Home Left

ଆଗ୍ରା-ମଥୁରାରେ ଖୁବଶୀଘ୍ର ଆରମ୍ଭ ହେବ ହେଲିକପ୍ଟର ସେବା, ଯୋଗୀ ସରକାର ଦେଲେ ମଞ୍ଜୁରୀ

ଲକ୍ଷ୍ନୌ,୨୯।୬: ତାଜ ନଗରୀ ଆଗ୍ରା ଏବଂ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରାରେ ପର୍ଯ୍ୟଟନକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି ଯୋଗୀ ଆଦିତ୍ୟନାଥଙ୍କ ସରକାର। ଅଯୋଧ୍ୟାରେ, ବର୍ତ୍ତମାନ ତାଜମହଲ ଏବଂ ମଥୁରାର ମନ୍ଦିରଗୁଡିକୁ ଆକାଶରୁ ଦେଖିବାକୁ ସୁଯୋଗ…

ଛତିଶଗଡ଼ ବିଧାନସଭା ନିର୍ବାଚନ ନେଇ କଂଗ୍ରେସର ରଣନୀତି ଆଲୋଚନା

ନୂଆଦିଲ୍ଲୀ, ୨୯ା୬: ଚଳିତ ବର୍ଷ ଶେଷ ଭାଗରେ ଛତିଶଗଡ଼ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ବୁଧବାର କଂଗ୍ରେସର ଶୀର୍ଷନେତାମାନଙ୍କର ବୈଠକ ବସି ରଣନୀତି ସମ୍ପର୍କରେ ଆଲୋଚନା ହୋଇଛି। ଏଆଇସିସି ମୁଖ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ…

ବିଜେଡିରୁ ଇସ୍ତଫା ଦେଲେ ଶ୍ୟାମାପ୍ରସାଦ

ବାଲେଶ୍ୱର, ୨୯।୬ (ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ବସ୍ତା ନିର୍ବାଚନମଣ୍ଡଳୀରେ ପ୍ରତିଶ୍ରୁତି ଅନୁଯାୟୀ ହେଉନି ଉନ୍ନୟନମୂଳକ କାର୍ଯ୍ୟ। ଏହାର ପ୍ରତିବାଦ କରି ବିଜେଡିର ଶ୍ୟାମାପ୍ରସାଦ ବେହେରା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ଷ୍ଟେଶନ କ୍ଲବ ପରିସରରେ…

ଚନ୍ଦ୍ରଶେଖର ଆଜାଦ ଗୁଳିକାଣ୍ଡ ଘଟଣା, ୪ ଅଟକ, ମିଳିଲା ଆକ୍ରମଣକାରୀଙ୍କ କାର

ଲକ୍ଷ୍ନୌ,୨୯।୬: ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ଆକ୍ରମଣ ମାମଲାରେ ଉତ୍ତର ପ୍ରଦେଶ ପୋଲିସର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୪ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି। ଏହା ସହିତ ସାହାରନପୁର ପୋଲିସ ମଧ୍ୟ ଏହି ଆକ୍ରମଣରେ…

୫-ଟି ସଚିବଙ୍କୁ ନେଇ ଥମୁନି ବିରୋଧୀଙ୍କ ଟାର୍ଗେଟ

ଭୁବନେଶ୍ବର,୨୯ା୬(ସୁନିତ୍‌ ମିଶ୍ର): ଓଡ଼ିଶା କ୍ୟାଡରର ଜଣେ ଆଇଏଏସ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଦେବା ପରେ ରାଜନୀତି ବୟାନବାଜି ଜୋର ଧରିଛି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫-ଟି)ଭି.କେ.ପାଣ୍ଡିଆନଙ୍କ ବିରୋଧରେ ରାଜ୍ୟ ମୁଖ୍ୟ…

ଡମ୍ପର ଧକ୍କାରେ ଚାଲିଗଲା ଛାତ୍ରୀଙ୍କ ଜୀବନ, ଦୁଇ ଗୁରୁତର

ଭୋଗରାଇ,୨୯ା୬(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଜଳେଶ୍ୱର-ଚନ୍ଦନେଶ୍ୱର ୫୭ନଂ ରାଜ୍ୟ ରାଜପଥ ନହରା ଛକଠାରେ ଗୁରୁବାର ସକାଳେ ଡମ୍ପର ଧକ୍କାରେ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତ ଛାତ୍ରୀ ଜଣକ ହେଲେ ନହରା…

ପ୍ରଯୁକ୍ତିଭିତ୍ତିକ ପଦକ୍ଷେପକୁ ଟିପିସିଓଡିଏଲ୍‌ର ଗୁରୁତ୍ୱ

ଭୁବନେଶ୍ୱର,୨୯।୬: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ‘ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌’ (ଟିପିସିଓଡିଏଲ୍‌) ପକ୍ଷରୁ ବିଦ୍ୟୁତ୍‌ ନେଟ୍‌ୱର୍କ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କମ୍ପାନୀର ପ୍ରାୟ ୨୭ ଲକ୍ଷ ଗ୍ରାହକଙ୍କ…

ଡିପ୍ରେସନରେ କୁକୁର

କରୋନା ମହାମାରୀ ପରଠାରୁ ଲୋକମାନେ ନାନା ରୋଗରେ ପୀଡ଼ିତ ହେବା ସହିତ ଡିପ୍ରେସନର ଶିକାର ହେଉଛନ୍ତି। ଏଭଳି ପରିସ୍ଥିତିରେ ଡାକ୍ତରମାନେ ଲୋକଙ୍କୁ ବୁଲିବାକୁ ଯିବା ପାଇଁ ପରାମର୍ଶ ଦେଉଛନ୍ତି। କିନ୍ତୁ ନିକଟରେ ବ୍ରିଟେନର ଡାକ୍ତର ମଣିଷ ପରି କୁକୁରମାନଙ୍କୁ ବୁଲିବାକୁ ନେବାକୁ…

ଓଏମ୍‌ସିଗୁଡ଼ିକ ପକ୍ଷରୁ ଖୁଚୁରା ଆଉଟ୍‌ଲେଟ୍‌ ଡିଲର ଚୟନ

ଭୁବନେଶ୍ୱର,୨୯।୬: ଦେଶର ପ୍ରମୁଖ ତୈଳ ବିପଣନକାରୀ କମ୍ପାନୀ ତଥା ପିଏସ୍‌ୟୁ ଅଏଲ ମାର୍କେଟିଂ କମ୍ପାନୀ (ଓଏମ୍‌ସି)ଗୁଡିକ ପକ୍ଷରୁ ସମଗ୍ର ଦେଶରେ ନୂତନ ଖୁଚୁରା ଆଉଟ୍‌ଲେଟ୍‌ ପ୍ରତିଷ୍ଠା ପାଇଁ ଘୋଷଣା କରାଯାଇଛି। ନୂତନ ଖୁଚୁରା ଆଉଟ୍‌ଲେଟ୍‌ ଆଶାୟୀମାନେ କମ୍ପାନୀର ଓ୍ବେବ୍‌ସାଇଟ www.petrolpupmdealerchayan.in ରେ…

ସେନାରେ ରବି କିଶନଙ୍କ ଝିଅ ଈଶିତା

ମୁମ୍ବାଇ: ଜଣାଶୁଣା ଅଭିନେତା ରବି କିଶନଙ୍କ ଝିଅ ଈଶିତା ଶୁକ୍ଳା ସେନାରେ ଯୋଗ ଦେଇଛନ୍ତି । ବିବାଦୀୟ ଅଗ୍ନିବୀର ଯୋଜନା ଅନ୍ତର୍ଗତ ଈଶିତା ଆର୍ମିରେ ଜଏନ୍‌ କରିବାର ସୁଯୋଗ ପାଇଛନ୍ତି। ଏ ନେଇ ଭାଜପା ନେତା ରବି କିଶନ ଝିଅ ଈଶିତାଙ୍କ…

ଓ୍ବାଟରଲୁ ବିଶ୍ୱିଦ୍ୟାଳୟରେ ଛୁରାମାଡ ୩ ଛାତ୍ର ଆହତ

ଟରଣ୍ଟୋ,୨୯।୬: କାନାଡାର ଓ୍ବାଟରଲୁ ସହରରେ ଏକ ବିଶ୍ୱବିଦ୍ୟାଳୟରେ ଛୁରାମାଡ ହୋଇଥିବା ଘଟଣା ଜଣାପଡିଛି। ଏଥିରେ ୩ ଛାତ୍ର ଆହତ ହୋଇଛନ୍ତି। ଏହି ଘଟଣାରେ ପୋଲିସ ଜଣକୁ ଗିରଫ କରିଛି। ୱାଟରଲୁ ବିଶ୍ୱବିଦ୍ୟାଳୟର ଛାତ୍ର ୟୁସୁଫ କୟାମକ କହିଛନ୍ତି ଯେ କ୍ଲାସ ଚାଲଇଥିବା…

୧,୬୩୯ କୋଟିର ଘର

ବର୍ନ: ସୁଇଜରଲାଣ୍ଡରେ ବିଶ୍ୱର ସବୁଠୁ ଦାମୀ ଘର ୨୦୦ ନିୟୁତ ଡଲାର (ପାଖାପାଖି ୧,୬୩୯ କୋଟି)ରେ କିଣି ଚର୍ଚ୍ଚାକୁ ଆସିଛନ୍ତି ଭାରତୀୟ ବଂଶୋଦ୍ଭବ ପଙ୍କଜ ଓସ୍ବାଲ ଏବଂ ସ୍ତ୍ରୀ ରାଧିକା ଓସ୍ବାଲ। ୪୩୦,୦୦୦ ସ୍କୋୟାର୍‌ ଫୁଟ୍‌ର ଏହି ଘରକୁ ପୂର୍ବରୁ ଗ୍ରୀସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?