Home Left

୩ ଘଣ୍ଟାରେ ୪୦ କି.ମି ଦୌଡ଼ିଲେ ୩ କୁନି ଭଉଣୀଭାଇ

କୋରାପୁଟ,୧୩।୩(ସ୍ବ.ପ୍ର.): ଦୃଢ ଇଛାଶକ୍ତିଠାରେ ହାର ମାନେ ସବୁ ପ୍ରତିବନ୍ଧକ। ଯେମିତି ବୟସ ହାର ମାନିଛି ୩ କୁନି ଭଉଣୀଭାଇଙ୍କ କ୍ଷେତ୍ରରେ। ୩ଘଣ୍ଟାରେ ସେମାନେ କୋରାପୁଟରୁ ଦାମନଯୋଡି ଦୌଡି ରାଜ୍ୟପାଇଁ ନୂଆ କିର୍ତ୍ତୀ ପ୍ରତିଷ୍ଠା କରିବାରେ ସଫଳ ହୋଇଛନ୍ତି। ସେମାନେ ହେଲେ କୋରାପୁଟ…

ଡ୍ର’ ଅଭିମୁଖେ ଅହମ୍ମଦାବାଦ ଟେଷ୍ଟ

ଅହମ୍ମଦାବାଦ,୧୩।୩: ଅହମ୍ମଦାବାଦରେ ଖେଳାଯାଉଥିବା ଭାରତ ଏବଂ ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ ଡ୍ର’ ଅଭିମୁଖେ ଯାଉଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୮୦ ରନ ସଂଗ୍ରହ କରିଥିଲା, ଏହାର ଜବାବରେ ଭାରତ ୫୭୧…

କଫ ସିରପ୍‌ ରାକେଟ ଧରପଗଡ, ୩୫ ଗିରଫ

ବଲାଙ୍ଗୀର ଅଫିସ, ୧୩।୩: ବଲାଙ୍ଗୀର ପୋଲିସ ପକ୍ଷରୁ ଏକ ବଡଧରଣର କଫ ସିରପ୍‌ ରାକେଟ ଧରପଗଡ କରାଯାଇଛି। ଏହି କଫ ସିରପ ରାକେଟରେ ରାଜ୍ୟର ବିଭିନ୍ନ ସ୍ଥାନର ୩୫ ଜଣ ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ୧୩ ହଜାର ବୋତଲ ଏସକଫ…

ଅଜଣା ଗାଡି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ଭଦ୍ରକ ଅଫିସ, ୧୩।୩: ୧୬ ନଂ. ଜାତୀୟ ରାଜପଥର ହୋଟେଲ ଓରିଆନ ନିକଟରେ ସୋମବାର ସକାଳେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ମୃତକ ହେଉଛନ୍ତି ଗ୍ରାମାଞ୍ଚଳ ଥାନା ଅଧୀନ ଗଢ଼ିଆଳି ଗ୍ରାମର ଅଜୟ ସାହୁ (୩୦)…

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମହୁମାଛି ଆକ୍ରମଣ

କେନ୍ଦୁଝର,୧୩।୩(ସ୍ବ.ପ୍ର): ମାଟ୍ରିକ ପରୀକ୍ଷା ଦେବା ପାଇଁ ଆସିଥିବା ପରୀକ୍ଷାର୍ଥୀଙ୍କୁ ମହୁମାଛି ଆକ୍ରମଣ କରିଛି। କେନ୍ଦୁଝର ଜିଲା ହରିଚନ୍ଦନପୁର ବାଳିକା ହାଇସ୍କୁଲ କେନ୍ଦ୍ରକୁ ମାଟ୍ରିକ ପରୀକ୍ଷା ଦେବା ପାଇଁ କେନ୍ଦ୍ରକୁ ଆସୁଥିବା ବେଳେ ମହୁମାଛି ଆକ୍ରମଣ କରିଥିଲା। ଏଥିରେ ଛାତ୍ରୀଛାତ୍ର ଓ ଶିକ୍ଷକଙ୍କୁ…

ମୋବାଇଲ ଦେଲେନି ବୋଲି ସ୍ବାମୀଙ୍କୁ ପନିକିରେ ହାଣିଲେ ସ୍ତ୍ରୀ

ବଲାଙ୍ଗୀର ଅଫିସ, ୧୩।୩: ମୋବାଇଲ ଦେଲେନି ବୋଲି ସ୍ବାମୀଙ୍କୁ ପନିକିରେ ଆକ୍ରମଣ କରିଛନ୍ତି ସ୍ତ୍ରୀ। ଗୁରୁତର ଅବସ୍ଥାରେ ସ୍ବାମୀଙ୍କୁ ବଲାଙ୍ଗୀରସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲା ପୁଇଁତଲା…

ହରିଣକୁ ଏମିତି ଶିକାର କଲା ବାଘ, ଭିଡିଓ ଦେଖିଲେ…

ସବୁ ପ୍ରାଣୀଙ୍କଠାରୁ ବାଘକୁ ଭୟଙ୍କର ବୋଲି କୁହାଯାଏ। ଯଦି ବାଘ ଜଙ୍ଗଲରେ ଥାଏ ତେବେ ଅନ୍ୟ ପ୍ରାଣୀମାନେ ସେହି ଅଞ୍ଚଳକୁ ଯିବାକୁ ଭୟ କରନ୍ତି। କାରଣ ସେମାନେ ଜାଣିଥାନ୍ତି କି ବାଘର ଆକ୍ରମଣର ନିଶ୍ଚିତ ଶିକାର ହେବେ। ବାଘ ଏତେ ଶୀଘ୍ର…

ନାତୁଣୀ-ନାତିଙ୍କୁ ଏମିତି ଉପହାର ଦେଲେ ମୁକେଶ ଅମ୍ବାନୀ

ମୁମ୍ବାଇ,୧୩।୩: ଭାରତର ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ଝିଅ ଇଶାଙ୍କ ଯମଜ ସନ୍ତାନ କ୍ରିଷ୍ଣା ଏବଂ ଆଡିଆଙ୍କୁ ‘ଗିଫ୍ଟସ ଟେଲ୍‌ ଅଲ୍‌’ର ଏକ କଷ୍ଟୋମାଇଜ ଉପହାର ଦେଇଛନ୍ତି। ‘ଗିଫ୍ଟସ ଟେଲ୍‌ ଅଲ୍‌’ ପକ୍ଷରୁ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏହାର କିଛି ଫଟୋ ଏବଂ…

ଅହମ୍ମଦାବାଦ ଟେଷ୍ଟ ଡ୍ର’ ହେଲେ ଡବ୍ଲୁଟିସି ଫାଇନାଲ୍‌କୁ ଯିବ କି ଭାରତ? ଜାଣନ୍ତୁ କ’ଣ ରହିଛି ସମୀକରଣ

ଅହମ୍ମଦାବାଦ,୧୩।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅହମ୍ମଦାବାଦ ଟେଷ୍ଟ ଡ୍ର’ ଆଡ଼କୁ ଗତି କରୁଛି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୮୦ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତୀୟ ଦଳ ୫୭୧ ରନ ସଂଗ୍ରହ କରିଛି। ଟେଷ୍ଟ ମ୍ୟାଚର ଚତୁର୍ଥ ଦିନ…

ବିଦ୍ୟାଳୟ ଯିବାକୁ ଜୀବନ ବାଜି

ଢେଙ୍କାନାଳ ଅଫିସ,୧୩।୩: ସ୍କୁଲ ବେଳ ହେଲେ ବହିବସ୍ତାନି ଧରି ଘରୁ ବାହାରନ୍ତି ପିଲାଏ। ହେଲେ ସେମାନେ ଯେ ସୁରକ୍ଷିତ ଭାବେ ପୁଣି ଘରକୁ ବାହୁଡ଼ିବେ, ସେ ଗ୍ୟାରେଣ୍ଟି କାହା ପାଖରେ ନାହିଁ। କାରଣ ବିଦ୍ୟାଳୟ ଯିବା ରାସ୍ତାରେ ପଡୁଥିବା ରେଳଧାରଣାରେ ନିଇତି…

ଗଙ୍ଗାବାଡ଼ରେ ସରକାରୀ ଯୋଜନା ସାତସପନ

ପାରଳାଖେମୁଣ୍ଡି,୧୩।୩ (ଡି.ଏନ୍‌.ଏ): ଗଜପତି ଜିଲା ଗୋଷାଣୀ ବ୍ଲକ ରମ୍ପା ପଞ୍ଚାୟତ ଅନ୍ତର୍ଗତ ଗଙ୍ଗାବାଡ ଗ୍ରାମ ଏବେ ବି ଅପହଞ୍ଚ ହୋଇପଡିଛି। ରାସ୍ତାଘାଟ ନ ଥିବାରୁ ନିଜ ନିଜ ପିଲାମାନଙ୍କୁ ଗ୍ରାମବାସୀ ପାଠପଢାରେ ଡୋରି ବାନ୍ଧିଛନ୍ତି। ବ୍ଲକର ଦୁର୍ଗମ ତଥା ଅପହଞ୍ଚ ଇଲାକା…

ବିଶ୍ୱନାଥ ଦାସଙ୍କ ନାଁରେ ହେଉ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌

ବ୍ରହ୍ମପୁର ଅଫିସ,୧୩ା୩: ଶତାଧିକ ବର୍ଷ ତଳେ ବ୍ରିଟିଶ୍‌ ଶାସନରେ ହୋଇଥିବା ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ (ବିମାନ ପଡ଼ିଆ) ଗଞ୍ଜାମ ଜିଲାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ଉତ୍ତରପ୍ରଦେଶର ପ୍ରାକ୍ତନ ରାଜ୍ୟପାଳ ଏବଂ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାସଙ୍କ ନାଁରେ ନାମିତ କରିବାକୁ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?