Home Left

ଧୁମଧାମରେ ପାଳନ ହେବ ଯୋଗୀ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉତ୍ସବ

ଲକ୍ଷ୍ନୌ,୧୬ ।୩: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ୧ବର୍ଷ ପୂର୍ତ୍ତି ୨୫ ମାର୍ଚ୍ଚରେ ପାଳନ ହେବାକୁ ଯାଉଛି । ଯୋଗୀ ସରକାର ଏକ ବର୍ଷ ପୂରଣ କରିଥିବା ଖୁସିରେ ଭାରତୀୟ ଜନତା ପାର୍ଟି(ଭାଜପା) ସଙ୍ଗଠନର ପ୍ରସ୍ତୁତି ଖୁବ…

ଭାରତୀୟ ଦଳରେ କିସ୍‌ର ୬ ଖେଳାଳି

ଭୁବନେଶ୍ୱର, ୧୫।୩ (କ୍ରୀଡ଼ା ପ୍ରତିନିଧି): ଇଣ୍ଡୋନେସିଆରେ ଚଳିତ ମାସ ୧୭ରୁ ୧୯ ପର୍ଯ୍ୟନ୍ତ ବୋର୍ନିଓ ସେଭେନ୍ସ ମହିଳା ରଗ୍‌ବୀ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏଥିପାଇଁ ମନୋନୀତ ଭାରତୀୟ ଦଳରେ କିସ୍‌ର ୬ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ହୁପି ମାଝି,…

ବିକ୍ରାନ୍ତ ମଲିକଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧୬।୩ (କ୍ରୀଡ଼ା ପ୍ରତିନିଧି): ଚେନ୍ନାଇସ୍ଥିତ ତାମିଲନାଡ଼ୁ ଫିଜିକାଲ ଏଜୁକେଶନ ଆଣ୍ଡ ସ୍ପୋଟର୍‌ସ ୟୁନିଭର୍ସିଟି ଆନୁକୂଲ୍ୟରେ ଚାଲିଥିବା ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଆଥଲେଟିକ୍ସ (ମହିଳା ଓ ପୁରୁଷ) ଚାମ୍ପିୟନଶିପ୍‌ର ତୃତୀୟ ଦିବସରେ କିଟ୍‌ର ବିକ୍ରାନ୍ତ ମଲିକ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।…

ଓଡ଼ିଶା ସିନିୟର ଟେବୁଲ ଟେନିସ ଦଳ ଘୋଷିତ

ଭୁବନେଶ୍ୱର, ୧୬।୩ (କ୍ରୀଡ଼ା ପ୍ରତିନିଧି): ଜମ୍ମୁର ଏମ୍‌.ଏ. ଷ୍ଟାଡିୟମରେ ଚଳିତ ମାସ ୨୦ରୁ ୨୭ ପର୍ଯ୍ୟନ୍ତ ୮୪ତମ ଜାତୀୟ ସିନିୟର ଏବଂ ଆନ୍ତଃରାଜ୍ୟ ଟେବୁଲ ଟେନିସ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ଅଂଶଗ୍ରହଣ କରିବା ପାଇଁ ବୁଧବାର ଓଡ଼ିଶା ଦଳ…

ହନି ସିଂଙ୍କ ଉପରେ ନିର୍ମାଣ ହେବ ଡକ୍ୟୁମେଣ୍ଟାରୀ

ମୁମ୍ବାଇ: ଫିଲ୍ମ ପ୍ରଡ୍ୟୁସର ଗୁନିତ ମୋଙ୍ଗାଙ୍କ ମୁଭି ଦ ଏଲିଫ୍ୟାଣ୍ଟ ହ୍ୱିସସ୍ପର୍ଶକୁ ଏକାଡେମୀ ଆୱାର୍ଡସ ୨୦୨୩ରେ ଏକ ବଡ ସଫଳତା ମିଳିଛି । ଫିଲ୍ମକୁ ବେଷ୍ଟ ଡକ୍ୟୁମେଣ୍ଟାରୀ ସର୍ଟ ଫିଲ୍ମ କାଟାଗୋରୀ ପାଇଁ ଓସ୍କାର ମିଳିସାରିଛି । ଏବେ ସବୁଠି ଗୁନିତ…

ନୀଳାଞ୍ଜନା କେଏଚ୍‌ଏଲ୍‌ର ନୂତନ ଏମ୍‌ଡି

ଭୁବନେଶ୍ୱର,୧୬।୩: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ କଳିଙ୍ଗ ହସ୍ପିଟାଲ ଲିମିଟେଡ୍‌(କେଏଚ୍‌ଏଲ୍‌)ର ନୂତନ ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଭାବେ ଅଭିଜ୍ଞ ପ୍ରଶାସିକା ନୀଳାଞ୍ଜନା ମୁଖାର୍ଜୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ବୁଧବାର କେଏଚ୍‌ଏଲ୍‌ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ନୀଳାଞ୍ଜନା ଆନୁଷ୍ଠାନିକ ଭାବେ…

ସଚେତନତା ହିଁ ନିଦାନ

ବିଭିନ୍ନ ଶାରୀରିକ ସମସ୍ୟା ନେଇ ସଚେତନ ରହିବା ଉପରେ ଗୁରୁତ୍ୱାରୋପ କରାଯାଇଥାଏ। ତେଣୁ କୁହାଯାଇଥାଏ ସଚେତନତା ହିଁ ପ୍ରକୃତ ନିଦାନ। ସ୍ବାସ୍ଥ୍ୟ ସମସ୍ୟାରୁ ଦୂରେଇ ରହିବା ପାଇଁ ଜାତୀୟ ଟିକାକରଣ ଦିବସ ପ୍ରତିବର୍ଷ ମାର୍ଚ୍ଚ ୧୬ରେ ପାଳନ କରାଯାଇଥାଏ। ଜନସ୍ବାସ୍ଥ୍ୟରେ ଟିକାକରଣର…

ହୋଣ୍ଡାର ନୂଆ ୧୦୦ସିସି ମୋଟରସାଇକେଲ ‘ସାଇନ୍‌ ୧୦୦’

ନୂଆଦିଲ୍ଲୀ,୧୬।୩: ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ‘ହୋଣ୍ଡା ମୋଟରସାଇକେଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ’(ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂଆ ୧୦୦ସିସି ମୋଟରସାଇକେଲ ‘ସାଇନ୍‌ ୧୦୦’ର ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି ଓବିଡି୨ ନିୟମ ପାଳନ କରୁଥିବା ସହ ସବୁଠୁ ସୁଲଭ ଓ ଇନ୍ଧନ…

ଡ୍ୟୁରୋଫ୍ଲେକ୍ସର ଅନନ୍ୟ ଡିଜିଟାଲ ଅଭିଯାନ

ନୂଆଦିଲ୍ଲୀ,୧୬।୩: ଭାରତର ଶୟନ ବିଶାରଦ ‘ଡ୍ୟୁରୋଫ୍ଲେକ୍ସ’ ପକ୍ଷରୁ ବିଶ୍ୱ ନିଦ୍ରା ଦିବସ ଅବସରରେ ଏକ ଅନନ୍ୟ ଡିଜିଟାଲ ଅଭିଯାନ ‘ଇଣ୍ଡିଆସ ସ୍ଲିପିଏଷ୍ଟ ପେଜ୍‌’ (ଭାରତର ନିଦ୍ରାଚ୍ଛନ୍ନ ପୃଷ୍ଠ) ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏକ ଉତ୍ତମ ନିଦ୍ରାଭ୍ୟାସକୁ ଆପଣେଇବାର ବାର୍ତ୍ତା ପ୍ରଚାର…

ସୋନାଲିକାର ୧,୩୭,୩୪୪ ୟୁନିଟ୍‌ ବିକ୍ରି

ନୂଆଦିଲ୍ଲୀ,୧୬।୩: ଭାରତର ୧ ନମ୍ବର ଟ୍ରାକ୍ଟର ରପ୍ତାନି ବ୍ରାଣ୍ଡ୍‌ ସୋନାଲିକା ଟ୍ରାକ୍ଟର୍ସ ଚଳିତ ବର୍ଷ ଫେବୃୟାରୀ ସୁଦ୍ଧା ୧,୩୭,୩୪୪ ୟୁନିଟ୍‌ ଟ୍ରାକ୍ଟର ବିକ୍ରି କରିଛି। ଫଳରେ କମ୍ପାନୀର ବଜାର ଅଂଶ ୧୪.୧%କୁ ବୃଦ୍ଧି ପାଇଛି। ଏ ସମ୍ପର୍କରେ ଇଣ୍ଟରନ୍ୟାଶନାଲ୍‌ ଟ୍ରାକ୍ଟର୍ସ ଲିମିଟେଡ୍‌ର…

ପୋକୋ ଏକ୍ସ୫ ୫ଜି ଉନ୍ମୋଚିତ

ନୂଆଦିଲ୍ଲୀ,୧୬।୩: କଞ୍ଜ୍ୟୁମର ଟେକ୍ନୋଲୋଜି ବ୍ରାଣ୍ଡ୍‌ ପୋକୋର ଲୋକପ୍ରିୟ ଏକ୍ସ-ସିରିଜ୍‌ ଅଧୀନରେ ଏକ ନୂଆ ସ୍ମାର୍ଟଫୋନ୍‌ ପୋକୋ ଏକ୍ସ୫ ୫ଜି କୁ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଏପରିକି ପୋକୋ ଇଣ୍ଡିଆ ଉତ୍ସାହଜନକ ଫିଚର ଯେ ପରିକି କ୍ୱାଲ୍‌କମ୍‌ ସ୍ନାପ୍‌ଡ୍ରାଗନ ୬୯୫ପ୍ରୋସେସର, ୬.୬୭ ଇଞ୍ଚ୍‌…

ନ୍ୟୁଜିଲାଣ୍ଡରେ ଶକ୍ତିଶାଳୀ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୭.୧

ୱେଲିଙ୍ଗଟନ,୧୬ ।୩: ନ୍ୟୁଜିଲାଣ୍ଡରେ ଗୁରୁବାର ଅର୍ଥାତ୍ ୧୬ ମାର୍ଚ୍ଚରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ବୋଲି ମପାଯାଇଛି । ଭୂକମ୍ପ ଅଗତିବିଧି ଉପରେ ନଜର ରଖୁଥିବା ସଂସ୍ଥା ୟୁନାଇଟେଡ ଷ୍ଟେଟସ୍ ଜିଓଲଜିକାଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri