ଦିନିକିଆରେ ୩୫ ଥର ମୁହାଁମୁହିଁ ହୋଇଛନ୍ତି ଭାରତ-ବାଲାଂଦେଶ, କିଛି ଏଭଳି ରହିଛି ସମୀକରଣ
ଢାକା,୪।୧୨: ଭାରତ-ବାଲାଂଦେଶ ଟିମ୍ ମଧ୍ୟରେ ରବିବାରଠାରୁ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି। ଏଯାବତ ଉଭୟ ଟିମ୍ ୩୫ ଦିନିକିଆ ମୁକାବିଲା ଖେଳିଛନ୍ତି। ଏଥିରୁ ୩୦ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ବାଜିମାତ କରିଛି। ସେହିଭଳି ବାଲାଂଦେଶ ମାତ୍ର…
ଡାକ୍ତରଖାନାରେ ଚାଲିଛି ଚିକିତ୍ସା, ଫଟୋ ଶେୟାର କରି ଭାବବିହ୍ବଳ ହେଲେ କ୍ରିକେଟର
ନୂଆଦିଲ୍ଲୀ,୪।୧୨: ବାଲାଂଦେଶ ବିପକ୍ଷ ସିରିଜ ପୂର୍ବରୁ ଭାରତୀୟ ଟିମ୍କୁ ଲାଗିଛି ବଡ଼ ଝଟ୍କା। ଆହତ ସମସ୍ୟା ଯୋଗୁ ଦ୍ରୁତ ବୋଲର୍ ମହମ୍ମଦ ଶାମି ଦିନିକିଆ ସିରିଜରୁ ବାଦ୍ ପଡ଼ିଛନ୍ତି। ତାଙ୍କ ଡାହାଣ କାନ୍ଧରେ ଆଘାତ ଲାଗିଛି। ତାଙ୍କ ସ୍ଥାନରେ ଉମରାନ ମଲିକଙ୍କୁ…
ଏମିତି ବିବାହ କାର୍ଡ, ଯେଉଁଥିରେ ରହିଛି ଷ୍ଟକ୍ ମାର୍କେଟ୍ ଥିମ୍
ବର୍ତ୍ତମାନ ବିବାହ ଋତୁ ଚାଲିଛି। ଅନେକ ଲୋକ ନିଜର କିମ୍ବା ସମ୍ପର୍କୀୟଙ୍କ ବିବାହ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଯେହେତୁ ଏବେ ସୋସିଆଲ ମିଡିଆ ଲୋକମାନଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିଛି, ସେବେଠାରୁ ଲୋକମାନେ ବିବାହ କିମ୍ବା ଏହା ସହ ଜଡ଼ିତ…
ସଞ୍ଜ ନଇଁଲେ ଶଙ୍କା
ଢେଙ୍କାନାଳ ଅଫିସ, ୪।୧୨: ଜଳଭଣ୍ଡାର ନୀଳ ଜଳରାଶି, ଘଞ୍ଚ ଶାଳ ଜଙ୍ଗଲର ଶାନ୍ତ ପରିବେଶ, ବନ୍ୟଜୀବନର ଅପୂର୍ବ ସମନ୍ବୟ ‘ସାପୁଆ’। କଂକ୍ରିଟ୍ ଜଙ୍ଗଲଠାରୁ ଦୂରରେ ପ୍ରକୃତିରାଣୀ ଏଠାରେ ଅଜାଡ଼ି ଦେଇଛି ସବୁକିଛି, ଯାହାର ଶୋଭା ଆକର୍ଷିତ କରୁଛି ସହରୀ ମଣିଷଙ୍କୁ। ତେବେ ସାରାଦିନ…
ଲୋକଙ୍କ କାମରେ ଲାଗୁନି ବିଜୁ ସେତୁ
ଯାଜପୁର ଅଫିସ,୪।୧୨: ଲୋକଙ୍କ ଯାତାୟାତକୁ ସୁଗମ କରିବା ପାଇଁ ରାଜ୍ୟ ସରକାର ଜନକଲ୍ୟାଣକାରୀ ‘ବିଜୁ ସେତୁ’ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାରେ କେତେକ ସ୍ଥାନରେ ବିଜୁ ସେତୁ ନିର୍ମାଣ ହୋଇସାରିଛି। କିନ୍ତୁ ସେତୁ ପାଇଁ ଆପ୍ରୋଚ୍ ରୋଡ୍ ହୋଇପାରୁ ନ ଥିବାରୁ…
ଖୋଲା ଆକାଶ ତଳେ ୯ ପରିବାର
ମହାକାଳପଡ଼ା,୪।୧୨ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ବିଜୟନଗର (ଶାସନପଡ଼ା) ଠାରେ ୯ ପରିବାର ଦୀର୍ଘବର୍ଷ ହେବ ଗୋଚର ଜମିକୁ ଜବରଦଖଲ କରି ସ୍ଥାୟୀ ବାସଗୃହ ନିର୍ମାଣ କରି ବସବାସ କରୁଥିଲେ। ଏ ନେଇ ଶାସନପଡ଼ାର କେତେଜଣ ଲୋକ ହାଇକୋର୍ଟରେ ଗୋଚର…
ସ୍ବପ୍ନରେ ସୀମିତ ୮୭୫ ଏକରରେ ବିଦ୍ୟୁତ୍ ପ୍ଲାଣ୍ଟ
କେନ୍ଦ୍ରାପଡ଼ା ଅଫିସ, ୪।୧୨: ଭୁବନେଶ୍ୱରସ୍ଥ ଜନତା ମଇଦାନରେ ମେକ୍ଇନ ଓଡ଼ିଶା କନକ୍ଲେଭ ୨୦୨୨ ନଭେମ୍ବର ୩୦ରୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ଚାଲିଛି। ଏହି କନ୍କେଲଭରେ ଅଦ୍ୟାବଧି କେନ୍ଦ୍ରାପଡ଼ା ଜିଲାର ଆର୍ଥିକ ଭିତ୍ତିଭୂମି ସୁଦୃଢ଼ ପାଇଁ କୌଣସି ପ୍ରକଳ୍ପକୁ ଗୁରୁତ୍ୱ ଦିଆଯାଇନାହିଁ। ଯାହା ଜିଲାବାସୀ…
ବାଲେଶ୍ୱରରେ ପାଗଳା କୁକୁର ଆତଙ୍କ: ଆକ୍ରମଣରେ ୨୨ ଆହତ
ବାଲେଶ୍ୱର ଅଫିସ, ୪।୧୨: ବାଲେଶ୍ୱର ସହରରେ ଶନିବାର ସକାଳେ ଏକ ପାଗଳ କୁକୁର ଆତଙ୍କ ଖେଳାଇଥିଲା। ମର୍ଣ୍ଣିଂଓ୍ବାକ କରୁଥିବା ଲୋକଙ୍କୁ ଗୋଡାଇ ଗୋଡାଇ କାମୁଡିଲା। ଆକ୍ରମଣରେ ୨୨ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ଲାଗି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।…
ଡେବ୍ରିଗଡ଼ ଅଭୟାରଣ୍ୟରେ ମହାବଳ
ସମ୍ବଲପୁର,୪।୧୨(ବ୍ୟୁରୋ): ସମ୍ବଲପୁର ଡେବ୍ରିଗଡ଼ ଅଭୟାରଣ୍ୟରେ ମହାବଳ ବାଘ ଦେଖିବାକୁ ମିଳିଛି। ଗତ ୧ତାରିଖରେ ପର୍ଯ୍ୟଟକ ଓ ବନ ବିଭାଗ କର୍ମଚାରୀ କରିଥିବା ଭିଡିଓ ଏବେ ଭାଇରାଲ ହୋଇଛି। ହୀରାକୁଦ ବନ୍ୟପ୍ରାଣୀ ଡିଏଫ୍ଓ ଅଂଶୁପ୍ରଜ୍ଞା ଦାଶ ଅଭୟାରଣ୍ୟରେ ମହାବଳ ବାଘ ଥିବା ନେଇ…
ନିଜ ପାଇଁ କିଛି ସମୟ…
ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ପ୍ରତ୍ୟେକଙ୍କ ପାଖରେ ସମୟ ଅଭାବ। ଏହା ଭିତରେ ଯେମିତି ଅନେକେ ନିଜଠୁ ଦୂରେଇ ଯାଉଛନ୍ତି। କହିବାର ତାତ୍ପର୍ଯ୍ୟ ପାଠପଢ଼ା, ଜବ୍ ଏବଂ ଅନ୍ୟାନ୍ୟ କାର୍ଯ୍ୟର ଚାପ ଭିତରେ ସେମାନେ ନିଜ ସ୍ବାସ୍ଥ୍ୟ, ନିଜ ରୁଚି ଆଦିକୁ ଅଣଦେଖା…
ବାହାର ନେତା ନିର୍ବାଚନମଣ୍ଡଳୀ ଛାଡ଼ନ୍ତୁ
ପଦ୍ମପୁର,୪।୧୨(ଡି.ଏନ.ଏ.): ପଦ୍ମପୁର ଉପନିର୍ବାଚନ ପାଇଁ ୫ ତାରିଖରେ ଭୋଟ୍ଗ୍ରହଣ ହେବ। ଏହାକୁ ନିରପେକ୍ଷ ଓ ଶୃଙ୍ଖଳିତ କରିବା ପାଇଁ ମତଦାନର ୪୮ ଘଣ୍ଟା ପୂର୍ବରୁ ଅର୍ଥାତ୍ ଶନିବାର ଅପରାହ୍ନ ୪ଟାରୁ ପ୍ରଚାର ଶେଷ ହୋଇଛି। ପଦ୍ମପୁର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବରଗଡ଼ ଜିଲାପାଳ…
ମଧ୍ୟାହ୍ନଭୋଜନ ବନ୍ଦକୁ ନେଇ ସ୍କୁଲରେ ତାଲା
ବଡ଼ସାହି,୪।୧୨(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ଦେଉଳିଆ ଗ୍ରାମ ନୂଆସାହି ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ମଧ୍ୟାହ୍ନ ଭୋଜନ ବନ୍ଦକୁ ନେଇ ଅସନ୍ତୋଷ ଦେଖାଦେଇଛି। ଶନିବାର ଅଭିଭାବକମାନେ ସ୍କୁଲ ଫାଟକରେ ତାଲା ପକାଇ ଦେଇଥିଲେ। ପ୍ରକାଶ ଯେ, ଶୁକ୍ରବାର ସ୍କୁଲରେ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ…
Archives


