Home Left

ବନ୍ୟାପାଣିରେ ଚାଲିଗଲା ଶିଶୁପୁତ୍ରଙ୍କ ଜୀବନ

ହାଟଡିହୀ,୩l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ଅଞ୍ଚଳରେ ବନ୍ୟା ପାଣିରେ ବୁଡ଼ି ଜଣେ ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୋସୋ ଥାନା ସଙ୍ଗମ ଗ୍ରାମ ନାଇକ ସାହିର ଗୋବିନ୍ଦ ନାଇକଙ୍କ ପୁଅ ସତ୍ୟଜିତ(୬ ବର୍ଷ)। ସତ୍ୟଜିତ ସନ୍ଧ୍ୟାରେ ନିକଟସ୍ଥ ନାଳକୁ…

ଚହଲ, ଅର୍ଶଦୀପଙ୍କୁ ମିଳିଲା ସଫଳତା

ତ୍ରିନିଦାଦ,୩ା୮: ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଗୁରୁବାର ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚରେ ଟସ୍‌ ହାରି ଭାରତ ବୋଲିଂ କରିଥିଲା। ୟୁଜବେନ୍ଦ୍ର ଚହଲ ଏବଂ ଅର୍ଶଦୀପ ସିଂ ଦୁଇଟି ଲେଖାଏ ଉଇକେଟ ନେବାରୁ େଓଷ୍ଟେଇଣ୍ଡିଜ୍‌…

ବନ୍ୟାରେ ଭାସିଗଲେ ନାବାଳକ

ଧାମନଗର,୩ା୮(ଦେବେନ୍ଦ୍ର ଆନ୍ଦିଆ): ବୈତରଣୀ, ଗେଙ୍ଗୁଟି ଓ କୋଚିଳା ନଦୀରେ ବଡ଼ ଧରଣର ବନ୍ୟା ଆସି ଭଦ୍ରକ ଧାମନଗର ବ୍ଲକ୍‌ର ବହୁ ଅଞ୍ଚଳ ପ୍ରଭାବିତ ହୋଇଛି। ବନ୍ୟାଜଳ ରାସ୍ତାଘାଟ, ଗାଁ ଦାଣ୍ଡ, କେତେକଙ୍କ ଘରେ ଓ ଚାଷଜମିରେ ପଶି ଜଳମଗ୍ନ ହୋଇଯାଇି। ଗୁରୁବାର…

୫-ଟି ସ୍କୁଲ ପ୍ରାଙ୍ଗଣ ଜଳାର୍ଣ୍ଣବ

ଜମନକିରା,୩।୮(ରବୀନ୍ଦ୍ର ଦାନି): ରାଜ୍ୟ ସରକାର ସ୍କୁଲଗୁଡ଼ିକ ୫-ଟି ଅଧୀନରେ ରୂପାନ୍ତରଣ ପାଇଁ ବହୁ ଅର୍ଥ ବ୍ୟୟ କରୁଛନ୍ତି। ହେଲେ ରୂପାନ୍ତରଣ ପରେ ପ୍ରଶାସନ ଏହାକୁ ଅଣଦେଖା କରୁଛି। ଏଭଳି ସମସ୍ୟା ଯୋଗୁ ସ୍କୁଲର ସୌନ୍ଦର୍ଯ୍ୟକରଣ ନଷ୍ଟ ହେଉଥିବା ବେଳେ ଛାତ୍ରୀଛାତ୍ର ଓ…

ମାଟି ତଳୁ ମହିଳାଙ୍କ ମୃତଦେହ ଉଦ୍ଧାର ମାମଲା: ଲିଭ ଇନ୍‌ରୁ ହତ୍ୟା

ହିଞ୍ଜିଳିକାଟୁ, ୩।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା କୁକୁଡାଖଣ୍ଡି ପଞ୍ଚାୟତ ଅଧୀନ ବୋରିଗାଁ ପଞ୍ଚାୟତ ମହୁଲପଲ୍ଲୀ ଗ୍ରାମ ଏକ ଶ୍ମଶ୍ମାନରୁ ରବିବାର ମାଟି ତଳୁ ଉଦ୍ଧାର ହୋଇଥିବା ମହିଳାଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ ସୋମବାର ଚିହ୍ନଟ ହୋଇଛି। ମୃତ ମହିଳା…

କୋଚିଂ ନେବାକୁ ଆସି ଛାତ୍ରଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୩ା୮: ମେଡିକାଲ ପ୍ରବେଶିକା ପରୀକ୍ଷା ଲାଗି ପ୍ରସ୍ତୁତି ଚଳାଇଥିବା ଉତ୍ତରପ୍ରଦେଶର ଜଣେ ଛାତ୍ର ରାଜସ୍ଥାନର କୋଟାରେ ଗୁରୁବାର ଆତ୍ମହତ୍ୟା କରିଛନ୍ତି। ଚଳିତ ବର୍ଷ କୋଟାରେ ଏହା ୧୯ତମ ଛାତ୍ରଙ୍କ ଆତ୍ମହତ୍ୟା ବୋଲି ଜଣାପଡିଛି। ୧୮ ବର୍ଷୀୟ ମନଜୋତ୍‌ ସିଂ ଏପ୍ରିଲରେ କୋଟାସ୍ଥିତ…

ମଣିପୁରରେ ପୁଣି ସଂଘର୍ଷ

ନୂଆଦିଲ୍ଲୀ,୩ା୮: ମଣିପୁରର ବିଷ୍ଣୁପୁରରେ ଗୁରୁବାର ସାନି ସଂଘର୍ଷ ଘଟିଛି। ସୁରକ୍ଷା ବଳ ସହ ମେଇତି ସମ୍ପ୍ରଦାୟର ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ୧୭ଜଣ ଆହତ ହୋଇଥିବା ଜଣାପଡିଛି। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବାକୁ ଯାଇ ଯବାନ ଗୁଳି ଚଳାଇଥିଲେ। ସାନି ହିଂସା ପରେ…

ଅକ୍ଟୋବର ୧ରୁ ବଢିବ ଇଣ୍ଡିଗୋ ବିମାନ କର୍ମଚାରୀଙ୍କ ଦରମା

ନୂଆଦିଲ୍ଲୀ,୩।୮: ଦେଶର ବୃହତ୍ତମ ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ଏହାର ପାଇଲଟ ଏବଂ କ୍ୟାବିନ କ୍ରୁଙ୍କ ଦରମା ବୃଦ୍ଧି କରିବାକୁ ଘୋଷଣା କରିଛି। କମ୍ପାନୀ କହିଛି ଯେ, ଦରମା ବୃଦ୍ଧି ନିଷ୍ପତ୍ତି ୨୦୨୩ ଅକ୍ଟୋବର ୧ରୁ ଲାଗୁ ହେବ। ଇଣ୍ଡିଗୋର ଫ୍ଲାଇଟ…

ଦକ୍ଷିଣପୂର୍ବ ରେଳପଥ ଅଣ୍ଡରପାସ୍‌ରେ ୮ଫୁଟ୍‌ ପାଣି

କୁଚିଣ୍ଡା,୩ା୮(ବିରଞ୍ଚତ୍ ଦର୍କା): ଲଗାଣ ବର୍ଷା ଯୋଗୁ ସମ୍ବଲପୁର ଜିଲା ବାମରା ଦକ୍ଷିଣପୂର୍ବ ରେଳପଥ (ନଂ.୪୭୩/୧୧) ଖମ୍ବସ୍ଥିତ ଅଣ୍ଡରପାସ୍‌ରେ ୮ଫୁଟ୍‌ର ପାଣି ଜମିଛି। ଫଳରେ ଉଚ୍ଚକାପାଟ ଓ ବାଉଁଶଲଗା ପଞ୍ଚାୟତର ଲୋକଙ୍କ ଯିବାଆସିବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ପଞ୍ଚାୟତରୁ ମିଳୁଥିବା ଭତ୍ତା, ରାଶନ…

ଇମ୍ରାନ୍‌ଙ୍କ ପାଇଁ ବଢିଲା ସମସ୍ୟା, ପିଟିଆଇକୁ ନିର୍ବାଚନ ଚିହ୍ନରୁ ବଞ୍ଚିତ କରିପାରନ୍ତି ଇସିପି

ଇସଲାମାବାଦ,୩।୮: ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି) ଇମ୍ରାନ୍‌ ଖାନଙ୍କ ପିଟିଆଇକୁ ଚେତାବନୀ ଦେଇ କହିଛନ୍ତି, ପାର୍ଟୀ ନିର୍ବାଚନ କରିବାରେ ବିଫଳ ହେବା ଉପରେ ଭବିଷ୍ୟତରେ ନିର୍ବାଚନ ଚିହ୍ନ ପାଇଁ ଅଯୋଗ୍ୟ ହୋଇପାରେ। ବୁଧବାର କମିଶନ ପିଟିଆଇ ମୁଖ୍ୟ ଇମ୍ରାନ୍‌ଙ୍କୁ ସମନ ଜାରି…

ଭାରତକୁ ମିଳିଲା ଇସ୍ରାଏଲ ସ୍ପାଇକ ଏନ୍‌ଏଲଓଏସ୍‌ ମିସାଇଲ , ଶୀଘ୍ର ହେବ ପରୀକ୍ଷଣ

ନୂଆଦିଲ୍ଲୀ,୩।୮: ଭାରତୀୟ ବାୟୁସେନା ଶତ୍ରୁଙ୍କୁ ନଷ୍ଟ କରିବାକୁ ନିଜକୁ ଶକ୍ତିଶାଳୀ କରୁଛି। ଏହି କ୍ରମରେ ଏହାର ସାମର୍ଥ୍ୟ ବଢାଇବା ପାଇଁ ଭାରତୀୟ ବାୟୁସେନା(ଆଇଏଏଫ୍‌) ଇସ୍ରାଏଲ ସ୍ପାଇକ ନନ ଲାଇନ ଅଫ ସାଇଟ (ଏନ୍‌ଏଲଓଏସ୍‌) ଆଣ୍ଟି-ଟ୍ୟାଙ୍କ ଗାଇଡେଡ ମିସାଇଲ ପାଇଛି। ଏହା ୩୦…

ଚମକାଇଲେ ସେହ୍ବାଗ: କହିଲେ ‘କୋଚ୍ କଲର୍ ଧରିଥିଲେ, ଧକ୍କା ବି ଦେଇଥିଲେ…

ନୂଆଦିଲ୍ଲୀ, ୩। ୮: କ୍ରିକେଟରେ ଖେଳାଳି ଏବଂ କୋଚ୍ ଙ୍କ ମଧ୍ୟରେ ବିବାଦ ଖୁବ୍ କମ୍ ଦେଖିବାକୁ ମିଳେ। ସେଭଳି ଗୋଟିଏ ଘଟଣା ୨୦୦୦ ମସିହାରେ ଘଟିଥିଲା। ଟିମ୍ ଇଣ୍ଡିଆର କୋଚ୍ ଜନ୍ ରାଇଟ୍ ଏବଂ ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri