ରିମାଣ୍ଡ ଅବଧି ବଢିଲା

ନୂଆଦିଲ୍ଲୀ,୯।୬: ବେଆଇନ ଅର୍ଥ କାରବାରରେ ଗିରଫ ହୋଇଥିବା ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ରିମାଣ୍ଡ ଅବଧିକୁ ଆସନ୍ତା ୧୩ ତାରିଖ ଯାଏ ବଢାଇ ଦିଆଯାଇଛି। ସତ୍ୟେନ୍ଦ୍ର ସୋମବାର ଯାଏ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ହେପାଜତରେ ରହିବେ। ଗୁରୁବାର ସତ୍ୟେନ୍ଦ୍ରଙ୍କୁ ଇଡି କୋର୍ଟରେ…

ପ୍ରଥମ ବିବାହବାର୍ଷିକୀ ପାଳନ ପୂର୍ବରୁ ସ୍ତ୍ରୀଙ୍କୁ ହତ୍ୟା କରି ଗଙ୍ଗାରେ ଫିଙ୍ଗିଦେଲେ ସ୍ବାମୀ

ପାଟଣା,୯ା୬: ବିହାରର ବୈଶାଳୀ ଜିଲାରୁ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ବିବାହର ୧ ବର୍ଷ ପୂରଣ ପୂର୍ବରୁ ସ୍ତ୍ରୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିବା ପରେ ଗଙ୍ଗାରେ ଫିଙ୍ଗି ଦେଇଛନ୍ତି ସ୍ବାମୀ। ଘଟଣାର ଦୁଇଦିନ ପରେ ପୋଲିସ ମହିଳାଙ୍କ…

ମହିଳାଙ୍କ ଆକାଉଣ୍ଟରୁ ୪୦ ହଜାରରୁ ଅଧିକ ଟଙ୍କା ଗାଏବ

ସୋରଡ଼ା,୯ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଅମୃତୁଳୁ ପଞ୍ଚାୟତ ବାଲିଘାଇ ଗ୍ରାମର ଗରିବ ଦିନମଜୁରିଆ ତଥା ଗାଁକୁ ଗାଁ ବୁଲି ମାଛ ବିକି ପେଟ ପୋଷୁଥିବା ପ୍ରତିମା ବେହେରାଙ୍କ ସୋରଡ଼ା ଶାଖା ଏସ୍‌ବିଆଇ ଆକାଉଣ୍ଟ ନଂ. (୩୦୩୩୧୧୯୫୪୯୯)ରୁ ୪୦୦୦୦ରୁ ଅଧିକ ଟଙ୍କା…

ଆଜି ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି୨୦: ଜାଣନ୍ତୁ କେବେ, କେଉଁଠି ଆଉ କେତେବେଳେ ଦେଖିବେ…

ନୂଆଦିଲ୍ଲୀ,୯।୬: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଗୁରୁବାରଠାରୁ ଆରମ୍ଭ ହେବ। ପ୍ରଥମ ମୁକାବିଲାରୁ ଭାରତୀୟ ଟିମ୍‌ରେ ପରିବର୍ତ୍ତନ କରାଯାଇଛି। ଅଧିନାୟକ ରୋହିତ ଶର୍ମାଙ୍କୁ ଆରାମ ଦିଆଯାଇଥିବା ବେଳେ ଋଷଭ ପନ୍ତଙ୍କ ଏହି ଦାୟିତ୍ୱ ତୁଲାଇବେ। ସେହିଭଳି…

ବିବାହ ଦିନ ଏମିତି କାମ କଲେ ସାଉଥ୍‌ ଅଭିନେତ୍ରୀ

ସାଉଥ୍‌ ଅଭିନେତ୍ରୀ ନୟନତାରା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନୟନତାରା -ବିଘ୍ନେଶ ଶିବନ ୭ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଜୁନ୍‌ ୯ ଅର୍ଥାତ୍‌ ଆଜି ବିବାହ କରିଛନ୍ତି। ବର୍ତ୍ତମାନ ଏହି ଦମ୍ପତି ସେମାନଙ୍କ ବିବାହ ଦିନଟିକୁ ସ୍ମରଣୀୟ…

ପବନରେ ବ୍ୟାପୁଛି ‘ମଙ୍କିପକ୍ସ’ ଭାଇରସ!

ନୂଆଦିଲ୍ଲୀ,୯।୬: ଦେଶରେ ଏବେ ଚିନ୍ତା ବଢାଉଛି ‘ମଙ୍କିପକ୍ସ’ ଭାଇରସ। ପ୍ରାୟ ୨୯ ଦେଶର ୧୦୦୦ରୁ ଅଧିକ ଲୋକ ଏଥିରେ ସଂକ୍ରମିତ ହୋଇ ସାରିଲେଣି। ଏ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି। ହେଲେ ଏବେ ଏହି ଭାଇରସ ପବନରେ…

ନରସିଂହପୁରରେ ଦନ୍ତାକୁ ଗୁଳିମାଡ଼ ଘଟଣା: ହାଇକୋର୍ଟରେ ମାମଲା ରୁଜୁ

କଟକ ଅଫିସ,୯।୬: ନରସିଂହପୁରରେ ହାତୀକୁ ଗୁଳିମାଡ଼ ଘଟଣାକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ଆଇନରେ ଶିକାରୀଙ୍କୁ କଠୋର ଦଣ୍ଡ ଦେବାର ବ୍ୟବସ୍ଥା ନ ଥିବାରୁ ଦିନକୁ ଦିନ ହାତୀ ଶିକାର ବଢି ଚାଲିଛି । ତେଣୁ ହାତୀଙ୍କ ସୁରକ୍ଷା…

ବିମାନବନ୍ଦର ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କଲେ ଡିସିପି

ଭୁବନେଶ୍ୱର,୯।୬(ବ୍ୟୁରୋ): କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍‌ ଖେଳାଯିବ। ଶୁକ୍ରବାର ଭୁବନେଶ୍ବରରେ ଖେଳାଳି ପହଞ୍ଚିବେ। ତେବେ ଖେଳାଳି ଆସିବା ପୂର୍ବରୁ ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥାର କଡାକଡି ଯାଞ୍ଚ କରିଛନ୍ତି କମିଶନରେଟ ପୋଲିସ। ଭୁବନେଶ୍ୱର ଡିସିପି…

ବଲିଉଡ୍‌ର ଆଉ ଜଣେ ସୁନ୍ଦରୀ ଅଭିନେତ୍ରୀଙ୍କୁ କ୍ୟାନ୍‌ସର

ବମ୍ବେ: ବଲିଉଡ୍‌ରୁ ଏକ ଚକିତ କଲାଭଳି ଖବର ସାମ୍ନାକୁ ଆସିଛି। ବି-ଟାଉନ୍‌ର ଅନ୍ୟତମ ସୁନ୍ଦରୀ ଅଭିନେତ୍ରୀ ମହିମା ଚୌଧୁରୀଙ୍କୁ କ୍ୟାନ୍‌ସର ହୋଇଛି। ବ୍ରେଷ୍ଟ କ୍ୟାନ୍‌ସର ହେବା ଯୋଗୁ ତାଙ୍କୁ ଚିହ୍ନିବା ମୁସ୍କିଲ ହୋଇଛି। ମହିମା ବ୍ରେଷ୍ଟ କ୍ୟାନସରରେ ପୀଡ଼ିତ ଥିବା ନେଇ…

ପୁଣି ବଢ଼ିଲାଣି କରୋନା, ଘରୋଇ ହଷ୍ଟେଲର ୧୩ ଅନ୍ତେବାସୀ ପଜିଟିଭ୍‌ ଚିହ୍ନଟ

କଟକ ଅଫିସ,୯ା୬: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଲାଣି। ଗୁରୁବାର କଟକ ବମ୍ଫକୁଦର ଏକ ଆବାସିକ ଛାତ୍ରାବାସରୁ ୧୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ପୁଣି କରୋନା ଚିନ୍ତା ଘାରିଛି। ହଷ୍ଟେଲର ମୋଟ୍‌ ୫୭…

ବାହାର ପିଲାଙ୍କୁ ନିଯୁକ୍ତି ଦାବିର ପ୍ରତିବାଦ

କେନ୍ଦୁଝର,୯ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନା ଓ ମେଡିକାଲ କଲେଜରେ ଠିକାସଂସ୍ଥା ଜରିଆରେ ବାହାର ଜିଲାର ପିଲାଙ୍କୁ ବିଭିନ୍ନ ପଦବୀରେ ନିଯୁକ୍ତି ପ୍ରତିବାଦରେ ଗୁରୁବାର ସ୍ଥାନୀୟ ବେକାର ଶିକ୍ଷିତ ଯୁବତୀ/ଯୁବକମାନେ ଜିଲାପାଳଙ୍କୁ ଲିଖିତ ଦାବିପତ୍ର ଦେଇଛନ୍ତି। କର୍ମ ନିୟୋଜନ ସଂସ୍ଥା ଜରିଆରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri