ଚିରାଗ ପାସଓ୍ବାନ, ପଶୁପତି ପାରସ, ଉପେନ୍ଦ୍ର କୁଶଓ୍ବାହଙ୍କ ପାଇଁ ଭାଜପା ପ୍ରସ୍ତୁତ କଲା ସିଟ ଫର୍ମୁଲା, ମୁକେଶ ସହନିଙ୍କ ପାଇଁ ବି ସ୍ବତନ୍ତ୍ର ପ୍ରସ୍ତୁତି
ନୂଆଦିଲ୍ଲୀ,୨୮।୭: ଲୋକ ସଭା ନିର୍ବାଚନକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ନିଜର ନିର୍ବାଚନ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛି। ଏନଡିଏରେ ଯୋଗଦେଉଥିବା ନୂତନ ଦଳ ସହ ଆସନ ବାଣ୍ଟିବା ପାଇଁ ଦଳ ଏକ ସୂତ୍ର ଏବଂ ରଣନୀତି ପ୍ରସ୍ତୁତ କରିଛି।…
ନିଜ ବିବାହରେ ମା’ଙ୍କୁ ବି ଡାକି ନ ଥିଲେ ସୈଫ
ବମ୍ବେ: ନବାବ ଘରର ପୁଅ। ହେଲେ ଲୁଚିଲୁଚି କରିଥିଲେ ବିବାହ। ଆମେ କହୁଛି ଅଭିନେତା ସୈଫ ଅଲ୍ଲୀ ଖାଁଙ୍କ କଥା। ଅଭିନେତ୍ରୀ ଅମୃତା ସିଂହଙ୍କୁ ପ୍ରଥମ ବିବାହ କରିଥିଲେ ସେ। ହେଲେ ଏହି ବିବାହକୁ ସେ ନିଜ ମା’ଙ୍କୁ ବି ଡାକି…
ଇଣ୍ଡିଗୋ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ଲଗାଇଲା ଡିଜିସିଏ
ନୂଆଦିଲ୍ଲୀ,୨୮।୭: ବିମାନ ଚଳାଚଳ ନିୟନ୍ତ୍ରକ(ଡିଜିସିଏ) ସୁଲଭ ବିମାନ ସେବା ଯୋଗାଉଥିବା ଘରୋଇ କମ୍ପାନୀ ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ଏହାଛଡ଼ା ଡିଜିସିଏର ଆବଶ୍ୟକତା ଏବଂ ଓଇଏମ୍ର ନିର୍ଦ୍ଦେଶାବଳୀ ଅନୁଯାୟୀ କମ୍ପାନୀକୁ କାଗଜପତ୍ର ପ୍ରକ୍ରିୟାରେ ପରିବର୍ତ୍ତନ କରିବାକୁ…
ହାତ ଗୋଡ଼ ନ ଥିବା ମିଳିଲା ନାବାଳକଙ୍କ ମୃତଦେହ: ବଳି ସନ୍ଦେହ
ଅନୁଗୋଳ,୨୮ା୭(ଅମିତ କୁମାର ସାମଲ): ଅନୁଗୋଳ ଜିଲା ଆଠମଲ୍ଲିକ ବାରିଣୀ ଜଙ୍ଗଲରୁ ନାବାଳକଙ୍କ କ୍ଷତବିକ୍ଷତ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ନାବାଳକଙ୍କ ଗୋଡ଼, ହାତ ନ ଥିବା ବେଳେ ବଳି ଦିଆଯାଇଥିବା ସନ୍ଦେହ କରାଯାଉଛି । ମିଳିଥିବା ସୂଚନା ମୁତାବକ, ଗତ…
ଛଟେଇ କରିବ ଆମାଜନ
ନୂଆଦିଲ୍ଲୀ,୨୮।୭: ଛଟେଇ କରିବ ଆମାଜନ। ଆମେରିକାରେ ଫ୍ରେସ୍ ଗ୍ରୋସରୀ ଷ୍ଟୋର୍ କର୍ମଚାରୀଙ୍କୁ କମ୍ପାନୀ ପକ୍ଷରୁ ଛଟେଇ କରାଯିବ। ଏନେଇ ଓ୍ବାଶିଂଟନ ପୋଷ୍ଟରେ ଖବର ପ୍ରକାଶ ପାଇଛି। ଅର୍ଥବ୍ୟବସ୍ଥା ବିଗୁଡ଼ୁଥିବାରୁ କମ୍ପାନୀ ନିଜର ପୁର୍ନଗଠନ ଉପରେ କାମ କରୁଛି। ଏଣୁ ଶହ ଶହ…
ବାଲିରେ ଗର୍ଲସ ଟ୍ରିପ ଏନଜୟ କରୁଛନ୍ତି ସାମନ୍ଥା
ମୁମ୍ବାଇ: ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ବାଲିରେ ଏବେ ଭ୍ୟାକେଶନ ଏନଜୟ କରୁଛନ୍ତି। ଏବେ ସେ ଗର୍ଲସ ଟ୍ରିପରେ ଯାଇଛନ୍ତି। ସେଠାକାର କିଛି ଭିଡିଓ ଓ ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ନିକଟରେ ସେ ଅଭିନୟରୁ ଏକ ବର୍ଷର…
ଦିଲ୍ଲୀ ଅଧ୍ୟାଦେଶ ସହ ଜଡିତ ବିଧେୟକ ଆସନ୍ତା ସପ୍ତାହରେ ପାର୍ଲାମେଣ୍ଟରେ ଉପସ୍ଥାପନ କରିବେ ସରକାର
ନୂଆଦିଲ୍ଲୀ,୨୮।୭: ଦିଲ୍ଲୀ ଅଧିକାରୀଙ୍କ ଟ୍ରନ୍ସଫର ଓ ପୋଷ୍ଟିଂ ସହ ଜଡିତ କେନ୍ଦ୍ରର ଅଧ୍ୟାଦେଶ ସ୍ଥାନ ନେବାକୁ ଯାଉଥିବା ବିଧେୟକ ଲୋକ ସଭାରେ ଆସନ୍ତା ସପ୍ତାହରେ ଉପସ୍ଥାପନ କରାଯିବ। ଆସନ୍ତା ସପ୍ତାହରେ ଗୃହରେ ହେବାକୁ ଥିବା କାର୍ଯ୍ୟ ସମ୍ପର୍କରେ ସୂଚନା ଦେଉଥିବା ବେଳେ…
ଅରବିନ୍ଦ କଲେଜ ନିକଟରେ ଯୁବତିଙ୍କୁ ନିର୍ମମ ହତ୍ୟା
ନୂଆଦିଲ୍ଲୀ,୨୮।୭: ଦକ୍ଷିଣ ଦିଲ୍ଲିର ଅରବିନ୍ଦ କଲେଜ ନିକଟରେଜଣେ ଯୁବକ ଜଣେ ଯୁବତୀଙ୍କୁ ଲୁହା ରଡରେ ପିଟି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ହତ୍ୟା ଘଟଣା ପରେ ଅଭିଯୁକ୍ତ ବାଳକ ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଥିଲା। ଯୁବତୀଙ୍କ ହତ୍ୟା ପରେ…
ମହିଳାଙ୍କୁ ହତ୍ୟା ପରେ ନିଜକୁ ଗୁଳି କଲେ ଅଭିଯୁକ୍ତ
ନୂଆଦିଲ୍ଲୀ,୨୮ା୭: ଦିଲ୍ଲୀର ଦାବ୍ରି ଅଞ୍ଚଳରେ ଜଣେ ୪୦ ବର୍ଷୀୟା ମହିଳାଙ୍କୁ ଘର ସମ୍ମୁଖରେ ଗୁଳିକରି ହତ୍ୟା କରାଯାଇଛି। ରେଣୁ ଗୋୟଲ ନାମ୍ନୀ ମହିଳାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷେ ଅଭିଯୁକ୍ତ ଆଶିଷ(୨୩) ଘଟଣାସ୍ଥଳରୁ…
କ୍ରିକେଟରୁ ସନ୍ୟାସ ନେବେ ଭୁବନେଶ୍ୱର କୁମାର!
ନୂଆଦିଲ୍ଲୀ,୨୮।୭: ଟିମ ଇଣ୍ଡିଆର ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଦୀର୍ଘ ଦିନ ଧରି ଅନ୍ତର୍ଜାତୀୟ କ୍ରିକେଟ ଠାରୁ ଦୂରରେ ରହିଛନ୍ତି। ନଭେମ୍ବର ୨୦୨୨ରେ ଭୁବନେଶ୍ୱର ଭାରତ ପାଇଁ ଶେଷ ମ୍ୟାଚ ଖେଳିଥିଲେ। ଏହା ପରେ ସେ ଟିମ ଇଣ୍ଡିଆକୁ ଫେରିନାହାନ୍ତି। ନିକଟରେ…
୧୨,୫୦୦ ଶିକ୍ଷକଙ୍କୁ ସ୍ଥାୟୀ କଲେ ପଞ୍ଜାବ ସରକାର, ଶିକ୍ଷୟିତ୍ରୀଙ୍କୁ ଭେଟି ଭାବୁକ ହେଲେ ମୁଖ୍ୟମନ୍ତ୍ରୀ
ଚଣ୍ଡିଗଡ଼,୨୮।୭: ପଞ୍ଜାବର ଭଗଓ୍ବନ୍ତ ମାନ ସରକାର ଏକ ବଡ ନିଷ୍ପତ୍ତି ନେଇ ରାଜ୍ୟର ୧୨,୫୦୦ ଶିକ୍ଷକଙ୍କ ନିଯୁକ୍ତିକୁ ସ୍ଥାୟୀ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ବି ଜଣେ ଅଧ୍ୟାପକଙ୍କ ପୁଅ, ସେଥିପାଇଁ ମୁଁ ସେମାନଙ୍କ ଦୁଃଖ ବୁଝିପାରୁଛି। ଏହି…
ଏହି ଅଭିନେତାଙ୍କୁ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ କହିଲେ ଉର୍ବଶୀ, ଦର୍ଶକେ ଆଶ୍ଚର୍ଯ୍ୟ
ମୁମ୍ବାଇ: ବଲିଉଡର ଆଗଧାଡିର ନାୟିକା ଉର୍ବଶୀ ରୌତେଲା ନିଜ ବୟାନ ଓ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ। କେତେଥର ସେ ଏହାକୁ ନେଇ ଟ୍ରୋଲର ବି ଶିକାର ହୋଇଛନ୍ତି। ଏବେ ନିକଟରେ ଉର୍ବଶୀ ଏମିତି ଏକ ଟୁଇଟ…
Archives


