Home Left

ଭେଣ୍ଟିଲେଟରରେ ମୁଲାୟମ, ଆଗାମୀ ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ, ଅଖିଳେଶଙ୍କ ସହ ଫୋନରେ କଥା ହେଲେ ମୋଦି

ନୂଆଦିଲ୍ଲୀ,୩ ।୧୦: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ସ୍ୱାସ୍ଥ୍ୟ ବିଗିଡି ଯିବାରୁ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ସେ ଆଇସିୟୁରେ ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି । ଆସନ୍ତା ୨୪ ଘଣ୍ଟା ତାଙ୍କ…

ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ: ୪ ମୃତ ୬୪ରୁ ଅଧିକ ଆହତ

ଭଦୋହି,୩ ।୧୦: ଉତ୍ତର ପ୍ରଦେଶ ଭଦୋହିର ଓରାଇ କୋତୱାଲିଠାରୁ କିଛି ଦୂରରେ ଥିବା ଏକତା ଦୁର୍ଗା ପୂଜା ପେଣ୍ଡାଲରେ ରବିବାର ରାତି ପ୍ରାୟ ୮ଟାରେ ଆରତି ସମୟରେ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ଏହା ସବୁଆଡକୁ ବ୍ୟାପି ଯାଇଥିଲା ।…

ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ବଢ଼ିଲା ସୁରକ୍ଷା

ମୁମ୍ବାଇ,୨।୧୦: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଜୀବନ ପ୍ରତି ବିପଦ ଥିବା ସୂଚନା ପରେ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢ଼ାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରତି ବିପଦ ଥିବା ନିର୍ଦ୍ଦିଷ୍ଟ ସୂଚନା ମିଳିଥିବା ରାଜ୍ୟ ଗୋଇନ୍ଦା ବିଭାଗ କମିଶନର ଆଶୁତୋଷ ଡୁମ୍ବ୍ରେ…

ହତ୍ୟାକାରୀଙ୍କୁ ୨୦ ବର୍ଷ ଜେଲ

ଭବାନୀପାଟଣା,୨।୧୦(ସ୍ବ.ପ୍ର.): ଦୀର୍ଘ ୮ ବର୍ଷ ପରେ କଳାହାଣ୍ଡି ଜିଲା ସଦର ଥାନା ଅଞ୍ଚଳର ଜଣେ ନାବାଳିକା ବଳାତ୍କାର ଏବଂ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଭବାନୀପାଟଣା ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ବିଚାରପତି ସୁବ୍ରତ କୁମାର ପଟ୍ଟନାୟକ ଦୋଷୀଙ୍କୁ ୨୦ ବର୍ଷ…

ଆଜି ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ହେବ ଲକ୍ଷାଧିକ ଭକ୍ତଙ୍କ ସମାଗମ

ଭବାନୀପାଟଣା,୨।୧୦(ସ୍ବ.ପ୍ର.): ସୋମବାର କଳାହାଣ୍ଡି ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ଗତ ୨ବର୍ଷ କରୋନା କଟକଣା ଯୋଗୁ ବିନା ଭକ୍ତରେ ମା’ଙ୍କ ଛତର ଯାତ୍ରା ହୋଇଥିଲା। ହେଲେ ଚଳିତ ବର୍ଷ ପାର୍ବଣରେ କଟକଣା ନ ଥିବାରୁ ଏହି…

ମହାକାଳୀ ବେଶରେ ଦର୍ଶନ ଦେଲେ ମା’ ତାରାତାରିଣୀ

ପୁରୁଷୋତ୍ତମପୁର,୨ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲାର ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ରବିବାର ମହାଷ୍ଟମୀ ପାଳନ କରାଯାଇଛି। ଏଥିଲାଗି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ସେହିପରିି ଜଳେଶ୍ୱରଖଣ୍ଡି ଗ୍ରାମରେ ବିଜେ ମା’ ଦକ୍ଷିଣକାଳୀଙ୍କ ପୀଠରେ ମଧ୍ୟ ଭିଡ ଜମିଥିଲା। ଭୋର ସାଢ଼େ ୪ଟାରେ ମନ୍ଦିର…

ଆମେରିକା ଉପରାଷ୍ଟ୍ରପତିଙ୍କ ସାକ୍ଷାତକାର ନେଲେ ପ୍ରିୟଙ୍କା

ବଲିଉଡ୍‌ ଦେଶୀଗର୍ଲ ତଥା ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ୍‌ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କୁ ହ୍ବାଇଟ୍‌ହାଉସ୍‌ରେ ଭେଟି ତାଙ୍କ ସାକ୍ଷାତକାର ନେଇଛନ୍ତି। ପ୍ରିୟଙ୍କା ଡେମୋକ୍ରାଟିକ୍‌ ନ୍ୟାଶନାଲ କମିଟି ଓମେନ୍‌ସ ଲିଡରଶିପ୍‌ ଫୋରମ୍‌ କନଫରେନ୍ସରେ ହାରିସ୍‌ଙ୍କ ସହ ମହିଳା ଅଧିକାର ଓ…

ଶିବମନ୍ଦିର ଶାଗୁଆନ ଗଛକଟାକୁ ନେଇ ତେଜିଲା ଅସନ୍ତୋଷ

ଦେଓଗାଁ,୨ା୧୦(ଡି.ଏନ.ଏ): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ତଥା ସଇଁନ୍ତଲା ଫରେଷ୍ଟ ରେଞ୍ଜ ଅଧୀନ ସିକୁଆଁ ଶିବ ମନ୍ଦିର ପରିସରରେ ଥିବା ଦୁଇଟି ବଡ ଶାଗୁଆନ ଗଛକୁ ଅଧା କାଟି କେହି ଛାଡି ଦେଇଛି । ଏହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ…

‘ମୁଁ ଧମକକୁ ଭୟ କରେ ନୁହେଁ’

ମୁମ୍ବାଇ,୨।୧୦: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ହତ୍ୟା ଧମକ ଦିଆଯାଇଛି। ଏନେଇ ରବିବାର ସେ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ମୁଁ ଏସବୁ ପ୍ରତି ଧ୍ୟାନ ଦେଉ ନାହିଁ। ଆମର ଗୃହ ବିଭାଗ ଏବଂ ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ସକ୍ଷମ,…

ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗିଲେ ସରଫରାଜ

ନୂଆଦିଲ୍ଲୀ,୨।୧୦: ଆଜିକାଲି ଇରାନୀ କପ ଖେଳାଯାଉଛି। ସୌରାଷ୍ଟ୍ର ଏବଂ ରେଷ୍ଟ ଅଫ୍‌ ଇଣ୍ଡିଆ ମଧ୍ୟରେ ଖେଳାଯାଉଥିବା ଏକ ମ୍ୟାଚରେ ସରଫରାଜ ଖାନ ପୁଣି ଥରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ରେଷ୍ଟ ଅଫ୍‌ ଇଣ୍ଡିଆ ପାଇଁ ଖେଳୁଥିବା ସରଫରାଜ ପ୍ରଥମ ଇନିଂସରେ ଏକ…

କାର୍‌ ସିକ୍ରେଟ୍‌ ଚାମ୍ବରରୁ ୪.୬୬୪ କେଜି ସୁନା, ୧୮୫.୫ କେଜି ରୁପା ଜବତ

ବ୍ରହ୍ମପୁର ଅଫିସ/ଗୋପାଳପୁର,୨ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁରରେ ସୁନା ଓ ରୁପା ଚୋରା ଚାଲାଣ ବଢ଼ିବାରେ ଲାଗିଛି। ବିଭିନ୍ନ ସମୟରେ ବାହାର ରାଜ୍ୟରୁ ଟିକସ ଫାଙ୍କି ସୁନାଗହଣା ଓ ରୁପା ଚାଲାଣ ହେଉଥିବା ଦେଖିବାକୁ ମିଳିଛି। ଦଶହରା ଯୋଗୁ ରବିବାର ଗୋଳନ୍ଥରା ଥାନା…

‘ଆଦିପୁରୁଷ’ର ଟିଜର ରିଲିଜ୍‌

ଶେଷରେ ପ୍ରତୀକ୍ଷାର ଅନ୍ତ ଘଟିଛି। ବାହୁବଳୀ ଫେମ୍‌ ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ର ଟିଜର ରିଲିଜ ହୋଇଛି। ବିଶେଷ କଥା ହେଉଛି ନିର୍ମାତାମାନେ ଫିଲ୍ମର ଟିଜର ଏବଂ ଗ୍ରାଣ୍ଡ ପୋଷ୍ଟର ରିଲିଜ୍‌ କରିବାକୁ ପ୍ରଭୁ ରାମଙ୍କ ସହର ଅଯୋଧ୍ୟାକୁ ବାଛିଥିଲେ। ଆଜି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri