Home Left

ମଦ ବେପାର କରି ପୋଲିସ ହାତରେ ଶିକ୍ଷକ ଧରାପଡ଼ିବା ଘଟଣା: ଜିଲାପାଳଙ୍କୁ ତଦନ୍ତ ରିପୋର୍ଟ ଦେଲେ ଜିଲା ମଙ୍ଗଳ ଅଧିକାରୀ

ମୋରଡ଼ା,୨ା୧୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ଦାନ୍ତିଆମୁହଁାସ୍ଥିତ ବିଦେଶୀ ମଦ ଦୋକାନରୁ ବିଭିନ୍ନ ବ୍ରାଣ୍ଡର ମଦ ଆଣି ପୋଲିସ ହାତରେ ଧରାପଡ଼ିଥିବା ଜଣେ ଶିକ୍ଷକଙ୍କୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ମୋରଡ଼ା ଏବଂ ବଡସାହି ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କ…

ଭିଜିଲାନ୍ସ ଜାଲରେ ଅତିରିକ୍ତ ରାଜସ୍ବ ନୀରିକ୍ଷକ

ବାରିପଦା ଅଫିସ,୨ା୧୨: ମୟୂରଭଞ୍ଜ ଜିଲା ଯଶୀପୁର ତହସିଲ କାର୍ଯ୍ୟାଳୟର ଅତିରିକ୍ତ ରାଜସ୍ବ ନୀରିକ୍ଷକ ଭାର୍ଗବ ମହାକୁଡ଼ ଶୁକ୍ରବାର ୪୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ା ତାଙ୍କଠାରୁ କେମିକାଲ୍‌ ବୋଳା ସମସ୍ତ ନୋଟ୍‌ ଜବତ ହେବା…

ଡିସେମ୍ବର ୨ରୁ ୮ ପିଏଲ୍‌ଜିଏ ସପ୍ତାହ ପାଳିବେ ମାଓବାଦୀ

ରାୟଗଡ଼ା,୨।୧୨(ସ୍ବ.ପ୍ର.): ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭକୁ ମାଓବାଦୀମାନେ ଶୁକ୍ରବାର ବିରୋଧ କରିଛନ୍ତି। ଏନେଇ ସିପିଆଇ(ମାଓବାଦୀ) ସଂଗଠନର ବାସଧାରା-ଘୁମୁସୁର-ନାଗାବଳୀ(ବାଘୁନା) ଡିଭିଜନାଲ କମିଟି ପକ୍ଷରୁ ଏକ ପ୍ରେସ ବିବୃତି ଏବଂ ଲିଫ୍‌ଲେଟ୍‌ ଜାରି କରାଯାଇଛି। ରାୟଗଡ଼ାର ଖବରଦାତାଙ୍କୁ ଏକ ପ୍ରେସ ବିବୃତି ସହ ଲିଫ୍‌ଲେଟ୍‌…

ଭଡ଼ା ଘରୁ ମିଳିଲା ଶିକ୍ଷକଙ୍କ ମୃତଦେହ, ହତ୍ୟା ସନ୍ଦେହ

ହାଟଡିହୀ,୨।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଢେଙ୍କା ହାଇସ୍କୁଲ ଶିକ୍ଷକ ଅନିରୁଦ୍ଧ ସ୍ବାଇଁଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମରୈଗାଁରେ ରହୁଥିବା ଏକ ଭଡ଼ା ଘରୁ ଶୁକ୍ରବାର ଉଦ୍ଧାର ହୋଇଛି l ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ…

୩ ବିଧାନସଭା ଦେଇ ଯିବ ମୋଦିଙ୍କ ରୋଡ ଶୋ’

ଅହମ୍ମଦାବାଦ,୨।୧୨: ଗୁଜୁରାଟରେ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟର ପ୍ରଚାର ଜୋରସୋରରେ ଚାଲିଛି। ଇତିମଧ୍ୟରେ ଶୁକ୍ରବାର ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋଡ ଶୋ’ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ରୋଡ ଶୋ’ ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇଛି। ଏହି ରୋଡ…

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଉପ ସଚିବଙ୍କୁ ଗିରଫ କଲା ଇଡି

ରାୟପୁର,୨।୧୨: ମନି ଲଣ୍ଡରିଂ ମାମଲରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲାଙ୍କ ଉପ ସଚିବ ସୋମ୍ୟା ଚୌରାସିଆଙ୍କୁ ଶୁକ୍ରବାର ରାୟପୁରରୁ ଗିରଫ କରିଛି। ବର୍ତ୍ତମାନ ଯାଞ୍ଚ ପାଇଁ ତାଙ୍କୁ ହସ୍ପିଟାଲ ନିଆଯାଇଛି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ବଘେଲାଙ୍କ ଉପ ସଚିବ ସୋମ୍ୟାଙ୍କ…

ଗଛରେ ପିଟିହୋଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ପୁରୁଷୋତ୍ତମପୁର,୨।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ଉପକଣ୍ଠ କନକାସାହି ଛକ ଏକ ଗାଡ଼ି ଶୋ’ରୁମ ସମ୍ମୁଖରେ ଥିବା ଏକ ଗଛରେ ପିଟିହୋଇ ଜଣେ ବାଇକ ଆରୋହୀଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ସେ ହେଲେ ବଡ଼ଖରିଡା ଗ୍ରାମର ଡ୍ରାଇଭର ନାହାକ(୫୨)। ମିଳିଥିବା ସୂଚନା…

ଛୁଟି ପାଇଁ ଶିକ୍ଷକ ଲେଖିଲେ ଅଜବ ଦରଖାସ୍ତ: ଅଡୁଆରେ ଶିକ୍ଷା ବିଭାଗ

ପାଟନା,୨।୧୨: ବିହାରର ଏବେ ଶିକ୍ଷକମାନେ ଅଜବ ଢ଼ଙ୍ଗରେ ଦରଖାସ୍ତ ଲେଖି ଆକସ୍ମିକ ଛୁଟି ପାଇଁ ଆବେଦନ କରୁଛନ୍ତି। ବର୍ତ୍ତମାନ ଏହି ଛୁଟି ଆବେଦନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଶିକ୍ଷକ ଅଜୟ କୁମାର ଡିସେମ୍ବର ୫ ସୋମବାର ୮ଟାରେ…

ଦିବ୍ୟା ଭାରତୀଙ୍କ ଭଉଣୀ କାୟନାତ ଆରୋଡା, ଆଡଲ୍ଟ ଫିଲ୍ମରେ କରିଛନ୍ତି କାମ

ମୁମ୍ବାଇ: ବଲିଉଡର ୯୦ ଦଶକର ନାୟିକା ଦିବ୍ୟା ଭାରତୀଙ୍କୁ ଆଜିବି ମନେ ରଖିଛନ୍ତି ଦର୍ଶକେ । ଖୁବ କମ ସମୟ ମଧ୍ୟରେ ସେ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଥିଲେ । ହେଲେ ତାଙ୍କର ଭିନ୍ନ ଅନ୍ଦାଜ ସାଙ୍ଗକୁ କ୍ୟୁଟନେସ ଫିଗର…

ଚଳନ୍ତା ଟ୍ରେନ୍‌ର ଝରକା ଭାଙ୍ଗି ଯାତ୍ରୀଙ୍କ ଗଳାରେ ପଶିଲା ରଡ୍‌

ଅଲିଗଡ଼,୨।୧୨: ମୃତ୍ୟୁ କେବେ ଏବଂ କିପରି ଆସେ ତାହା କେହି କେବେ ଭାବି ନ ଥା’ନ୍ତି। ଏପରି ଏକ ଘଟଣା ଘଟିଛି ଚଳନ୍ତା ଟ୍ରେନରେ। ଦିଲ୍ଲୀର ଆନନ୍ଦ ବିହାରରୁ ଓଡ଼ିଶାର ପୁରୀ ମଧ୍ୟରେ ଚାଲୁଥିବା ନିଳାଞ୍ଚଳ ଏକ୍ସପ୍ରେସ ଟ୍ରେନ୍‌ରେ ଘଟିଛି ଏହି…

ଅସୁସ୍ଥ ଅଛନ୍ତି ଫତିମା

ମୁମ୍ବାଇ: ବଲିଉଡ ନାୟିକା ଫାତିମା ସନା ଶେଖ ଅସୁସ୍ଥ ଥିବା ଜଣାପଡିଛି । ନିଜ ଅଭିନୟ ବଳରେ ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଫତିମା ଆମିର ଖାଁଙ୍କ ସହ ଫିଲ୍ମ ଦଙ୍ଗଲରେ ନଜର ଆସିଥିଲେ । ଏବେ କିନ୍ତୁ…

ଦୁର୍ନୀତି ଅଭିଯୋଗ ପରେ ପଞ୍ଚାୟତକୁ ଦିଆଗଲା ପିଡିଏସ୍‌ ବଣ୍ଟନ ଦାୟିତ୍ୱ

କେସିଙ୍ଗା,୨।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତରେ ପିଡିଏସ୍‌ ଚାଉଳ ବଣ୍ଟନରେ ଦୁର୍ନୀତି ଓ ଅନିୟମିତତାକୁ ନେଇ କେସିଙ୍ଗା ବିଡିଓଙ୍କ ନିକଟରେ ସରପଞ୍ଚ ଓ ଗ୍ରାମବାସୀ ଅଭିଯୋଗ କରିଥିଲେ। ଏହାର ତଦନ୍ତ ପରେ ଶୁକ୍ରବାର ବଣ୍ଟନ ଦାୟିତ୍ୱ ପଞ୍ଚାୟତକୁ ହସ୍ତାନ୍ତର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri