Home Left

ଅବକାରୀ ଏଏସ୍‌ଆଇ, ଡ୍ରାଇଭରଙ୍କୁ ଗୋଡାଇ ହାଣିଲେ

ଖୁଣ୍ଟୁଣୀ, ୨୮ା୭ (ସଚ୍ଚିଦାନନ୍ଦ ପଣ୍ଡା)- କଟକ ଜିଲା ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ ଡାଳୁଆ ଓ ଖଣ୍ଡୁଆଳି ଗ୍ରାମ ନିକଟ ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବେ ଚାଲିଥିବା ଚୋରା ଦେଶୀ ମଦଭାଟି ଉପରେ ରାଜ୍ୟ ଫ୍ଲାଇଂ ସ୍କ୍ବାର୍ଡ, କଟକ ୟୁନିଟ୍‌-୧ର ମୋବାଇଲ…

ବନ୍ଧୁଙ୍କୁ ସହାୟତା କରି ବନ୍ଧାହେଲେ : କନିଷ୍ଠଯନ୍ତ୍ରୀଙ୍କ ନିକଟରୁ ମିଳିଲା ଜୀବନ୍ତ ଗୁଳି

ଦାମନଯୋଡି,୨୮ା୭(ନରସିଂହ ବ୍ରହ୍ମା): ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ସୁନାବେଡ଼ା ପୋଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ବିଦ୍ୟୁତ୍‌ ବିଭାଗ ଟାଟାପାଓ୍ବାରର କନିଷ୍ଠଯନ୍ତ୍ରୀ ସରୋଜ କୁମାର ବେହେରା(୪୩) ଅଛନ୍ତି। ତାଙ୍କ ଘର ଦାମନଯୋଡି ନିକଟସ୍ଥ ଭେଜାପୁଟ ଅଞ୍ଚଳର ଶାନ୍ତି ନଗରରେ।…

ଏସିଆନ୍ ଗେମ୍ସ ୨୦୨୩: ଜାଣନ୍ତୁ କେବେ ଏବଂ କାହା ବିପକ୍ଷରେ ଖେଳିବ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ, ୨୮। ୭: ଭାରତୀୟ କ୍ରିକେଟ ଟିମ୍ ସେପ୍ଟେମ୍ବର ୨୩ରୁ ଚାଇନାର ହାଙ୍ଗଜୁ ସହରରେ ଆୟୋଜିତ ହେବାକୁ ଥିବା ୧୯ତମ ଏସିଆନ୍ ଗେମ୍ସ ଲାଗି ପ୍ରସ୍ତୁତ। ଋତୁରାଜ ଗାଏକୱାଡଙ୍କ ଅଧିନାୟକତ୍ଵରେ ଭାରତୀୟ ଟିମ୍ ସ୍ବର୍ଣ୍ଣ ପଦକ ଲାଗି ଖେଳିବ। ଆଇସିସି ରାଙ୍କିଙ୍ଗ୍…

ମାଓବାଦୀଙ୍କ ଶହୀଦ ସପ୍ତାହ: ପ୍ରଥମ କରି ଜିଲାରେଗଡିଲା ସରକାରୀ ବସ୍‌

ମାଲକାନଗିରି,୨୮ା୭(ଦୁଯ୍ୟୋଧନ ପାତ୍ର): ପ୍ରତିବର୍ଷ ଜୁଲାଇ ୨୮ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ମାଓବାଦୀମାନେ ଶହୀଦ ସପ୍ତାହ ପାଳନ କରି ଆସୁଛନ୍ତି। ଏଥିପାଇଁ ପୂର୍ବରୁ ମାଓବାଦୀମାନେ ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ଓ ବ୍ୟାନର ଲଗାଇଥାନ୍ତି। ହିଂସାକାଣ୍ଡ ଘଟାଇଥାନ୍ତି। ଏହାକୁ ଦୃଷ୍ଟିରେ ରଖି…

୮ହଜାର ଟଙ୍କା ନେଇ ଭିଜିଲାନ୍ସରେ ଏଏସ୍‌ଆଇ

ଦଶମନ୍ତପୁର,୨୮ା୭( ଅରବିନ୍ଦ ନାୟକ ): ଏକ ମାମଲା ରଫାଦଫା କରିଦେବାକୁ ୮ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କୋରାପୁଟ ଜିଲା ଦଶମନ୍ତପୁର ଥାନାର ଜଣେ ଏଏସ୍‌ଆଇ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କ ନାମ ଦୀପିକା ହୀରା। ସୂଚନାଯୋଗ୍ୟ, ଗତବର୍ଷ ଫେବୃୟାରୀରେ…

କାରରେ ଛେଳି ଚୋରି

ଚମ୍ପୁଆ,୨୮ା୭(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ବଜାର ମଧ୍ୟରୁ ଛେଳିଚୋରି ଅଭିଯୋଗ ହୋଇଛି। ଘର ଆଗରେ ବନ୍ଧା ହୋଇଥିବା ଛେଳିକୁ ୨ ଯୁବକ କାରରେ ଭର୍ତ୍ତି କରି ନେଇଯାଉଥିବା ବେଳେ ଲୋକଙ୍କ ହାତରେ ଧରାପଡ଼ିଥିଲେ। ଦୁଇ ଅଭିଯୁକ୍ତଙ୍କୁ ଚମ୍ପୁଆ ପୋଲିସରେ ଜିମା…

