ଝିଅ ପ୍ରେମରେ ନ ପଡ଼ିବା ପାଇଁ ଏମିତି କାମ କରୁଥିଲେ ଶ୍ୱେତା ତିଓ୍ବାରୀ
ଟିଭି ଇଣ୍ଡଷ୍ଟ୍ରିର ଆଗଧାଡିର ନାୟିକା ଶ୍ୱେତା ତିୱାରୀ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଅଭିନୟରେ ସେ ଯେତିକି ଗମ୍ଭୀର ବ୍ୟକ୍ତିଗତ ଜୀବନରେ ମଧ୍ୟରେ ସେ ସେତିକି ଧୈର୍ଯ୍ୟଶୀଳ। ଝିଅ ପଲକ ଏବଂ ପୁଅ ରେୟାନ୍ସକୁ ମଧ୍ୟ ଶ୍ୱେତା ସିଙ୍ଗଲ୍…
ଗାଡ଼ି ସହ ଜଳିଗଲେ ଚାଳକ
ଜମନକିରା,୨୬।୭:(ରବୀନ୍ଦ୍ର ପ୍ରସାଦ ଦାନୀ): ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ବଡ଼କୁଣ୍ଢେଇସରା ପେଟ୍ରୋଲ ପମ୍ପ ବୁଲାଣିରେ ବୁଧବାର ଦୁର୍ଘଟଣା ଘଟିଛି। ଏକ ଲୁହା ପଥର ବୋଝଇ ଟ୍ରକ (ରେଜିଷ୍ଟେଶନ ନଂ ଓଡି ୩୫ଏଫ୍ ୯୭୨୩) ସହ…
ଯମଜ ସନ୍ତାନର ମା’ ହେଲେ ଏହି ଅଭିନେତ୍ରୀ
ଟିଭିର ସବୁଠାରୁ ଲୋକପ୍ରିୟ ଦମ୍ପତି ଗୌତମ ରୋଡେ ଏବଂ ପଙ୍ଖୁରୀ ଅୱସ୍ତି ଯମଜ ସନ୍ତାନର ମାତାପିତା ହୋଇଛନ୍ତି। ସୋସିଆଲ ମିଡିଆରେ ଉଭୟ ଏହି ଖୁସି ଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଯମଜ ସନ୍ତାନ ମଧ୍ୟରେ ଗୋଟିଏ ପୁଅ ଏବଂ ଗୋଟିଏ…
ମାତ୍ର ୧୮ ବର୍ଷ ବୟସରେ କ୍ରିକେଟରୁ ଅବସର ନେଲେ ଏହି କ୍ରିକେଟର୍
ଇସଲାମାବାଦ୍,୨୬।୭: ସାଧାରଣତଃ ବୟସ ବୃଦ୍ଧି ଯୋଗୁ ଖେଳାଳି ଅବସର ନେଇଥାନ୍ତି। କିନ୍ତୁ କ୍ୟାରିୟର୍ ଆରମ୍ଭରୁ ଯଦି କିଏ ଅବସର ନିଷ୍ପତ୍ତି ନିଏ ତେବେ ଏହା ନିଶ୍ଚିନ୍ତ ଆଶ୍ଚର୍ଯ୍ୟର ବିଷୟ। ପାକିସ୍ତାନର ଜଣେ ମହିଳା କ୍ରିକେଟର୍ ଏମିତି ନିଷ୍ପତ୍ତି ନେଇଛନ୍ତି। ବ୍ୟକ୍ତିଗତ କାରଣରୁ…
ବିନା ହେଲମେଟ-ମଦ୍ୟପାନ କରିଥିଲେ ଷ୍ଟାର୍ଟ ହେବନି ବାଇକ୍: ଦିବ୍ୟାଙ୍ଗ ଦ୍ୱାଦଶ ଛାତ୍ର ବିକଶିତ କଲେ ନୂଆ ଉଦ୍ଭାବନ…
ସୋନଭଦ୍ର,୨୬।୭ : ସୋନଭଦ୍ରର ଦ୍ୱାଦଶ ଶ୍ରେଣୀର ଦିବ୍ୟାଙ୍ଗ ଛାତ୍ର ଇନ୍ଦ୍ରଶ କୁମାର ଏକ ନିଆରା ଉଦ୍ଭାବନ କରିଛନ୍ତି। ଏହା ହେଉଛି ଏକ ହେଲମେଟ ଯାହା ସଡ଼କ ଦୁର୍ଘଟଣାକୁ ରୋକିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ଏହାକୁ ବାଇକ ସହିତ…
ବିଶ୍ୱକପ୍ ଜିତିବା ପରେ ବି ଧୋନୀଙ୍କ ଦରମା ଥିଲା ମାତ୍ର ଏତିକି
ନୂଆଦିଲ୍ଲୀ,୨୬।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ତିନି ବର୍ଷ ପୂର୍ବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ମଧ୍ୟ ସେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟର ତାଲିକାରେ ସ୍ଥାନ ପାଇଛନ୍ତି। ଭାରତ ପାଇଁ ତିନୋଟି ଆଇସିସି ଟ୍ରଫି ଜିତିଥିବା ଧୋନୀ…
କେବଳ ପୁଟିନ୍ଙ୍କ ପାଇଁ ନୁହେଁ ବେଲାରୁଷର ରାଷ୍ଟ୍ରପତିଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ଓ୍ବାଗନର୍ ଗ୍ରୁପ୍
ମସ୍କୋ,୨୬।୭: ନିକଟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ସେଣ୍ଟ ପିଟର୍ସବର୍ଗରେ ବେଲାରୁଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋଙ୍କ ସହ ସାକ୍ଷାତ କରଛନ୍ତି। ଯେଉଁଠାରେ ବେଲାରୁଷର ରାଷ୍ଟ୍ରପତି ପୁଟିନ୍ଙ୍କୁ କହିଥିଲେ ଯେ ୱାଗନର୍ ଗ୍ରୁପ ଯୁଦ୍ଧବିମାନକୁ ପଡୋଶୀ ପୋଲାଣ୍ଡ ଉପରେ ଆକ୍ରମଣରୁ ନିବୃତ୍ତ କରିବା…
ପଞ୍ଜାବର ପ୍ରସିଦ୍ଧ ଗାୟକ ସୁରିନ୍ଦର ଶିନ୍ଦାଙ୍କ ପରଲୋକ
ମୁମ୍ବାଇ: ପଞ୍ଜାବୀ ସଙ୍ଗୀତ ଶିଳ୍ପରୁ ଖରାପ ଖବର ଆସିଛି। ପ୍ରସିଦ୍ଧ ଗାୟକ ସୁରିନ୍ଦର ଶିନ୍ଦାଙ୍କର ବୁଧବାର ସକାଳେ ଲୁଧିଆନାର ଡିଏମଏଚ ହସ୍ପିଟାଲରେ ୬୪ ବର୍ଷ ବୟସରେ ପରଲୋକ ଘଟିଛି। ସୁରିନ୍ଦର ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ, ଏବଂ ମୃତ୍ୟୁ ସହ…
ନିଷ୍ପତ୍ତିକୁ ଅଣଦେଖା କରୁଛି ଏନ୍ଏଚ୍ଏଆଇ
ଢେଙ୍କାନାଳ, ୨୬।୭(ରତନ ନାୟାର): ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ) ପ୍ରଶାସନର ନିଷ୍ପତ୍ତିକୁ ଅଣଦେଖା କରିଚାଲିଛନ୍ତି। ଫଳରେ ମରଣଯନ୍ତା ପାଲଟିଥିବା ଢେଙ୍କାନାଳ ଜିଲାର ୫୫ ଏବଂ ୫୩ନଂ. ଜାତୀୟ ରାଜପଥରେ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଗତ ୬ ମାସ ମଧ୍ୟରେ ୧୦୩…
ଲଗାଣ ବର୍ଷାରେ କାଙ୍ଗୁରକୋଣ୍ଡା ପୋଲ ବୁଡ଼ିଲା: ୩୨୬ ଜାତୀୟ ରାଜପଥରେ ଯାତାୟତ ଠପ୍
ମାଲକାନଗିରି,୨୬।୭(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଠାରୁ ମୋଟୁ ଯିବା ୩୨୬ ନମ୍ବର ଜାତୀୟ ରାଜ ପଥ କାଙ୍ଗୁରୁକୋଣ୍ଡାଠାରେ ଲଗାଣ ବର୍ଷାରେ ପୋଲ ଉପରେ ୩ ଫୁଟର ଜଳ ପ୍ରବାହିତ ହେଉଛି। ଯାହା ଫଳରେ ଉଭୟ ପଟରେ ଶତାଧିକ ଜାନବାହାନ ଅଟକି ରହିଛି ।…
ଏମ୍କେସିଜିରେ ଅବ୍ୟବସ୍ଥା: ଚିକିତ୍ସା ଅବହେଳାରୁ ଗର୍ଭବତୀ ମା’, ଶିଶୁଙ୍କ ମୃତ୍ୟୁ
ବ୍ରହ୍ମପୁର,(ସୁବାସ ଚନ୍ଦ୍ର ପାଢ଼ୀ)୨୭।୭: ଉତ୍ତମ ଚିକିତ୍ସା କ୍ଷେତ୍ରରେ ଦକ୍ଷିଣ ଓଡ଼ିଶାର ଲାଇଫ ଲାଇନ କୁହାଯାଉଥିବା ଏମ୍କେସିଜି ମେଡିକାଲରେ ଘୋର ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଲେବର ରୁମରେ ଜଣେ ଗର୍ଭବତୀଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଥିବା ତାଙ୍କ ସ୍ବାମୀ ମହେନ୍ଦ୍ର ଜେନା ଅଭିଯୋଗ…
ପାଉଁଶ ସମସ୍ୟାର ହୋଇପାରୁନି ସମାଧାନ
ବଅଁରପାଳ,୨୬।୭(ଉପେନ୍ଦ୍ର ରାଉତ): ଅନୁଗୋଳ ଜିଲାରେ ଥିବା ନାଲ୍କୋର ତାପଜ ବିଦ୍ୟୁତ୍ କେନ୍ଦ୍ର (ସିପିପି)କୁ ନେଇ ସମସ୍ୟା ବଢ଼ିବାରେ ଲାଗିଛି। ପାଉଁଶ ନିଷ୍କାସନ ସମସ୍ୟାର ସମାଧାନ ହୋଇପାରୁ ନ ଥିବା ବେଳେ ଏବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଗୋଳ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ…
Archives


