କିଡ୍ନୀ ଡାଏଲିସିସ୍
ଡାଏଲିସିସ୍ ହେଉଛି ରାସାୟନିକ ଉପାଦାନଗୁଡ଼ିକର ଏକ ପୃଥକୀକରଣ ପଦ୍ଧତି। କିଡ୍ନୀ ଦ୍ୱୟ କାମ କରିବା ପାଇଁ ଅକ୍ଷମ ହୋଇପଡ଼ିଲେ ଡାଏଲିସିସ୍ ପଦ୍ଧତିଟି କିଡ୍ନୀ ଭଳି ରକ୍ତ ଛାଣିବା କାମ ତୁଲେଇଥାଏ। ତା’ସହ ରକ୍ତରେ ଥିବା କୋଷିକା ଓ ପ୍ରୋଟିନ୍ ଅଣୁ ଇତ୍ୟାଦିକୁ…
ଆଜିକୁ ପୂରିଲା ଦୁଇ ବର୍ଷ
ନୂଆଦିଲ୍ଲୀ,୧୫।୮: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ୨୦୨୦ ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଥିଲେ। ସାରା ଦେଶ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ ସନ୍ଧ୍ୟା ୭ଟା ୨୯ ମିନିଟ୍ରେ ସେ ଏନେଇ ଘୋଷଣା…
ନିଶା ନୁହେଁ ମହୌଷଧି
ପ୍ରକୃତି ଏବଂ ପ୍ରାକୃତିକର ବିକଳ୍ପ ନାହିଁ। ପ୍ରକୃତି ତାହାର ସନ୍ତାନମାନଙ୍କର ସମସ୍ତ ଆବଶ୍ୟକତା ଓ ସମସ୍ୟାର ସମାଧାନ ପାଇଁ ନିଜ କୋଳରେ ସମସ୍ତ ସାମଗ୍ରୀ ମହଜୁଦ ରଖିଛି। ପୁଣି ଏହା ପାର୍ଶ୍ୱପ୍ରତିକ୍ରିୟାବିହୀନ ଏବଂ ପଞ୍ଚଭୂତାତ୍ମକ ଶରୀର ପାଇଁ ପ୍ରଯୁଜ୍ୟ। ମାତ୍ର ଆଜିକାଲି…
ଉପକାରୀ ଭିଟାମିନ୍ ‘ଇ’
ଭିଟାମିନ୍ ଆମ ସ୍ବାସ୍ଥ୍ୟ ପାଇଁ କେତେ ଲାଭପ୍ରଦ ତାହା କହିବା ଅନାବଶ୍ୟକ। ଏହାର ପରିମାଣ ଶରୀରରେ ଅସନ୍ତୁଳିତ ରହିଲେ ତାହା ବିଭିନ୍ନ ପ୍ରକାର ରୋଗକୁ ପରୋକ୍ଷରେ ଆମନ୍ତ୍ରଣ କରିଥାଏ। ତେଣୁ ଆମକୁ ସବୁବେଳେ ଭିଟାମିନଯୁକ୍ତ ଖାଦ୍ୟ ଖାଇବାକୁ ପଡ଼ିଥାଏ। ଏହି ଭିଟାମିନ୍ଗୁଡ଼ିକ…
୬୬୭.୩୨ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ
ବାଲେଶ୍ୱର ଅଫିସ,୧୫।୮: ବାଲେଶ୍ୱର ଜିଲାରେ ପାନୀୟ ଜଳ ଓ ଲୁଣା ବନ୍ଧ ପ୍ରକଳ୍ପ ପାଇଁ ଗତ ଶୁକ୍ରବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ୍ ୬୬୭.୩୨ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ ହୋଇଥିବାରୁ ଜିଲା ବିଜେଡି ପକ୍ଷରୁ ଶନିବାର ସନ୍ଧ୍ୟାରେ ଆୟୋଜିତ…
ବାୟୁରେ ଅମ୍ଳଜାନ
”ଆଜକୁ ପ୍ରାୟ ୪୦୦ ନିୟୁତ ବର୍ଷ ପୂର୍ବେ ଉଦ୍ଭିଦଜଗତ ଆରମ୍ଭ ହେଲା ଏବଂ କ୍ରମେ ଏହା ଅମ୍ଳଜାନ ସୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କଲା। ତେବେ ପ୍ରଥମେ ବାୟୁମଣ୍ଡଳକୁ ଅମ୍ଳଜାନ ସମୃଦ୍ଧ କରିଥିଲା ଏବଂ ତହିଁରେ ତାହାକୁ ସ୍ଥିର ରଖିଥିବା ଏହି…
ଇନ୍ଦୋରରେ ବୋମା ବିସ୍ଫୋରଣ, ୨ ମୃତ-୧୫ରୁ ଅଧିକ ଆହତ…
