ଚାଇନାରେ ବଢ଼ୁଛି ସଂକ୍ରମଣ
ବେଜିଂ,୧୯।୮: ଚାଇନାର ପଶ୍ଚିମ ଭାଗରେ ଥିବା ଜିନ୍ଜିଆଙ୍ଗ ପ୍ରଦେଶରେ କୋଭିଡ୍ ସଂକ୍ରମଣ ଦ୍ରୁତ ବୃଦ୍ଧି ପାଉଥିବାରୁ ସରକାର ସେଠାରେ ଲକ୍ଡାଉନ ଲାଗୁ କରିଛନ୍ତି। ଜିରୋ କୋଭିଡ୍ ନୀତି କାର୍ଯ୍ୟକାରୀ କରିବା ଲାଗି ଉକ୍ତ ଅଞ୍ଚଳକୁ ସରକାର ପ୍ରତିନିଧି ପଠାଇଛନ୍ତି। ବୁଧବାର ଜିନ୍ଜିଆଙ୍ଗରେ…
ବିମାନ ଅବତରଣ କରାଇବାକୁ ଭୁଲିଗଲେ ପାଇଲଟ
ଆଡିସ୍ ଆବାବା,୧୯।୮: ଇଥିଓପିଆ ଏୟାରଲାଇନ୍ସର ଏକ ବିମାନରେ ଅଭାବନୀୟ ଘଟଣା ଘଟିଛି। ୩୭,୦୦୦ ଫୁଟ୍ ଉଚ୍ଚରେ ବିମାନଟି ଉଡ଼ାଣ ଭରିଥିବା ବେଳେ ପାଇଲଟ ଅବତରଣ କରିବାକୁ ଭୁଳିଯାଇଥିଲେ। କାରଣ ୨ପାଇଲଟ ବିମାନରେ ଶୋଇପଡ଼ିଥିଲେ। ଗତ ସୋମବାର ଏହି ଘଟଣା ଘଟିଥିଲା। ସୂଚନାଯୋଗ୍ୟ,…
ରାତିରେ ବୁଲୁଥିଲେ ବନ୍ଧୁକ ଧରି, ବାନ୍ଧି ନେଲା ପୋଲିସ
ଝାରସୁଗୁଡ଼ା ଅଫିସ,୧୯।୮ ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଇପିଟି ଅଞ୍ଚଳରେ ଗତ ଗୁରୁବାର ରାତିରେ ଜଣେ ଯୁବକ ଏକ ବନ୍ଧୁକ ଧରି ଅବାଧରେ ସ୍କୁଟିରେ ବୁଲୁଥିବା ବେଳେ ପୋଲିସ ହାତରେ ଧରାପଡିଛନ୍ତି। ଧରାପଡିଥିବା ଯୁବକ ଜଣଙ୍କ ହେଲେ ରେମଜା ଗ୍ରାମ କୁଲତାପଡାର…
ବଙ୍ଗୋବସାଗରେ ବୁଡ଼ିଲା ମତ୍ସ୍ୟଜୀବୀଙ୍କ ଟ୍ରଲର: ୧୮ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
କୋଲକାତା,୧୯।୮: ପଶ୍ଚିମ ବଙ୍ଗୋପସାଗରର ଉପସାଗରରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଗଭୀର ସମୁଦ୍ରକୁ ମାଛ ଧରିଯାଇଥିବା ଏକ ଟ୍ରଲର ବୁଡ଼ିଯାଇଛି। ଏଥିରେ ଥିବା ୧୮ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ନିଖୋଜଙ୍କୁ ଉଦ୍ଧାର କରିବା ପାଇଁ ତଟରକ୍ଷୀ ବାହିନୀ ସହ ଏକ…
୩ବର୍ଷରେ ୧୦୦ରୁ ଊର୍ଦ୍ଧ୍ୱ ବ୍ରହ୍ମୋସ୍ ମିଶାଇଲ୍ ତିଆରି ଲକ୍ଷ୍ୟ
ଲକ୍ଷ୍ନୌ,୧୯।୮: ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ବିଶ୍ୱର ସବୁଠୁ ଶକ୍ତିଶାଳୀ ତଥା ଦ୍ରୁତତମ ସୁପରସୋନିକ ବ୍ରହ୍ମୋସ୍ କ୍ରୁଜ୍ ମିଶାଇଲ୍ ପ୍ଲାଣ୍ଟ ନିର୍ମାଣ କରିବାକୁ ସ୍ଥିର କରାଯାଉଛି। ଏନେଇ…
ଗାଁକୁ ନାହିଁ ରାସ୍ତା: ଷ୍ଟ୍ରେଚରରେ ବୁହାହେଲା ମୃତଦେହ
ଭବାନୀପାଟଣା,୧୯।୮(ସ୍ବ.ପ୍ର.): ଦାନ ମାଝୀ ଘଟଣା ଭଳି ପୁଣି ଥରେ ଦୁର୍ଗମ ଅଞ୍ଚଳରେ ଆଉ ଏକ ମୃତଦେହକୁ ସମ୍ମାନ ମିଳିନାହିଁ। ଗାଁକୁ ରାସ୍ତା ନ ଥିବାରୁ ୭ କିଲୋମିଟର ପର୍ଯ୍ୟନ୍ତ ମୃତଦେହକୁ ଷ୍ଟ୍ରେଚରରେ ସମ୍ପର୍କୀୟମାନେ ବୋହି ନେଇଥିବା ଦେଖିବାକୁ ମିଳିଛି। ଏଭଳି ଅଭାବନୀୟ…
ଦାଦନ ଖଟିବାକୁ ଯାଇ ଗଲା ଜୀବନ: ଗାଁରେ ପହଞ୍ଚିଲା ମୃତଦେହ
ଗୋପାଳପୁର,୧୯ା୮(ଡି.ଏନ୍.ଏ.): ଦାଦନ ଖଟିବାକୁ ଯାଇ ଗଲା ଜୀବନ। ଏଭଳି ଏକ ଘଟଣା ଘଟିଛି। ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ କୁଠାରସିଂ ଗ୍ରାମରେ । ଗ୍ରାମର ଜି. ରାମମୂର୍ତ୍ତି ରେଡ୍ଡୀ (୪୨) ଦାଦନ ଶ୍ରମିକ ଭାବେ ଗୁଜରାଟରେ କାମ କରୁଥିଲେ। ତେବେ ସେଠାରେ…
ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ
ସମ୍ବଲପୁର,୧୯।୮(ବ୍ୟୁରୋ): ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ଶୁକ୍ରବାର ଲଗ୍ନ ଧାର୍ଯ୍ୟ ହୋଇଛି । ଆସନ୍ତା ସେପ୍ଟେମ୍ବର ୧ ତାରିଖ ପୂର୍ବାହ୍ନ ୧୦ ଟା ୫୬ ମିନିଟ୍ରୁ ୧୧ଟା୧୦ ମଧ୍ୟରେ ନବାହ୍ନ ଲାଗି ହେବ। ଉକ୍ତ ଦିନ ତୁଲା ଲଗ୍ନେ ମା’ସମଲେଶ୍ୱରୀଠାରେ…
ଭୟଭୀତ ନ ହେବାକୁ କହିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୯।୮(ବ୍ୟୁରୋ): ଲଘୁଚାପ ପ୍ରଭାବରେ ରାଜ୍ୟରେ ୨ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର ଏବଂ ଭଦ୍ରକ ଜିଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତର୍କ ରହିବାକୁ କହିଛନ୍ତି। ଭୟଭୀତ ନ…
ମାଓବାଦୀ ସାମଗ୍ରୀ ଜବତ
ଫୁଲବାଣୀ ଅଫିସ,୧୯।୮: କନ୍ଧମାଳ ଜିଲାରେ ପୁଣି ମାଓବାଦୀ ସକ୍ରିୟ ହୋଇଛନ୍ତି। ବାଲନ୍ଦାପଡ଼ା ପଞ୍ଚାୟତ ସୁକାଙ୍ଗୀ ଜଙ୍ଗଲରେ ମିଳିତ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ଏକ ମାଓବାଦୀ କ୍ୟାମ୍ପ ଠାବ କରିଛନ୍ତି । ସର୍ଚ ଅପରେଶନ ବେଳେ ଏହି ଜଙ୍ଗଲରେ ମାଓବାଦୀମାନେ ଏକ…
କଳାହାଣ୍ଡିରେ ବ୍ୟାପୁଛି ଝାଡ଼ାବାନ୍ତି, ଗାଁରେ ପହଞ୍ଚିଲେ ଡାକ୍ତରୀ ଦଳ
କୋକସରା,୧୯।୮(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ଦୁର୍ଗମ ଟର୍ଲିଆମ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଖବର ପାଇ କୋକସରା ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସଙ୍କ ନେତୃତ୍ୱରେ ମେଡିକାଲ ଟିମ ଟର୍ଲିଆମ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ…
ରାଜ୍ୟରୁ ଆଉ ୪୫୨ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର,୧୯।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ଘଣ୍ଟାରେ ଆଉ ୪୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୩,୧୨,୯୦୧ ଜଣ ସୁସ୍ଥ ହୋଇସାରିଲେଣି। ଏନେଇ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା…
Archives


