Home Left

ଦାବି ପୂରଣ ନ ହେଲେ ୨୦୨୪ ଭୋଟ ବର୍ଜନ

ବାଲିଗୁଡ଼ା,୨୭।୭(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଟିକାବାଲି ବ୍ଲକ ଅଧୀନ କଇଁଝର ପଞ୍ଚାୟତରେ କିଛି ବର୍ଷ ହେଲା ଏକ ବିଏସ୍‌ଏନ୍‌ଏଲ୍‌ ଟାୱାର୍‌ ସ୍ଥାପନ କରାଯାଇଛି। ହେଲେ ମାସର ଅଧିକାଂଶ ଦିନ ନେଟ୍‌ ୱାର୍କ ରହୁ ନ ଥିବାରୁ କଇଁଝର…

ଜ୍ଞାନବ୍ୟାପୀ ସର୍ଭେ ମାମଲାର ଶୁଣାଣି ଶେଷ, ଅଗଷ୍ଟ ୩ରେ ଆସିବ ରାୟ

ବାରାଣସୀ,୨୭।୭: ବାରାଣସୀ ସ୍ଥିତ ଜ୍ଞାନବ୍ୟାପୀ ମସଜିଦ ପରିସରର ବୈଜ୍ଞାନିକ ସର୍ଭେ ମାମଲାରେ ଆହ୍ଲାବାଦ କୋର୍ଟର ମୁଖ୍ୟ ବିଚାରପତି ପ୍ରିତିଙ୍କର ଦିବାକର ଗୁରୁବାର ଏହାର ଶୁଣାଣି ଶେଷ କରିଛନ୍ତି। ଅପରାହ୍ନ ପ୍ରାୟ ସାଢେ ୫ଟାରେ ଶୁଣାଣି ଶେଷ କରି ସେ କହିଥିଲେ କି…

ଗ୍ରୀକ୍‌ ଗର୍ଲଫ୍ରେଣ୍ଡଙ୍କୁ ବିବାହ କଲେ କୁଣ୍ଡଲି ଭାଗ୍ୟ ଫେମ୍‌ ମାନୀତ

ମୁମ୍ବାଇ: କୁଣ୍ଡଲି ଭାଗ୍ୟ ଫେମ୍‌ ଅଭିନେତା ମାନୀତ ଜୌରା ତାଙ୍କ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତ। ସେ ଦୀର୍ଘ ଦିନ ଧରି ଗ୍ରୀକ୍‌ ଗର୍ଲଫ୍ରେଣ୍ଡ ଆଣ୍ଡ୍ରିଆ ପାନାଗିଓଟୋପୁଲୁଙ୍କୁ ଜୁଲାଇ ୯ ବିବାହ କରିଛନ୍ତି। ଆଣ୍ଡ୍ରିଆ ଜଣେ ନୃତ୍ୟ ଶିକ୍ଷକ।…

ବିଶ୍ୱକପ ପାଇଁ ପ୍ରସ୍ତୁତ ଧର୍ମଶାଳା ଷ୍ଟାଡିୟମ

ଶିମଲା,୨୭।୭: ୨୦୨୩ ବିଶ୍ୱକପ ୫ ଅକ୍ଟୋବରରୁ ଆରମ୍ଭ ହେବ। ଏହାର ପ୍ରଥମ ମ୍ୟାଚ ଅହମ୍ମଦାବାଦରେ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଭାରତର ୧୦ଟି ସହରରେ ବିଶ୍ୱକପର ୪୯ଟି ମ୍ୟାଚ ଖେଳାଯିବ। ଏହି ତାଲିକାରେ ଧର୍ମଶାଳା ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି।…

କିମ୍ସରେ ଜଟିଳ ମେରୁଦଣ୍ଡ ଅସ୍ତ୍ରୋପଚାର

ଭୁବନେଶ୍ୱର,୨୭ା୭(ଅସମାପିକା ସାହୁ): ମେରୁଦଣ୍ଡ ବଙ୍କା ହୋଇଯାଇଥିବା ଜନୈକା ବାଳିକାଙ୍କଠାରେ ସଫଳ ଅସ୍ତ୍ରୋପଚାର କରି ଏହାକୁ ସଳଖ କରି ପାରିଛନ୍ତି କିମ୍ସର ଡାକ୍ତର। ସ୍କୋଲିଓସିସ୍‌ ନାମକ ଗୁରୁତର ମେରୁଦଣ୍ଡ ସମସ୍ୟା ସହ ଦୀର୍ଘ ଦିନ ଧରି ସଂଘର୍ଷ କରୁଥିବା ଏହି ବାଳିକାଙ୍କ ଅଭିଭାବକ…

‘ମୋତେ ଆଜିଯାଏ ପ୍ରକୃତ ପ୍ରେମ ମିଳିନାହିଁ’

ମୁମ୍ବାଇ: କୁହାଯାଏ, ପ୍ରକୃତ ପ୍ରେମ ସହଜରେ ମିଳି ନ ଥାଏ। ଯାହାଙ୍କୁ ମିଳିଥାଏ ସେ ଭାଗ୍ୟବାନ ବୋଲି ଧରାଯାଏ। ବଲିଉଡ୍‌ ଫିଲ୍ମରେ ୩ ଘଣ୍ଟା ମଧ୍ୟରେ ଆମେ ଅନେକ ଥର ଦେଖିଥାଉ ଜଣେ ଅଭିନେତା ତାଙ୍କ ପ୍ରେମ ପାଇବା ପାଇଁ କେତେ…

କରୀନା କପୁରଙ୍କୁ ଅହଂକାରୀ କହିଲେ ନାରାୟଣ ମୂର୍ତ୍ତି

ଇନଫୋସିସର ସହପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଏକ ପୁରୁଣା ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ବଲିଉଡ ଅଭିନେତ୍ରୀ କରୀନା କପୁର ଖାନଙ୍କୁ ଅହଂକାରୀ ବୋଲି କହିଛନ୍ତି। ନାରାୟଣ ମୂର୍ତ୍ତି ତାଙ୍କ ପତ୍ନୀ ସୁଧାଙ୍କ ସହ…

ପାକିସ୍ତାନରେ ନସରୁଲ୍ଲା ତାଙ୍କ ବନ୍ଧୁଙ୍କ ସହ ବୁର୍ଖା ପିନ୍ଧି ଖାଉଛନ୍ତି ଅଞ୍ଜୁ, ଫଟୋ ଭାଇରାଲ

ଇସଲାମାବାଦ,୨୭।୭: ବନ୍ଧୁ ନସରୁଲ୍ଲାଙ୍କ ଭାରତରୁ ପାକିସ୍ତାନ ଯାଇଥିବା ଅଞ୍ଜୁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ତାଙ୍କ ବିଷୟରେ ଅନେକ ଭିଡିଓ ସାମ୍ନାକୁ ଆସିଛି। ଏଥି ସହିତ ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ସେ ତାଙ୍କ…

ଶ୍ରାବଣରେ ଶିବ ତାଣ୍ଡବ କଲେ ଅକ୍ଷୟ

ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାରଙ୍କ ମୁଭି ’ଓ ମାଇ ଗଡ ୨’କୁ ନେଇ ଖୁବ ଚର୍ଚ୍ଚା ହେଉଛି। ଏହାର ଟ୍ରେଲର ରିଲିଜ ସରିଛି। ଗୁରୁବାର ଏହି ମୁଭିର ଏକ ଗୀତ ହର ହର ମହାଦେବ ରିଲିଜ ହୋଇଛି। ଶ୍ରାବଣ…

ପ୍ରେମିକଙ୍କ ପାଇଁ ପାକିସ୍ତାନରେ ପହଞ୍ଚିଲେ ଚାଇନା ମହିଳା

ଇସଲାମାବାଦ,୨୭।୭: ଆଜିକାଲି ସୀମା ପାର୍‌ର ପ୍ରେମ କାହାଣୀ ଲାଇମଲାଇଟ୍‌ରେଅଛି। ପ୍ରଥମେ ସୀମା ହାୟଦାର ଏବଂ ଅଞ୍ଜୁ ପରେ ବର୍ତ୍ତମାନ ଜଣେ ଚାଇନା ମହିଳାଙ୍କ ମାମଲା ସାମ୍ନାକୁ ଆସିଛି। ପାକ୍‌ ପୋଲିସ ଗୁରୁବାର କହିଛି ଯେ ଜଣେ ଚାଇନା ମହିଳା ନିଜ ପ୍ରେମିକଙ୍କୁ…

ବଲିଉଡରେ ଡେବ୍ୟୁ କରିବେ ବାଂଲାଦେଶୀ ଅଭିନେତା ଶାକିବ ଖାଁ

ମୁମ୍ବାଇ: ବାଂଲାଦେଶର ଜଣାଶୁଣା ଅଭିନେତା ଶାକିବ ଖାଁଙ୍କ ଅଭିନୀତ ମୁଭି ‘ପ୍ରିୟୋତମା’କୁ ବାଂଲାଦେଶରେ ଭଲ ପ୍ରତିକ୍ରିୟା ମିଳିଛି। ଏବେ ଏହି ଅଭିନେତା ତାଙ୍କ ବଲିଉଡ ଡେବ୍ୟୁକୁ ନେଇ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି। ତେବେ ତାଙ୍କ ବିପକ୍ଷର ନାୟିକା କିଏ ହେବେ…

ଆଲିଆଙ୍କ ବଡ଼ ଫ୍ୟାନ୍‌ ମହେଶ ଭଟ୍ଟ

ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ରକି ଔର ରାନୀ ପ୍ରେମ କାହାଣୀ’କୁ ନେଇ ଏବେ ଦର୍ଶକକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍‌ ରହିଛି। ନିକଟରେ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ହୋଇଥିଲା। ଏଥିରେ ବଲିଉଡର ଅନେକ ନାମୀଦାମୀ କଳାକାର ଯୋଗଦେଇଥିଲେ। ଝିଅ ଆଲିଆ ଅଭିନୀତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri