Home Left

କଂଗ୍ରେସ ଆଭିମୁଖ୍ୟ ସ୍ପଷ୍ଟ କରୁ: ଭାଜପା

ନୂଆଦିଲ୍ଲୀ,୨୯ା୬: ୟୁସିସି କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପାଇଁ ନୁହେଁ, ବରଂ ସମଗ୍ର ସମାଜ ଲାଗି ଉଦ୍ଦିଷ୍ଟ। ଏହାକୁ ସାମ୍ପ୍ରଦାୟିକ ଶିଳ୍ପୀମାନଙ୍କ ହାତରୁ ମୁକ୍ତ କରିବା ସମୟ ଉପନୀତ। ଏହି ପ୍ରସଙ୍ଗରେ କଂଗ୍ରେସ ନିଜ ଆଭିମୁଖ୍ୟ ସ୍ପଷ୍ଟ କରୁ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ…

୬ ପଞ୍ଚାୟତ ହିତାଧିକାରୀଙ୍କ ଗୋଟିଏ ମାସର ଚାଉଳ ଗାଏବ

ନବରଙ୍ଗପୁର,୨୯।୬(ସଦାଶିବ ପ୍ରହରାଜ)ନବରଙ୍ଗପୁର ଜିଲାରେ ଲମ୍ବିବାରେ ଲାଗିଛି ସାଧାରଣ ବଣ୍ଟନ ଚାଉଳ ଦୁର୍ନୀତି ଚେର। ପୂର୍ବରୁ ଜିଲାର ତେନ୍ତୁଳିଖୁଣ୍ଟି ବ୍ଲକ ଅଧୀନ ଅମଲାଭଟ୍ଟା ପଞ୍ଚାୟତରେ ୧୫୦୪ ଗରିବ ହିତାଧିକାରୀଙ୍କ ୮୬୩ କୁଇଣ୍ଟାଲ ଚାଉଳ ହଡ଼ପ ହୋଇଥିବା ଲୋକ ଲୋଚନକୁ ଆସିଥିବା ବେଳେ ବର୍ତମାନ…

ବାଣିଜ୍ୟ ପ୍ରତିଷ୍ଠାନରେ ଲାଗୁନି ଓଡ଼ିଆ ନାମଫଳକ

ରାୟଗଡ଼ା,୨୯।୬(ଆଶିଷ ରଞ୍ଜନ ପଣ୍ଡା)ସମସ୍ତ ବାଣିଜ୍ୟ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ଲାଗିବା ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଶ୍ରମ ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହେଉଛି। ଜିଲାର ୨ ପୌର ପରିଷଦ ରାୟଗଡ଼ା, ଗୁଣପୁର ଓ ଗୁଡ଼ାରି ଏନ୍‌ଏସିରେ ବହୁ ପ୍ରତିଷ୍ଠାନରେ ଓଡ଼ିଆରେ…

ସିଦ୍ଧାନ୍ତଗତ ସମର୍ଥନ ଦେବ ଏଏପି

ନୂଆଦିଲ୍ଲୀ,୨୯ା୬: ଅଧିକାଂଶ ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ର ସହ ମୁହାଁମୁହିଁ ଅବସ୍ଥାରେ ରହୁଥିବା ଦିଲ୍ଲୀର ଶାସକ ଦଳ ଆମ୍‌ ଆଦ୍‌ମି ପାର୍ଟି (ଏଏପି) ଏକକ ନାଗରିକ ଦଓ୍ବୋନୀ ସଂହିତାକୁ ସିଦ୍ଧାନ୍ତଗତ ସମର୍ଥନ ଦେବାକୁ ଘୋଷଣା କରିଛି। ତେବେ କେନ୍ଦ୍ର ସରକାର…

ବାହୁଡ଼ିଲେ ଠାକୁରଅଜା ସିଦ୍ଧବଳରାମ

ସାକ୍ଷୀଗୋପାଳ,୨୯।୬(କିଶୋର ମହାପାତ୍ର/ପ୍ରଶାନ୍ତ ବାରିକ)ନବଦିନ ଯାତ୍ରାରେ ଆସି ଚନ୍ଦନ ମଣ୍ଡପରେ ଅବସ୍ଥାନ କରିଥିବା ଠାକୁରଅଜା ଶ୍ରୀ ସିଦ୍ଧବଳରାମ ଦେବ ବୁଧବାର ବକୁଳବନସ୍ଥିତ ନିଜ ମନ୍ଦିରକୁ ରଥରେ ବାହୁଡି ଯାଇଛନ୍ତି। ଫେରିବା ବାଟରେ ସାକ୍ଷୀଗୋପାଳ ଠାକୁରଙ୍କ ମହାସୁଆର ସ୍ବର୍ଗତ ଦାଶରଥୀ ଖୁଣ୍ଟିଆଙ୍କ ଘରେ ସ୍ବର୍ଗତ…

ଲୋକଙ୍କ ଉପରେ ଲଦି ଦିଆଯାଇପାରିବ ନାହିଁ: ଚିଦାମ୍ବରମ୍‌

ନୂଆଦିଲ୍ଲୀ,୨୯ା୬: ଏକ ଏଜେଣ୍ଡା ପ୍ରେରିତ ସଂଖ୍ୟାଗରିଷ୍ଠ ସରକାର ଦ୍ୱାରା ୟୁସିସିକୁ ବଳପୂର୍ବକ ଲୋକଙ୍କ ଉପରେ ଲଦିଆଯାଇପାରିବ ନାହିଁ। କାରଣ ଏହା ଲୋକଙ୍କ ମଧ୍ୟରେ ବିଭାଜନକୁ ପ୍ରଶସ୍ତ କରିବ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍‌ କହିଛନ୍ତି।…

ୟୁସିସି: ଆବଶ୍ୟକତା ବନାମ ଅସ୍ତ୍ର

ନୂଆଦିଲ୍ଲୀ,୨୯ା୬(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶରୁ ଫେରିବା ପରେ ମଙ୍ଗଳବାର ମଧ୍ୟପ୍ରଦେଶର ଭୋପାଳରେ ଭାଜପା କର୍ମୀମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ ଦେଶରେ ସମାନ ଦଓ୍ବୋନୀ ସଂହିତା ବା ଏକକ ନାଗରିକ ସଂହିତା (ୟୁସିସି) ଲାଗୁ…

ନୟାଗଡ଼ରେ ବଢୁନି ଶିଶୁକନ୍ୟାଙ୍କ ସଂଖ୍ୟା

ନୟାଗଡ଼ ଅଫିସ,୨୯।୬(ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ଶିଶୁକନ୍ୟାଙ୍କ ସଂଖ୍ୟା ବଢ଼ୁନି । ୨୦୨୦ ସର୍ଭେକୁ ଅନୁଧ୍ୟାନ କଲେ ନୟାଗଡ଼ ଜିଲା ପୁଣି ରାଜ୍ୟରେ ୧ ନଂ. କୁ ଆସିଛି । ରାଜ୍ୟରେ ୧୦୦୦ ପୁଅରେ ୯୩୧ ଝିଅ ଜନ୍ମ ହୋଇଥିବାବେଳେ ନୟାଗଡ଼ରେ ୮୧୧…

ପଞ୍ଚାୟତରେ ମାନବ ସମ୍ବଳ ଅଭାବ

ରସୁଲପୁର,୨୯।୬(ରଞ୍ଜିତ ରାଉତ):୨୦୧୫ରୁ ୨୦୩୦ ମଧ୍ୟରେ ପଞ୍ଚାୟତଗୁଡ଼ିକରେ ସ୍ଥାୟୀ ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଛି। ହେଲେ ଦୁର୍ବଳ ଭିତ୍ତିଭୂମି ଉପରେ ସ୍ଥାୟୀ ବିକାଶ ଅବାସ୍ତବ ବୋଲି ମନେ ହେଉଛି। ପଞ୍ଚାୟତଗୁଡ଼ିକରେ ମାନବ ସମ୍ବଳର ଅଭାବ ପରିଲକ୍ଷିତ ହେଉଛି। ମାନବ ସମ୍ବଳ ଅଭାବ ଯୋଗୁ…

ପ୍ରଶାସନ, ନେତାଙ୍କୁ ଅଭିଯୋଗ ଭୟ ଘାରୁଛି

ଜଗତ୍‌ସିଂହପୁର,୨୯।୬(ପ୍ରମୋଦ କୁମାର ନାୟକ)ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ଗୁରୁବାରଠାରୁ ୨ ଦିନିଆ ଜଗତ୍‌ସିଂହପୁର ଗସ୍ତକୁ ନେଇ ସାରା ଜିଲାରେ ପ୍ରଶାସନିକ ବ୍ୟବସ୍ଥା ଚଳଚଞ୍ଚଳ ହୋଇଉଠିଛି। ପାଣ୍ଡିଆନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଉଭୟ ପ୍ରଶାସନ ଓ…

ଗ୍ରାମାଞ୍ଚଳରେ ବି ହ୍ରାସ ପାଉଛି ଚାରଣ ଭୂଇଁ

ମହାକାଳପଡ଼ା,୨୯।୬(ପ୍ରତାପ ଚନ୍ଦ୍ର ସ୍ବାଇଁ)ସହରାଞ୍ଚଳ ପରି ଏବେ ଗ୍ରାମାଞ୍ଚଳରେ ବି ଚାରଣ ଭୂଇଁର ଅଭାବ ଦେଖାଦେଇଛି ା ଗୃହପାଳିତ ପ୍ରାଣୀମାନଙ୍କ ଚରିବା ପାଇଁ କାହିଁ କେଉଁ ଅନାଦି କାଳରୁ ପୂର୍ବଜମାନେ ଚାରଣ ଭୂଇଁ ରଖୁଥିଲେ ା ସମୟର ପରିବର୍ତ୍ତନ ଓ ଜନସଂଖ୍ୟା ବୃଦ୍ଧି…

ଜିଲାରେ ସବ୍‌ଡିଭିଜନ ମାନ୍ୟତା ଦାବି ତେଜୁଛି

କେନ୍ଦ୍ରାପଡ଼ା,୨୯।୬ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାର ଲୋକସଂଖ୍ୟା ୧୬ ଲକ୍ଷରୁ ଊର୍ଦ୍ଧ୍ୱ। ୨୪୯୪ ବର୍ଗ କିଲୋମିଟର ଅଞ୍ଚଳ ପରିମିତ ଏହି ଜିଲାର ଉପାନ୍ତରେ ପ୍ରଶାସନିକ ସେବା ପହଞ୍ଚତ୍ ପାରୁନାହିଁ। ଏହାକୁ ଦୃଷ୍ଟିରେ ରଖି ପଟ୍ଟାମୁଣ୍ଡାଇ, ମାର୍ଶାଘାଇ ଅଞ୍ଚଳକୁ ସବ୍‌ଡିଭିଜନ ମାନ୍ୟତା ପାଇଁ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?