ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ମାଡ଼ମାରି ନୋଳା ବସାଇ ଦେଲେ
ଡେରାବିଶ,୧୩।୧୧ (ସ୍ବ.ପ୍ର.): ସରକାର ବିଭିନ୍ନ ଶିକ୍ଷାନୁଷ୍ଠାନ ପରିସରକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି। ହେଲେ ପ୍ରଧାନ ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କ ସ୍ବାମୀ ବାପା ଛେଉଣ୍ଡ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ମାଡ ମାରି ତାଙ୍କ ଶରୀରର ବିଭିନ୍ନ…
ଶୀତ ମହୌଷଧି ମହୁ
ଶୀତଦିନେ ନିଜ ଶରୀରର ବିଶେଷ ଧ୍ୟାନ ରଖିବା ନିହାତି ଆବଶ୍ୟକ। କୁହାଯାଏ, ଥଣ୍ଡା ସମୟରେ ମହୁର ସେବନ ଶରୀର ପକ୍ଷେ ଲାଭଦାୟକ ହୋଇଥାଏ। କାରଣ ଏଥିରେ ଭରି ରହିଛି ଆଇରନ୍, ପୋଟାସିୟମ୍, କାବ୍ରୋହାଇଡ୍ରେଟ୍ ପରି ଅନେକ ଗୁଣକାରୀ ପୋଷକ ତତ୍ତ୍ୱ। ଫଳରେ…
୨୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ: ୨ ଗିରଫ
ବାଲେଶ୍ୱର ଅଫିସ,୧୩ା୧୧: ବାଲେଶ୍ୱର ସହରସ୍ଥିତ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଆରାଡବଜାର ଅଞ୍ଚଳରୁ ପୋଲିସ ଦୁଇ ଯୁବକଙ୍କଠାରୁ ୨୭ ଗ୍ରାମ ବାଉନସୁଗାର ଜବତ କରିଛି। ଏନେଇ ପୋଲିସ କେସ୍ ନଂ ୩୬୬/୨୨ରେ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।…
ଚାଲିଛି ଜେରା, ବଢୁଛି ଛନକା
ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ବହୁଚର୍ଚ୍ଚିତ ମହିଳା ବ୍ଲାକ୍ମେଲର ଅର୍ଚ୍ଚନା ନାଗଙ୍କ କଳାଧନ୍ଦାର ବିଜ୍ନେସ ପାର୍ଟନର ଖଗେଶ୍ୱର ପାତ୍ରଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଆରମ୍ଭରୁ ହଡ଼ବଡ଼େଇ ଯାଉଥିବା ଖଗେଶ୍ୱର ଶନିବାର ରିମାଣ୍ଡର ଦ୍ୱିତୀୟ ଦିନରେ ଜେରାବେଳେ କିଛି…
ରାଜୁ ଘିବେଲା ବିଜେଡି ସାଧାରଣ ସମ୍ପାଦକ
ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରଠାରୁ ରାଜ୍ୟର ୩ ପ୍ରମୁଖ ଦଳ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି। ନିକଟରେ ବିଜେଡିରେ ମିଶିଥିବା ରାଜୁ ଘିବେଲାଙ୍କୁ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି। ଶନିବାର…
ରଣାଙ୍ଗନକୁ ଓହ୍ଲାଇଲେ ୨ ପୂର୍ବତନ ବିଧାୟକ
ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଦୁଇ ଜଣ ପୂର୍ବତନ ବିଧାୟକ। ଏହି ଉପନିର୍ବାଚନ ପାଇଁ କଂଗ୍ରେସ ଶନିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ଉପରେ ଦଳ ଭରସା କରିଛି। ସତ୍ୟଭୂଷଣଙ୍କୁ ପ୍ରାର୍ଥୀ କରାଯିବା ନେଇ ଅଖିଳ…
ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କୁ ଟାର୍ଗେଟ କଲା ଭାଜପା, ପୋଷ୍ଟର ଜାରି କରି କହିଲା ‘ଲୁଟେରା’
ନୂଆଦିଲ୍ଲୀ,୧୩ ।୧୧: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି) ନେତା ମନିଷ ସିସୋଡିଆଙ୍କୁ ପୁଣିଥରେ ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟି(ଭାଜପା) । ରବିବାର ଆକ୍ରମଣାତ୍ମକ ଢଙ୍ଗରେ ଦିଲ୍ଲୀର ଭାଜପା ମୁଖ୍ୟ ଏକ ପୋଷ୍ଟର ମାଧ୍ୟମରେ ସିସୋଡିଆଙ୍କୁ ‘ଲୁଟେରା’ ବୋଲି…
‘ରକି ଔର ରାଣି କି ପ୍ରେମ କାହାଣି’ର ନୂଆ ରିଲିଜ ଡେଟ ଶେୟାର କଲେ କରନ
ମୁମ୍ବାଇ: ବଲିଉଡ ଫିଲ୍ମ ମେକର କରନ ଜୋହର ପୁଣିଥରେ ବଲିଉଡକୁ ଫେରୁଛନ୍ତି । ଫିଲ୍ମ ‘ରକି ଔର ରାଣି କି ପ୍ରେମ କାହାଣି’ର ନିର୍ଦ୍ଦେଶନା ଦେଇଛନ୍ତି କରନ । ଏବେ ସେ ତାଙ୍କ ଅପକମିଂ ଫିଲ୍ମର ନୂଆ ରିଲିଜ୍ ଡେଟ ଶେୟାର…
୧,୪୧,୮୯୯ ମାମଲା ଫଇସଲା
କଟକ ଅଫିସ,୧୪।୧୧: ରାଜ୍ୟର ୩୦ଟି ଜିଲାସ୍ତରରେ ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି। ଜିଲା ଓ ବ୍ଲକ ସ୍ତରରେ ମୋଟ ୨,୯୦,୧୭୩ଟି ମାମଲା ବିଚାର ପାଇଁ ରଖାଯାଇଥିଲା। ସେଥିମଧ୍ୟରେ ପ୍ରି-ଲିଟିଗେସନ ମାମଲା ୮୪,୫୩୧ ଓ ବିଚାର ନ ହୋଇ…
ହାଇକୋର୍ଟରେ ଏକାଧିକ ମାମଲା
କଟକ ଅଫିସ,୧୩।୧୧: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସ୍ଓ) ପରୀକ୍ଷା ଚୟନ ପ୍ରକ୍ରିୟରେ ବ୍ୟାପକ ତ୍ରୁଟି ଅଭିଯୋଗକୁ ନେଇ ହାଇକୋର୍ଟରେ ଏକାଧିକ ମାମଲା ଦାଏର ହୋଇଛି। ୨୦ରୁ ଊର୍ଦ୍ଧ୍ୱ ଏଏସ୍ଓ ଆଶାୟୀ ପ୍ରାୟ ୫ଟି ମାମଲାରେ…
ଶୀତ ବଢ଼ିବ: ୧୬ ଡିଗ୍ରୀ ତଳେ ୬ ସହର
ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ରାଜ୍ୟରେ ଶୀତର ପ୍ରକୋପ ଆରମ୍ଭ ହୋଇଛି। ପାରଦ ତଳମୁହାଁ ହୋଇଛି। ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲ୍ସିୟସକୁ ଖସିଛି। ୬ଟି ସହରର ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ତଳେ ରହିଛି। କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲ୍ସିୟସ ରେକର୍ଡ…
ନଖକଟାରେ ନାଗସାପ ଦାନ୍ତ ଭାଙ୍ଗୁଥିଲେ
ବଲାଙ୍ଗୀର ଅଫିସ,୧୩।୧୧: ବଲାଙ୍ଗୀର ଜିଲା ପୁଇଁତଲା ଥାନା ବିଲେଇସର୍ଡା ଗ୍ରାମର ଜଣେ ଯୁବକ ନାଗସାପ ଧରିବା ପରେ ନଖକଟାରେ ସାପ ଦାନ୍ତ ଭାଙ୍ଗିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସମ୍ପୃକ୍ତ ଯୁବକ ହେଲେ ଗ୍ରାମର ବୀର ବିଶ୍ୱାଳ(୩୫)। ବିଭିନ୍ନ ସ୍ଥାନରୁ…
Archives


