Home Left

ଶେଷ ହେଲା ଶୁଟିଂ

ବମ୍ବେ: ୨୦୨୩ରେ ରିଲିଜ ହେବ ଦବଙ୍ଗ ଖାଁ ସଲମାନଙ୍କ ଫିଲ୍ମ ‘କିସି କା ଭାଇ କିସି କାମ ଜାନ୍‌’। ନିକଟରେ ଏହାର ଶୁଟିଂ ଶେଷ ହୋଇଛି। ଅଭିନେତା ଫିଲ୍ମରେ ନିଜର ଲୁକ୍‌ ଫଟୋ ଶେୟାର କରି ଏନେଇ ପ୍ରଶଂସକଙ୍କୁ ଦେଇଛନ୍ତି ସୂଚନା।…

ପୂର୍ବ ଶତ୍ରୁତାରୁ ଆକ୍ରମଣ: ସାନଭାଇ ମୃତ, ବଡ଼ ଗୁରୁତର

ସାକ୍ଷୀଗୋପାଳ,୩ା୧୨(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଷୋଳହଳ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଶନିବାର ଗୋଷ୍ଠୀ ଆକ୍ରମଣରେ ଇନ୍ଦ୍ରମଣି ପଣ୍ଡା (୪୬)ଙ୍କର ମୃତ୍ୟୁ ଘଟିଛି। ମୃତ ଇନ୍ଦ୍ରମଣି ଗ୍ରାମ ନିକଟ କେନାଲକୁ ଶୌଚ ପାଇଁ ଯାଇଥିବା ବେଳେ ପୂର୍ବରୁ ସେଠାରେ…

ରବିବାରଠାରୁ ଭାରତ-ବାଲାଂଦେଶ ମୁକାବିଲା ଆରମ୍ଭ: ଜାଣନ୍ତୁ କେବେ-କେଉଁଠି ଦେଖିବେ ସିରିଜ…

ନୂଆଦିଲ୍ଲୀ,୩।୧୨: ନ୍ୟୁଜିଲାଣ୍ଡ ପରେ ଏବେ ବାଲାଂଦେଶ ଗସ୍ତରେ ଟିମ୍‌ ଇଣ୍ଡିଆ। ଦଳ ଏଠାରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଏବଂ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ମ୍ୟାଚ୍‌ ଖେଳିବ। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବ…

ଠାକୁରଙ୍କ ସମ୍ପତ୍ତିରୁ ଜବରଦଖଲ ଉଚ୍ଛେଦ

କେନ୍ଦୁଝର,୩ା୧୨(ସ୍ବ.ପ୍ର.): କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀଶ୍ରୀ ବଳଦେବଜୀଉଙ୍କ ନାମରେ ଥିବା ବାଘୁଆବେଢ଼ା ନିକଟରେ ମୂଲ୍ୟବାନ ଜମିକୁ ଜବରଦଖଲ କରିବା ନେଇ କେନ୍ଦୁଝର ଉପଜିଲାପାଳ ତଥା ନିର୍ବାହୀ ଅଧିକାରୀଙ୍କ ନିକଟରେ କେନ୍ଦୁଝରଗଡ଼ ପୌରପାଳିକାର ସ୍ଥାନୀୟ ଅଞ୍ଚଳର କାଉନସିଲର ଓ ସ୍ଥାନୀୟ ଜଗନ୍ନାଥ ପ୍ରେମୀ…

ଓୟୋ ବି କରିବ ଛଟେଇ, ଚାକିରି ହରାଇବେ ୬୦୦ କର୍ମଚାରୀ

ନୂଆଦିଲ୍ଲୀ,୩।୧୨: ଛଟେଇ କରିବ ଓୟୋ। ମୋଟ ୩,୭୦୦ କର୍ମଚାରୀଙ୍କ ମଧ୍ୟରୁ ଅନେକଙ୍କୁ ଛଟେଇ କରିବାର ଯୋଜନା ରହିଥିବା ନେଇ ଶନିବାର କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। କମ୍ପାନୀ ଏକ ବିବୃତ୍ତି ଜାରି କରି କହିଛି, ଆମେ ଆମର ଉତ୍ପାଦ ଏବଂ ଇଞ୍ଜିନିୟରିଂ,…

ବିମାନରେ ଭାରତୀୟ କ୍ରିକେଟରଙ୍କ ସହ ଦୁର୍ବ୍ୟବହାର; ମିଳିଲାନି ଖାଦ୍ୟ, ଜିନିଷପତ୍ର ବି ହରାଇଲେ…

ଢାକା,୩।୧୨: ଭାରତୀୟ ଟିମ୍‌ ଏବେ ବାଲାଂଦେଶ ଗସ୍ତରେ ଅଛି। ଏଠାରେ ଉଭୟ ଟିମ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଏବଂ ୨ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏସବୁ ମଧ୍ୟରେ ଜଣେ ଭାରତୀୟ କ୍ରିକେଟରଙ୍କ ସହ ବିମାନରେ ଖରାପ ଆଚରଣ କରାଯାଇଥିବା…

ଯୌତୁକ ନିର୍ଯାତନା ଅଭିଯୋଗ: ସ୍ବାମୀ କୋର୍ଟ ଚାଲାଣ

ଗଞ୍ଜାମ,୩ା୧୨(ଡି.ଏନ.ଏ.): ଗଞ୍ଜାମ ଥାନା ଅନ୍ତର୍ଗତ ବିରିପୁର ଗ୍ରାମର ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। ସ୍ତ୍ରୀ ସୁଫଳା ଦାସ ଯୌତୁକ ଜନିତ ନିର୍ଯାତନା ସହି ନ ପାରି ଗଞ୍ଜାମ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ…

ମହିଳାଙ୍କୁ ସ୍ବାବଲମ୍ବୀ କରିଛି ପନିପରିବା ଚାଷ

ରାଇକିଆ,୩ା୧୨(ଡି.ଏନ୍‌.ଏ.): ସକାଳୁ ତାଜା ପନିପରିବା ସହ ରାସ୍ତା ପାଶର୍‌ବରେ ମହିଳାଙ୍କ ପନିପରିବା ବ୍ୟବସାୟର ଲମ୍ବା ଧାଡ଼ି। ଫୁଲ କୋବି, ବିନ୍ସ, ବନ୍ଧା କୋବିଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଶାଗ ବିକ୍ରି କରୁଛନ୍ତି ମହିଳା। ସତେଜ ପନିପରିବା ପାଇଁ ଗ୍ରାହକଙ୍କ ମଧ୍ୟ…

ଡ୍ରୋନ ଯୋଗେ ଶ୍ରୀମନ୍ଦିରର ଭିଡିଓ ରେକର୍ଡିଂ, ୟୁଟ୍ୟୁବରେ ଭାଇରାଲ ପରେ ସୁରକ୍ଷା ନେଇ ପ୍ରଶ୍ନବାଚୀ

ପୁରୀ ଅଫିସ,୩।୧୨: ଶ୍ରୀମନ୍ଦିର ଉପରେ ଉଡ଼ିଛି ଡ୍ରୋନ କ୍ୟାମେରା। ଆକାଶ ମାର୍ଗରୁ ଏହାର ଭିଡିଓ ଉତ୍ତୋଳନ କରାଯାଇ ୟୁଟ୍ୟୁବ୍‌ରେ ଶେୟାର କରାଯାଇଛି। ପଶ୍ଚିମବଙ୍ଗର ଅନିମେଶ ଚକ୍ରବର୍ତ୍ତୀ ନାମକ ଜଣେ ଯୁବକ ଉକ୍ତ ଭିଡିଓକୁ ନିଜର ଆକାଉଣ୍ଟ(ୟୁନିଫାଏଡ୍‌ ଅନିମେଶ)ରୁ ଦୁଇ ସପ୍ତାହ ତଳେ…

ପ୍ରସ୍ତାବିତ ସିଆର୍‌ପିଏଫ୍‌ କ୍ୟାମ୍ପକୁ ଗ୍ରାମବାସୀଙ୍କ ବିରୋଧ

ବାଲିଗୁଡ଼ା,୩ା୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଏନ୍‌ଏସି ନୂଆସାହି ଅନ୍ତର୍ଗତ ଡୁମାସ୍କା ପଦରରେ ପ୍ରସ୍ତାବିତ ସିଆର୍‌ପିଏଫ୍‌ କ୍ୟାମ୍ପକୁ ନୂଆସାହି ଗ୍ରାମ୍ୟ କମିଟିର ତିନୋଟି ଓ୍ବାର୍ଡବାସୀ ବିରୋଧ କରିଛନ୍ତି। ଏନେଇ ବାଲିଗୁଡ଼ା ତହସିଲଦାର, ଉପଜିଲାପାଳ, କନ୍ଧମାଳ ଜିଲାପାଳ, ଏନ୍‌ଏସି ଅଧ୍ୟକ୍ଷ, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ…

ପଡ଼ିବ କି ହାତଗଣ୍ଠି ! କେ.ଏଲ୍‌.ଙ୍କ ଛୁଟି ମଞ୍ଜୁର କଲେ ବିସିସିଆଇ

ନୂଆଦିଲ୍ଲୀ,୩।୧୨: ଜାନୁୟାରୀରେ ପଡ଼ିପାରେ ଭାରତୀୟ କ୍ରିକେଟର କେ.ଏଲ୍‌. ରାହୁଲଙ୍କ ହାତଗଣ୍ଠି। ପ୍ରେମିକା ତଥା ଅଭିନେତ୍ରୀ ଆଥିଆ ସେଟ୍ଟୀଙ୍କ ହାତ ଧରିବେ ସେ। ଦୀର୍ଘ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଏବେ ଦୁହେଁ ସମ୍ପର୍କକୁ ଆଉ ପାଦେ ଆଗକୁ ନେବାକୁ…

ଉଦ୍‌ଘାଟନର ୪୮ ଘଣ୍ଟା ପରେ ବି ମଣ୍ଡିରୁ ଉଠୁନି ଧାନ

କର୍ଲାମୁଣ୍ଡା,୩ା୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଥିବା ୩ ଟି ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ସିଧାସଳଖ ଭାବେ ଚାଷୀଙ୍କଠାରୁ ଧାନ କ୍ରୟ ପାଇଁ ମଣ୍ଡିଗୁଡ଼ିକୁ ସ୍ଥାନୀୟ ତହସିଲଦାର ମିଳନ କୁମାର ଝାଙ୍କର ଉଦ୍‌ଘାଟନ କରିଥିଲେ। ତେବେ ଉଦ୍‌ଘାଟନ ହେବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri