ପୁଣି ଯାନବାହନ ଯାଞ୍ଚ: ୪୧ଜଣ ଗଣିଲେ ୧ଲକ୍ଷ ୨୭ ହଜାର ଜରିମାନା
କୋଲାବିରା,୧୯ା୮(ଡି.ଏନ୍.ଏ.): ଝାରସୁଗୁଡ଼ା ଜିଲା କୋଲାବିରା ଥାନା ଅଧୀନ ୪୯ନଂ. ଜାତୀୟ ରାଜପଥର ଶିରିଆପାଲି ନିକଟରେ ପରିବହନ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଭାବେ ଯାନବାହନ ଯାଞ୍ଚ କରାଯାଇଥିଲା। ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ସ୍ବାହା ହେମ୍ବ୍ରମଙ୍କ ନେତୃତ୍ୱରେ ପରିବହନ ବିଭାଗର…
ପର୍ଯ୍ୟଟନ କ୍ଷେତ୍ରକୁ ନ ଯିବାକୁ ଜିଲାପାଳଙ୍କ ପରାମର୍ଶ
ବାଲେଶ୍ୱର ଅଫିସ,୧୯।୮: ଲଘୁଚାପ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ବାଲେଶ୍ୱର ଜିଲାର ପର୍ଯ୍ୟଟନ କ୍ଷେତ୍ରକୁ ନ ଯିବା ପାଇଁ ଜନସାଧାରଣଙ୍କୁ ବାରଣ କରାଯାଇଛି। ଏ ନେଇ ଶୁକ୍ରବାର ଜିଲାପାଳ ଦତ୍ତାତ୍ରେୟ ଭାଉସାହେ ଶିନ୍ଦେ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଜିଲାର ଚାନ୍ଦିପୁର,…
ସିସୋଡିଆଙ୍କ ସମେତ ୧୫ଜଣଙ୍କ ବିରୋଧରେ ଏଫ୍ଆଇଆର
ନୂଆଦିଲ୍ଲୀ,୧୯।୮: ଏକ୍ସାଇଜ ସ୍କାମ ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଏହି ମାମଲାରେ ସିବିଆଇ ୧୫ଜଣଙ୍କ ବିରୋଧରେ ଏଫ୍ଆଇଆର ରୁଜୁ କରିଛି। ଯେଉଁଥିରେ ମୁଖ୍ୟ ଅଭିଯୁକ୍ତ ସିସୋଡିଆ ରହିଥିବା ଜଣାପଡ଼ିଛି। ଏଥିରେ କେତେକ ମଦ କମ୍ପାନୀଙ୍କ ନାମ…
କୋମାରେ ରାଜୁ ଶ୍ରୀବାସ୍ତବ
ନୂଆଦିଲ୍ଲୀ,୧୯।୮: କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପ୍ରତ୍ୟେକ ଦିନ ନୂଆ ନୂଆ ଖବର ସାମ୍ନାକୁ ଆସୁଛି। ଶୁକ୍ରବାର ମଧ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ରାଜୁ ଶ୍ରୀବାସ୍ତବ କୋମାରେ ଅଛନ୍ତି। ଶୁକ୍ରବାର ଏନେଇ…
ରିଲିଜ ହେଲା ‘କଠପୁତଲି’ର ଟିଜର
ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ଓ ରକୁଲ ପ୍ରୀତ ସିଂଙ୍କ ଅଭିନୀତ ଫିଲ୍ମ ‘କଟପୁତଲି’ର ଟିଜର ରିଲିଜ ହୋଇଛି । ଏଥିରେ ଅକ୍ଷୟ ପୋଲିସ ପୋଷାକରେ ନଜର ଆସୁଥିବା ବେଳେ ଜଣେ ସିରିଏଲ କିଲରର ପିଛା କରୁଥିବା ଦେଖାଯାଇଛି…
ଏନ୍ଏଲ୍ସି ତାପଜ ବିଦ୍ୟୁତ୍ କେନ୍ଦ୍ରର ଆର୍ପିଡିଏସି ବୈଠକ: ହିତାଧିକାରୀଙ୍କ ମୌଳିକ ସୁବିଧା ନେଇ ଗୁରୁତ୍ୱାରୋପ
ଝାରସୁଗୁଡ଼ା ଅଫିସ,୧୯।୮: ଝାରସୁଗୁଡ଼ା ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଶୁକ୍ରବାର ଉତ୍ତରାଞ୍ଚଳ ରାଜସ୍ବ କମିଶନର(ଆରଡିସି) ଡ. ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ତଲାବିରାସ୍ଥିତ ଏନ୍ଏଲସି ତାପଜ ବିଦ୍ୟୁତ୍ କେନ୍ଦ୍ରର ଆରପିଡିଏସି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର…
ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନା: ଜଣେ ଯବାନ ଶହୀଦ
ଅଗରତାଲା,୧୯।୮: ଉତ୍ତର ତ୍ରିପୁରା ଜିଲା କାଞ୍ଚନପୁର ସ୍ଥିତ ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନା ଦେଖାଦେଇଛି। ଶୁକ୍ରବାର ସକାଳେ ନ୍ୟାସନାଲ ଲିବରେସନ ଫ୍ରଣ୍ଟ ଅଫ୍ ତ୍ରିପୁରା(ଏନ୍ଏଲ୍ଏଫ୍ଟି)ର କେତେକ ସନ୍ଦିଗ୍ଧ ଉଗ୍ରପନ୍ଥୀ ଓ ବିଏସ୍ଏଫ୍ ଯବାନ ମୁହାଁମୁହିଁ ହୋଇଛନ୍ତି। ଏହି ଏନ୍କାଉଣ୍ଟରରେ ଜଣେ ଯବାନ ଶହୀଦ…
ଜରୁରୀ ଅବତରଣ କଲା ନୀତୀଶଙ୍କ ହେଲିକପ୍ଟର
ପାଟନା,୧୯ ।୮: ପାଗ ଖରାପ ଯୋଗୁ ଶୁକ୍ରବାର ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ହେଲିକପ୍ଟରକୁ ଜରୁରୀ ଅବତରଣ କରିବାକୁ ପଡିଛି । ରାଜ୍ୟରେ ଉପିଜିଥିବା ମରୁଡି ପରିସ୍ଥିତିର ଅନୁଧ୍ୟାନ କରିବାକୁ ସେ ନିଜ ହେଲିକପ୍ଟରରେ ବାହାରିଥିଲେ । ହେଲେ ପାଗ ଖରାପ…
କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଙ୍କ ଧାରଣା
ନିରାକାରପୁର,୧୯।୮(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତରେ ଥିବା କେବିଡିଏଭି କଲେଜରେ ଶୁକ୍ରବାର ଛାତ୍ର ଅଶାନ୍ତି ଦେଖାଦେଇଛି। ୩ ଦଫା ଦାବି ପୂରଣ ନେଇ ଅଞ୍ଚଳର ଜନପ୍ରତିନିଧି ଏବଂ ଛାତ୍ରମାନେ ଅଧ୍ୟକ୍ଷଙ୍କ କାଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଦାବି ଗୁଡିକ ହେଲା, କଲେଜ…
ମୁମ୍ବାଇରେ ଭୁଶୁଡ଼ିଲା କୋଠାଘର
ମୁମ୍ବାଇ,୧୯।୮: ମୁମ୍ବାଇରେ ଶୁକ୍ରବାର ୪ମହଲା ବିଶିଷ୍ଟ ଏକ କୋଠାଘର ଭୁଶୁୁଡ଼ିପଡ଼ିଛି। ମହାନଗରର ବୋରିଭାଲି ପଶ୍ଚିମର ସାଇବାବା ନାଗରରେ ଥିବା ଏକ ୪ମହଲା କୋଠାଘର ଗୀତାଞ୍ଜଳି ଆପାର୍ଟମେଣ୍ଟ ଭୁଶୁଡ଼ିିପଡ଼ିଛି। ଏହାର ଭଗ୍ନାବଶେଷ ତଳେ ଅନେକ ଲୋକ ଚାପି ହୋଇଯାଇଥିବା କୁହାଯାଉଛି। ତେବେ ବର୍ତ୍ତମାନ…
ନ୍ୟୁକ୍ଲିଅର ପାଓ୍ବାର ପ୍ଲାଣ୍ଟ୍ର ସୁରକ୍ଷା ମାଗିଲେ ଜେଲେନ୍ସ୍କି
ଲଭିଭ୍,୧୯ା୮: ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଏବଂ ରୁଷିଆ-ୟୁକ୍ରେନ୍ ମଧ୍ୟରେ ମଧ୍ୟସ୍ଥତା କରିଆସିଥିବା ତୁର୍କୀ ରାଷ୍ଟ୍ରପତି ରେସେପ୍ ତୟିପ୍ ଏର୍ଡୋଗାନ୍ ୟୁକ୍ରେନ୍ ଗ୍ରସ୍ତ କରିଛନ୍ତି। ଫେବୃୟାରୀ ୨୪ରେ ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣ କରିବା ପରଠାରୁ ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନ୍ଙ୍କ ଏହା…
ପୁଣି ଭାଙ୍ଗିଲେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି
ନ୍ୟୁୟର୍କ,୧୯ା୮: ନ୍ୟୁୟର୍କର ଏକ ମନ୍ଦିର ସମ୍ମୁଖରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଦିଆଯାଇଛି। ଏହି ମାସରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉପରେ ଏହା ଦ୍ୱିତୀୟ ଆକ୍ରମଣ। ଏହା ପରେ ଏକ ସ୍ଥାନୀୟ ସ୍ବେଚ୍ଛାସେବୀ ଗୋଷ୍ଠୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଶ୍ରୀ ତୁଳସୀ ମନ୍ଦିରରେ…
Archives


