ଅଧିକ ମୋବାଇଲ ବ୍ୟବହାରରୁ ଶୁକ୍ରାଣୁ ହ୍ରାସ
ନୂଆଦିଲ୍ଲୀ: ନିକଟରେ ହୋଇଥିବା ଏକ ଅଧ୍ୟୟନ ମୋବାଇଲ ଫୋନ ବ୍ୟବହାର ଏବଂ ପୁରୁଷ ଶୁକ୍ରାଣୁ ସଂଖ୍ୟା ହ୍ରାସ ମଧ୍ୟରେ ସମ୍ଭାବ୍ୟ ଲିଙ୍କ୍କୁ ଅନୁଧ୍ୟାନ କରିଛି। ଗତ ଅର୍ଦ୍ଧଶତାବ୍ଦୀରେ ବିଶ୍ୱର ଶୁକ୍ରାଣୁ ସଂଖ୍ୟାରେ ୫୦ ପ୍ରତିଶତରୁ ଅଧିକ ହ୍ରାସ ଘଟିଥିବା ଦେଖାଯାଇଛି। ଯାହା…
ଲାଲ୍ଚାନ୍ଦରେ ବିଶ୍ୱର ସର୍ବବୃହତ୍ ଅଳଙ୍କାର ମହୋତ୍ସବ
ଭୁବନେଶ୍ୱର,୪।୧୧: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଲାଲ୍ଚାନ୍ଦ ଜୁଏଲର୍ସ ପକ୍ଷରୁ ଆଲୋକର ପର୍ବ ଦୀପାବଳି ଏବଂ ଧନ୍ତେରସ୍ ଉପଲକ୍ଷେ ଆକର୍ଷଣୀୟ ଅଫର ଦିଆଯାଉଛି। ଏପରିକି ଏଠାରେ ସମସ୍ତ ଏଚ୍ୟୁଆଇଡି ହଲ୍ମାର୍କଯୁକ୍ତ ସୁନାଗହଣାର ଗଢ଼ା ମୂଲ୍ୟ ପ୍ରତି ଗ୍ରାମ୍ ପିଛା ଫ୍ଲାଟ୍ ୬୨୫…
ୱାଲର୍ଡ ଫୁଡ୍ ଇଣ୍ଡିଆକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର,୪ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତମଣ୍ଡପମ୍ଠାରେ ଆୟୋଜିତ ଓ୍ବାର୍ଲଡ ଫୁଡ୍ ଇଣ୍ଡିଆ-୨୦୨୩ ର ୨ୟ ସଂସ୍କରଣକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସୁଦୃଢ଼ କରିବା ପାଇଁ ସେ ୧ ଲକ୍ଷରୁ ଅଧିକ…
କୃଷିଭିତ୍ତିକ ଷ୍ଟାର୍ଟଅପ୍ ବୃଦ୍ଧିକୁ ଗୁରୁତ୍ୱ
ଭୁବନେଶ୍ୱର,୪।୧୧: ଜମ୍ମୁ-କଶ୍ମୀରର ଲ୍ୟୁଟ୍ନାଣ୍ଟ ଗଭର୍ନର ମନୋଜ ସିହ୍ନା ଶୁକ୍ରବାର ଉଭୟ ଓଡ଼ିଶା ଓ ଜମ୍ମୁ କଶ୍ମୀରର ବରିଷ୍ଠ ଅଧିକାରୀଙ୍କ ସହ ଓ-ହବ୍ଠାରେ ଷ୍ଟାର୍ଟଅପ୍ ଓଡ଼ିଶା ପରିଦର୍ଶନ କରିଛନ୍ତି। ଏପରିକି ଷ୍ଟାର୍ଟଅପ୍ ଓଡ଼ିଶାର ନିମନ୍ତ୍ରଣ କ୍ରମେ ଅହମ୍ମଦାବାଦ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପଙ୍କଜ…
କାର୍ଯ୍ୟକ୍ଷମ ଦକ୍ଷତା କ୍ଷେତ୍ରରେ ଉତ୍କର୍ଷ ହାସଲ
ଭୁବନେଶ୍ୱର,୪।୧୧, (ଅଭୟ ଦାଶ): ଭାରତର ସର୍ବବୃହତ୍ ଷ୍ଟେନ୍ଲେସ୍ ଷ୍ଟିଲ୍ ନିର୍ମାତା ‘ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍’ (ଜେଏସ୍ଏଲ୍) ନିକଟରେ ଆଉ ଏକ ସମ୍ମାନଜନକ ମାନ୍ୟତା ହାସଲ କରିଛି। ବିଶେଷକରି ଗୁଣାତ୍ମକ ପରିଚାଳନାରେ ଉକତ୍ର୍ଷ ପାଇଁ ଅନ୍ତର୍ଜାତୀୟ କନ୍ଭେନଶନ ଅଫ୍ କ୍ୱାଲିଟି କନ୍ସେପ୍ଟସ୍ (ଆଇସିକ୍ୟୁସି)-୨୦୨୩ରେ…
ଭିସାଜ୍ର ଏକ୍ସକ୍ଲୁସିଭ ଆଉଟ୍ଲେଟ୍
ଭୁବନେଶ୍ୱର,୪।୧୧: ରାଜ୍ୟର ପ୍ରମୁଖ ଘରୋଇ ଷ୍ଟାର୍ଟଅପ୍ ୟୁନିଟ୍ ତଥା ଭିସାଜ୍ ବିଉଟି ସାଲୁନ୍ ଆଣ୍ଡ ଏକାଡେମୀର ଏକ୍ସକ୍ଲୁସିଭ ଆଉଟଲେଟ (ନୂତନ ଶାଖା) ‘ଭିସାଜ୍ ବେଷ୍ଟ ଇନ୍ ବିଉଟି ୟୁନିସେକ୍ସ ସେଲୁନ୍’ ଶୁକ୍ରବାର ଜୟଦେବ ବିହାରସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା…
ମହିଳା ଫୁଟ୍ବଲ ଫାଇନାଲରେ ଓଡ଼ିଶା
ଭୁବନେଶ୍ୱର, ୪।୧୧(ତପନ ସ୍ବାଇଁ): ଗୋଆରେ ଚାଲିଥିବା ଜାତୀୟ କ୍ରୀଡ଼ାରେ ଓଡ଼ିଶା ମହିଳା ଫୁଟ୍ବଲ ଦଳର ଚମତ୍କାର ପ୍ରଦର୍ଶନ ଜାରି ରହିଛି। ଶୁକ୍ରବାର ଅନୁଷ୍ଠିତ ତୀବ୍ର ସଂଘର୍ଷପୂର୍ଣ୍ଣ ପ୍ରଥମ ସେମିଫାଇନାଲରେ ଓଡ଼ିଶା ପେନାଲ୍ଟି ଶୁଟ୍ ଆଉଟ ୫-୪ ଗୋଲରେ ବେଙ୍ଗଲକୁ ହରାଇ ଫାଇନାଲରେ…
ଓଭରହେଡ୍ ତାରରେ ନିଆଁ: ଦୁର୍ଘଟଣାରୁ ବର୍ତ୍ତିଲା ପୁରୀ-ଜୟନଗର ଏକ୍ସପ୍ରେସ୍
ପାଟନା,୪ା୧୧: ପୁରୀ-ଜୟନଗର ସାପ୍ତାହିକ ଏକ୍ସପ୍ରେସ୍ର ଯାତ୍ରୀମାନେ ଶୁକ୍ରବାର ସକାଳେ ଏକ ଅଗ୍ନି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ପାଟନା-ହାଓଡ଼ା ମୁଖ୍ୟ ରେଳ ଲାଇନର ସିମୁଲତାଲା ଓ ଗୋର୍ପାରନ ରେଳଷ୍ଟେଶନ ମଧ୍ୟରେ ଟ୍ରେନ୍ଟି ଯାଉଥିବାବେଳେ ଓଭରହେଡ୍ ତାରରେ ନିଆଁ ଲାଗିଯାଇଥିଲା। ଟ୍ରେନ୍ର ବେଗ ଅଧିକ…
ତେଲଙ୍ଗାନାରେ ଲଢ଼ିବେନି ଶର୍ମିଲା
ହାଇଦ୍ରାବାଦ,୪ା୧୧ : ଅବିଭକ୍ତ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍. ରାଜଶେଖର ରେଡ୍ଡୀଙ୍କ ଝିଅ ତଥା ଓ୍ବାଇଏସ୍ଆର୍ ତେଲଙ୍ଗାନା ପାର୍ଟିର ଅଧ୍ୟକ୍ଷା ଓ୍ବାଇ.ଏସ୍. ଶର୍ମିଲା ନଭେମ୍ବର ୩୦ରେ ହେବାକୁ ଥିବା ତେଲଙ୍ଗାନା ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ। ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ…
ଇଣ୍ଡିଆନ ସୁପର ଲିଗ୍: ମୌରିସିଓଙ୍କ ଗୋଲରେ ଓଏଫ୍ସି ବିଜୟୀ
ଭୁବନେଶ୍ୱର, ୪।୧୧(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମର ଘରୋଇ ପରିବେଶରେ ଆଉ ଏକ ବିଜୟ ସ୍ବାଦ ଚାଖିଛି ଓଡ଼ିଶା ଏଫ୍ସି। ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ର ଶୁକ୍ରବାର ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଓଏଫ୍ସି ୧-୦ ଗୋଲରେ ନର୍ଥଇଷ୍ଟ ୟୁନାଇଟେଡକୁ ପରାସ୍ତ କରିଛି।…
ସୁପ୍ରିମକୋର୍ଟ ‘ତାରିଖ ପେ ତାରିଖ’ କୋର୍ଟ ନୁହେଁ
ନୂଆଦିଲ୍ଲୀ,୪ା୧୧: ସୁପ୍ରିମକୋର୍ଟରେ ବିଚାରାଧୀନ ସଦ୍ୟ ପ୍ରସଙ୍ଗଗୁଡ଼ିକର ଶୁଣାଣି ପାଇଁ ଆଉ ଅଧିକ ସମୟ ନ ମାଗିବାକୁ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଶୁକ୍ରବାର ଓକିଲମାନଙ୍କୁ ପରାମର୍ଶ ଦେଇଛନ୍ତି। ହିନ୍ଦୀ ଫିଲ୍ମ ‘ଦାମିନୀ’ରେ ଅଭିନେତା ସନ୍ନି ଦେଓଲଙ୍କ ଡାଇଲଗ୍କୁ ମନେପକାଇ…
ସ୍କୁଲ ହତାରେ ହଷ୍ଟେଲ ଛାତ୍ରଙ୍କ ଝୁଲନ୍ତା ମୃତଦେହ
ଖୋର୍ଦ୍ଧା,୪ା୧୧, (ପ୍ରଭାତ ପାଣିଗ୍ରାହୀ): ଜଟଣୀରେ ଟ୍ୟୁଶନ ଫି’ ପାଇଁ ଜଣେ ନାବାଳକ ଛାତ୍ରଙ୍କୁ ହତ୍ୟା ଘଟଣାର ୨ଦିନ ପରେ ଖୋର୍ଦ୍ଧାରେ ଘଟିଛି ଆଉ ଏକ ଅଭାବନୀୟ ଘଟଣା। ଶୁକ୍ରବାର ସକାଳେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ୫୭ନଂ. ଜାତୀୟ ରାଜପଥର ଚଣ୍ଡିଚୁଆ…

