ଆଶା ଭରସାର ଶକ୍ତିପୀଠ ମା’ କୁଲାଗଡ଼ କାଳୀ
ଶେରଗଡ଼, ୧୭ା୩ (ଡି.ଏନ୍.ଏ.): ଓଡ଼ିଶାରେ ଶକ୍ତି ପୀଠର ଅଭାବ ନାହିଁ। ଶକ୍ତି ପୀଠଗୁଡିକ ସାଧାରଣତଃ ବିଭିନ୍ନ ଐତିହାସିକ କିମ୍ବଦନ୍ତୀକୁ ନେଇ ଗଢିଉଠିଛି। ତେବେ ଗଞ୍ଜାମ ଜିଲାର ତାରାତାରିଣୀ, ନାରାୟଣୀ, ବାଗ୍ଦେବୀ, ଦକ୍ଷିଣକାଳୀ ମଧ୍ୟରେ ବିଭିନ୍ନ ଜାଗାର ମା’ କାଳୀଙ୍କୁ ନେଇ ବିଭିନ୍ନ…
ଶୀତଳ ଭଣ୍ଡାରର ଛାତ ଭୁଶୁଡି ୮ ଜଣଙ୍କ ମୃତ୍ୟୁ
ଲକ୍ଷ୍ନୌ,୧୭।୩: ଉତ୍ତରପ୍ରଦେଶର ଚନ୍ଦୌସିରେ ଶୀତଳ ଭଣ୍ଡାରର ଛାତ ଭୁଶୁଡିବା ପରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଏଥିସହ ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି। ଏବେ ବି କେତେକ ଲୋକ ଫସି ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ପୋଲିସ…
ତୁଷାରପାତରେ ଫସି ରହିଥିବା ୧୦୦୦ରୁ ଅଧିକ ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ସେନା
ଗ୍ୟାଙ୍ଗଟକ,୧୭।୩: ପ୍ରବଳ ତୁଷାରପାତ ପରେ ପୂର୍ବ ସିକ୍କିମର ଉପର ଅଞ୍ଚଳରେ ଫସି ରହିଥିବା ମହିଳା ଶିଶୁଙ୍କ ସମେତ ୧୦୦୦ରୁ ଅଧିକ ପର୍ଯ୍ୟଟକଙ୍କୁ ଭାରତୀୟ ସେନା ସ୍ଥାନାନ୍ତର କରିଛି। ସେ କହିଛନ୍ତି ଯେ ବୁଧବାର ଅପରାହ୍ନରେ ନାଥୁ ଲା, ସୋମଗୋ (ଚାଙ୍ଗୁ) ହ୍ରଦ…
ଦେଶରେ ଆଜି ୭୯୫ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୧୭।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛି ଦିନ ହେବ ଶହେରୁ କମ୍ ରହିବା ପରେ ଏବେ କିଛିଟା ବୃଦ୍ଧି ଘଟିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୯୫ ନୂଆ କରୋନା ମାମଲା ଚିହ୍ନଟ…
ନିଲାମ ହେଉନି ବାଲି ସଇରାତ
ବାରିପଦା ଅଫିସ,୧୭ା୩: ମୟୂରଭଞ୍ଜ ଜିଲାର ତିନୋଟି ବାଲି ସଇରାତରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲର ଛାଟ ପରେ ମଧ୍ୟ ଚୋରା ଚାଲାଣ ରୋକିବାରେ ପ୍ରଶାସନ ବିଫଳ ହୋଇଛି। ଫଳରେ ଅପରାଧ ମୂଳକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଚୋରାରେ ବାଲି ପରିବହନ କରିବାକୁ…
ରାସ୍ତାରୁ ବାଡ଼ ହଟାଇଲେ ତହସିଲଦାର
ଖଇରା,୧୭।୩(ଡି.ଏନ.ଏ.): ବାଲେଶ୍ୱର ଜିଲାର ଖଇରା ଓ ସିମୁଳିଆ ୨ ବ୍ଲକକୁ ସଂଯୋଗ କରୁଥିବା ତୁଡିଗଡିଆ-ଆନନ୍ଦପୁର ଭାୟା ମାଖନପୁର ରାସ୍ତାକୁ ମେଦିନପୁର ଗ୍ରାମ ନିକଟ ଦେଇ ଯାଇଥିବା ରାସ୍ତାକୁ ଜଣେ ବ୍ୟକ୍ତି ନିଜର ବୋଲି ଦାବି କରି ୨ପାର୍ଶ୍ୱରେ ବାଡ ବସାଇ ଦେଇଥିଲେ।…
ଯୋଡ଼ାରେ ନିର୍ମାଣ ହେଉଛି ସର୍ବବୃହତ ଫ୍ଲାଏ ଓଭର
ଯୋଡ଼ା,୧୭ା୩(ଡି.ଏନ.ଏ): ରାଜ୍ୟ ସରକାର କେନ୍ଦୁଝର ଜିଲା ଖଣିଜ ପାଣ୍ଠି ଅନୁଦାନରେ ଯୋଡ଼ା ଖଣି ଅଞ୍ଚଳରେ ଟ୍ରାଫିକ ଓ ପ୍ରଦୂଷଣ ଜନିତ ସମସ୍ୟାରୁ ମୁକ୍ତି ପାଇଁ ସର୍ବ ବୃହତ ଓଭର ବ୍ରିଜ୍ ନିର୍ମାଣ କରୁଛନ୍ତି। ୨୦୨୦ରୁ ଯୋଡ଼ା ସହରରେ ଏହାର ନିର୍ମାଣ ଆରମ୍ଭ…
କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ, କର୍ନାଟକ ବିଧାନସଭା ନିର୍ବାଚନକୁ ନେଇ ହେବ ଆଲୋଚନା
ନୂଆଦିଲ୍ଲୀ,୧୭।୩: କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ଶୁକ୍ରବାର ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଉପରେ ଆଲୋଚନା କରାଯିବ। ଏଥିସହ ପ୍ରାର୍ଥୀଙ୍କ ନାମର ପ୍ରଥମ ତାଲିକା ଉପରେ ମୋହର ଲାଗିପାରେ।…
ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟତା ସମାପ୍ତ କରିବାକୁ ଭାଜପା ଏମ୍ପିଙ୍କ ଦାବି
ନୂଆଦିଲ୍ଲୀ,୧୭।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲଣ୍ଡନରେ ଭାରତର ଗଣତନ୍ତ୍ର ଉପରେ ଦେଇଥିବା ବିବୃତ୍ତିକୁ ନେଇ ଜୋରଦାର ବିରୋଧ କରାଯାଉଛି। ଏପରିକି ସଂସଦରେ ରାହୁଲ ଗାନ୍ଧୀ କ୍ଷମା ମାଗିବାକୁ ଭାଜପା ଜିଦ୍ ଧରିଛି। ଏହି ସମୟରେ ଭାଜପା ସ୍ପଷ୍ଟ କରିଛି ଯେ…
ପରୀକ୍ଷା ଚାପରେ ଆତ୍ମହତ୍ୟା କଲେ ଦଶମ ଶ୍ରେଣୀ ଛାତ୍ର: ମୃତଦେହ ଝୁଲୁଥିବା ଦେଖି ଘର ମାଲିକଙ୍କ ହୃଦ୍ଘାତରେ ମୃତ୍ୟୁ
ଜୟପୁର,୧୭।୩: ରାଜସ୍ଥାନର ଧୋଲପୁର ଜିଲାର ଜଣେ ଦଶମ ଛାତ୍ର ପରୀକ୍ଷା ଚାପ ଯୋଗୁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଛାତ୍ର ଜଣକ ଏକ ଭଡା ଘରେ ଫାଶୀ ଦେଇଥିଲେ। ମୃତଦେହ ଝୁଲୁଥିବାର ଦେଖି ଘର ମାଲିକଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ପୋଲିସ…
ଆର୍ଆଇଙ୍କ ଜାଲିଆତି ପରିବାରକୁ କଲା ବାସହରା
ନୂଆଗାଁ,୧୭।୩ (ଡି.ଏନ.ଏ.): ବାପାଙ୍କ ମୃତ୍ୟୁ ପରେ ମାଆ ଓ ତିନି ଭଉଣୀଙ୍କ ଅଜାଣତରେ ବାପାଙ୍କ ନାମରେ ଥିବା ଜାଗାକୁ ବେଆଇନ ଭାବେ ଚଞ୍ଚକତା କରି ପୁଅ ବିକ୍ରୀ କରିଦେଇଥିବା ନେଇ ପରିବାର ତରଫରୁ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହାର ତଦନ୍ତ…
୨୦ ଦିନରେ ଗ୍ରାମରୁ ୨ ଥର ଚୋରି
ରଣପୁର,୧୭ା୩(ସ୍ବ.ପ୍ର.): ଗୋଟିଏ ଗ୍ରାମରେ ୨୦ଦିନ ଭିତରେ ୨ଥର ଚୋରି ହୋଇଛି। ଚୋରମାନେ ଘର ବାରିପଟେ ପଶି ୨ ପରିବାରର ଟଙ୍କା ସୁନା ଚୋରି କରି ନେଇ ଯାଇଛନ୍ତି। ସ୍ଥାନୀୟ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ…
Archives


