ନ୍ମଦିନ ପାର୍ଟିରେ ପଡ଼ି ମ୍ୟାକ୍ସଓ୍ବେଲ ଆହତ
ମେଲ୍ବୋର୍ନ,୧୩ା୧୧: ଅଲ୍ରାଉଣ୍ଡର ଗ୍ଲେନ୍ ମ୍ୟାକ୍ସଓ୍ବେଲଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଏକ ଜନ୍ମଦିନ ପାର୍ଟିରେ ପଡ଼ିଯିବାରୁ ଗୋଡ଼ରେ ଆଘାତ ଲାଗିଥିବା ଜଣାପଡ଼ିଛି। ଏଥିରେ ଗୋଡ଼ ଫ୍ରାକ୍ଚର ହୋଇଥିବା ବେଳେ ୨୦୨୩ ଭାରତ ଗସ୍ତରୁ ସେ ବାଦ୍ ପଡ଼ିବା ପ୍ରାୟ ସମ୍ଭାବନା ରହିଛି।…
ପ୍ରିୟଙ୍କାଙ୍କୁ ପ୍ରଶଂସା କଲେ ନଳିନୀ
ନୂଆଦିଲ୍ଲୀ,୧୩।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ୩୧ ବର୍ଷ ହେଲା ଜେଲରେ ଥିବା ସମସ୍ତ ୬ ଅପରାଧୀ ନଳିନୀ ଶ୍ରୀହରନ, ତାଙ୍କ ସ୍ବାମୀ ମୁରୁଗାନ୍, ସନ୍ଥନ୍, ରବର୍ଟ ପୟାସ, ଜୟକୁମାର ଏବଂ ରବିଚନ୍ଦ୍ରନଙ୍କୁ ମୁକ୍ତ କରାଯାଇଛି। ନଳିନୀ ଏବଂ…
ବରାଫାବୃତ ପାହାଡ ଉପରେ କାଲା ଚଷମା ଗୀତରେ ଝୁମିଲେ ଯବାନ
ଶ୍ରୀନଗର,୧୩।୧୧: ବଲିଉଡର ପ୍ରସିଦ୍ଧ ଡ୍ୟାନ୍ସ ନମ୍ବର ‘ମେନୁ କାଲା ଚଷମା ଜଞ୍ଚତା ରେ’ର ଲୋକପ୍ରିୟତା ଢେର ଅଧିକ। ଏହି ଗୀତରେ ଝୁମିବାକୁ ସମସ୍ତେ ପସନ୍ଦ କରନ୍ତି। ସୋସିଆଲ ମିଡିଆରେ ଭାରତୀୟ ସୈନିକମାନଙ୍କର ଏକ ଭିଡିଓ ଭାଇରାଲ ହେଉଛ। ଭିଡିଓରେ ସୈନିକମାନେ ଅଭିନେତା…
ସ୍ବାଭିମାନ ଅଞ୍ଚଳରେ ଶିଶୁ ମୃତ୍ୟୁହାର ରୋକିବାକୁ ପ୍ରୟାସ
ଚିତ୍ରକୋଣ୍ଡା,୧୩।୧୧: ଓଡ଼ିଶାରେ ଶିଶୁ ମୃତ୍ୟୁର ଏକ ପ୍ରମୁଖ କାରଣ ହେଉଛି ନିମୋନିଆ। ଯାହା ମାଲକାନଗିରି ଜିଲାର ଅଧିକାଂଶ ସ୍ଥାନରେ ଦେଖିବାକୁ ମିଳୁଛି। ବିଗତ ଦିନରେ ଉକ୍ତ ଜିଲାରେ ମ୍ୟାଲେରିଆ ରୋକିବାକୁ ସ୍ବାସ୍ଥ୍ୟ ବିଭାଗକୁ ନାକେଦମ୍ ହେବାକୁ ପଡ଼ିଥିଲା। ବିଶେଷକରି ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳରେ…
ସଡ଼କ ଦୁର୍ଘଟଣାରେ ଅଭିନେତ୍ରୀଙ୍କ ପରଲୋକ
ମରାଠୀ ଟିଭି ଅଭିନେତ୍ରୀ କଲ୍ୟାଣୀ କୁରାଲେଙ୍କର ଏକ ସଡକ ଦୁର୍ଘଟଣାରେ ଦେହାନ୍ତ ହୋଇଛି। ତାଙ୍କୁ ମାତ୍ର ୩୨ ବର୍ଷ ହୋଇଥିଲା। କଲ୍ୟାଣୀ ମୋଟରସାଇକେଲରେ ଯାଉଥିବାବେଳେ ତାଙ୍କୁ ଏକ ଟ୍ରାକ୍ଟର ଧକ୍କା ଦେଇଥିଲା। ଏଥିରେ ସେ ପ୍ରାଣ ହରାଇଥିଲେ। କଲ୍ୟାଣୀ କୁରେଲେ ଅନେକ…
ତୁର୍କୀରେ ବିସ୍ଫୋରଣ: ୪ ମୃତ, ୧୧ ଆହତ
ଇସ୍ତାନବୁଲ,୧୩।୧୧: ତୁର୍କୀର ରାଜଧାନୀ ଇସ୍ତାନବୁଲର ତାକ୍ସିମ ସ୍କୋୟାରରେ ଏକ ବୋମା ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ମୋଟ ୧୧ ଜଣ ଆହତ ହୋଇଛନ୍ତି। ରବିବାର ଇସ୍ତାନବୁଲର ବହୁ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣବେଳେ ସେଠାରେ…
ପାକିସ୍ତାନର ପରାଜୟ ପରେ ଅଖତରଙ୍କୁ କଡ଼ା ଜବାବ ଦେଲେ ଶାମି
ନୂଆଦିଲ୍ଲୀ,୧୩।୧୧: ଟି-୨୦ ବିଶ୍ୱକପ ଫାଇନାଲରେ ପାକିସ୍ତାନକୁ ୫ ଉଇକେଟରେ ପରାସ୍ତ କରି ଇଂଲଣ୍ଡ ଟାଇଟଲ ଜିତିଛି। ଭାରତ ସେମିଫାଇନାଲରୁ ବାଦ୍ ପଡିବା ପରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ଅନେକ ବିବୃତ୍ତି ଦେଇ ଭାରତକୁ ଅପମାନିତ କରିଥିଲେ। ଏବେ…
ଯୁବକଙ୍କୁ ଅପହରଣ ପରେ ହତ୍ୟା: ପୁଣି ୩ଜଣଙ୍କୁ ଧରିଲା ପୋଲିସ
ସମ୍ବଲପୁର,୧୩।୧୧(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ବିଷ୍ଣୁପଡ଼ାର ରାମଚନ୍ଦ୍ର ମେହେର(୨୫)ଙ୍କୁ ଅପହରଣ ପରେ ହତ୍ୟା ଘଟଣାରେ ପୋଲିସ ଆଉ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମହତାବ ନଗରର ଅଜୟ ବନଛୋର, ବିଶାଳ କୁମ୍ଭାର, ଶିବ କୁମ୍ଭାର। ପୂର୍ବରୁ ମୁଖ୍ୟ ଅଭିଯୁକ୍ତ…
ଯୌତୁକରେ ମଇଁଷି ନ ମିଳିବାରୁ ମହିଳାଙ୍କୁ ପିଟିପିଟି ମାରିଦେଲେ
ଫତେହପୁର,୧୩।୧୧: ୟୁପିର ଫତେହପୁର ଜିଲାରେ ଯୌତୁକ ଲୋଭରେ ଜଣେ ମହିଳାଙ୍କୁ ଶାଶୁଘର ଲୋକେ ପିଟିପିଟି ମାରିଦେଇଛନ୍ତି। ଯୌତୁକରେ ମଇଁଷି, ମୁଦି ଏବଂ ଟଙ୍କା ନ ଆଣିବାରୁ ଏଭଳି ଘଟଣା ଘଟିଛି। ମୃତ ମହିଳାଙ୍କ ମାତାପିତାଙ୍କ ଅଭିଯୋଗୁ ପରେ ପୋଲିସ ସ୍ବାମୀ, ଶାଶୁ,…
ଜାମ ଖମ୍ବାଲିଆରୁ ଲଢିବେ ଆମ ଆଦ୍ମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ
ଅହମ୍ମଦାବାଦ,୧୩।୧୧: ଗୁଜରାଟ ବିଧାନସଭା ନିର୍ବଚନରେ ଆମ ଆଦମୀ ପାର୍ଟି (ଏଏପି)ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାନ ଗଢଭୀ ଜାମ ଖମ୍ବଲିଆରୁ ଲଢିବେ। ଏନେଇ ଏଏପି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି। ସେ ଟୁଇଟ୍ ଯୋଗେ କହିଛନ୍ତି, ଚାଷୀ, ବେରୋଜଗାରୀ ଯୁବକ, ମହିଳା,…
ଘର ନ ଛାଡ଼ିବାରୁ ଭଡ଼ାଟିଆଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ
ବ୍ରହ୍ମପୁର ଅଫିସ,୧୩।୧୧: ଭଡ଼ାରେ ରହୁଥିବା ଜଣେ ମହିଳା ଘର ନ ଛାଡ଼ିବାରୁ ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା। ଅଭିଯୋଗ ପରେ ଟାଉନ ଥାନା ପୋଲିସ ସମ୍ପୃକ୍ତ ଘର ମାଲିକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ଗାନ୍ଧୀନଗର ତୃତୀୟ ଲାଇନ୍ରେ ରହୁଥିବା ସର୍ବେଶ୍ୱର…
ରାହୁଲଙ୍କୁ ମିଳିଲା ୨୫୦ ସାହିତି୍ୟକଙ୍କ ସମର୍ଥନ
ମୁମ୍ବାଇ,୧୩।୧୧: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଆଜିକାଲି ମହାରାଷ୍ଟ୍ରରେ ପହଞ୍ଚିଛି। ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଉଦ୍ଧବ ଠାକୁରଙ୍କ ନେତା ଶିବସେନା ଆଦିତ୍ୟ ଠାକରେ ରାହୁଲ ଗାନ୍ଧୀଙ୍କ ଏହି ଯାତ୍ରାରେ ଯୋଗ ଦେଇଛନ୍ତି। ଏହି ସମୟରେ ସେ ରାହୁଲ ଗାନ୍ଧୀଙ୍କ ସହ…
Archives