ଭୋପାଳ, ୧୫।୮ : ମଧ୍ୟପ୍ରଦେଶର ଇନ୍ଦୋରରେ ଦୁଇ ଦଳ ମଧ୍ୟରେ ବିବାଦ ପରେ ବୋମା ବିସ୍ଫୋରଣ ଘଟିଛି। ସୂଚନାନୁସାରେ, ଏହି ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୫ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଘଟଣାସ୍ଥଳରେ ଉତ୍ତେଜନାକୁ ଦୃଷ୍ଟିରେ ରଖି…
ଭାରରେ ବୁହା ହେଲେ ରୋଗୀ
ମହାକାଳପଡ଼ା,୧୫ା୮(ଡି.ଏନ୍.ଏ.): ଭାରତ ସ୍ବାଧୀନତା ଲାଭର ୭୫ ବର୍ଷ ପରେ ବି ଗ୍ରାମାଞ୍ଚଳର ଲୋକଙ୍କୁ ମୌଳିକ ସୁବିଧା ମିଳିନି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଚ୍ଛେଲା ପଞ୍ଚାୟତ ଶବରପଲ୍ଲୀ ଗାଁ ଜଙ୍ଗଲଘେରିକୁ ଭଲ ରାସ୍ତାଟିଏ ନାହିଁ। ଫଳରେ ଆମ୍ବୁଲାନ୍ସଟିଏ ଗାଁକୁ ଆସିପାରୁ ନ…
ଲୁଣାନଦୀରେ ବନ୍ୟା ଆଶଙ୍କା: ନଦୀକୂଳବାସୀ ଆତଙ୍କିତ
ଡେରାବିଶ, ୧୫ା୮(ସ୍ବ.ପ୍ର.): ଲଘୁଚାପଜନିତ ଲଗାଣ ବର୍ଷାରେ ମହାନଦୀ ସିଷ୍ଟମ୍ରେ ବନ୍ୟା ଆଶଙ୍କା ଦେଖାଦେଇଛି। ହୀରାକୁଦ ଡ୍ୟାମ୍ରୁ ଖୋଲାଯାଇଥିବା ୩୪ଟି ଗେଟ୍ ଯୋଗେ ପ୍ରବାହିତ ହେଉଥିବା ବନ୍ୟା ଜଳ ରବିବାର ସୁଦ୍ଧା ନରାଜଠାରେ ପହଞ୍ଚତ୍ଛି। ଏହି ବିନ୍ୟାଜଳ ନରାଜରୁ ନିଷ୍କାସନ ହେବା ପରେ…
ବ୍ୟାପକ ଅଞ୍ଚଳ ଜଳମଗ୍ନ
ଜଗତ୍ସିଂହପୁର ଅଫିସ/କୁଜଙ୍ଗ/ତିର୍ତ୍ତୋଲ/ବିରିଡ଼ି (ଡି.ଏନ୍.ଏ.), ୧୫ା୮: ଲଗାଣ ବର୍ଷା ଯୋଗୁ ଜିଲାର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଅନେକ ସ୍ଥାନରେ ଚାଷଜମି ଦେଖିଲେ ସମୁଦ୍ର ପରି ଅନୁଭୂତ ହେଉଛି। କିଛି ସ୍ଥାନରେ କଚ୍ଚା ଘର ଭାଙ୍ଗିଯିବାରୁ ଏହି ପରିବାରଗୁଡିକ ବହୁ ମାତ୍ରାରେ ପ୍ରଭାବିତ…
ବୈତରଣୀ, କାଣୀ ନଦୀରେ ବନ୍ୟା
ଯାଜପୁର ଅଫିସ/ଝୁମ୍ପୁରୀ (ଡି.ଏନ୍.ଏ.),୧୫ା୮: ଯାଜପୁର ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲଘୁଚାପଜନିତ ବର୍ଷା ଯୋଗୁ ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀ ଫୁଲିବାରେ ଲାଗିଛି। ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ବୈତରଣୀ ନଦୀର ଆନନ୍ଦପୁରଠାରେ ବିପଦ ସଙ୍କେତ ୩୮.୩୬ ମିଟର…
ଭୁଶୁଡ଼ିଲା ଓଭରବ୍ରିଜ୍
କେନ୍ଦୁଝର,୧୫ା୮(ସ୍ବ.ପ୍ର.): ବହୁ କୋଟି ଟଙ୍କା ବ୍ୟୟରେ ନିର୍ମିତ ବ୍ରିଜ୍ଟି ବର୍ଷାରେ ଭୁଶୁଡ଼ି ପଡ଼ିଛି। ଫଳରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଲୋକେ। କବିତା ମେଡିକାଲ କଲେଜ ନିକଟ ରାସ୍ତାରେ ଥିବା ଓଭର ବ୍ରିଜ୍ଟି ରବିବାର ଭୁଶୁଡ଼ି ପଡ଼ିଥିଲା। ଫଳରେ ଏହାର ମାନକୁ ନେଇ…
Archives


