ଓପିଟିସିଏଲ୍ ଅଧ୍ୟକ୍ଷଙ୍କୁ ଶ୍ରେଷ୍ଠ ପ୍ରଶାସକ ସମ୍ମାନ
ଭୁବନେଶ୍ୱର,୩।୧୦: ଓଡ଼ିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ୍)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କୁ ନିକଟରେ ଶ୍ରେଷ୍ଠ ପ୍ରଶାସକ ସମ୍ମାନରେ ସମ୍ମାନିତ କରାଯାଇଛି। ରବିବାର ସ୍ଥାନୀୟ ଜୟଦେବ ବିହାରସ୍ଥିତ ଏକ ହୋଟେଲରେ ଆୟୋଜିତ ଇଣ୍ଟରଭ୍ୟୁ ଟାଇମ୍ସ…
ଗତ ଆର୍ଥିକ ବର୍ଷରେ ଉନ୍ନତ ଉତ୍ପାଦନ ପ୍ରଦର୍ଶନ କରିଛି ସେଲ
ନୂଆଦିଲ୍ଲୀ,୩।୧୦: ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (ସେଲ୍)ର ୫୦ତମ ବାର୍ଷିକ ସାଧାରଣ ସଭା (ଏଜିଏମ) ନିକଟରେ ଆୟୋଜିତ ହୋଇଯାଇଛି। ନୂଆଦିଲ୍ଲୀଠାରେ ଅବସ୍ଥିତ ସେଲ୍ ମୁଖ୍ୟାଳୟ ପରିସରରେ ଭର୍ଚୁଆଲ୍ ପ୍ଲାଟଫର୍ମ ମାଧ୍ୟମରେ ଆୟୋଜିତ ବୈଠକରେ ସେଲ୍ର ଚେୟାରମ୍ୟାନ୍ ସୋମା ମଣ୍ଡଳ ଅଧ୍ୟକ୍ଷତା…
ଖିମ୍ଜୀ ବ୍ରହ୍ମପୁର ଷ୍ଟୋର୍ର ୫ମ ବାର୍ଷିକୀ ଉତ୍ସବ
ଭୁବନେଶ୍ୱର,୩।୧୦:ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ‘ଖିମ୍ଜୀ ଜୁଏଲର୍ସ’ର ବ୍ରହ୍ମପୁର ଷ୍ଟୋର୍ ପକ୍ଷରୁ ୫ମ ବାର୍ଷିକ ଉତ୍ସବ ପାଳନ କରାଯାଉଛି। ଏପରିକି ଆସନ୍ତା ୫ ଅକ୍ଟୋବରରେ ଉକ୍ତ ଷ୍ଟୋରର ବାର୍ଷିିକ ଉତ୍ସବ ପାଳନ କରାଯିବ ବୋଲି ଷ୍ଟୋର ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ…
୩,୫୪୩ ୟୁନିଟ୍ ଯାନ ବିକ୍ରି କରିଛି ସ୍କୋଡା
ନୂଆଦିଲ୍ଲୀ,୩।୧୦: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ସ୍କୋଡା ଅଟୋ ଇଣ୍ଡିଆ ଚଳିତ ବର୍ଷ ସେପ୍ଟେମ୍ବରରେ ୩,୫୪୩ ୟୁନିଟ୍ ଯାନ ବିକ୍ରି କରିଛି। ଫଳରେ ଗତ ବର୍ଷ ସେପ୍ଟେମ୍ବର ତୁଳନାରେ କମ୍ପାନୀର ବିକ୍ରି ଅଭିବୃଦ୍ଧି ୧୭%ରୁ ଅଧିକ ରହିଛି। ଏପରିକି ୨୦୨୧ ସେପ୍ଟେମ୍ବରରେ…
୧୫,୦୦୦ ଟଙ୍କିଆ ଲାପ୍ଟପ୍ ଆଣିବ ଜିଓ
ନୂଆଦିଲ୍ଲୀ,୩।୧୦: ଦେଶର ପ୍ରମୁଖ ଟେଲିକମ୍ କମ୍ପାନୀ ‘ରିଲାଏନ୍ସ ଜିଓ’ ଖୁବଶୀଘ୍ର ଏକ ସ୍ବଳ୍ପ ବଜେଟର ଲାପ୍ଟପ୍ ‘ଜିଓ ଲାପ୍ଟପ୍’ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରିପାରେ ବୋଲି ଜଣାପଡିଛି। ଏପରିକି ଉକ୍ତ ଲାପ୍ଟପରେ ୪ଜି ସିମ୍ କାର୍ଡ ସେବା ସକ୍ଷମ ହେବା…
ଇ-କମର୍ସ ଟ୍ରକ୍ ଓଲଟିଲା, ଲକ୍ଷାଧିକ ଟଙ୍କାର ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ନଷ୍ଟ
ଦାରିଙ୍ଗବାଡ଼ି,୩ା୧୦(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଜାତୀୟ ରାଜପଥର ଡଙ୍ଗେରୀ ନିକଟରେ ଇ-କମର୍ସର ବିଭିନ୍ନ ସାମଗ୍ରୀ ବୋଝେଇ ହୋଇଥିବା ଏକ ମିନି ଟ୍ରକ୍ ସୋମବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ କେହି ଆହତ ହୋଇ ନ ଥିଲେ ମଧ୍ୟ ଇ-କମର୍ସର ବିଭିନ୍ନ…
ସିଦ୍ଧୁ ମୁସେୱାଲାଙ୍କ ପରେ ଆଉ ଜଣେ ପଞ୍ଜାବି ସିଙ୍ଗରଙ୍କ ଉପରେ ଆକ୍ରମଣ, ଫଟୋ ଶେୟାର କଲେ ହନି ସିଂ
ନୂଆଦିଲ୍ଲୀ,୩ ।୧୦: ପଞ୍ଜାବି ସିଙ୍ଗରଙ୍କ ଉପରେ ଲଗାତାର ଆକ୍ରମଣ ଜାରି ରହିଛି । ସିଦ୍ଧୁ ମୁସେୱାଲାଙ୍କ ପରେ ଏବେ ଆଉ ଜଣେ ପଞ୍ଜାବି ସିଙ୍ଗରଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ପଞ୍ଜାବର ଫେମଶ ସିଙ୍ଗର ଅଲଫାଜଙ୍କ ଉପରେ ଏହି ଆକ୍ରମଣ…
କଙ୍ଗନା କିଣିଲେ ମୋଦିଙ୍କୁ ମିଳିଥିବା ରାମ ଜନ୍ମଭୂମୀ ମାଟି, କହିଲେ ନମାମି ଗଙ୍ଗାରେ ଛୋଟିଆ ସହଯୋଗ
ନୂଆଦିଲ୍ଲୀ,୩ ।୧୦: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ରବିବାର ରାଷ୍ଟ୍ରୀୟ କଳା ସଂଗ୍ରହାଳୟ ପହଞ୍ଚି ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଥିବା ଉପହାର ନିଲାମିରେ ଭାଗ ନେଇଥିଲେ । ସେଠାରୁ ସେ ରାମ ଜନ୍ମଭୂମୀର ମାଟି ଓ ରାମ ମନ୍ଦିର ମଡେଲକୁ…
ଦିଲ୍ଲୀରେ ୬ ବର୍ଷର ବାଳକଙ୍କୁ ବଳି
ନୂଆଦିଲ୍ଲୀ,୩।୧୦(ପି.ଟି.): ଦକ୍ଷିଣ ଦିଲ୍ଲୀର ଲୋଧି କଲୋନୀରେ ଶନିବାର ରାତିରେ ଜଣେ ୬ ବର୍ଷର ବାଳକଙ୍କୁ ବଳି ଦିଆଯାଇଛି। ଦୁଇଜଣ ଅଭିଯୁକ୍ତ ଶିଶୁଟିର ଗଳା କାଟି ହତ୍ୟା କରିଥିଲେ। ଅଭିଯୁକ୍ତ ବିହାରର ବିଜୟ କୁମାର ଏବଂ ଅମର କୁମାରଙ୍କୁ ଗିରଫ କରାଯାଇଛି। ସେମାନେ…
ସୋସିଆଲ୍ ମିଡିଆରେ ସିବିଆଇ
ନୂଆଦିଲ୍ଲୀ,୩।୧୦(ପି.ଟି.): ଇଣ୍ଟରପୋଲ୍ର ୯୦ତମ ସାଧାରଣ ସଭା ଆସନ୍ତା ଅକ୍ଟୋବରରୁ ୩ ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଟୁଇଟର ଏବଂ ଇନ୍ଷ୍ଟାଗ୍ରାମ୍ରେ ପ୍ରବେଶ କରିଛି। ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ଜାତୀୟ…
ନୀତୀଶଙ୍କୁ ଟାର୍ଗେଟ କଲେ ପ୍ରଶାନ୍ତ କିଶୋର, କହିଲେ ୧୯୯୦ ଭଳି ରହିଛି ୨୦୨୨ର ବିହାର, ୩୦-୪୦ ବର୍ଷରେ କିଛି ବି ବଦଳି ନାହିଁ
ପାଟନା,୩ ।୧୦: ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର ରବିବାର ୨ ଅକ୍ଟୋବର ଅର୍ଥାତ୍ ଗାନ୍ଧୀ ଜୟନ୍ତୀରେ ପଶ୍ଚିମ ଚମ୍ପାରନ ଜିଲାର ଭିତିହାରବା ସ୍ଥିତ ଗାନ୍ଧୀ ଆଶ୍ରମରୁ ତାଙ୍କର ‘ଜନ ସୁରାଜ’ ପଦଯାତ୍ର ଆରମ୍ଭ କରିଛନ୍ତି । ଏହି ସମୟରେ ସେ…
୧୦୦ ବର୍ଷ ପୁରୁଣା ୟୁ-ବୋଟ୍ ଠାବ
ରିଚ୍ମଣ୍ଡ, ୩।୧୦: ଭର୍ଜିନିଆରେ ୪୦୦ ଫୁଟ ଗଭୀର ସମୁଦ୍ରରୁ ଜର୍ମାନୀ ୟୁ ବୋଟ୍ ଠାବ ହୋଇଛି। ୧୦୦ ବର୍ଷ ପରେ ଗବେଷକ ଓ ଟେକ୍ନିକାଲ ରେକ୍ ଡାଇଭରଙ୍କ ସହାୟତାରେ ପ୍ରଥମ ବିଶ୍ୱଯୁଦ୍ଧ ବେଳର ଏହି ଜାହାଜର ସନ୍ଧାନ କରାଯାଇଛି। ୧୯୨୨ରେ ଆମେରିକୀୟ…
Archives


