ଗଞ୍ଜେଇ ଭର୍ତ୍ତି ପିକ୍ଅପ ଜବତ: ୬୦୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
ବ୍ରହ୍ମପୁର,୧।୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଲଙ୍ଗଳଦେଇ ଗ୍ରାମର ଛକରେ ମଙ୍ଗଳବାର ଚଢ଼ାଉ କରାଯାଇ ଏକ ଗଞ୍ଜେଇ ଭର୍ତ୍ତି ପିକଅପ ନଂ(ଓ ଆର ୦୭ଏଲ – ୧୧୦୨)ଜବତ କରାଯାଇଛି। ଅବକାରୀ ଗୁଇନ୍ଦା ବିଭାଗ ଡେପୁଟି କମିଶନର ଡମ୍ବୁରୁ…
ଶୁଣାଣି ପର୍ଯ୍ୟନ୍ତ ପୀଡିତା ମହିଳାଙ୍କ ବୟାନ ରେକର୍ଡ ନ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧।୮: ମଣିପୁର ଭାଇରାଲ ଭିଡିଓ ମାମଲାରେ ଯୌନ ଉତ୍ପୀଡନ ପୀଡିତା ଏବଂ ଉଲଗ୍ନ କରି ବୁଲାଇଥିବା ମହିଳାଙ୍କ ବିବୃତ୍ତି ରେକର୍ଡ ନ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ କହିଛନ୍ତି ଯେ, ଅପରାହ୍ନ ୨ଟାରେ କୋର୍ଟ…
ନୁହ ସମେତ ହରିୟାଣାର ଅନେକ ଅଞ୍ଚଳରେ ଉତ୍ତେଜନା, ଏ ପର୍ଯ୍ୟନ୍ତ ୫ ଲୋକଙ୍କ ମୃତ୍ୟୁ
ଚଣ୍ଡିଗଡ,୧।୮: ହରିୟାଣାର ନୁହ ଜିଲାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି)ର ଯାତ୍ରା ବନ୍ଦ କରିବାକୁ ଚେଷ୍ଟା କରୁଥିବା ବେଳେ ହିଂସା ଘଟଣାରେ ଏ ପର୍ଯ୍ୟନ୍ତ ମୋଟ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ନୁହ ଜିଲାର ମେୱାତ ସମେତ…
ଲରେନ୍ସ ବିଷ୍ଣୋଇଙ୍କ ସହଯୋଗୀଙ୍କୁ ଅଣାଗଲା ଭାରତ, ଦୁବାଇରେ କରିଥିଲେ ମୁସେୱାଲାଙ୍କ ହତ୍ୟା ଷଡଯନ୍ତ୍ର
ନୂଆଦିଲ୍ଲୀ,୧।୮: ଗ୍ୟାଙ୍ଗ୍ଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ସହଯୋଗୀ ଗ୍ୟାଙ୍ଗଷ୍ଟର ସଚିନ ଥାପନଙ୍କୁ ମଙ୍ଗଳବାର ଅଜରବେଜାନରୁ ଦିଲ୍ଲୀ ଅଣାଯାଇଥିଲା। ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ସେ ଜଡିତ ଥିଲେ। ସେ ଦୁବାଇରୁ ମୁସେୱାଲାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ ଏବଂ ବାକୁରୁ…
ଗଣପତିଙ୍କୁ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ
ପୁଣେ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ପୁଣେରେ ଲୋକମାନ୍ୟ ବାଲ ଗଙ୍ଗାଧର ତିଳକ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯିବ। ଏନସିପି ମୁଖ୍ୟ ଶରଦ ପାୱାର ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗଦେବେ, ଯିଏ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ…
ସମ୍ବଲପୁରରେ ୨୬୦ ଛୁଇଁଲା ଟମାଟୋ
ସମ୍ବଲପୁର, ୧ା୮(ଶୁଭାଶିଷ ପାଢ଼ୀ): ଗତ ଜୁନ୍ ମାସରୁ ରାଜ୍ୟରେ ଟମାଟୋ ଦର ଅନିୟନ୍ତ୍ରିତ ହୋଇରହିଛି। ଜିଲା ସ୍ତରରେ ଏହାର ଦର ଭିନ୍ନ ରହୁଛି। ପାଣିପାଗରେ ଅନିୟମିତତା, ଅଧିକ ଖରା ଯୋଗୁ ଉତ୍ପାଦନ ହ୍ରାସ, ବର୍ଷା, ବନ୍ୟା, ରାସ୍ତା ସମସ୍ୟା ସହ ଗାଡ଼ି…
ଭାରତର ଏହି ପଡୋଶୀ ଦେଶରେ ବଢୁଛି ଆତଙ୍କୀ ସଂଗଠନର ଭୟ, ଆଇଏସ-ଅଲ-କାଏଦା ସମର୍ଥକଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା
ଓ୍ବାଶିଂଟନ,୧।୮: ମାଲଦ୍ୱୀପରେ ଆଇଏସଆଇଏସ ଏବଂ ଅଲ-କାଏଦା ଭଳି ଆତଙ୍କବାଦୀ ସଂଗଠନର ସମର୍ଥକଙ୍କ ବିରୋଧରେ ଆମେରିକା ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏକ ରିପୋର୍ଟ ଅନୁଯାୟୀ, ମାଲଦ୍ୱୀପରେ ଆତଙ୍କବାଦୀ ସଂଗଠନକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଆମେରିକା ୨୦ ଜଣ ବ୍ୟକ୍ତି ଏବଂ…
ମନୋରଞ୍ଜନ କରିବ ଜୀ-ସାର୍ଥକର ‘୭ ସୁପର ସୋମବାର’
ଭୁବନେଶ୍ୱର,୧।୮ (ଅନୁରାଧା ମହାରଣା):ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ଅଗଷ୍ଟ ୭ରେ ‘୭ ସୁପର ସୋମବାର’ ନାମରେ ଦର୍ଶକଙ୍କ ମନୋରଞ୍ଜନ କରିବ। ଏହି ଦିନ ଜୀ ସାର୍ଥକରେ ‘ଆମ ଝିଲି’ ଓ ‘ଲାଲ ଇସ୍କ’ ଧାରାବାହିକର ଶୁଭାରମ୍ଭ ହେବ। ଦର୍ଶକଙ୍କ ମନ ଜିତିଥିବା…
ମହାକାଳପଡ଼ାରେ ୧୮ ଗାଁ ସୁନାମିପ୍ରବଣ
ମହାକାଳପଡ଼ା,୧ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମରେ ସମୁଦ୍ର କୂଳିଆ ଅଞ୍ଚଳର ୧୮ ଗ୍ରାମକୁ ସୁନାମିପ୍ରବଣ ଭାବେ ଚିହ୍ନଟ କରାଯାଇଛି। ତେବେ ଚିହ୍ନଟ ହୋଇଥିବା ଗାଁଗୁଡ଼ିକର ଲୋକମାନେ ସୁନାମି ପ୍ରଭାବରୁ ବର୍ତ୍ତିବା ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ…
ଚାଇନାରେ ବର୍ଷା ବିତ୍ପାତ : ୧୧ ମୃତ, ୨୭ ନିଖୋଜ
ବେଜିଂ,୧।୮: ଚାଇନା ରାଜଧାନୀ ବେଜିଂରେ ଗତ କିଛି ଦିନ ହେବ ପ୍ରବଳ ବର୍ଷା ହଇଚଇ ସୃଷ୍ଟି କରିଛି। ବର୍ଷା ଯୋଗୁ ଏ ପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ହଜାର ଲୋକ ନିଖୋଜ ଥିବା ଜଣାଯାଇଛି। ଚାଇନାର ରାଜ୍ୟ ଗଣମାଧ୍ୟମ…
ବେଆଇନ ଟ୍ରେଡିଂ ଆପ୍ଠାରୁ ଦୂରେଇ ରୁହନ୍ତୁ
ଭୁବନେଶ୍ୱର,୧।୮(ସତ୍ୟଜିତ୍ ରାଉତ): ସାଇବର ଠକମାନେ ଏବେ ବିଭିନ୍ନ ଉପାୟରେ ଟଙ୍କା ଲୁଟୁଛନ୍ତି। ବିଶେଷକରି ଟ୍ରେଡିଂ ଆପ୍ରେ ଅଳ୍ପ ଦିନରେ ଦୁଇଗୁଣ ଅର୍ଥ ଲାଭର ପ୍ରଲୋଭନ ଦେଖାଇ ଜାଲରେ ଫଶାଉଛନ୍ତି। ଏଭଳିସ୍ଥିତିରେ ଓଡ଼ିଶା ପୋଲିସ ପକ୍ଷରୁ ଏ ସଂକ୍ରାନ୍ତରେ ସାମାଜିକ ଗଣମାଧ୍ୟମ ଯୋଗେ…
ମଧୁର ବାଲି ରପ୍ତାନି ପ୍ରସଙ୍ଗ: ଯାଞ୍ଚ ପରେ କ୍ଲିୟରାନ୍ସ ମିଳିଲା
ପାରାଦୀପ,୧।୮(ଶରତ ରାଉତ): ପାରାଦୀପ ବନ୍ଦର ବାଟେ ଆଣ୍ଡାମାନ ପୋର୍ଟବ୍ଲେୟାର ଯିବାକୁ ଥିବା ମଧୁର ବାଲି ପାଇଁ ସୋମବାର କ୍ଲିୟରାନ୍ସ ମିଳିଛି। କୁଜଙ୍ଗ ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ର ଯାଞ୍ଚ ଓ ଫାଇନ ଆଦାୟ ପରେ କ୍ଲିୟରାନ୍ସ ଦେଇଥିବା ସୂଚନା ମିଳିଛି। ତହସିଲଦାର ମିଶ୍ରଙ୍କ…
Archives


