Home Left

ରୋହିତ-କାର୍ତ୍ତିକଙ୍କ ବିସ୍ଫୋରକ ବ୍ୟାଟିଂ: ଓ୍ବେଷ୍ଟଇଣ୍ଡିଜ୍‌କୁ ୧୯୧ ରନ୍‌ର ଟାର୍ଗେଟ

ଟାରୌବା,୨୯।୭: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ବ୍ରାଏନ୍‌ ଲାରା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ଏଥିରେ ଓ୍ବେଷ୍ଟଇଣ୍ଡିଜ୍‌କୁ ଭାରତ ୧୯୧ ରନ୍‌ର ଟାର୍ଗେଟ ଦେଇଛି। ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ୬୪ ରନ୍‌ର ଇନିଂସ…

୮ ଶ୍ରେଣୀକୁ ଅଛି ୨ କୋଠରୀ: ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର

କୋକସରା,୨୯।୭(ଡି.ଏନ୍‌.ଏ.): ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ। ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଛାତ୍ରଛାତ୍ରୀଙ୍କୁ ସ୍କୁଲ ମୁହାଁ କରିବା ପାଇଁ ମାଗଣା ପାଠ୍ୟପୁସ୍ତକ, ଖାଦ୍ୟ, ପୋଷାକ ସମେତ ଅନେକ ଯୋଜନା ପ୍ରଣୟନ…

କୂଳ ଲଂଘୁଛି ସମୁଦ୍ର: ଉଚ୍ଚ ଜୁଆର ଯୋଗୁ ସମୁଦ୍ରରେ ଲୀନ ହେଲା ୬ ଘର

ଗଞ୍ଜାମ,୨୯।୭(ଡି.ଏନ୍‌.ଏ.): କୂଳ ଲଂଘୁଛି ସମୁଦ୍ର। ଉଚ୍ଚ ଲହରୀ ଯୋଗୁ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକ ଅବକ୍ଷୟ ହେବାରେ ଲାଗିଛି l ଗଞ୍ଜାମ ଜିଲା ପାଳିବନ୍ଧ ପଞ୍ଚାୟତ ସାମୁଦ୍ରିକ ମତ୍ସ୍ୟଜୀବୀ ସମ୍ପ୍ରଦାୟ ପୋଡ଼ମପେଟା ଗ୍ରାମର ଗୋଟିଏ ପରେ ଗୋଟିଏ ଘର ସମୁଦ୍ର ଗର୍ଭରେ ଲୀନ…

ଟସ୍‌ ଜିତି ଓ୍ବେଷ୍ଟଇଣ୍ଡିଜ୍‌ର ବୋଲିଂ ନିଷ୍ପତ୍ତି: ଭାରତକୁ ତୃତୀୟ ଝଟ୍‌କା

ଟାରୌବା,୨୯।୭: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ବ୍ରାଏନ୍‌ ଲାରା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ନିକୋଲାସ ପୁରନ୍‌ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାପରେ ଭାରତ ବ୍ୟାଟିଂ କରି…

ରାଜ୍ୟରେ ବଞ୍ଚିଛନ୍ତି ମାତ୍ର ୨୮ ବାଘ, ନନ୍ଦନକାନନରେ ଜୀବଜନ୍ତୁ ମରିଗଲେଣି

ଭୁବନେଶ୍ୱର,୨୯।୭(ବ୍ୟୁରୋ): ରାଜ୍ୟରେ ବାଘ ସଂଖ୍ୟା ହ୍ରାସକୁ ନେଇ କଂଗେସ ସଭ୍ୟ ସୁରେଶ କୁମାର ରାଉତରାୟ ବିଧାନସଭାରେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶୁକ୍ରବାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସେ କହିଥିଲେ ଯେ, ସାର୍‌…ରାଜ୍ୟରେ ଆଉ ବାଘ ନାହାନ୍ତି। ନନ୍ଦନକାନନରେ ଜୀବଜନ୍ତୁ ସବୁ…

ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ଗୁଳିବିଦ୍ଧ ଦନ୍ତା

ନରସିଂହପୁର,୨୯।୭: ଶେଷରେ ଆଖି ବୁଜିଲା ଗୁଳିବିଦ୍ଧ ଦନ୍ତା। ଆଠଗଡ଼ ବନଖଣ୍ଡ ନରସିଂହପୁର ଜଙ୍ଗଲରେ ବୁଲୁଥିବା ଗୁଳିବିଦ୍ଧ ଦନ୍ତାଟି ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଆଖି ବୁଜିଛି। ଏନେଇ ଆଠଗଡ଼ ଡିଏଫଓ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଗତ ମାସରେ ଏହି ଅଞ୍ଚଳରେ ଏକ…

ମୁହଁ ଖୋଲିଲେ ପାର୍ଥ: କହିଲେ ‘ସମୟ ହିଁ ସବୁକିଛି କହିବ’

କୋଲକାତା,୨୯।୭: ପଶ୍ଚିମବଙ୍ଗ ସ୍କୁଲ ସେବା କମିଶନ(ଏସ୍‌ଏସ୍‌ସି) ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହେବା ପରେ ମନ୍ତ୍ରୀପଦ ହରାଇଛନ୍ତି ପାର୍ଥ ଚାଟାର୍ଜୀ। ଏପରିକି ତାଙ୍କୁ ଟିଏମ୍‌ସିରୁ ମଧ୍ୟ ନିଲମ୍ବନ କରାଯାଇଛି। ଏବେ ସେ ଇଡି ହେପାଜତରେ ଥିବା ବେଳେ ପ୍ରଥମ ଥର ପାଇଁ…

‘ଝାଡ଼ାବାନ୍ତିରେ ୧୩ ମୃତ, ୩୮୨ ଆକ୍ରାନ୍ତ’

ଭୁବନେଶ୍ୱର,୨୯।୭(ବ୍ୟୁରୋ):କାଶୀପୁରରେ ଝାଡ଼ାବାନ୍ତି ଜୀବନ ପରେ ଜୀବନ ନେଇ ଚାଲିଛି। ଏହାକୁ ନେଇ ବିଧାନସଭା ମଧ୍ୟ ହୁଲୁସ୍ତୁଲ ହେଉଛି। ତେବେ ଏହାର ସ୍ଥିତିକୁ ନେଇ ଶୁକ୍ରବାର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ଝାଡ଼ାବାନ୍ତି…

କୋଚ୍‌ ପଦରୁ ଇସ୍ତଫା ଦେଲେ ଶ୍ରୀରାମ

ସିଡନୀ,୨୯ା୭: ଅଷ୍ଟ୍ରେଲିଆ ଦଳର କୋଚ୍‌ ପଦରୁ ଓହରି ଯାଇଛନ୍ତି ଏସ୍‌ ଶ୍ରୀରାମ। ପୂର୍ବତନ ଭାରତୀୟ ଅଲ୍‌ରାଉଣ୍ଡର ଶ୍ରୀରାମ ଆଇପିଏଲ ଫ୍ରାଞ୍ଚାଇଜି ଆର୍‌ସିବି ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ସହିତ ରହିଥିବା ଚୁକ୍ତିକୁ ଖାରଜ କରିଛନ୍ତି। ସେ ୨୦୦୦ରୁ ୨୦୦୪ ମଧ୍ୟରେ ଭାରତ ପାଇଁ…

ପ୍ରେମିକାଙ୍କୁ ପାଇବାର ଜିଦ୍‌! ଦୁଇଥର ବିବାହ ଭାଙ୍ଗି ଶେଷରେ…

କଥାରେ ଅଛି ପ୍ରେମ ଅନ୍ଧ। ପ୍ରେମରେ ପଡ଼ିଥିବା ମଣିଷ ସାଥୀଙ୍କୁ ପାଇବା ପାଇଁ କିଛି ବି କରିପାରେ। ସେଭଳି ଏକ ଅଜବ ପ୍ରେମର ଗଜବ କାହାଣୀ ଦେଖିବାକୁ ମିଳିଛି ବିହାରର ଛପରା ଅଞ୍ଚଳରେ। ଏଠାରେ ଜଣେ ପ୍ରେମିକ ପ୍ରେମିକାଙ୍କୁ ପାଇବା ଜିଦ୍‌ରେ…

୩ ଉଇକେଟ୍‌ରେ ବିଜୟ ହାସଲ କଲା ଅଷ୍ଟ୍ରେଲିଆ

ବର୍ମିଂହାମ,୨୯।୭: ବର୍ମିଂହାମଠାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଗ୍ରୁପ ‘ଏ’ର ଶୁକ୍ରବାର ପ୍ରଥମ ଟି୨୦ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟୀ ହୋଇଛି। ଭାରତୀୟ ମହିଳା ପେସର ରେଣୁକା ସିଂହ ଏକାକୀ ୪ ଉଇକେଟ୍‌ ନେଇ ଅଷ୍ଟ୍ରେଲିଆକୁ ରୋକିବାରେ ସଫଳ ହୋଇଥିଲେ ସୁଦ୍ଧା ଭାରତ ମ୍ୟାଚ ଜିତିବାରେ…

ତୃପ୍ତି କହିଲେ ୱେଟ୍‌ ଆଣ୍ଡ ୱାଚ୍‌

ଭୁବନେଶ୍ୱର,୨୯।୭(ବ୍ୟୁରୋ): ଅଭିନେତା ବାବୁସାନ୍‌ ମହାନ୍ତି ଓ ତାଙ୍କ ସ୍ତ୍ରୀ ତୃପ୍ତି ଶତ୍‌ପଥୀଙ୍କ ପାରିବାରିକ କଳହର ସମାଧାନ ପାଇଁ ସମସ୍ତେ ଚାହାନ୍ତି। ପ୍ରଂଶସକଠାରୁ ଆରମ୍ଭ କରି ସମ୍ପର୍କୀୟ ସମସ୍ତେ ଚାହାନ୍ତି ବାବୁ – ତୃପ୍ତି ଏକ ହୋଇଯାନ୍ତୁ। ଏ ନେଇ ଆପୋସ ସମାଧାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri