Home Left

ନିଆଁ ପୁଇଁବା ସମୟରେ ପୋଡ଼ିଗଲେ ବୃଦ୍ଧା, ଡାକ୍ତରଖାନାରେ ଭର୍ତ୍ତି

ଆନନ୍ଦପୁର,୪ା୧୨(ସ୍ବ.ପ୍ର.): ନିଆଁ ପୁଇଁବା ସମୟରେ ପୋଡ଼ି ହୋଇ ଜଣେ ବୃଦ୍ଧା ଗୁରୁତର ଅବସ୍ଥାରେ ଆନନ୍ଦପୁର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆନନ୍ଦପୁର ଥାନା ଅନ୍ତର୍ଗତ ବରେଶ୍ୱର ଗ୍ରାମର ବୃଦ୍ଧା କୋକିଳ କର ରବିବାର ସକାଳେ ଶୀତରୁ ରକ୍ଷା ପାଇବା ନିଆଁ ପୁଇଁ…

କାର୍‌ ଦୁର୍ଘଟଣାରେ ଏଲ୍‌ଆଇସି ବ୍ରାଞ୍ଚ ମ୍ୟାନେଜର ମୃତ

ଆନନ୍ଦପୁର/କେନ୍ଦୁଝର,୪ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଜୀବନବୀମା ନିଗମ ଶାଖା ପରିଚାଳକଙ୍କ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲା ଜୀବନବୀମା ନିଗମର କେନ୍ଦୁଝର ଶାଖା ପରିଚାଳକ ନାରାୟଣ ଚନ୍ଦ୍ର ମଲିକ ରବିବାର ସକାଳୁ ନିଜ କାର୍‌ ଯୋଗେ ଆନନ୍ଦପୁରକୁ ଏକ…

‘ମୁସଲମାନ ମହିଳାଙ୍କୁ ଟିକେଟ୍‌ ଦେବା ଇସଲାମ ଧର୍ମ ବିରୋଧୀ’

ଅହମ୍ମଦାବାଦ,୪।୧୨: ଆଜିକାଲି ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ପାଣିପାଗ ସରଗରମ ରହିଛି। ଆସନ୍ତାକାଲି ଅର୍ଥାତ୍‌ ଡିସେମ୍ବର ୫ରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ୧୪ଟି ଜିଲାର ୯୩ଟି ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯିବ।…

ଆରଏସଏସକୁ ଚ୍ୟାଲେଞ୍ଜ୍‌ ଦେଲେ କମଲ ନାଥ

ନୂଆଦିଲ୍ଲୀ,୪।୧୨: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଆରଏସଏସ ଏବଂ ବିଶ୍ୱ ହିନ୍ଦୁ ପରିଷଦକୁ ଚ୍ୟାଲେଞ୍ଜ କରିଛନ୍ତି। ଧର୍ମ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ସହ ଯେକୌଣସି ସମୟରେ ଆଲୋଚନା କରିବାକୁ ସେ ଆରଏସଏସକୁ କହିଛନ୍ତି। ୧୨ ବର୍ଷ ହେବ ରାହୁଲ ଗାନ୍ଧୀଙ୍କ…

ଇରାନରେ ୪ ଜଣଙ୍କୁ ଫାଶୀ, ଇସ୍ରାଏଲ ପାଇଁ ଗୁପ୍ତଚର କାମ କରୁଥିବା ଅଭିଯୋଗ

ତେହେରାନ,୪ ।୧୨: ଗୁପ୍ତଚର କାମ କରୁଥିବା ଅଭିଯୋଗରେ ଇରାନରେ ରବିବାର ୪ ଜଣଙ୍କୁ ଫାଶୀ ଦିଆଯାଇଛି । ଏମାନେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦ ପାଇଁ କାମ କରୁଥିବା ଅଭିଯୋଗ ହୋଇଥିଲା । ଇରାନର ସୁପ୍ରିମ କୋର୍ଟ ଇସ୍ରାଏଲର ଗୁପ୍ତଚର ସଂସ୍ଥା…

‘ଷ୍ଟାର୍‌ ୱାଇଫ୍‌’ ଶବ୍ଦ ଶୁଣି ରାଗିଗଲେ ମୀରା

ଅଭିନେତା ଶାହିଦ କପୁର ଏବଂ ମୀରା ରାଜପୁରକୁ ଇଣ୍ଡଷ୍ଟ୍ରିର ପାୱାର୍‌ କପଲ୍‌ ଭାବେ ଗଣାଯାଏ। ଉଭୟ ପ୍ରାୟତଃ ପ୍ରଶଂସକଙ୍କ ସହ ସେମାନଙ୍କର ଭିଡିଓ ଏବଂ ଫଟୋ ଶେୟାର କରନ୍ତି। ସୋସିଆଲ ମିଡିଆରେ ମୀରା ବେଶ୍‌ ସକ୍ରିୟ। ନିକଟରେ ଏକ ସାକ୍ଷାତକାର ସମୟରେ…

ନରୋତ୍ତମ ମିଶ୍ରଙ୍କ ଅଭିଯୋଗ, ଭାରତ ଯୋଡୋ ଯାତ୍ରାରେ ଦିଆଯାଇଛି ‘ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ’

ଭୋପାଳ,୪ ।୧୨: ମଧ୍ୟ ପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ପୁଣିଥରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାକୁ ଟାର୍ଗେଟ କରିଛନ୍ତି । କଂଗ୍ରେସର ଏହି ଭାରତ ଯୋଡୋ ଯାତ୍ରାରେ ଅଭିନେତ୍ରୀ ସ୍ୱରା ଭାସ୍କର ସାମିଲ ହୋଇଥିଲେ । କଂଗ୍ରେସର ଭାରତ ଯୋଡୋ…

ଶ୍ରୀମନ୍ଦିର ଭିଡିଓ ଭାଇରାଲ ଘଟଣା: କ୍ଷମା ମାଗିଲେ ଯୁବକ

ପୁରୀ ଅଫିସ,୪ା୧୨: ଶ୍ରୀମନ୍ଦିର ଏବଂ ଏହାର ଏହାର ଆଖପାଖ ଅଞ୍ଚଳର ଭିଡିଓ ରେକର୍ଡିଂ କରିଥିବା ବଙ୍ଗୀୟ ଯୁବକ ଅନିମେଶ ଚକ୍ରବର୍ତ୍ତୀ କ୍ଷମା ମାଗିଛନ୍ତି। ସେ ଏକ ଭିଡିଓ ଜାରି କରି କହିଛନ୍ତି, ମୁଁ ଡ୍ରୋନ୍‌ ଉଡ଼ାଇ ଶ୍ରୀମନ୍ଦିରର ଭିଡିଓ ଶୁଟ୍‌ କରିବା…

ଦାରିଦ୍ର୍ୟ ଦିନ ମନେ ପକାଇ କାନ୍ଦି ପକାଇଲେ ଆମିର ଖାନ…

ମୁମ୍ବାଇ: ବଲିଉଡ ଅଭିନେତା ଆମିର ଖାନ ତାଙ୍କ ପୁରୁଣା ଦିନର ଦାରିଦ୍ର୍ୟ ସ୍ଥିତିକୁ ମନେ ପକାଇ କାନ୍ଦି ପକାଇଛନ୍ତି। ବଲିଉଡର ଶ୍ରୀ ପରଫେକ୍ସନିଷ୍ଟ ଆମିର କହିଛନ୍ତି ଯେ ଯେତେବେଳେ ସେ ଛୋଟଥିଲେ, ତାଙ୍କ ପରିବାରର ଆର୍ଥିକ ସ୍ଥିତିକୁ ନେଇ ଲୋକଙ୍କ ମଧ୍ୟରେ…

ପିଲାଙ୍କର ଏମିତି ଯତ୍ନ ନିଅନ୍ତି କରୀନା

ମୁମ୍ବାଇ: ଯିଏ ଯେତେ ବଡ଼ ପଦ ପଦବୀରେ ଥାଆନ୍ତୁ ନା କାହିଁକି ଜଣେ ମା’ ସବୁବେଳେ ତା’ ପିଲାଙ୍କ ପାଇଁ ସମାନ। ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଏଥିରୁ ବା ବାଦ୍‌ ଯାଆନ୍ତେ କିପରି। ଜଣେ ମା’ ହିସାବରେ ସେ ପିଲାମାନଙ୍କର…

ଆପଣଙ୍କର ରହିଛି କି ଏହି ୫ ଅଭ୍ୟାସ; ତୁରନ୍ତ ବଦଳାନ୍ତୁ ନଚେତ ହେବେ କାଙ୍ଗାଳ

ଦୈନନ୍ଦିନ ଜୀବନରେ ଆମେ ବହୁତ କିଛି ଏଭଳି ଅଭ୍ୟାସରେ ପଡ଼ିଥାଉ, ଯାହାକି ଦରିଦ୍ରତା ଆଡକୁ ଟାଣିନିଏ। ଗରୁଡ ପୁରାଣରେ ବର୍ଣ୍ଣିତ ରହିଛି ସେଭଳି ୫ ଅଭ୍ୟାସ ବିଷୟରେ। ଯଦି ଆପଣଙ୍କର ସେଭଳି ଅଭ୍ୟାସ ଥାଏ ତେବେ ତୁରନ୍ତ ତାକୁ ଛାଡ଼ିଦେବା ଉଚିତ।…

ଏମସିଡି ନିର୍ବାଚନ: ଭୋଟର ଲିଷ୍ଟରୁ ଅନେକ ନାମ ଡିଲିଟ ହୋଇଥିବା ଦାବି କଲା ଭାଜପା

ନୂଆଦିଲ୍ଲୀ,୪ ।୧୨: ଦିଲ୍ଲୀ ନଗର ନିଗମ(ଏମସିଡି)ର ସମସ୍ତ ୨୫୦ ୱାର୍ଡ ପାଇଁ ରବିବାର ସକାଳ ୮ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଦିନ ୨ଟା ପର୍ଯ୍ୟନ୍ତ ପାଖାପାଖି ୩୦ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ଏହି ନିର୍ବାଚନରେ ଅମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri