ଏକବିଂଶ ଶତାବ୍ଦୀର ଭାରତରେ ସମସ୍ତଙ୍କ ପାଇଁ ଅପାର ସୁଯୋଗ ଅଛି: ମୋଦି
ଗାନ୍ଧୀନଗର,୨୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ଶୁକ୍ରବାର ତାଙ୍କ ଗସ୍ତର ଦ୍ୱିତୀୟ ଦିନ ଗାନ୍ଧିନଗରରେ ମହାତ୍ମା ମନ୍ଦିର ସମ୍ମିଳନୀ କେନ୍ଦ୍ରରେ ସେମିକଣ୍ଡକ୍ଟର ଶିଳ୍ପ ଉପରେ ଆଧାରିତ ଏକ ପ୍ରଦର୍ଶନୀ ଉଦଘାଟନ କରିଥିଲେ। ଏଠାରେ ପ୍ରଧାନମନ୍ତ୍ରୀ କହିଛନ୍ତି,…
ସାପ ବି କରିପାରେ ମରିବାର ଅଭିନୟ, ଭିଡିଓ ଦେଖିଲେ…
ଆଜି ପର୍ଯ୍ୟନ୍ତ ଆପଣ କେବଳ ମଣିଷର ଅଭିନୟ ଦେଖିଥିବେ। ଅନେକ ଫିଲ୍ମରେ କୁକୁର ଏବଂ ବିଲେଇମାନଙ୍କୁ ମଧ୍ୟ ତାଲିମ ଦେଇ ଅଭିନୟ ଶିଖାଯାଏ। କିନ୍ତୁ ଆପଣ କେବେ ସାପ ଅଭିନୟ କରୁଥିବା ଦେଖିଛନ୍ତି କି? ଏକ ସାପର ଭିଡିଓ ସୋସିଆଲ ମିଡିଆରେ…
ରାଜ୍ୟପାଳଙ୍କୁ ଛାଡି ପଳାଇଲା ଏୟାର ଏସିଆ ବିମାନ
ବେଙ୍ଗାଲୁରୁ,୨୮।୯: କର୍ନାଟକର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏୟାର ଏସିଆର ଏକ ବିମାନ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟଙ୍କୁ ନ ନେଇ ଉଡାଣ କରିଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ, ପ୍ରୋଟୋକଲ ଉଲ୍ଲଂଘନ କରି ବିମାନଟି ରାଜ୍ୟପାଳଙ୍କ ବିନା ଉଡ଼ିଛି। ତେବେ ରାଜ୍ୟପାଳ ବିମାନବନ୍ଦର…
ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଛନ୍ତି ସବିତା
ଲହୁଣୀପଡା,୨୮ା୭(ଦାଶରଥି ପଣ୍ଡା): ଦୃଢ଼ ଇଚ୍ଛାଶକ୍ତି ଏବଂ ମନୋବଳ ଆଗରେ ହାର ମାନିଛି ସବୁ କିଛି। ନିଜ ସ୍ବାମୀ ଆରପାରିକି ଚାଲିଯିବା ପରେ ପରିବାର ପ୍ରତିପୋଷଣ ପାଇଁ ମହିଳା ଜଣକ ଅଟୋ ଚଳାଉଛନ୍ତି। ସଂସାରରେ ବଞ୍ଚିବାକୁ ହେଲେ ସଂଘର୍ଷ କରିବା ଅନିବାର୍ଯ୍ୟ ବୋଲି…
୨୦୨୪ ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କଲା ଏହି ୧୫ ଦଳ
ନୂଆଦିଲ୍ଲୀ,୨୮।୭: ୨୦୨୪ ଆଇସିସି ଟି -୨୦ ବିଶ୍ୱକପ ଆସନ୍ତା ବର୍ଷ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଖେଳାଯିବ। ଏହା ଟି -୨୦ ବିଶ୍ୱକପର ୯ମ ସଂସ୍କରଣ ହେବ। ୨୦୨୪ ଟି -୨୦ ବିଶ୍ୱକପରେ ମୋଟ ୨୦ଟି ଦଳ ଅଂଶଗ୍ରହଣ କରିବେ। ତେବେ ଏହି…
ଚିନିକଳ ପୁନଃ କାର୍ଯ୍ୟକ୍ଷମ ଦାବିରେ କଂଗ୍ରେସର ରାସ୍ତାରୋକୋ
ବଲାଙ୍ଗୀର,୨୮ା୭(ବୀରେନ୍ଦ୍ର ଝାଙ୍କର): ବଲାଙ୍ଗୀର ଦେଓଗାଁ ଚିନିକଳ ପୁନଃ କାର୍ଯ୍ୟକ୍ଷମ ଓ ବଲାଙ୍ଗୀରରେ ସୂତାକଳ ପ୍ରତିଷ୍ଠା ଦାବିରେ ଜିଲା କିଷାନ କଂଗ୍ରେସ ପକ୍ଷରୁ ଶୁକ୍ରବାର ପର୍ଯ୍ୟନ୍ତ ବଲାଙ୍ଗୀର-ପାଟଣାଗଡ଼ ରାସ୍ତାର ପଥରଚେପାଠାରେ ରାସ୍ତାରୋକୋ କରାଯାଇଥିଲା। ଏଥିରେ ଜିଲା କିଷାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର,…
ଲାଞ୍ଚ ନେଇ ଧରାପଡ଼ିଲେ ଅତିରିକ୍ତ ତହସିଲଦାର
ନୟାଗଡ଼,୨୮ା୭(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ତହସିଲରେ କାର୍ଯ୍ୟରତ ଅତିରିକ୍ତ ତହସିଲଦାର ବନମାଳୀ ପରିଡ଼ା ୩ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଗୋଟିଏ ବାଲି ଗାଡ଼ିକୁ ଛାଡ଼ିବା ପାଇଁ ୧୩ ହଜାର ଟଙ୍କା ତୁଟିଥିଲା।…
ସୋର୍ଲୁକୋଣ୍ଡା ବ୍ୟାରେଜର ୨ ମୁଖ୍ୟ ଫାଟକ ଅଚଳ
ବାଲିମେଳା,୨୮ା୭(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ବାଲିମେଳା ସହରରେ ରହିଛି ପୋଟେରୁ ଜଳ ସେଚନ ପ୍ରକଳ୍ପର କାର୍ଯ୍ୟାଳୟ। ଜିଲାର ଚାଷୀଙ୍କୁ ପୋଟେରୁ ଜଳସେଚନ ବିଭାଗ ପକ୍ଷରୁ ସୋର୍ଲକୋଣ୍ଡା ଠାରେ ଥିବା ବ୍ୟାରେଜରୁ ତମସା ଓ ଗୋମ୍ଫାକୋଣ୍ଡା ଦୁଇଟି ମୁଖ୍ୟ କେନାଲ ଦ୍ୱାରା ଚାଷ…
ବୁମ୍ରା ସମ୍ପୂର୍ଣ୍ଣ ରୂପେ ଫିଟ୍, ନିଶ୍ଚିତ କଲେ ବିସିସିଆଇ ସଚିବ
ନୂଆଦିଲ୍ଲୀ,୨୮।୭: ଭାରତୀୟ ଦଳର ମୁଖ୍ୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରାଙ୍କ ପ୍ରତ୍ୟାବର୍ତ୍ତନକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ବିସିସିଆଇର ସଚିବ ଜୟ ଶାହା ବୁମ୍ରାଙ୍କ ଫିଟ୍ନେସ ସମ୍ପର୍କରେ ଏକ ବଡ଼ ଅପ୍ଡେଟ ଦେଇଛନ୍ତି। ଏସିଆ କପ ୨୦୨୩ ଏବଂ…
ମଣିପୁର ହିଂସା ଘଟଣାରେ ତଦନ୍ତକୁ ତୀବ୍ର କରିଛି ସିବିଆଇ, ବିଭିନ୍ନ ସ୍ଥାନରୁ ଏ ପର୍ଯ୍ୟନ୍ତ ୧୦ ଗିରଫ
ଇମ୍ଫାଲ,୨୮।୭: ମଣିପୁର ହିଂସାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ସିବିଆଇ ଏହି ଘଟଣାର ତଦନ୍ତକୁ ତ୍ୱରାନ୍ବିତ କରିଛି। ଏହା ପରେ ଅଭିଯୁକ୍ତକୁ ଗିରଫ କରିବାର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ସିବିଆଇ ଏହି ମାମଲାରେ ମୋଟ ୬ଟି ଏଫଆଇଆର୍ ପଞ୍ଜୀକୃତ କରିଥିଲା,…
ଅନୁକମ୍ପା ରାଶିକୁ ଅପେକ୍ଷା
ଢେଙ୍କାନାଳ,୨୮।୭(ରତନ ନାୟାର): ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ଘଟୁଥିବା ବ୍ୟକ୍ତିଙ୍କ ପରିବାରକୁ ରାଜ୍ୟ ସରକାର ଦେଉଛନ୍ତି ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା। ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍ଟିଏ)ଙ୍କ ପକ୍ଷରୁ ଏ ସମ୍ପର୍କିତ ଅର୍ଥରାଶି ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଥାଏ। ବ୍ୟବଚ୍ଛେଦ…
ଆମେରିକାରେ ଘୋଷଣା ହୋଇପାରେ ଦୀପାବଳି ଛୁଟି, ବିଲ ଉପସ୍ଥାପନ କଲେ ଗ୍ରେସ ମେଙ୍ଗ
ଓ୍ବାଶିଂଟନ୍,୨୮।୭: ଦୀପାବଳି ଏପରି ଏକ ପର୍ବ, ଯାହା କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ପାଳନ କରାଯାଏ। ଏଭଳି ପରିସ୍ଥିତିରେ ଦୀପାବଳି ଦିନକୁ ଫେଡେରାଲ ଛୁଟି ଘୋଷଣା କରିବାକୁ ଆମେରିକାର ସାଂସଦ ଗ୍ରେସ ମେଙ୍ଗ ଦାବି କରିଛନ୍ତି। ସେ କହିଛନ୍ତି ଯେ,…
Archives


