Home Left

ପଦ୍ମପୁରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ପଦ୍ମପୁର,୨୯।୧୧(ଡି.ଏନ୍‌.ଏ.): ପଦ୍ମପୁର ଉପନିର୍ବାଚନ ଯେତିକି ପାଖେଇ ଆସୁଛି ସବୁ ମହଲରୁ ତତ୍ପରତା ସେତିକି ପ୍ରକାଶ ପାଉଛି। ମଙ୍ଗଳବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୁହାନୀ ପଦ୍ମପୁରରେ ପହଞ୍ଚି ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବା ସହ ବରିଷ୍ଠ ଅଧିକାରୀମାନଙ୍କ…

ମୋଦିଙ୍କୁ ରାବଣଙ୍କ ସହ ତୁଳନା କଲେ ଖାର୍ଗେ

ଅହମ୍ମଦାବାଦ,୨୯।୧୧: ଆଉ ଦିନକ ପରେ ଗୁଜୁରାଟ ବିଧାନସଭା ନିର୍ବାଚନ। ଏହାକୁ ନେଇ ରାଜନୀତି ବେଶ୍‌ ସରଗରମ ରହିଛି। ଆଜି ପଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ ଥିବା ବେଳେ ବହୁ ବରିଷ୍ଠ ନେତା ଜୋରଦାର ପ୍ରଚାର ଚଳାଇଛନ୍ତି। ଏହାରି…

ମୁଖ୍ୟମନ୍ତ୍ରୀଙ୍କ ଭଉଣୀଙ୍କୁ କାର୍‌ ସହ କ୍ରେନ୍‌ ସାହାଯ୍ୟରେ ଟାଣିନେଲା ପୋଲିସ

ହାଇଦ୍ରାବାଦ,୨୯।୧୧: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ଓ୍ବାଇଏସ୍‌ ଶର୍ମିଲାଙ୍କୁ ପୋଲିସ କାର ସହ କ୍ରେନ୍‌ ସାହାଯ୍ୟରେ ଉଠାଇ ନେଇଛି ପୋଲିସ। ଶର୍ମିଲାଙ୍କ ଓ୍ବାଇଏସଆର ତେଲେଙ୍ଗାନା ପାର୍ଟି ପକ୍ଷରୁ ଚନ୍ଦ୍ରଶେଖର ରାଓ ସରକାରଙ୍କ ବିରୋଧରେ ଏକ ପଦଯାତ୍ରା ଆରମ୍ଭ…

ସାଧାରଣତନ୍ତ୍ର ଦିବସରେ ମୁକୁଳିପାରନ୍ତି ସିଦ୍ଧୁ

ନୂଆଦିଲ୍ଲୀ,୨୯।୧୧: ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ ଜେଲରୁ ମୁକଳିପାରନ୍ତି। ୧୯୮୮ରେ ହୋଇଥିବା ରୋଡ ରେଜ୍‌ ମାମଲାରେ ବର୍ତ୍ତମାନ ସେ ପଟିଆଲା ଜେଲରେ ସଜା କାଟୁଛନ୍ତି। ଜେଲରେ ସିଦ୍ଧୁଙ୍କ ଭଲ ସ୍ବଭାବ ଏବଂ ଉତ୍ତମ…

କ୍ୟାପିଟାଲ ହସ୍ପିଟାଲ ଓପିଡି ସମୟରେ ପରିବର୍ତ୍ତନ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): କ୍ୟାପିଟାଲ ହସ୍ପିଟାଲ ବହିର୍ବିଭାଗ (ଓପିଡି) ସମୟରେ ପରିବର୍ତ୍ତନ କରାଯାଇଛି। ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ ଏଭଳି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଡିସେମ୍ବର ୧ ତାରିଖରୁ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କ୍ୟାପିଟାଲ ହସ୍ପିଟାଲର ବହିର୍ବିଭାଗ (ଓପିଡିି) ଖୋଲା ରହିବ…

ପ୍ରେମିକାଙ୍କ ସହ ବ୍ରେକ୍‌ଅପ୍‌କୁ ନେଇ ଚର୍ଚ୍ଚାରେ ଅରବାଜ୍‌ !

ବମ୍ବେ: ପ୍ରେମିକାଙ୍କଠାରୁ ଅଲଗା ହୋଇଛନ୍ତି ବଲିଉଡ ଅଭିନେତା, ଫିଲ୍ମନିର୍ମାତା ତଥା ପ୍ରଯୋଜକ ଅରବାଜ ଖାଁ। ପ୍ରଥମ ପତ୍ନୀ ମଲାଇକା ଅରୋରାଙ୍କଠାରୁ ଅଲଗା ହେବା ପରେ ତାଙ୍କ ଜୀବନରେ ଜର୍ଜିଆ ଆଣ୍ଡ୍ରିଆନିଙ୍କ ଏଣ୍ଟ୍ରି ହୋଇଥିଲା। ଉଭୟ ଏକାଠି ସମୟ ବିତାଇବା ସହ ବିିଭିନ୍ନ…

ଉଗ୍ରବାଦ, ଆତଙ୍କବାଦ ଇସଲାମ ଧର୍ମ ବିରୋଧୀ: ଅଜିତ ଡୋଭାଲ

ନୂଆଦିଲ୍ଲୀ,୨୯।୧୧: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସୀମା ପାର ଆତଙ୍କବାଦ ଏବଂ ଆଇଏସଆଇଏସ ଦ୍ୱାରା ପ୍ରେରିତ ଆତଙ୍କବାଦକୁ ମାନବିକତା ବିରୋଧରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ୍‌ ବୋଲି କହିଛନ୍ତି। ମଙ୍ଗଳବାର ନୂଆଦିଲ୍ଲୀରେ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଶାନ୍ତି ଏବଂ ସାମାଜିକ…

ଫୁଡ ଡେଲିଭରି ପରେ ଭାରତରେ ଏହି ସେବା ବନ୍ଦ କରିବ ଆମାଜନ

ନୂଆଦିଲ୍ଲୀ,୨୯।୧୧: ଦୁନିଆର ସବୁଠୁ ବଡ଼ ଇ-କମର୍ସ କମ୍ପାନୀ ଆମାଜନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଭାରତରେ ନିଜର ଡିଷ୍ଟ୍ରିବ୍ୟଶନ୍‌ ସେବା ବନ୍ଦ କରିବାକୁ କମ୍ପାନୀ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଫୁଡ ଡେଲିଭରି ଓ ଶିକ୍ଷା ସେବା ବନ୍ଦ…

ବିକି କୌଶଲଙ୍କ ହାତରୁ ପ୍ରୋଜେକ୍ଟ ଛଡାଇନେଲେ ଦେବରକୋଣ୍ଡା

ମୁମ୍ବାଇ: ଆଜିକାଲି ବଲିଉଡ ଅଭିନେତା ବିକି କୌଶଲ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ଅଭିନେତାଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ଗୋବିନ୍ଦା ମେରା ନାମ’ର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ବିକି ଜଣେ ନୃତ୍ୟଶିଳ୍ପୀ ଭୂମିକାରେ ଅଭିନୟ କରୁଛନ୍ତି। କଠିନ ପରିଶ୍ରମ ଫଳରେ ବିକି…

ପ୍ରେମରେ ପଡ଼ିଛନ୍ତି ଅର୍ଜୁନଙ୍କ ଭଉଣୀ ଅଂଶୁଳା! ଜାଣନ୍ତୁ କିଏ ସେହି ମିଷ୍ଟ୍ରି ମ୍ୟାନ୍‌…

ବମ୍ବେ: ପ୍ରେମରେ ପଡ଼ିଛନ୍ତି ବଲିଉଡ୍‌ ଅଭିନେତା ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଳା କପୁର। ନିକଟରେ ତାଙ୍କୁ ଜଣେ ମିଷ୍ଟ୍ରି ମ୍ୟାନ୍‌ଙ୍କ ସହ ଦେଖାଯିବା ପରେ ଏଭଳି କିଛି ଚର୍ଚ୍ଚା ଜୋର ଧରିଛି। ସେ ହେଲେ ରୋହନ ଠକ୍କର। ପେସାରେ ସେ ଜଣେ…

ଭିସୁଟ ରାଗିଂ ଘଟଣା : ୩ ଛାତ୍ର ବହିଷ୍କୃତ, ୪ ଜଣଙ୍କୁ ଜରିମାନା

ସମଲପୁର,୨୯। ୧୧(ବ୍ୟୁରୋ): ବୁର୍ଲା ଭିସୁଟ ଛାତ୍ର ରାଗିଂ ଘଟଣାରେ ୭ ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୩ ଛାତ୍ରଙ୍କୁ ବହିଷ୍କୃତ କରାଯାଇଥିବା ବେଳେ ୪ ଛାତ୍ରଙ୍କଠାରୁ ୫ ହଜାର ଟଙ୍କା ଲେଖାଏ ଜରିମାନା ନିଆଯାଇଛି। ରାଗିଂ ବିରୋଧରେ କର୍ତ୍ତୃପକ୍ଷ…

ହୃଦୟ ଜିତିଲେ ଏହି କ୍ରିକେଟର୍‌

ଇସଲାମାବାଦ,୨୯।୧୧: ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଡିସେମ୍ବର ୧ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ ପାଇଁ ଇଂଲଣ୍ଡ ଦଳ ପାକିସ୍ତାନରେ ପହଞ୍ଚିଛି। ସିରିଜ ପୂର୍ବରୁ ଇଂଲଣ୍ଡ ଅଧିନାୟକ ତାଙ୍କର ଗୋଟିଏ ପଦକ୍ଷେପ ସହିତ ସମସ୍ତଙ୍କ ହୃଦୟ ଜିତିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri