Home Left

ମହେନ୍ଦ୍ର ଭଟ୍ଟ ଉତ୍ତରାଖଣ୍ଡ ଭାଜପା ପ୍ରଦେଶ ଅଧ୍ୟକ୍ଷ

ଡେରାଡୁନ,୩୦।୭: ଉତ୍ତରାଖଣ୍ଡରେ ଭାଜପା ନୂଆ ପ୍ରଦେଶ ଅଧ୍ୟକ୍ଷର ନାମ ଘୋଷଣା କରିଛି। ଗତ କିଛି ଦିନରୁ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ନୂତନ ରାଜ୍ୟ ଅଧ୍ୟକ୍ଷଙ୍କ ନାମକୁ ନେଇ ବହୁ କଳ୍ପନାଜଳ୍ପନା ଲାଗିରହିଥିଲା। କିନ୍ତୁ ଶନିବାର ଦଳ କେବଳ ଉତ୍ତରାଖଣ୍ଡର ନୂତନ ରାଜ୍ୟ…

ଏଭଳି ପୁରୁଷ ବଞ୍ଚାଇ ରଖିପାରନ୍ତି ପ୍ରେମକୁ

ପ୍ରେମ ଏବଂ ବୈବାହିକ ସମ୍ପର୍କ ମଣିଷ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ପବିତ୍ର ବୋଲି ବିବେଚନା କରାଯାଏ। ଜଣେ ବ୍ୟକ୍ତି ଏହି ଦୁଇଟି ସମ୍ପର୍କରେ କେବେ ବିଫଳ ହେବାକୁ ଚାହେଁ ନାହିଁ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଏ ବିଷୟରେ ଉଲ୍ଲେଖ କରିଛନ୍ତି…

କୁକୁର ଆକ୍ରମଣରେ ନାବାଳକ ଗୁରୁତର

ଚଣ୍ଡିଗଡ଼,୩୦।୭: ପଞ୍ଜାବର ଗୁରଦାସପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ପୋଷା କୁକୁର ୧୩ ବର୍ଷର ନାବାଳକକୁ ଅତି ନିର୍ମମ ଭାବେ ଆକ୍ରମଣ କରିବା ଫଳରେ ନାବାଳକ ଜଣଙ୍କ ଗୁରୁତର ହୋଇପଡ଼ିଛନ୍ତି। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ବାଟାଲାସ୍ଥିତ ଏକ…

ଝିଅରୁ ବୋହୂ ହେବା ପୂର୍ବରୁ ଜାଣି ନିଅନ୍ତୁ ଏହି ୪ କଥା

ବିବାହକୁ ନେଇ ପ୍ରାୟତଃ ସମସ୍ତଙ୍କ ମନରେ ଉତ୍ସାହ ଥାଏ । ମନର ମଣିଷ ବିଷୟରେ ଜାଣିବାକୁ ସମସ୍ତେ ଚେଷ୍ଟା କରନ୍ତି। ବର୍ତ୍ତମାନ ବିବାହ ପୂର୍ବରୁ ଦୁହେଁ ଦୁହିଁଙ୍କୁ ବୁଝିବା ପାଇଁ ଅନେକ ସମୟ ଦେଉଛନ୍ତି। ବିବାହ ପୂର୍ବରୁ ଦୁହେଁ ଦୁହିଁଙ୍କୁ ବୁଝିନେଲେ…

ଛାତ୍ରମୃତ୍ୟୁ ଘଟଣା, ପୋଲିସର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦ: ବରଗଡ଼ ବନ୍ଦକୁ ସ୍ବତଃସ୍ଫୁର୍ତ୍ତ ସମର୍ଥନ

ବରଗଡ଼ ଅଫିସ,୩୦।୭: ବରଗଡ ଛାତ୍ରମୃତ୍ୟୁ ଘଟଣା ଏବଂ ନ୍ୟାୟ ଦାବି କରୁଥିବା ଲୋକଙ୍କ ଉପରେ ପୋଲିସର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନକୁ ନେଇ ଆନ୍ଦୋଳନ ତେଜି ଉଠିଛି। ବରଗଡ଼ ସଚେତନ ନାଗରିକ କମିଟି ପକ୍ଷରୁ ଦିଆଯାଇଥିବା ୧୨ଘଣ୍ଟିଆ ବରଗଡ଼ ବନ୍ଦ ଡାକରାକୁ ସ୍ବତଃସ୍ଫୁର୍ତ୍ତ ସମର୍ଥନ…

ଦୀର୍ଘ ୫ଘଣ୍ଟା ପରେ ୬୦ ଫୁଟ୍‌ ବୋର୍‌ଓ୍ବେଲ୍‌ରୁ ଉଦ୍ଧାର ହେଲେ ୧୨ ବର୍ଷର ଝିଅ

ଗାନ୍ଧୀନଗର,୩୦।୭: ଗୁଜରାଟ ସୁରେନ୍ଦ୍ରନଗର ଜିଲାର ଗଜନଭାଭ ଗ୍ରାମରେ ଜଣେ ୧୨ ବର୍ଷୀୟା ନାବାଳିକା ମନୀଷା ଶୁକ୍ରବାର ସକାଳେ ବୋର୍‌ଓ୍ବେଲ୍‌ରେ ଖସିପଡ଼ିଥିଲେ। ତେବେ ଦୀର୍ଘ ୫ଘଣ୍ଟାର ଅକ୍ଲାନ୍ତ ଉଦ୍ୟମ ପରେ ତାଙ୍କୁ ଉଦ୍ଧାର କରାଯାଇଛି। ନାବାଳିକାଙ୍କୁ ଉଦ୍ଧାର କରାଯିବା ମାତ୍ରେ ସଙ୍ଗେ ସଙ୍ଗେ…

‘ଷଡ଼ଯନ୍ତ୍ର କରି ଫସାଇ ଦିଆଯାଇଛି’

କୋଲକାତା,୩୦।୭: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇ ମନ୍ତ୍ରିମଣ୍ଡଳରୁ ବିଦାହେବା ଓ ତୃଣମୂଳ କଂଗ୍ରେସରୁ ନିଲମ୍ବନ ହେବା ପରେ ପାର୍ଥ ଚାଟାର୍ଜୀ ପ୍ରଥମ ଥର ପାଇଁ ଖୋଲିଛନ୍ତି। ସ୍କୁଲ୍‌ରେ ନିଯୁକ୍ତି ଦୁର୍ନୀତି ମାମଲାରେ ଷଡ଼ଯନ୍ତ୍ର କରି ତାଙ୍କୁ ଫସାଇ…

୮ ଅଭିନେତ୍ରୀଙ୍କୁ କରିଥିଲେ ପ୍ରେମ , ବିବାହ କଲେ ୩ଙ୍କୁ

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ସେ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ଫିଲ୍ମ ରକିରୁ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ତାଙ୍କ ବୃତ୍ତିଗତ ଜୀବନ ଠାରୁ ବ୍ୟକ୍ତିଗତ ଜୀବନ ଅଧିକ ଚର୍ଚ୍ଚାରେ ରହିଥାଏ। ବିଶେଷକରି ତାଙ୍କର ପ୍ରେମ…

ପାକିସ୍ତାନର ପ୍ରଥମ ହିନ୍ଦୁ ମହିଳା ଡିଏସ୍‌ପି ମନିଶା ରୋପେଟା

ଇସ୍‌ଲାମାବାଦ୍‌,୩୦।୭: ପାକିସ୍ତାନ ସିନ୍ଧରେ ଜଣେ ହିନ୍ଦୁ ମହିଳା ପୋଲିସ ଅଧିକାରୀ ମନିଶା ରୋପେଟାଙ୍କୁ ଡେପୁଟି ସୁପରିଟେଣ୍ଡେଣ୍ଟ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ପାକିସ୍ତାନରେ ଏହା ପ୍ରଥମ ଘଟଣା, ଯେଉଁଥିରେ ଜଣେ ୨୬ବର୍ଷୀୟା ମହିଳା ଅଧିକାରୀଙ୍କୁ ପୋଲିସ ବିଭାଗର ଉଚ୍ଚପଦ ମିଳିଛି। ପୁରୁଷ…

ଗଧକୁ ବାନ୍ଧି ପିଟୁଥିଲେ, ପାଇଲେ ପାନେ

ଯେଉଁଭଳି ବୁଣିବେ ସେହିଭଳି ଅମଳ ପାଇବେ। ଏଇଟା ଆପଣମାନେ ଆଗରୁ ଶୁଣିଥିବେ। ହେଲେ ଏହି ଭିଡ଼ିଓ ମାଧ୍ୟମରେ ଏହା ସମ୍ପୂର୍ଣ୍ଣ ରୂପେ ପ୍ରମାଣିତ ହୋଇଛି। ଯାହା ଭାଇରାଲ ହେବାରେ ଲାଗିଛି। ଏହାକୁ ଇନ୍‌ଷ୍ଟାଗ୍ରାମରେ ଅଭିନେତା ଶକ୍ତି କପୁର ଏକ କ୍ଲିପ୍‌ ଶେୟାର…

ତଳମୁହାଁ ସଂକ୍ରମଣ: ୨୪ ଘଣ୍ଟାରେ ୯୮୧ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୩୦।୭(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୯୮୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୭୫ ଜଣ କ୍ୱାରାଣ୍ଟାଇନ୍‌ ରହିଥିବା ବେଳେ ୪୦୬ ଜଣ ଲୋକାଲ କେସ୍‌ ରହିଛନ୍ତି। ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ…

ଲଗାତାର ବ୍ୟାକଫ୍ଲିପ୍ସ କରୁଛି ପାରା, ଭିଡିଓ ଦେଖିଲେ ଆପଣ ବି କହିବେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri