ରତ୍ନାବତୀ ସ୍କୁଲ
ରାଜସ୍ଥାନର ଜଏସାଲମେରର ଥର୍ ମରୁଭୂମିରେ ନିର୍ମାଣ ହୋଇଛି ରାଜକୁମାରୀ ରତ୍ନାଦେବୀ ବାଳିକା ବିଦ୍ୟାଳୟ। ଏହି ସ୍କୁଲ୍ର ନିଆରା ନିର୍ମାଣ ଶୈଳୀ ଲାଗି ଏହା ବେଶ୍ ପ୍ରସିଦ୍ଧ। ଜାଣିବା ଏହି ସ୍କୁଲ୍ ବିଷୟରେ କିଛି ରୋଚକ କଥା… – ସଂସଦ ଭବନ ପରି…
ଡାଟା ରଖନ୍ତୁ ସୁରକ୍ଷିତ
ବର୍ତ୍ତମାନ ସଭିଏଁ ମୋବାଇଲ୍, ଲାପ୍ଟପ୍ ଆଦିରେ ଅନେକ ଜରୁରୀ ଡାଟା ସେଭ୍ କରି ରଖୁଛନ୍ତି। ହେଲେ କେବେକେବେ ଏଭଳି ଗ୍ୟାଜେଟ୍ର ମେମୋରି କାର୍ଡ କରପ୍ଟ ହେବା, ହଜିଯିବା, କମ୍ପ୍ୟୁଟରର ହାର୍ଡ ଡ୍ରାଇଭ୍ କ୍ରାଶ୍ ହେବା କିମ୍ବା ଭୁଲ୍ବଶତଃ କୌଣସି ଫୋଲ୍ଡର ଡିଲିଟ୍…
ଯୁବା ବୟସରେ ମଧୁମେହ
ସାରା ବିଶ୍ୱରେ ମଧୁମେହ ରୋଗୀଙ୍କ ସଂଖ୍ୟା ଦିନକୁଦିନ ବଢ଼ି ବଢ଼ି ଚାଲିଛି, ଯାହାକି ଏକ ନୀରବ ଓ ଘାତକ ରୋଗ। ଏବେ ଯୁବପିଢ଼ି ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି, ଯେଉଁଥିପାଇଁ ଆଜିର ଅନିୟମିତ ଜୀବନଶୈଳୀ ସହ ଅସନ୍ତୁଳିତ ଖାଦ୍ୟାଭ୍ୟାସ ବିଶେଷ…
କରେଣ୍ଟ ଲାଗି ହାତୀଛୁଆର ଜୀବନ ଗଲା
ବୁଗୁଡ଼ା,୧୩ା୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ବେଲପଡ଼ା ଓ ପିଡିପୁର ଶାସନ ମଝିରେ ଥିବା ଏକ ଧାନ କିଆରୀରେ ବିଦ୍ୟୁତ୍ କରେଣ୍ଟ ଲାଗି ଏକ ହାତୀଛୁଆର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ବିଦ୍ୟୁତ୍ ବିଭାଗ କର୍ମଚାରୀମାନେ ପହଞ୍ଚି ଥିବା ବେଳେ…
ଏନ୍କାଉଣ୍ଟରରେ ୨ ମାଓବାଦୀ ନିହତ ଘଟଣା: ମୃତ ଧନ ମାଓବାଦୀ ନୁହେଁ, ଶ୍ରମିକ ଥିଲେ
କୋରାପୁଟ/ଜୟପୁର/,୧୩।୧୧(ସ୍ବ.ପ୍ର./ନି.ପ୍ର.): କୋରାପୁଟ ଜିଲାର ବୈପାରିଗୁଡ଼ା ଥାନା ଅନ୍ତର୍ଗତ ମାଳିପଦର ଜଙ୍ଗଲରେ ଗୁରୁବାର ରାତିରେ ଏସ୍ଓଜି ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ମାଓବାଦୀଙ୍କର ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରୁ ଶନିବାର ଜଣଙ୍କର ମୃତଦେହ ସମ୍ପୃକ୍ତ ମାଓବାଦୀଙ୍କ ପରିବାର ଲୋକେ…
ଅଜବ ଆଇବ୍ରୋ ମେକ୍ଅପ୍
ଆଇବ୍ରୋ ବା ଭ୍ରୁଲତାର ମେକ୍ଅପ୍ ଚେହେରାର ଲୁକ୍ ବଦଳାଇ ଦିଏ। ତେଣୁ ଏହାକୁ ନେଇ ହୁଏ ଅନେକ ଏକ୍ସପେରିମେଣ୍ଟ। କିଛି ଆଇବ୍ରୋ ମେକ୍ଅପ୍ ବେଳେବେଳେ ଏତେ ଅଜବ ସହ ଆକର୍ଷକ ହୋଇଛି ଯେ, ତାହା ସୋସିଆଲ ମିଡିଆରେ କରିଛି ଟ୍ରେଣ୍ଡ। ସେମିତି…
ଗରିବଙ୍କ ତାଜମହଲର ରୂପରେ ହେବ ପରିବର୍ତ୍ତନ: ପ୍ରତ୍ନତତ୍ତ୍ୱ ବିଭାଗର ନିଷ୍ପତ୍ତି…
ଔରଙ୍ଗାବାଦ,୧୩।୧୧ : ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ ଇଣ୍ଡିଆ (ଏଏସଆଇ)ର ଅଧିକାରୀ କହିଛନ୍ତି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ମହାରାଷ୍ଟ୍ରରଔରଙ୍ଗାବାଦ ସହରରେ ଥିବା ୧୭ ଶତାବ୍ଦୀର ସ୍ମାରକୀ ବିବି କା ମକବରାର ନବୀକରଣ କାର୍ଯ୍ୟ ଶେଷ ହେବ। ଏହି ସ୍ମାରକୀ ଦେଖିବାକୁ…
ପାର୍ବଣ ପରଠୁ ଶିଥିଳ ପୋଲିସ
ଅନୁଗୋଳ ଅଫିସ, ୧୩।୧୧: ମହିଳାଙ୍କ ସୁରକ୍ଷା ଓ ନିରାପତ୍ତାକୁ ଗୁରୁତ୍ୱ ଦେଇ ଅନୁଗୋଳ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ନୂଆ ବ୍ୟବସ୍ଥା। ୨୦୨୧ ଏପ୍ରିଲ ୧ରୁ ସହରରେ ଗଡ଼ିଥିଲା ପିଙ୍କ ପାଟ୍ରୋଲିଂ ଗାଡ଼ି। କଲ୍ ପାଇବା ମାତ୍ରେ ଘଟଣାସ୍ଥଳରେ ଦୁଇ ପୁରୁଷ…
ଅସ୍ତିତ୍ୱ ହରାଇବାକୁ ବସିଛି ଦୋବଲ ହାଟ
ଧାମନଗର,୧୩।୧୧(ଡି.ଏନ.ଏ.): ଦିନକୁ ଦିନ ହାଟ ପରମ୍ପରା ଓ ସଂସ୍କୃତି ହଜିବାକୁ ବସିଲାଣି। ଯେଉଁଠି ଗୋଟେ ଗୋଟେ ହାଟ ରହିଛି, ତା’ର ରକ୍ଷଣାବେକ୍ଷଣ ପ୍ରତି ସରକାର ନଜର ଦେଉନାହାନ୍ତି। ଯାହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲା ଧାମନଗର ବ୍ଲକ ଅଞ୍ଚଳରେ।…
ଛୋଟ ସିନା କାମ ବଡ଼
କୁହାଯାଏ, ଆଜିର ଶିଶୁ କାଲିର ଭବିଷ୍ୟତ! ସତକଥା ବି କାହିଁକି ନା ଅଧିକାଂଶ ଶିଶୁ ଅଳି କରନ୍ତି ପକେଟ୍ ମନି ପାଇଁ। ଯାହାକୁ ନେଇ ସେ ଖେଳନା କି ସୁସ୍ବାଦୁ ଖାଦ୍ୟ କିଣି ଖାଇବ। କିନ୍ତୁ ଏମିତିବି କିଛି ପିଲା ଅଛନ୍ତି…
୨୪ ଘଣ୍ଟା ସମାଧି ନେବା ଇଚ୍ଛା ଫସର ଫାଟିଲା
କେନ୍ଦ୍ରାପଡ଼ା ଅଫିସ, ୧୩।୧୧: କେନ୍ଦ୍ରାପଡା ସହରରେ କ୍ରୀଡା ପ୍ରତିଭା ଦେଖାଉଥିବା କୋଲକତାର ସେକ୍ ଜୟିନୁଲ ୨୪ ଘଣ୍ଟା ଧରି ମାଟି ଭିତରେ ରହିବା ପ୍ରଚାର କରିଥିଲେ। ତେବେ ତାଙ୍କର ଏହି ଇଚ୍ଛା ଜିଲା ପ୍ରଶାସନର ହସ୍ତକ୍ଷେପ ପରେ ଫସର ଫାଟିଛି। ଉପଜିଲାପାଳ…
ଅବହେଳିତ ଅବସ୍ଥାରେ ଡେରାବିଶ ବ୍ଲକର ୧୪ ନଂ. ଜୋନ୍
ଡେରାବିଶ,୧୩।୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଡେରାବିଶ ବ୍ଲକ ୧୪ ନଂ. ଜିଲା ପରିଷଦ ଜୋନ୍ ଅବହେଳିତ ଅବସ୍ଥାରେ ଥିବା ଶନିବାର ଭାଜପା ନେତୃମଣ୍ଡଳୀଙ୍କ ଖବରଦାତା ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ଜିଲା ଭାଜପା ସଭାପତି କିଶୋର ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ…
Archives


