ଶ୍ରୀମନ୍ଦିର ଦାନବାକ୍ସରୁ ଚୋରି
ପୁରୀ, ୨୯ା୭(ଅଜିତ ମହାନ୍ତି): ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ନିକଟ ଭୀମଙ୍କ ପ୍ରତିମୂର୍ତ୍ତି ତଳେ ଥିବା ଦାନବାକ୍ସରୁ ଚୋରି ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ଦାନବାକ୍ସକୁ କେହି ଦୁର୍ବୃତ୍ତ ତାଡ଼ି ବାକ୍ସରେ ଥିବା ଟଙ୍କା ଚୋରି କରିନେଇଥିବା ଶୁକ୍ରବାର ସକାଳେ ଜଣାପଡ଼ିଛି। ଖବର ପାଇ…
୨୫୦ ଟଙ୍କାର ଲଟେରି ଟିକେଟରେ ୧୦ କୋଟି ଜିତିଲେ ୧୧ ମହିଳା
କୋଝିକୋଡ,୨୯ା୭: କେରଳ ମାଲାପୁରମ ଜିଲା ପରପ୍ପନଙ୍ଗଦି ମ୍ୟୁନିସିପାଲିଟି ଅନ୍ତର୍ଗତ ହରିଥା କର୍ମ ସେନା (ଏଚ୍କେଏସ୍)ର ୧୧ ଜଣ ମହିଳା ସଦସ୍ୟ ମୌସୁମୀ ବମ୍ପର ଲଟେରିର ପ୍ରଥମ ପୁରସ୍କାର ସ୍ବରୂପ ୧୦ କୋଟି ଟଙ୍କାର ପୁରସ୍କାର ଜିତିଛନ୍ତି। ୨୫୦ ଟଙ୍କାର ଲଟେରି ଟିକେଟ…
ନିଖୋଜ ନାବାଳକଙ୍କୁ ବଳି ସନ୍ଦେହ
ମାଧପୁର (ମନୋଜ ପ୍ରଧାନ)/ବଇଣ୍ଡା (ପରିକ୍ଷିତ ସାହୁ), ୨୯ା୭: ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କିଆକଟା ଥାନା ବାସୁଦେବପୁର ପଞ୍ଚାୟତ ସୁବର୍ଣ୍ଣପୁର ଗ୍ରାମର ନିଖୋଜ ସପ୍ତମ ଶ୍ରେଣୀ ଛାତ୍ର ସଞ୍ଜୀବ ବିଶ୍ୱାଳ(୧୩)ଙ୍କ ଗଳିତ ମୃତଦେହ ଶୁକ୍ରବାର ବାରେଣୀ ଜଙ୍ଗଲରୁ ମିଳିବା ପରେ ତୀବ୍ର…
ନବଙ୍କ ନାଁରେ ଗୋପାଳଙ୍କୁ ଭୟଭୀତ କରାଇଥିଲେ ମନୋଜ
ସମ୍ବଲପୁର,୨୯ା୭(ଶୁଭାଶିଷ ପାଢ଼ୀ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ଘଟଣାକୁ ୬ ମାସ ବିତିଛି। ହେଲେ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ହୋଇପାରି ନାହିଁ। କ୍ରାଇମ୍ବ୍ରାଞ୍ଚ ଦାଖଲ କରିଥିବା ଚାର୍ଜଶିଟ୍କୁ ନେଇ ବିଭିନ୍ନ ପ୍ରଶ୍ନ ଉଠୁଥିବା ବେଳେ ଶୁକ୍ରବାର ପଲିଗ୍ରାଫ ପରୀକ୍ଷା…
ଡ୍ରୋନରେ ଭାରତକୁ ଡ୍ରଗ୍ସ ପଠାଉଛି ପାକିସ୍ତାନ, ପ୍ରଧାନମନ୍ତ୍ରୀ ଶରିଫଙ୍କ ପରାମର୍ଶଦାତାଙ୍କ ସ୍ବୀକାର
ଇସଲାମାବାଦ,୨୯।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ସ୍ବତନ୍ତ୍ର ପ୍ରତିରକ୍ଷା ପରାମର୍ଶଦାତା ତଥା ପୂର୍ବତନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କ ଘନିଷ୍ଠ ସହଯୋଗୀ ମାଲିକ ମହମ୍ମଦ ଅହମ୍ମଦ ଖାନ କ୍ୟାମେରାରେ ସ୍ବୀକାର କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନରୁ ଡ୍ରୋନ…
ଆଜି ମଣିପୁର ଯିବେ ‘ଇଣ୍ଡିଆ’ର ୨୧ ନେତା
ନୂଆଦିଲ୍ଲୀ,୨୯।୭: ମଣିପୁର ହିଂସାକୁ ନେଇ ଶୁକ୍ରବାର ଉଭୟ ସଂସଦ (ଲୋକ ସଭା ଏବଂ ରାଜ୍ୟ ସଭା) ରେ ହଙ୍ଗାମା ଜାରି ରହିଥିଲା। ବିରୋଧୀ ଦଳଙ୍କ ଉତ୍ତେଜନା ଏବଂ ନାରାବାଜି ଯୋଗୁ ଉଭୟ ଗୃହର ପ୍ରକ୍ରିୟା ସୋମବାର (ଜୁଲାଇ ୩୧) ପର୍ଯ୍ୟନ୍ତ ସ୍ଥଗିତ…
ବିବାହ ପାଇଁ ମନା କରିବାରୁ କଲେଜ ଛାତ୍ରୀଙ୍କୁ ଲୁହାଛଡ଼ରେ ପିଟି ହତ୍ୟା
ନୂଆଦିଲ୍ଲୀ,୨୮ା୭: ଦକ୍ଷିଣ ଦିଲ୍ଲୀର ମାଲବ୍ୟ ନଗରରେ ଥିବା ଅରବିନ୍ଦ କଲେଜ ନିକଟ ପାର୍କରେ ଜଣେ ୨୫ ବର୍ଷୀୟା କଲେଜ ଛାତ୍ରୀଙ୍କୁ ଶୁକ୍ରବାର ଲୁହାଛଡ଼ରେ ପିଟି ହତ୍ୟା କରାଯାଇଛି। ମୃତା ନର୍ଗିସଙ୍କ ମୁଣ୍ଡରେ କ୍ଷତଚିହ୍ନ ରହିଥିବାବେଳେ ମୃତଦେହ ନିକଟରୁ ଏକ ଲୁହା ରଡ୍…
୩୦ରେ ଆଉ ଏକ ଲଘୁଚାପ
ଭୁବନେଶ୍ୱର,୨୮ା୭(ଅନିଲ ଦାସ): ଆସନ୍ତା ୩୦ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ଯାଜପୁର, ଭଦ୍ରକ, ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର, ସୁନ୍ଦରଗଡ଼,ଝାରସୁଗୁଡ଼ା, ସୋନପୁର, ଗଞ୍ଜାମ,…
ଟ୍ରକ୍ ଚୋରି ଘଟଣାରେ ଗ୍ୟାଙ୍ଗ ସକ୍ରିୟ : ଗିରଫ ଚାଳକ କୋର୍ଟଚାଲାଣ
କେନ୍ଦୁଝର,୨୫ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପୁରୁଣା ସହର ସଠିଘର (ଏନ୍ଏଚ ୨୦) ନିକଟରୁ ଚୋରି ହୋଇଥିବା ୧୨ ଚକିଆ ଟ୍ରକ ଝାଡ଼ଖଣ୍ଡରୁ ଚମ୍ପୁଆ ପୋଲିସ ଜବତ କରିବା ଘଟଣାରେ ଟାଉନ ଥାନା ପୋଲିସ ଟ୍ରକ୍ ଚାଳକଙ୍କୁ ଶୁକ୍ରବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତି…
ଘରେ ପଶି ଟଙ୍କା,ସୁନା ଲୁଟିନେଲେ
ବୈଶିଙ୍ଗା,୨୮ା୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ କୁଆଶୋଳ ଗ୍ରାମର ଗୌରୀଶଙ୍କର ବେହେରାଙ୍କ ଘରେ ପଶି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟି ନେଇଛନ୍ତି। ଗୁରୁବାର ଗୌରୀଶଙ୍କର କୌଣସି କାମରେ ବାଲେଶ୍ୱର ଯାଇଥିଲେ। ଘରେ କେହି ନ…
ଅବକାରୀ ଏଏସ୍ଆଇ, ଡ୍ରାଇଭରଙ୍କୁ ଗୋଡାଇ ହାଣିଲେ
ଖୁଣ୍ଟୁଣୀ, ୨୮ା୭ (ସଚ୍ଚିଦାନନ୍ଦ ପଣ୍ଡା)- କଟକ ଜିଲା ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ ଡାଳୁଆ ଓ ଖଣ୍ଡୁଆଳି ଗ୍ରାମ ନିକଟ ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବେ ଚାଲିଥିବା ଚୋରା ଦେଶୀ ମଦଭାଟି ଉପରେ ରାଜ୍ୟ ଫ୍ଲାଇଂ ସ୍କ୍ବାର୍ଡ, କଟକ ୟୁନିଟ୍-୧ର ମୋବାଇଲ…
ବନ୍ଧୁଙ୍କୁ ସହାୟତା କରି ବନ୍ଧାହେଲେ : କନିଷ୍ଠଯନ୍ତ୍ରୀଙ୍କ ନିକଟରୁ ମିଳିଲା ଜୀବନ୍ତ ଗୁଳି
ଦାମନଯୋଡି,୨୮ା୭(ନରସିଂହ ବ୍ରହ୍ମା): ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ସୁନାବେଡ଼ା ପୋଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ବିଦ୍ୟୁତ୍ ବିଭାଗ ଟାଟାପାଓ୍ବାରର କନିଷ୍ଠଯନ୍ତ୍ରୀ ସରୋଜ କୁମାର ବେହେରା(୪୩) ଅଛନ୍ତି। ତାଙ୍କ ଘର ଦାମନଯୋଡି ନିକଟସ୍ଥ ଭେଜାପୁଟ ଅଞ୍ଚଳର ଶାନ୍ତି ନଗରରେ।…
Archives