ସ୍କୁଲ ପାଚେରି ଭୁଶୁଡ଼ି ଛାତ୍ର ଗୁରୁତର

ରାୟଗଡ଼ା,୨୮।୭(ଭାଗ୍ୟଶ୍ରୀ ମିଶ୍ର): ଗୁଣାମତ୍କ ଶିକ୍ଷା ବୃଦ୍ଧି ଲାଗି ସରକାର ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟରେ ମାଗଣା ଖାଇବା, ରହିବା ବ୍ୟବସ୍ଥା କରିବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବାସ୍ତବରେ ବିଭିନ୍ନ ଆବାସିକ ସ୍କୁଲରେ ପିଲାଙ୍କୁ ଦାୟିତ୍ୱରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ…

ଜାପାନ ଓପନ ସେମିଫାଇନାଲରେ ଲକ୍ଷ୍ୟ ସେନ

ଟୋକିଓ,୨୭ା୭: ଭାରତର ଅଗ୍ରଣୀ ଖେଳାଳି ଲକ୍ଷ୍ୟ ସେନ ଜାପାନ ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ଏଚ୍‌ଏସ୍‌ ପ୍ରଣୟ ଏବଂ ଚିରାଗ ଶେଟ୍ଟି ଡବଲ୍ସ ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ବିଶ୍ୱର ୧୩…

ବଳାତ୍କାରଙ୍କୁ ୪ ବର୍ଷ ଜେଲ

ବ୍ରହ୍ମପୁର,୨୮ା୭(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ ପୋକ୍‌ସୋ ଜଜ୍‌ ଗଣେଶ୍ୱର ପତି ଶୁକ୍ରବାର ଏକ ବଳାତ୍କାର ମାମଲାର ରାୟ ପ୍ରକାଶ କରିଛନ୍ତି। ସମସ୍ତ ପ୍ରମାଣକୁ ଭିତ୍ତିି କରି ଅଭିଯୁକ୍ତ ପ୍ରହଲ୍ଲାଦ ନଗରର ତ୍ରିଲୋଚନ ସାହୁ ଓରଫ ବାବୁ(୩୦)ଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ…

ବନ୍ଧୁକ ସହ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

କୋଦଳା,୨୮ା୭(ଅମିତ କୁମାର ପଟ୍ଟନାୟକ): ଗଞ୍ଜାମ ଜିଲା କୋଦଳା ଥାନା ଅଧୀନ କଞ୍ଚଣା ଗ୍ରାମର ଅର୍ଜୁନ ପଲିଟ୍ରି କୁକୁଡ଼ା ଫାର୍ମରେ ଗତ ଏପ୍ରିଲ ମାସରେ ଦାଦାବଟି ମାଗିବା ଏବଂ ବୋମାମାଡ଼ କରିବା ଅଭିଯୋଗରେ କୋଦଳା ପୋଲିସ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ…

ଗଭୀର ସମୁଦ୍ରରେ ଓଲଟିଲା ଡଙ୍ଗା: ୮ ମତ୍ସ୍ୟଜୀବୀ ଉଦ୍ଧାର, ୨ ନିଖୋଜ

ଜଳେଶ୍ୱର,୨୮।୭(ଗୋପବନ୍ଧୁ ସାହୁ): ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ଓଲଟିଲା ଡଙ୍ଗା। ଡଙ୍ଗାରେ ୧୦ ଜଣ ମତ୍ସ୍ୟଜୀବୀ ଥିବା ସୂଚନା ମିଳିଛି। ସମୁଦ୍ର ଅଶାନ୍ତ ଥିବାରୁ ଡ଼ଙ୍ଗାଟି ଭାରସାମ୍ୟ ହରାଇ ବୁଡିଯାଇଥିଲା। ଅନ୍ୟ ଏକ ଡଙ୍ଗାର ଯାଉଥିବା ମତ୍ସ୍ୟଜୀବୀମାନେ ୮ଜଣଙ୍କୁ…

ରାମ ମନ୍ଦିର ଉଦଘାଟନ ଦେଖିବାକୁ ଜାନୁୟାରୀ ପାଇଁ ଏବେଠାରୁ ହେଉଛି ହୋଟେଲ ବୁକିଂ

ଅଯୋଧ୍ୟା,୨୮।୭: ଅଯୋଧ୍ୟାରେ ୨୦୨୪ ଜାନୁୟାରୀରେ ରାମ ମନ୍ଦିର ଉଦଘାଟନ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏବେ ସାରା ଦେଶର ଟ୍ରାଭେଲ ଏଜେଣ୍ଟଙ୍କ ନଜର ଅଯୋଧ୍ୟା ଉପରେ ରହିଛି। ହୋଟେଲ, ଗେଷ୍ଟ ହାଉସ ଓ ଧର୍ମଶାଳାରେ ୨୦-୨୬ ଜାନୁୟାରୀ ମଧ୍ୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri