Home Left

ଟାଟା ଏଆଇଏର ଡିଜିଟାଲ ଅଭିଯାନ

ନୂଆଦିଲ୍ଲୀ,୨୯।୬: ଦେଶର ପ୍ରମୁଖ ଘରୋଇ ବୀମା କମ୍ପାନୀ ଟାଟା ଏଆଇଏ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ନୂତନ ତଥା ସ୍ବତନ୍ତ୍ର ଡିଜିଟାଲ ଅଭିଯାନ ‘ଯାଦୁଇ ପକେଟ୍‌ କା ସିକ୍ରେଟ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଯେଉଁଥିରେ ପିଲାମାନଙ୍କ ସ୍ବପ୍ନ ପୂରଣ କରିବାରେ ବାପାଙ୍କ ବାସ୍ତବ…

ବିଜେଡି କର୍ପୋରେଟରଙ୍କ ଭାଇ, ପୁତୁରାଙ୍କୁ ଗୁଳିମାଡ଼

ଭୁବନେଶ୍ୱର,୨୯।୬ (ସତ୍ୟଜିତ ରାଉତ)ରାଜଧାନୀ ରାସ୍ତାରେ ଗୁରୁବାର ରାତିରେ ଗୁଳିମାଡ଼ ହୋଇଛି। ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଜଗନ୍ନାଥ ନଗର ଲେନ୍‌-୧ସ୍ଥିତ ଶ୍ରୀ ପ୍ରଜାପତି ବିବାହ ମଣ୍ଡପ ସାମ୍ନାରେ ୨ଟି କାର୍‌ ମଧ୍ୟରେ ସାଇଡ୍‌ମରାକୁ ନେଇ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ହୋଣ୍ଡା ଆକ୍ଟିଭାର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୯।୬: ହୋଣ୍ଡା ମୋଟରସାଇକେଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ସ୍କୁଟର ବ୍ରାଣ୍ଡ୍‌ ହୋଣ୍ଡା ଆକ୍ଟିଭା ନିକଟରେ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ହୋଣ୍ଡା ଆକ୍ଟିଭା ୩ କୋଟି ଯାନ ବିକ୍ରିର ଏକ ଐତିହାସିକ ରେକର୍ଡ ସ୍ଥାପନ କରିଛି, ଏହି…

ଆଜିଠାରୁ ଡିଏସ୍‌ଏସ୍‌ର ୨୬ତମ ସଂସ୍କରଣ

ଭୁବନେଶ୍ୱର,୨୯।୬: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଦୁବାଇର ବହୁ ପ୍ରତୀକ୍ଷିତ ପ୍ରଦର୍ଶନୀ ଦୁବାଇ ସମର ସର୍‌ପ୍ରାଇଜ (ଡିଏସ୍‌ଏସ୍‌)ର ଶୁଭାରମ୍ଭ ହେବାକୁ ଯାଉଛି। ଏପରିକି ୨୦୨୩ ଜୁନ୍‌ ୨୯ରୁ ଡିଏସ୍‌ଏସ୍‌ର ୨୬ତମ ସଂସ୍କରଣ ଆନୁଷ୍ଠାନିକ ଭାବେ ଆରମ୍ଭ ହେଉଛି। ଉଲ୍ଲେଖଯୋଗ୍ୟ, ଦୁବାଇର ଫେଷ୍ଟିଭାଲ…

ପିଏନ୍‌ବି ପକ୍ଷରୁ ହିନ୍ଦୀ କାର୍ଯ୍ୟଶାଳା, ପ୍ରତିଯୋଗିତା

ଭୁବନେଶ୍ୱର,୨୯।୬: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ର ସମ୍ବଲପୁର ମଣ୍ଡଳ କାର୍ଯ୍ୟାଳୟ ପକ୍ଷରୁ ‘ରାଜଭାଷା କାର୍ଯ୍ୟାନ୍ବୟନ ସମିତିର ଜୁନ୍‌ ତ୍ରୈମାସିକ ବୈଠକ ତଥା କର୍ମଚାରୀମାନଙ୍କ ପାଇଁ ରାଜଭାଷା ନୀତି ଏବଂ ନିୟମ ସମ୍ପର୍କିତ ଏକ ହିନ୍ଦୀ କାର୍ଯ୍ୟଶାଳା ଏବଂ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ ନିକଟରେ…

ରିଲାଏନ୍ସ ଫାଉଣ୍ଡେଶନ ପକ୍ଷରୁ ଶୁଖିଲା ରାଶନ ବଣ୍ଟନ

ଭୁବନେଶ୍ୱର,୨୯।୬ (ଅଭୟ ଦାଶ): ଓଡ଼ିଶାର ବାଲେଶ୍ୱର ଜିଲା ଅନ୍ତର୍ଗତ ବାହାନଗାଠାରେ ଘଟିଥିବା ଦୁଃଖଦ ରେଳ ଦୁର୍ଘଟଣାର ମୃତକ ଓ ଗୁରୁତର ଆହତଙ୍କ ପରିବାର ସଦସ୍ୟମାନଙ୍କୁ ସହାୟତା ଉଦ୍ୟମ ଜାରି ରଖି ରିଲାଏନ୍ସ ଫାଉଣ୍ଡେଶନ ପକ୍ଷରୁ ପୀଡ଼ିତ ପରିବାରଙ୍କୁ ଶୁଖିଲା ରାଶନ ସାମଗ୍ରୀ…

ମୋହଡାରେ ଦୃର୍ବୃତ୍ତଙ୍କ ଆତଙ୍କରାଜ, ଦୁଇ ଯୁବକଙ୍କୁ ହତ୍ୟା ପରେ ପୋଡିଦେଲେ

ବ୍ରହ୍ମପୁର,୨୯।୬( ସୁବାସ ଚନ୍ଦ୍ର ପାଢ଼ୀ) ଅଶାନ୍ତ ହୋଇଛି ବ୍ରହ୍ମପୁର ସହର ଓ ସହରତଳି ଅଞ୍ଚଳ। କେତେବେଳେ ପିଟିପିଟି ହତ୍ୟା ପରେ ପୋଡି ହତ୍ୟା କରୁଛନ୍ତି ତ ରାସ୍ତାରେ ହାଣୁଛନ୍ତି ତ ଆଉ କେତେବେଳେ ଫୁଟୁଛି ବୋମା। ପୁଲିସକୁ ଖୋଲା ଚାଲେଞ୍ଜ ଦେଇ…

ଓସ୍କାର ବିଜୟୀ କେଭିନ୍‌ଙ୍କ ବିରୋଧରେ ୧୨ ଯୌନ ନିର୍ଯାତନା ମାମଲା

ଲଣ୍ଡନ,୨୯।୬: ହଲିଉଡ୍‌ରର ଜଣାଶୁଣା ଅଭିନେତା କେଭିନ୍‌ ସ୍ପେସିଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ମାମଲା ନେଇ ଲଣ୍ଡନର ସାଉଥ୍‌ଓ୍ବର୍କ କ୍ରାଉନ୍‌ କୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ବୁଧବାର ସକାଳ ୯ଟାବେଳେ କେଭିନ୍‌ (୬୩) ଏକ କଳା ରଙ୍ଗର ଟାକ୍ସିରେ କୋର୍ଟରେ ପହଞ୍ଚତ୍ଥିଲେ।…

ବିକଳ୍ପ ସାରର ପ୍ରସାର ଲାଗି ରାଜ୍ୟକୁ ମିଳିବ ପ୍ରୋତ୍ସାହନ

ନୂଆଦିଲ୍ଲୀ,୨୯ା୬: ରାସାୟନିକ ସାର ପ୍ରୟୋଗ କମାଇବା ସହ ବିକଳ୍ପ ସାରର ପ୍ରସାର କରାଉଥିବା ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ପ୍ରୋତ୍ସାହନ ଯୋଗାଇଦେବେ। ଏଥିପାଇଁ ନୂଆ ଯୋଜନା ପିଏମ୍‌-ପ୍ରଣାମକୁ କେନ୍ଦ୍ର କ୍ୟାବିନେଟ ବୁଧବାର ଅନୁମୋଦନ କରିଛି। ଗତ ଫେବୃୟାରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ…

ବାହାନଗା ରେଳଷ୍ଟେଶନରେ ଖୋଲିଲା ଟିକେଟ କାଉଣ୍ଟର

ବାହାନଗା,୨୯।୬(ଅରୂପ କୁମାର ଦାସ)ମଙ୍ଗଳବାରଠାରୁ ସ୍ବାଭାବିକ ହୋଇଛି ବାହାନଗା ରେଳଷ୍ଟେଶନ। ବୁଧବାର ଷ୍ଟେଶନରେ ଟିକେଟ କାଉଣ୍ଟର ଖୋଲାଯାଇଛି ା ତେବେ ଦ୍ୱିତୀୟ ଦିନରେ ୨ଟି ଟ୍ରେନ୍‌ ବାଲେଶ୍ୱର-ଭୁବନେଶ୍ୱର ଅଫ୍‌ ଟ୍ରେନ୍‌ ସକାଳେ ଯାଇଥିବା ବେଳେ ଦିନରେ ଖଡଗପୁର-ଭଦ୍ରକ ପାସେଞ୍ଜର ଯାଇଥିବା ବାହାନଗା ଷ୍ଟେଶନମାଷ୍ଟର…

ଲ କମିଶନଙ୍କୁ ଭେଟିବ ଏଆଇଏମ୍‌ପିଏଲ୍‌ବି

ନୂଆଦିଲ୍ଲୀ,୨୯ା୬: ପ୍ରଧାନମନ୍ତ୍ରୀ ସବୁ ସମ୍ପ୍ରଦାୟ ପାଇଁ ସମାନ ଆଇନ ଅଣାଯିବା ଉପରେ ଗୁରୁତ୍ୱ ଦେବା ପରେ ୟୁସିସି ଉପରେ ନିଜ ମତ ରଖିବା ପାଇଁ ଅଲ୍‌ ଇଣ୍ଡିଆ ମୁସ୍‌ଲିମ୍‌ ପର୍ସନାଲ ଲତିବ ବୋର୍ଡ (ଏଆଇଏମ୍‌ପିଏଲ୍‌ବି) ତରବରିଆ ଭାବେ ପ୍ରସ୍ତୁତି ଆରମ୍ଭ କରିଛି।…

ଉଦୟପୁର-ତାଳସାରୀ ପଥରବନ୍ଧରେ ୫୦ ଘାଇ

ଭୋଗରାଇ,୨୯।୬(ପ୍ରଦୀପ ଦାସ)ଓଡ଼ିଶା ସୀମାନ୍ତ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଉଦୟପୁର-ତାଳସାରୀ ବେଳାଭୂମିକୁ ବିଶ୍ୱମାନର ପର୍ଯ୍ୟଟନସ୍ଥଳୀ ଗଢି ତୋଳିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ରାଜ୍ୟସ୍ତରୀୟ ନେତା ଓ ସଚିବମାନେ ପରିଦର୍ଶନରେ ଆସି କୋଟି କୋଟି ଟଙ୍କାର ଆର୍ଥିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?