ଆଉଏକ ସେଲ୍ କମ୍ପାନୀର ନିର୍ଦ୍ଦେଶକ ଗିରଫ
ଭୁବନେଶ୍ୱର,୧୫।୩(ବ୍ୟୁରୋ): ଫୁଟବଲ୍ ବେଟିଂ/ଗେମିଙ୍ଗ୍ ଆପ୍ (18football.com)ରେ ଦେଶବ୍ୟାପୀ ହୋଇଥିବା ୧ହଜାର କୋଟିରୁ ଊର୍ଦ୍ଧ୍ୱ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଆଉଜଣେ ଅଭିଯୁକ୍ତଙ୍କୁ ରାଜସ୍ଥାନରୁ ଗିରଫ କରିଛି। ଅଭିଯୁକ୍ତ ହେଲେ ରାଜସ୍ଥାନ ଉଦୟପୁର ଅଞ୍ଚଳର ନବୀନ ପୋରିୱାର। ଅଭିଯୁକ୍ତ…
ସମଲିଙ୍ଗୀ ବିବାହକୁ ଆର୍ଏସ୍ଏସ୍ର ବିରୋଧ
ନୂଆଦିଲ୍ଲୀ,୧୫ା୩: ସମଲିଙ୍ଗୀ ବିବାହ ମାମଲାରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍) ସମର୍ଥନ ଜଣାଇଛି। ଦୁଇ ବିପରୀତଲିଙ୍ଗୀ ବ୍ୟକ୍ତିଙ୍କ ମଧ୍ୟରେ ବିବାହ ସମ୍ପନ୍ନ ହୋଇଥାଏ। ହିନ୍ଦୁ ସଂସ୍କୃତି ଓ ବିଚାରଧାରାରେ ବିବାହ ଅର୍ଥ କେବଳ ଉପଭୋଗ କରିବା ନୁହେଁ…
ପାଇପ୍ ଧରି ଗାଧୋଉଛି ହାତୀ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଟୁଇଟରରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ ହାତୀକୁ…
ପାଇକାରୀ ମୁଦ୍ରାସ୍ଫୀତି ୩.୮୫%କୁ ହ୍ରାସ
ନୂଆଦିଲ୍ଲୀ, ୧୫ା୩ : ପାଇକାରୀ ମୂଲ୍ୟ ସୂଚକାଙ୍କ (ଡବ୍ଲ୍ୟୁପିଆଇ) ମୁଦ୍ରାସ୍ଫୀତି ଫେବୃୟାରୀରେ ୩.୮୫ ପ୍ରତିଶତକୁ ହ୍ରାସ ପାଇଛି। ଜାନୁୟାରୀରେ ଏହା ୪.୭୩ ପ୍ରତିଶତ ଥିଲା। ଗତବର୍ଷ ଫେବୃୟାରୀରେ ଡବ୍ଲ୍ୟୁପିଆଇ ମୁଦ୍ରାସ୍ଫୀତି ୧୩.୪୩ ପ୍ରତିଶତ ରହିଥିବାବେଳେ ବର୍ଷକ ମଧ୍ୟରେ ଏହା ପାଖାପାଖି ୧୦…
ଡ୍ରୋନ୍ ଘଟଣା ପରେ ରୁଷିଆକୁ ଚେତାବନୀ ଦେଲା ଆମେରିକା
ଓ୍ବାଶିଂଟନ,୧୫।୩: ରୁଷିଆ ଏବଂ ଆମେରିକା ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର କୃଷ୍ଣ ସାଗରରେ ରୁଷିଆର ଏସ୍ୟୁ-୨୭ ଯୁଦ୍ଧ ବିମାନ ଏବଂ ଆମେରିକାର ଏମ୍କ୍ୟୁ-୯ ରେପର୍ ଡ୍ରୋନ୍ ଦୁର୍ଘଟଣାକୁ ନେଇ ଆମେରିକା ରୁଷିଆକୁ ଖୋଲାଖୋଲି ଚେତାବନୀ ଦେଇଛି।…
ତୃତୀୟ ଭାଷାରେ ୧୭,୪୦୦ ଅନୁପସ୍ଥିତ
କଟକ ଅଫିସ, ୧୫ା୩: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ସମ୍ମେଟିଭ-୨ ପରୀକ୍ଷାର ମଙ୍ଗଳବାର ତୃତୀୟ ଦିନରେ ତୃତୀୟ ଭାଷା ବିଷୟରେ ଛାତ୍ରୀଛାତ୍ରମାନେ ପରୀକ୍ଷା ଦେଇଛନ୍ତି। ତେବେ ତୃତୀୟ ଭାଷା ବିଷୟରେ ରାଜ୍ୟରେ ମୋଟ ୫…
୧୦ ବର୍ଷରେ ୭୮୪ ହାତୀ ମୃତ
ଭୁବନେଶ୍ୱର,୧୫ା୩(ବ୍ୟୁରୋ): ହାତୀବଂଶ ଧୀରେ ଧୀରେ ଲୋପ ହୋଇଯିବ। ଖାଦ୍ୟ, ପାନୀୟ ଓ ବାସସ୍ଥଳୀ ଅଭାବରୁ ଏହି ବିଶାଳକାୟ ଜୀବ ଜନବସତିମୁହାଁ ହେଉଛନ୍ତି। ଫଳରେ ହାତୀ ଓ ମଣିଷ ମଧ୍ୟରେ ସଂଘର୍ଷ କାରଣରୁ ହାତୀ ମୃତ୍ୟୁମୁଖରେ ପଡୁଛନ୍ତି। କେବଳ ହାତୀ ନୁହେଁ ଏହି…
ବିଶ୍ୱର ଅଷ୍ଟମ ପ୍ରଦୂଷିତ ରାଷ୍ଟ୍ର ଭାରତ
ନୂଆଦିଲ୍ଲୀ, ୧୫। ୩: ବିଶ୍ୱର ସବୁଠାରୁ ପ୍ରଦୂଷିତ ଦେଶ ସୂଚୀରେ ଭାରତ ଅଷ୍ଟମ ସ୍ଥାନରେ ରହିଛି। ମଙ୍ଗଳବାର ସୁଇସ୍ ଫାର୍ମ ଆଇକ୍ୟୁଏୟାର ପକ୍ଷରୁ ‘ଓ୍ବାଲର୍ଡ ଏୟାର୍ କ୍ୱାଲିଟି ରିପୋର୍ଟ’ରେ ପ୍ରକାଶ ପାଇଛି। ୨୦୨୨ରେ ସବୁଠାରୁ ପ୍ରଦୂଷିତ ରାଷ୍ଟ୍ର ସୂଚୀର ଶୀର୍ଷ ସ୍ଥାନରେ…
ଗର୍ଭବତୀଙ୍କୁ ବଳାତ୍କାର, ଭିଡିଓ ଶୁଟିଂ କଲେ ଆଶାକର୍ମୀ
ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି,: ୧୫।୩(ବି.ପ୍ର./ଡି.ଏନ୍.ଏ.): ପାଞ୍ଚ ମାସର ଗର୍ଭବତୀଙ୍କୁ ସମ୍ପର୍କୀୟ ଦେଢ଼ଶୁର ବଳାତ୍କାର କରିଛନ୍ତି। ବଳାତ୍କାର ସମୟରେ ଅଭିଯୁକ୍ତଙ୍କ ସ୍ତ୍ରୀ ତଥା ଆଶାକର୍ମୀ ଏହାର ଭିଡିଓ ଉତ୍ତୋଳନ କରିଥିବା ଅଭିଯୋଗ ହୋଇଛି। ଉକ୍ତ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ପୀଡ଼ିତା ନ୍ୟାୟ ପାଇଁ…
ରୁଷିଆ ଜେଟ୍-ଆମେରିକା ଡ୍ରୋନ୍ ମଧ୍ୟରେ ମୁହାଁମୁହିଁ ଧକ୍କା
ମସ୍କୋ,୧୫।୩: ରୁଷିଆ ଏବଂ ଆମେରିକାର ତିକ୍ତତା ମଧ୍ୟରେ ଆଉ ଏକ ବଡ ଖବର ଆସିଛ। ଆମେରିକାର ସୈନ୍ୟବାହିନୀ ଅନୁଯାୟୀ, କୃଷ୍ଣ ସାଗରରେ ରୁଷିଆର ଏସ୍ୟୁ-୨୭ ଯୁଦ୍ଧ ବିମାନ ଏବଂ ଆମେରିକାର ଏମ୍କ୍ୟୁ-୯ ରେପର୍ ଡ୍ରୋନ୍ ମୁହାଁମୁହିଁ ଧକ୍କା ହୋଇଛି। ଘଟଣା ପରେ…
ଦାଦନ ଦୁର୍ଦ୍ଦଶା: ରୁଲିଂ ଦେଲେ ବାଚସ୍ପତି
ଭୁବନେଶ୍ୱର,୧୫ା୩(ବ୍ୟୁରୋ): ଧରିତ୍ରୀରେ ଗତ ୧୧ ତାରିଖରେ ପ୍ରକାଶିତ ‘ତେଲଙ୍ଗାନାରେ ଓଡ଼ିଆ ଦାଦନଙ୍କ ଦୁର୍ଦ୍ଦଶା, ଝିଅକୁ ବନ୍ଧକ ରଖି ସ୍ବାମୀଙ୍କ ମୃତଦେହ ଆଣିଲେ ସ୍ତ୍ରୀ’ ଶୀର୍ଷକ ଖବରକୁ ନେଇ ମଙ୍ଗଳବାର ବିଧାନସଭାରେ କଂଗ୍ରେସ ସରକାରଙ୍କୁ କଡ଼ା ଭର୍ତ୍ସନା କରିଛି। ବାଚସ୍ପତିଙ୍କ ରୁଲିଂ ଦାବି…
ଆଇସିୟୁରେ ବାପା, ପାରିବାରିକ ବିବାଦ ମାମଲା ଶୀଘ୍ର ସାରିବାକୁ ବର୍ଷାଙ୍କୁ ଅନୁଭବଙ୍କ ଟୁଇଟ୍
କଟକ ଅଫିସ,୧୪ା୩: କେନ୍ଦ୍ରାପଡ଼ା ଏମ୍ପି ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ପାରିବାରିକ କଳହ ଏଯାବତ ସମାଧାନ ହୋଇପାରିନାହିଁ। ମାମଲା କୋର୍ଟରେ ଥିବା ବେଳେ ଏହା ନୂଆ ଏକ ମୋଡ଼…
Archives


