Home Left

ଗାଜାର ମୁଖ୍ୟ ହସ୍ପିଟାଲ ଅନ୍ଧାରରେ

ଡେଇର୍‌ ଅଲ୍‌-ବାଲାହ/ପ୍ୟାରିସ୍‌,୧୨।୧୧: ଗାଜାର ଯୁଦ୍ଧବିପନ୍ନମାନଙ୍କ ପାଖରେ ମାନବୀୟ ସହାୟତା ପହଞ୍ଚାଇବା ଏବଂ ଯୁଦ୍ଧ ପ୍ରଭାବିତ ଅଞ୍ଚଳରୁ ପାଲେଷ୍ଟିନୀୟମାନଙ୍କୁ ପଳାୟନ ପାଇଁ ସୁଯୋଗ ଦେବା ଲାଗି ଦିନକୁ ୪ ଘଣ୍ଟା ଅସ୍ତ୍ରବିରତି ପାଇଁ ସହଯୋଗୀ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଦେଇଥିବା ପରାମର୍ଶକୁ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ…

ଆମେରିକାରେ ଚାଇନିଜ୍‌ଙ୍କୁ ଟପିଲେ ଭାରତୀୟ ଛାତ୍ର

ବିଶ୍ୱ ଶିକ୍ଷା ବଜାରରେ ବିଦେଶୀ ବିଦ୍ୟାର୍ଥୀଙ୍କୁ ଆକୃଷ୍ଟ କରିବାରେ ଆମେରିକାର ଚାହିଦା ରହିଆସିଛି। ଚାଇନା ପରେ ଭାରତୀୟ ଛାତ୍ରୀଛାତ୍ରଙ୍କ ସଂଖ୍ୟା ସେଠାରେ ଅଧିକ ଥିଲା। ହେଲେ କିଛିବର୍ଷ ହେବ ଭାରତୀୟ ଶିକ୍ଷାର୍ଥୀଙ୍କ ସଂଖ୍ୟା ବଢ଼ି ଯାଇଥିବା ବେଳେ ଚାଇନା ଛାତ୍ରୀଛାତ୍ର କମୁଛନ୍ତି।…

ବାନ୍ଧବୀଙ୍କୁ ବଳାତ୍କାର, ୧୧୧ ଥର ଛୁରି ଭୁସିଥିବା ଅପରାଧୀଙ୍କୁ ମୁକ୍ତକଲେ ପୁଟିନ୍‌

ମସ୍କୋ,୧୨।୧୧ : ପୂର୍ବତନ ବାନ୍ଧବୀ ଭେରା ପେଖ୍‌ଟେଲେଭାଙ୍କୁ ବଳାତ୍କାର କରିବା ପରେ ୧୧୧ ଥର ଛୁରିଭୁସି ଅତି ବୀଭତ୍ସ ଭାବେ ହତ୍ୟା କରିଥିବା ଭ୍ଲାଡିସ୍ଲାଭ୍‌ କନ୍ୟୁସ୍‌ଙ୍କୁ ୧୭ ବର୍ଷ ଜେଲଦଣ୍ଡ ହୋଇଥିଲା। ୟୁକ୍ରେନ୍‌ରେ ଯୁଦ୍ଧ କରିବା ଲାଗି ରୁଷିଆ ସେନାରେ ସାମିଲ…

ବିଜେଡିରୁ ବିଦା ହୋଇଥିବା ନେତାଙ୍କୁ ଆପଣେଇବାକୁ ଭାଜପା ଆଗଭର: ବିଜେଡି

ଭୁବନେଶ୍ୱର,୧୨।୧୧(ଅନିଲ ଦାସ): ଯେଉଁ ନେତାଙ୍କୁ ବିଜେଡି ଦଳରୁ ବିଦାକରି ଦେଇଛି ତାଙ୍କୁ କୋଳେଇ ନେବା ପାଇଁ ଏବେ ଭାଜପା ଆଗଭର। ଏଥିରୁ ଗୋଟିଏ କଥା ପ୍ରମାଣିତ ହେଉଛି ଯେ ଭାଜପାରେ ନୀତି ଆଦର୍ଶ ବୋଲି କିଛି ନାହିଁ କି ସେମାନେ ନୂଆ…

ଘର କିଣିଲେ ଅନନ୍ୟା

ମୁମ୍ବାଇ: ବଲିଉଡ୍‌ ଚୁଲ୍‌ବୁଲି ଅଭିନେତ୍ରୀ ଅନନ୍ୟା ପାଣ୍ଡେ ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍‌ ଲାଇମଲାଇଟ୍‌ରେ ଅଛନ୍ତି। ଧନ୍‌ତେରସ ଅବସରରେ ଅନନ୍ୟା ନିଜ ପାଇଁ ଏକ ଘର କିଣି ଗୃହ ପ୍ରବେଶ କରିଛନ୍ତି। ସେ ପୂଜା କରୁଥିବା ଫଟୋ ସୋସିଆଲ…

ଓ୍ବାର-୨ରେ ଆଲିଆଙ୍କ ଏଣ୍ଟ୍ରି, ମୁଖ୍ୟ କଳାକାରଙ୍କ ନାମ ଏବେ ଚର୍ଚ୍ଚାରେ…

ମୁମ୍ବାଇ : ବଲିଉଡରେ ଜୁନିୟର ଏନଟିଆର ଏବଂ ହ୍ରିତିକ ରୋଶନଙ୍କୁ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ଦୁହେଁ ହିନ୍ଦୀ ଫିଲ୍ମ ଓ୍ବାରର ସିରିଜ ଓ୍ବାର-୨ରେ ମୁଖ୍ୟ ଭୂମିକାରେ ଥିବା କୁହାଯାଉଛି। ଏହା ସହିତ ଫିଲ୍ମରେ ଚୁଲବୁଲି ନାୟିକା ଆଲିଆ ଭଟ୍ଟଙ୍କ…

ବିଶ୍ୱ ନିମୋନିଆ ଦିବସ: ସଚେତନତା ହିଁ ନିଦାନ

ନିମୋନିଆ ମୁକାବିଲା ପାଇଁ ସଚେତନତା ସୃଷ୍ଟି ଲାଗି ବିଶ୍ୱ ନିମୋନିଆ ଦିବସ ପ୍ରତିବର୍ଷ ୧୨ ନଭେମ୍ବରରେ ପାଳିତ ହୋଇଥାଏ। ଜାତିସଂଘ ଓ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମିଳିତ ଉଦ୍ୟମରେ ଏହି ଦିବସ ପାଳନ କରାଯାଇଥାଏ। ନିମୋନିଆ ଏକ ଘାତକ ସମସ୍ୟା। ସଚେତନତା…

ଭାଜପା ଘୋଷଣା ପତ୍ରକୁ ‘ମିଛ ପତ୍ର’ କହିଲେ କମଲନାଥ

ଭୋପାଳ,୧୨।୧୧: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଉ କିଛି ଦିନ ବାକି ଅଛି। ସମସ୍ତ ରାଜନୈତିକ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଛନ୍ତି। ଏହା ପୂର୍ବରୁ ରାଜନୈତିକ ଦଳର ନେତାମାନେ ପରସ୍ପରକୁ ଟାର୍ଗେଟ କରୁଛନ୍ତି। କଂଗ୍ରେସ ପରେ ଭାଜପା ମଧ୍ୟ ନିର୍ବାଚନ…

ନୟାଗଡ କୁମ୍ଭାରପଡା ଗାଁରେ ବୋମାମାଡ, ୮ଆହତ

ନୟାଗଡ,୧୨।୧୧: ଖଣ୍ଡପଡା ଥାନା କୁମ୍ଭାରପଡା ଗାଁରେ ହେଲା ବୋମା ମାଡ। ଘଟଣାରେ ୮ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ଜଣଙ୍କୁ ଗୁରୁତରବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ରାଜନୈତିକ ଶତ୍ରୁତାରୁ ବୋମାମାଡ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଉତ୍ତେଜନାକୁ ଦୃଷ୍ଟିରେ…

ଅନୁଷ୍କା ଗର୍ଭବତୀ ଥିବା ଦିଓ୍ବାଲି ପାର୍ଟିରେ ହେଲା ନିଶ୍ଚିତ, ଭିଡିଓ ଭାଇରାଲ…

ମୁମ୍ବାଇ,୧୨।୧୧ : ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଯେକୌଣସି କାରଣରୁ ସବୁବେଳେ ହେଡଲାଇନରେ ରହିଥାନ୍ତି। ଆଜିକାଲି ଅଭିନେତ୍ରୀଙ୍କ ଦ୍ୱିତୀୟ ଗର୍ଭଧାରଣ ଖବର ଶିରୋନାମାରେ ଅଛି। ତଥାପି, ସେମାନଙ୍କ ମଧ୍ୟରୁ କେହି ଏ ବିଷୟରେ ମୁହଁ ଖୋଲୁ ନାହାନ୍ତି। କିନ୍ତୁ ନିକଟରେ…

ଅଲ୍‌ଟ୍ରାଫ୍ରେସ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୧୨।୧୧: ଦେଶର ଅଗ୍ରଣୀ ମଡ୍ୟୁଲାର କିଚେନ୍‌ ବ୍ରାଣ୍ଡ୍‌ ଅଲ୍‌ଟ୍ରାଫ୍ରେସ୍‌ ମଡ୍ୟୁଲାର ସଲ୍ୟୁଶନ୍ସର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଶନିବାର ତ୍ରିଶୂଳିଆ (କଟକ) ଠାରେ ଉଦ୍‌ଘାଟିତ ହୋଇଯାଇଛି। କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଏମ୍‌/ଏସ୍‌ ଏଲିଗାଣ୍ଟ ଏଣ୍ଟରପ୍ରାଇଜେସ୍‌ ଆନୁକୂଲ୍ୟରେ ଉକ୍ତ ଆଉଟ୍‌ଲେଟ୍‌ର ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ…

ଜୟ ଆଲୁକ୍କାସ୍‌ଙ୍କ ଆତ୍ମଜୀବନୀ ‘ବ୍ୟାପ୍ତ ଆନନ୍ଦ’ ଉନ୍ମୋଚିତ

ଭୁବନେଶ୍ୱର,୧୨।୧୧: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ଜୟ ଆଲୁକ୍କାସ୍‌ର ଅଧ୍ୟକ୍ଷ ତଥା ଏମ୍‌ଡି ଜୟ ଆଲକ୍କାସଙ୍କର ଆତ୍ମଜୀବନୀ ‘ବ୍ୟାପ୍ତ ଆନନ୍ଦ’ (ସ୍ପ୍ରେଡିଂ ଜୟ) ନିକଟରେ ଉନ୍ମୋଚିତ ହୋଇଯାଇଛି। ବିଶେଷକରି ଜୟ ଆଲୁକ୍କାସ୍‌ କିପରି ବିଶ୍ୱର ଜଣେ ଜଣାଶୁଣା ଗହଣା ବ୍ୟବସାୟୀ ହୋଇଗଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?