ଗାଡ଼ି ରଖି ଛୁ’
ଅନୁଗୋଳ ଅଫିସ,୧୮ା୩: ନୂଆ ରୂପ ନେଉଛି ଅନୁଗୋଳ। ବଦଳୁଛି ସହରର କଳେବର। ସହରବାସୀଙ୍କ ଯାତାୟାତ ସୁଗମ ଲାଗି ଜବରଦଖଲ ଉଚ୍ଛେଦ ଚାଲିଛି। ରାତାରାତି ଚଉଡ଼ା ହେଉଛି ବ୍ୟସ୍ତବହୁଳ ରାସ୍ତା। ହେଲେ ଏହି ପ୍ରଶସ୍ତ ସଡ଼କରେ ଗମନାଗମନ କରିବା ସହଜ ହେଉନାହିଁ। କାରଣ…
ଏଚ୍ ଆଣ୍ଡ ଏମ୍ର ଏକ୍ସକ୍ଲୁସିଭ କଲେକ୍ସନ
ଭୁବନେଶ୍ୱର,୧୮ା୩: ଦେଶର ପ୍ରମୁଖ ରିଟେଲ ଗାର୍ମେଟ ଚେନ୍ ‘ଏଚ୍ ଆଣ୍ଡ ଏମ୍’ର ଏକ୍ସକ୍ଲୁସିଭ କଲେକ୍ସନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷ ବସନ୍ତଋତୁ ଅବସରରେ ଉକ୍ତ ସଂଗ୍ରହ ନୂତନ ଋତୁ ପାଇଁ ଷ୍ଟାଇଲ ପରିବର୍ତ୍ତନର ସମ୍ଭାବନାକୁ ଅନୁସନ୍ଧାନ ଜାରି ରଖିଛି।…
ପ୍ରିପ୍ଲାଡରର ବାଜିମାତ୍
ନୂଆଦିଲ୍ଲୀ,୧୮ା୩: ଦେଶର ପ୍ରମୁଖ ଅନ୍ଲାଇନ ମେଡିକାଲ ପ୍ରସ୍ତୁତି ପ୍ଲାଟ୍ଫର୍ମ ‘ପ୍ରିପ୍ଲାଡର’ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ନ୍ୟାଶନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ପୋଷ୍ଟ ଗ୍ରାଜୁଏଶନ (ପିଜି)-୨୦୨୩ ବା ନିଟ୍ ପିଜି-୨୦୨୩ ପରୀକ୍ଷା ଫଳାଫଳରେ ବାଜିମାତ୍ କରିଥିବା ସୂଚନା…
କାର୍ ଆସିବାରେ ବିଳମ୍ବ ହେବାରୁ ଖାର୍ଗେଙ୍କୁ ଲିଫ୍ଟ ଦେଲେ ରାହୁଲ
ନୂଆଦିଲ୍ଲୀ,୧୮।୩: କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ମଧ୍ୟରେ ବାର୍ତ୍ତାଳାପର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ରାହୁଲ ଗାନ୍ଧୀ ଖାର୍ଗେଙ୍କୁ ସଂସଦରୁ ଘରକୁ ଛାଡିଦେବାକୁ ପ୍ରସ୍ତାବ ଦେଇଛନ୍ତି। କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେଟ ଟୁଇଟରରେ…
ବିଦେଶୀ ମୁଦ୍ରାଭଣ୍ଡାରରେ ହ୍ରାସ
ନୂଆଦିଲ୍ଲୀ,୧୮ା୩: ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ଏବଂ ମାନ୍ଦାବସ୍ଥା ଯୋଗୁ ଦେଶରେ କ୍ରମାଗତ ୩ୟ ମାସ ଲାଗି ବିଦେଶୀ ମୁଦ୍ରାଭଣ୍ଡାର (ଏଫ୍ଇଆର)ରେ ହ୍ରାସ ଘଟୁଛି। ଏପରିକି ଚଳିତ ସପ୍ତାହର କାରବାର ଶେଷ ବେଳକୁ ବିଦେଶ ମୁଦ୍ରାଭଣ୍ଡାର ୫୬୦ ବିଲିଅନ ଆମେରିକୀୟ ଡଲାରକୁ…
ପାନୀୟ ଜଳ ଯୋଗାଣ ସମସ୍ୟା ସମାଧାନ ଦାବି
ତାଳଚେର,୧୯।୩(ନି.ପ୍ର): ତାଳଚେର ବ୍ଲକ ଘଣ୍ଟପଡ଼ା ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ସମସ୍ୟାର ସମାଧାନ ନେଇ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୂଚନାଯୋଗ୍ୟ, କିଛିଦିନ ହେଲା ଘଣ୍ଟପଡ଼ା ଅଞ୍ଚଳକୁ ପାନୀୟ ଜଳ ଯୋଗାଣରେ ଅନିୟମିତତା ଦେଖାଦେଇଛି। ଲୋକେ ପିଇବା ପାଣି ପାଇଁ…
‘କାରବାର ଉପରେ କୌଣସି ପ୍ରଭାବ ପକାଇବ ନାହିଁ’
ନୂଆଦିଲ୍ଲୀ,୧୮ା୩: ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ପତଞ୍ଜଳି ଆୟୁର୍ବେଦର ସହଯୋଗୀ କମ୍ପାନୀ ପତଞ୍ଜଳି ଫୁଡ୍ସ ଲିମିଟେଡ୍(ପିଏଫ୍ଏଲ୍)ର ପ୍ରମୋଟରଙ୍କ ଶେୟାରକୁ ଷ୍ଟକ୍ ବଜାର ପକ୍ଷରୁ ନିଷ୍କ୍ରିୟ(ଫ୍ରିଜ୍)କରି ଦିଆଯାଇଛି। ବିଶେଷକରି ସିକ୍ୟୁରିଟିଜ୍ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ(ସେବି) ନିୟମ ୨୦୧୫ର ଧାରା…
ଫୁଲଟାରେ ବୋମାମାଡ଼ ଘଟଣା, ନିମଖଣ୍ଡି ଥାନା ଘେରାଉ
ବ୍ରହ୍ମପୁର ଅଫିସ,୧୮ା୩ : ଗତ ୧୫ତାରିଖ ବିଳମ୍ବିତ ରାତିରେ ଦଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଗାଁରେ ବୋମାମାଡ଼ ହୋଇଥିଲା। ଏନେଇ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲ। ପୋଲିସ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ହେଲେ ଏବେ…
ଟିଏସ୍ଏମ୍ଏଲ୍କୁ ଉତ୍କର୍ଷ ପୁରସ୍କାର
ନୂଆଦିଲ୍ଲୀ,୧୮ା୩: ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ (ଟିଏସ୍ଏମ୍ଏଲ୍)କୁ ନିକଟରେ ଆଉ ଏକ ଜାତୀୟ ସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ବିଶେଷକରି ଦୀର୍ଘସ୍ଥାୟୀ ଜଳ ପରିଚାଳନା ପାଇଁ ଟାଟା ଷ୍ଟିଲ୍ ମାଇନିଂର ଉନ୍ନତ ପ୍ରଯୁକ୍ତି ଓ ସମାଧାନ ବ୍ୟବସ୍ଥାକୁ ହୃଦୟଙ୍ଗମ କରି ଶ୍ରେଷ୍ଠ…
ଭିଜିବ ଓଡ଼ିଶା
ଭୁବନେଶ୍ୱର,୧୮।୩(ବ୍ୟୁରୋ): ପଶ୍ଚିମା ଝଡ଼ ପ୍ରଭାବରେ ଶନିବାର ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ୯ଟି ଜିଲାକୁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି। ଏସବୁ ଜିଲାଗୁଡ଼ିକ ହେଲା କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ଜଗତ୍ସିଂହପୁର, ନୟାଗଡ଼…
ଜେଲରେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ଭେଟିଲେ ଭାଜପା ବିଧାୟକ ଦଳ ପ୍ରତିନିଧି
ଭୁବନେଶ୍ୱର,୧୮ା୩(ବ୍ୟୁରୋ): ଭାଜପାର ୨୨ ଜଣ ଯୁବମୋର୍ଚ୍ଚା କାଯର୍ୟକର୍ତ୍ତା ୧୮ ଦିନ ହେବ ଜେଲରେ ରହିଛନ୍ତି। ଭାଜପା ବିଧାୟକ ଦଳର ଏକ ପ୍ରତିନିଧି ଦଳ ଶୁକ୍ରବାର ଝାରପଡ଼ା ଜେଲରେ ଥିବା ଯୁବମୋର୍ଚ୍ଚା କାଯର୍ୟକର୍ତ୍ତାଙ୍କୁ ଭେଟିଛନ୍ତି। କାଯର୍ୟକର୍ତ୍ତାମାନେ ଏ ପର୍ଯ୍ୟନ୍ତ ଜେଲରୁ ବାହାରିପାରି ନାହାନ୍ତି।…
ଓସ୍କାର ଜିତିବା ପରେ ଅମିତ ଶାହାଙ୍କୁ ଭେଟିଲେ ଅଭିନେତା
ମୁମ୍ବାଇ,୧୮।୩: ସୁପରହିଟ୍ ଫିଲ୍ମ ‘ଆର୍ଆର୍ଆର୍’ ଚଳଚ୍ଚିତ୍ରର ନାଟୁ ନାଟୁ ଗୀତ ଓସ୍କାର ପୁରସ୍କାର ଜିତିବା ପରେ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଛି। ଏହି ସମୟରେ ରାମ ଚରଣ ଏବଂ ତାଙ୍କ ବାପା ଚିରଞ୍ଜୀବୀ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଦିଲ୍ଲୀରେ…
Archives


