Advertisement

୩ ବର୍ଷ ପରେ ଭାରତ ଆସୁଛନ୍ତି ପ୍ରିୟଙ୍କା

ବଲିଉଡ୍‌ ପରେ ଏବେ ହଲିଉଡ୍‌ରେ ରାଜ୍‌ କରୁଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବିବାହ ପରେ ସ୍ବାମୀ ନିକ୍‌ ଜୋନାସଙ୍କ ସହ ଲସ ଆଞ୍ଜେଲସରେ ରହୁଛନ୍ତି। ସେ ଦୀର୍ଘ ୩ ବର୍ଷ ପରେ ଝିଅ ମାଳତୀ ମେରିଙ୍କ ସହ ଭାରତ ଆସୁଛନ୍ତି। ଏଥିପାଇଁ ସେ ବେଶ୍‌ ଉତ୍ସାହିତ ମଧ୍ୟ ଅଛନ୍ତି। ସେ ଇନଷ୍ଟାଗ୍ରାମ ଷ୍ଟାଟସରେ ଭାରତ ଆସିବାକୁ ନେଇ ଖୁସି ଜାହିର କରିଛନ୍ତି। ପ୍ରିୟଙ୍କା ତାଙ୍କ ଇନଷ୍ଟାଗ୍ରାମ ଷ୍ଟାଟସରେ ବୋର୍ଡିଂ ପାସର ଏକ ଫଟୋ ଶେୟାର କରି ପ୍ରିୟଙ୍କା କ୍ୟାପସନରେ ଲେଖିଛନ୍ତି, ଶେଷରେ … ଘରକୁ ଯାଉଛି। ପ୍ରାୟ ୩ ବର୍ଷ ପରେ। କୋଭିଡ ପରେ ପ୍ରିୟଙ୍କ ଭାରତ ଆସୁଛନ୍ତି।
ପ୍ରିୟଙ୍କା ଏବଂ ନିକ ଜୋନାସ ଡିସେମ୍ବର ୨୦୧୮ରେ ଯୋଧପୁରର ଏକ ପ୍ୟାଲେସରେ ବିବାହ କରିଥିଲେ। ସେ ଜାନୁଆରୀରେ ସରୋଗେସି ମାଧ୍ୟମରେ ଝିଅ ମାଲତୀ ମେରି ଚୋପ୍ରାଙ୍କୁ ଦୁନିଆକୁ ସ୍ବାଗତ କରିଥିଲେ। ଲସ ଏଞ୍ଜେଲସରେ ରହିବା ସତ୍ତ୍ୱେ ପ୍ରିୟଙ୍କା ତାଙ୍କ ପ୍ରଶଂସକଙ୍କ ସହ ସର୍ବଦା ଜଡିତ ରହିଆସିଛନ୍ତି। ପ୍ରାୟତଃ ସେ ପାରମ୍ପରିକ ଢଙ୍ଗରେ ସୋସିଆଲ ମିଡିଆରେ ଭାରତର ବିଭିନ୍ନ ଉତ୍ସବର ଫଟୋ ମଧ୍ୟ ଶେୟାର କରନ୍ତି।
ପ୍ରିୟଙ୍କା ଦୁଇଟି ହଲିଉଡ ଫିଲ୍ମ ଇଟ୍‌ସ ଅଲ କମିଂ ବ୍ୟାକ୍‌ ଟୁ ମିଏବଂ ଏଣ୍ଡିଙ୍ଗ ଥିଙ୍ଗ୍ସ ଖୁବ ଶୀଘ୍ର ମୁକ୍ତିଲାଭ କରିବ। ତାଙ୍କୁ ବଲିଉଡ ଫିଲ୍ମ ‘ଜି ଲେ ଜାରା’ରେ ମଧ୍ୟ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଖିଲ ମୋ ସ୍ବାମୀ ନୁହନ୍ତି, ବିବାହ ଫଟୋ ମିଛ

ମୁମ୍ବାଇ: ତୃଣମୂଳ କଂଗ୍ରେସ ନେତ୍ରୀ ତଥା ବଙ୍ଗଳା ଅଭିନେତ୍ରୀ ନୁସରତ ଜାହାଁ ନିଖିଲ ଜୈନଙ୍କ ସହ ନିଜର ପ୍ରଥମ ବିବାହକୁ ନେଇ ଉଠିଥିବା ବିବାଦରେ ମୁହଁ...

ଏହି ଭଳି ହେବ ଭିକି- କାଟ୍ରିନାଙ୍କ ଗ୍ରାଣ୍ଡ୍‌ ଏଣ୍ଟ୍ରି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକି କୌଶଲ ଆଜି ହାତକୁ ଦି’ହାତ ହେବାକୁ ଯାଉଛନ୍ତି। ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇସାରିଛି।...

ସ୍ଥିତି ସ୍ବାଭାବିକ ନ ହେଲେ ଭାରତ ଫେରିବେନି ସୋନୁ

ନୂଆଦିଲ୍ଲୀ,୨୧।୩: ଭାରତରେ ଲଗାତାର ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦେଖି ବଲିଉଡ୍‌ ଗାୟକ ସୋନୁ ନିଗମ ଏକ ନିଷ୍ପତ୍ତି ନେଇଛନ୍ତି।...

ଉତ୍ତର ବଦଳରେ ପ୍ରଶଂସକଙ୍କୁ ୧ ଲକ୍ଷ ମାଗିଲେ କାର୍ତ୍ତିକ: ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ର଼୍ୟାନ୍‌ ଫିଲ୍ମ ସମେତ ଫ୍ୟାଶନ ଏବଂ ଲୁକ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ଅନେକ ଫ୍ୟାନ୍‌...

ବଲିଉଡ୍‌ର ଏହି ଅଭିନେତ୍ରୀଙ୍କ ଉପରେ ଶୁଟିଂ ହୋଇଥିଲା ସର୍ବାଧିକ ବଳାତ୍କାର ଦୃଶ୍ୟ; ମାତ୍ର ୨୭ ବର୍ଷରେ ବୁଜିଥିଲେ ଆଖି

ବମ୍ବେ: ସତୁରୀ ତଥା ଅଶୀ ଦଶକରେ ନିର୍ମାଣ ହେଉଥିବା ବଲିଉଡ୍‌ ଫିଲ୍ମ ବିଶେଷଭାବେ ନାରୀ ଉପରେ ପର୍ଯ୍ୟବଶିତ ଥିଲା। ମହିଳାମାନଙ୍କ ଶୋଷଣ, ସମାଜର ବିଧି ବ୍ୟବସ୍ଥା...

ହାତକୁ ଦୁଇ ହାତ ହେବେ ସୁନ୍ଦରୀ ନୟନତାରା

ହାଇଦ୍ରାବାଦ: ୨୦୧୫ରୁ ଡେଟିଂ। ଶେଷରେ ପ୍ରେମିକଙ୍କ ସହ ଆଉ ପାଦେ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି ଦକ୍ଷିଣ ଭାରତୀୟ ସିନେମାର ଅନ୍ୟତମ ସୁନ୍ଦରୀ ଅଭିନେତ୍ରୀ ନୟନତାରା।...

କାହିଁକି ଫରହାନଙ୍କୁ ବିବାହ କଲେ ଶିବାନୀ

ବଲିଉଡ ଅଭିନେତା-ନିର୍ଦ୍ଦେଶକ ଫରହାନ ଅଖତର ଏବଂ ଶିବାନୀ ଦାଣ୍ଡେକର ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସୋସିଆଲ ମିଡିଆରେ ସେମାନଙ୍କ ବିବାହ ଫଟୋ ଏବଂ ଭିଡିଓ...

ବିଗ୍‌ ବସ୍‌-୧୩: ଶୋ’ରୁ ବାହାର ହେଲେ ସିଦ୍ଧାର୍ଥ ଦେ

ଟେଲିଭିଜନ ଚ୍ୟାନେଲ୍‌ରେ ପ୍ରସାରିତ ରିଆଲିଟି ଶୋ’ଗୁଡ଼ିକ ମଧ୍ୟରୁ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥାଏ ‘ବିଗ୍‌ ବସ’। ଚଳିତ ବର୍ଷ ଏହାର ୧୩ତମ ସିଜନ୍‌ ପ୍ରସାରିତ ହେଉଛି।...

Advertisement
Archives

Model This Week