ଶତକ ମାରିଥିବା ଖେଳାଳିଙ୍କୁ ଷ୍ଟ୍ରାଇକ୍ ଦେଲେନି
ମୁମ୍ବାଇ,୧୧।୭: ଶତକ ମାରିଥିବା ସତ୍ତ୍ୱେ ବ୍ୟାଟ୍ସମ୍ୟାନ୍ଙ୍କୁ ଷ୍ଟ୍ରାଇକ୍ ଦେଲେ ନାହିଁ ଆଫଗାନିସ୍ତାନ କ୍ରିକେଟର ରଶିଦ ଖାନ୍। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମଙ୍ଗଳବାର ଓ୍ବାନ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ। ବିଶ୍ୱକପ୍ରେ ଭଲ ପ୍ରଦର୍ଶନ କରିଆସୁଥିବା ଆଫଗାନିସ୍ତାନ ଟିମ୍…
ତଣ୍ଟିରେ ଲାଖିଲା ଗୁଲୁଗୁଲା, ଚାଲିଗଲା ଜୀବନ
ମୋରଡା,୭। ୧୧(ସ୍ମାରକ ମାଜୀ)- ଚ୍ୟାଲେଞ୍ଜ ହେଲା କାଳ। ଚ୍ୟାଲେଞ୍ଜରେ ଗୁଲୁଗୁଲା ଖାଉଖାଉ ତଣ୍ଟିରେ ଲାଗିଯାଇ ଅଣନିଶ୍ୱାସୀ ହେବାରୁ ଚାଲିଗଲା ଯୁବକଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ତଥା ବେତନଟୀ ଥାନା…
ଅଧିକାର ମାଗିବାରୁ ଲାଠି ଚାର୍ଜ, ଅଙ୍ଗନୱାଡି କର୍ମୀଙ୍କୁ ନିସ୍ତୁକ ପିଟିଲା ପୋଲିସ, ଭିଡିଓ ଭାଇରାଲ…
ପାଟନା,୭।୧୧ : ବିହାରର ଅଙ୍ଗନୱାଡି କର୍ମୀ ଏବଂ ସହାୟିକାମାନେ ସେମାନଙ୍କ ଦାବି ପାଇଁ ଆନ୍ଦୋଳନ କରୁଛନ୍ତି, କାରଣ ରାଜ୍ୟର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସରକାର ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି। ସେମାନଙ୍କ ଦରମାକୁ ଦ୍ୱିଗୁଣିତ କରିବାକୁ ପ୍ରତିଶ୍ରୁତି ଦେବା ସତ୍ତ୍ୱେ…
୪ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ
ପୁରୀ, ୭।୧୧: ଶ୍ରୀଜିଉଙ୍କ ୪ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ। ବୁଧବାର କାର୍ତ୍ତିକ-କୃଷ୍ଣ ଦଶମୀ ମଳ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିରରେ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ…
ନଭେମ୍ବର ୯-୧୦ରେ ପାଳନ ହେବ ମାଣ୍ଡିଆ ଦିବସ
କେନ୍ଦୁଝର, ୭।୧୧ (ନରେଶ ଚନ୍ଦ୍ର ପଟ୍ଟନାୟକ) ମାଣ୍ଡିଆ ଅତ୍ୟନ୍ତ ପୁଷ୍ଟିକର ହୋଇଥିବାରୁ ଏହାକୁ ଅଧିକ ଲୋକପ୍ରିୟ କରାଇବା ପାଇଁ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଗୁରତ୍ୱାରୋପ କରିଛନ୍ତି । ଚଳିତ ନଭେମ୍ବର ୯ ଓ ୧୦ରେ କେନ୍ଦୁଝର ଜିଲ୍ଲାରେ ମାଣ୍ଡିଆ ଦିବସ…
ବଳାତ୍କାରୀ ଘନିଆ ଗିରଫ
ଭୁବନେଶ୍ୱର,୭।୧୧: ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳରେ ୪ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇ ହତ୍ୟା କରାଯାଇଛି। ଏପରି ଛାତିଥରା ଘଟଣାର ଅଭିଯୁକ୍ତ ଘନିଆଙ୍କୁ ପୋଲିସ ମଙ୍ଗଳବାର ଗିରଫ କରିଛି। ଘଟଣା ପରେ ଘଟଣାସ୍ଥଳରୁ ଫେରାର ଘନିଆ ଫେରାର୍ ହୋଇଯାଇଥିଲେ। ଗିରଫ ପରେ…
ଅନୁଭବ କାହା ଉଦ୍ଦେଶ୍ୟରେ ଲେଖିଲେ ‘ଡିଅର ମିଷ୍ଟର ରେକର୍ଡିଂ…’; ଫେସବୁକ୍ ପୋଷ୍ଟକୁ ନେଇ ଚର୍ଚ୍ଚା ବଢ଼ିଲା…
ଭୁବନେଶ୍ୱର: ଓଲିଉଡରେ ଚାଲିଥିବା ବିବାଦ ମଧ୍ୟରେ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ଉକ୍ତ ପୋଷ୍ଟଟିକୁ କାହା ଉଦ୍ଦେଶ୍ୟରେ ଲେଖିଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ। ହେଲେ ଅଭିନେତା ମନୋଜ ମିଶ୍ରଙ୍କୁ…
କେନ୍ଦ୍ରମନ୍ତ୍ରୀଙ୍କ କାର୍ ଦୁର୍ଘଟଣା
ନରସିଂହପୁର,୭।୧୧: କେନ୍ଦ୍ରମନ୍ତ୍ରୀ ପହ୍ଲାଦ ପଟେଲ୍ଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ମଧ୍ୟପ୍ରଦେଶର ନରସିଂହପୁର ନିକଟରେ ଦୁର୍ଘଟଣା ଘଟିଛି। ରଙ୍ଗ୍ ରୁଟ୍ରେ ଆସି ବାଇକ୍ ଧକ୍କା ଦେବାରୁ ଏପରି ଦୁର୍ଘଟଣା ଘଟିଛି। ତେବେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୫ଜଣ ଆହତ ହୋଇଥିବା ସୂଚନା ମିଳିଛି। ଧକ୍କା…
ବାମ ହାତରେ ତୁଳସୀଙ୍କୁ ଜଳ ଅର୍ପଣ କରି ଟ୍ରୋଲ ହେଉଛନ୍ତି ବିଗ୍ବି
ବମ୍ବେ: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍। ପ୍ରତିଦିନ ସେ ନିଜର କିଛି ଫଟୋ ନଚେତ ଭିଡିଓ ଶେୟାର କରି ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିଥାନ୍ତି। ହେଲେ ଏବେ ସେ ନିଜର ଏକ ପୋଷ୍ଟକୁ ନେଇ…
ପଞ୍ଚଭୂତରେ ଲୀନ ହେଲେ ମହେଶ୍ୱର ମହାନ୍ତି
ପୁରୀ,୭।୧୧: ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ପୁରୀର ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତିଙ୍କ ମଙ୍ଗଳବାର ଭୋରରେ ପରଲୋକ ଘଟିଛି। ପୁରୀ ସ୍ବର୍ଗଦ୍ବାରରେ ତାଙ୍କ ପାର୍ଥିବ ଶରୀରର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ପୁଅ ସୁନୀଲ ମହାନ୍ତି ମୁଖାଗ୍ନି ଦେଇଛନ୍ତି। ପରେ…
ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ବିରୋଧରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବାକୁ ଯୋଜନା କରୁଛି କଂଗ୍ରେସ, ଜାଣନ୍ତୁ…
ନୂଆଦିଲ୍ଲୀ, ୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଘୋଷଣା ବିରୋଧରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିବାକୁ ଯୋଜନା କରୁଛି କଂଗ୍ରେସ। ଉକ୍ତ ଯୋଜନା ଉପରେ ପ୍ରଶ୍ନ କିମ୍ବା ବିରୋଧ ନୁହେଁ ବରଂ ଏହାକୁ ନେଇ ଘୋଷଣା କରିବାର ସମୟ…
ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ମାରି ଇତିହାସ ରଚିଲେ ଏହି ବ୍ୟାଟ୍ସମ୍ୟାନ୍
ମୁମ୍ବାଇ,୭।୧୧: କ୍ରିକେଟ ବିଶ୍ୱକପ୍ ୨୦୨୩ରେ ଆଫଗାନିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍ରେ ଇବ୍ରାହିମ୍ ଜାଦ୍ରାନ୍ ଇତିହାସ ରଚିଛନ୍ତି। ସେ ୧୨୧ ବଲ୍ରେ ନିଜ ଶତକ ପୂରଣ କରିଛନ୍ତି। ତେବେ ଏଭଳି କରି ସେ ବିଶ୍ୱକପ୍ ଇତିହାସରେ ଆଫଗାନିସ୍ତାନ ପକ୍ଷରୁ ଶତକ…

