ସ୍ମାର୍ଟସିଟିରେ କମୁଛି ଗୋବଂଶ
ରାଉରକେଲା,୧୨।୧୧(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ସହରରେ ଦୁଗ୍ଧ ଉପତ୍ାଦନ ହ୍ରାସ ପାଉଥିବା ବେଳେ ଗାଇଗୋରୁ ଓ ଗୋପାଳକଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ୫ବର୍ଷ ତଳେ ସହରରେ ଗୋରୁଙ୍କ ସଂଖ୍ୟା ୧୦ହଜାରରୁ ଊର୍ଦ୍ଧ୍ୱ ଥିବାବେଳେ ବର୍ତ୍ତମାନ ୩୮ଶହରେ ସୀମିତ ରହିଛି। ସହରର ବାସନ୍ତୀ…
ଦେଶୀ ଦୀପର ଚାହିଦା
ବାଙ୍ଗିରିପୋଷି, ୧୨।୧୧(ସଞ୍ଜୟ କୁମାର ଅଗ୍ରୱାଲା)-ଆଲୋକର ପର୍ବ ଦୀପାବଳି ପାଇଁ ସମସ୍ତେ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। କିଏ ଘର ସାଜସଜ୍ଜା ପାଇଁ ସାମଗ୍ରୀ ତ ଆଉ କିଏ ବିଭିନ୍ନ ପ୍ରକାର ରଙ୍ଗିନ ଦୀପ କିଣିବାରେ ବ୍ୟସ୍ତ। ପ୍ରତିବର୍ଷ ଲୋକେ ବିଦେଶୀ ଦୀପ କିଣିବାକୁ…
ଦାରିଙ୍ଗବାଡ଼ିରେ ମାଣ୍ଡିଆ ଚାଷ ପ୍ରତି ବଢୁଛି ଆଗ୍ରହ
ଦାରିଙ୍ଗବାଡ଼ି,୧୨ା୧୧ (ଅରୁଣ ସାହୁ)ଦାରିଙ୍ଗବାଡ଼ି ଅଞ୍ଚଳରେ ମାଣ୍ଡିଆ ଚାଷ ପ୍ରତି ଆଗ୍ରହ ବୃଦ୍ଧି ପାଇଛି। ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଲୋକ ଅତୀତରେ ପାରମ୍ପରିକ ଖାଦ୍ୟ ବିଶେଷକରି ମାଣ୍ଡିଆ, କୁଏରୀ, କାଙ୍ଗୁ, ଯଅକୁ ଅଧିକା ପରିମାଣରେ ଚାଷ କରିବା ସହ ଖାଦ୍ୟ ଭାବେ ଖାଉଥିଲେ।…
ଉଜୁଡ଼ିଲା ଧାନ ଫସଲ
ନୟାଗଡ଼,୧୨।୧୧(ଲୋକନାଥ ମିଶ୍ର)ବର୍ଷା ଅଭାବରୁ ପାହାଡ଼ ପର୍ବତ ପରିବେଷ୍ଠିତ ନୟାଗଡ଼ ଜିଲାରେ ଧାନ ଫସଲ ଉଜୁଡିଥିଲେ ମଧ୍ୟ ମରୁଡ଼ି ଅଞ୍ଚଳ ଘୋଷଣା କରାଯାଉ ନ ଥି୍ବାରୁ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି। ଧାର କରଜ, ବ୍ୟାଙ୍କରୁ ଋଣ ଆଣିଥିବା ଚାଷୀକୁ ଋଣ ପରିଶୋଧର…
ପୁଅ ଦେଖୁଛି କି ପର୍ନ ସାଇଟ୍: ବାଚସ୍ପତି ରଖୁଛନ୍ତି କଡ଼ା ନଜର…
ଓ୍ବାଶିଂଟନ,୧୨।୧୧ : ଆମେରିକାର ସଂସଦର ବାଚସ୍ପତି ମାଇକ ଜନସନ ତାଙ୍କ ପୁଅ ଉପରେ ସବୁବେଳେ ନଜର ରଖିଛନ୍ତି କି ସେ ପର୍ନ ସାଇଟ ଦେଖୁଛନ୍ତି କି ନାହିଁ। କେବଳ ଏତିକି ନୁହେଁ, ମାଇକ ଜନସନଙ୍କ ପୁଅ ମଧ୍ୟ କମ ନୁହଁନ୍ତି। ସେ…
ଘର କିଣିବାକୁ ଯୁବତୀ ରଖିଥିଲେ ଟଙ୍କା, କଣ୍ଟ୍ରାକ୍ଟର ମୋଟି କହିବାରୁ ନେଲେ ଏଭଳି ବଡ଼ ନିଷ୍ପତ୍ତି
ବଡି ଶେମିଂ ବା ଚେହେରାକୁ ନେଇ ଲଜ୍ଜା ଆଜି ଏକ ବଡ଼ ସମସ୍ୟା ପାଲଟିଛି। ଲୋକମାନେ ବୁଝନ୍ତି ନାହିଁ ତାଙ୍କର ଗୋଟିଏ ମନ୍ତବ୍ୟ ଅନେକ ଲୋକଙ୍କ ନିଦ ହଜାଇ ଦିଏ। ମଜା ପାଇଁ କାହାର ଚେହେରାକୁ ନେଇ ଯଦି କେହି ମନ୍ତବ୍ୟ…
୩୩ ମହିଳାକର୍ମୀଙ୍କୁ ଗୁରୁଦାୟିତ୍ୱ ଦେଲା ବିଜେଡି
ଭୁବନେଶ୍ୱର,୧୧ା୧୧: ଆଉ କିଛି ମାସ ପରେ ରାଜ୍ୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ସାଙ୍ଗଠନିକ ସ୍ଥିତିକୁ ମଜଭୁତ କରିବାକୁ ବିଜେଡି ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ବିଜୁ ଯୁବ ଜନତା ଦଳ ପକ୍ଷରୁ ୩୩ ଜଣ ମହିଳାଙ୍କୁ ସଙ୍ଗଠନର…
ବ୍ରିଟେନରେ ଦୀପାବଳି ପାର୍ଟି ଦେଲେ ସୁନକ, ଯୋଗଦେଲେ ବଲିଉଡ୍ର ଏହି ଷ୍ଟାର୍
ଲଣ୍ଡନ,୧୧ା୧୧: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ତାଙ୍କ ସ୍ତ୍ରୀ ଅକ୍ଷତା ମୂର୍ତ୍ତି ୧୦ ଡାଉନିଂ ଷ୍ଟ୍ରିଟ୍ରେ ଏକ ଦୀପାବଳି ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟିରେ ଭାରତର ବହୁ ପ୍ରସିଦ୍ଧ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ଏଥିରେ ବଲିଉଡ୍ ଅଭିନେତା ଅକ୍ଷୟ…
ଓଡ଼ିଶାରେ ପ୍ରଥମ ଘଟଣା: ନିଶାଦ୍ରବ୍ୟ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ନାବାଳକ
ଭୁବନେଶ୍ୱର,୧୧ା୧୧: ନିଶାଦ୍ରବ୍ୟ ଜବତ ମାମଲାରେ ଖୋର୍ଦ୍ଧା ଜୁଭେନାଇଲ ଜଷ୍ଟିସ ବୋର୍ଡ କୋର୍ଟରେ ରାୟ ପ୍ରକାଶ ପାଇଛି। ବିଚାରପତି ଚିନ୍ମୟ ରଥ ଏହି ମାମଲାର ବିଚାର କରି ଜଣେ ନାବାଳକଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ଶୁଣାଇଛନ୍ତି। ଏହି ଅପରାଧ ପାଇଁ ନାବାଳକଙ୍କୁ…
କିଆରାଙ୍କ ସହ ପ୍ରଥମ ଦୀପାବଳି ପାଳିବେ ସିଦ୍ଧାର୍ଥ
ମୁମ୍ବାଇ: ଚଳିତବର୍ଷ ଦୀପାବଳି ବି-ଟାଉନର ସବୁଠୁ ପ୍ରିୟ କପଲ ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର। କାରଣ ଏହି ବର୍ଷ ଏହି ଦମ୍ପତି ବିବାହ ପରେ ପ୍ରଥମ ଦୀପାବଳି ପାଳନ କରିବାକୁ ଯାଉଛନ୍ତି। ସିଦ୍ଧାର୍ଥ ଏବଂ କିଆରା…
ସ୍କୁଲ ନ ଯାଇ ଘରେ ଲୁଚିଥିଲା ଛାତ୍ର, ଖବର ପାଇ ଶିକ୍ଷକ ସାଥୀ ପିଲାଙ୍କ ସହ ପିଟି ପିଟି ନେଲେ, ଭିଡିଓ ଭାଇରାଲ…
ପାଟନା,୧୧।୧୧ : ପିଲାଦିନେ ଅଧିକାଂଶ ସ୍କୁଲକୁ ଯିବାକୁ ଅମଙ୍ଗ ହୋଇଥାନ୍ତି। ପିଲାଦିନେ ସ୍କୁଲ ନ ଯିବା ପାଇଁ ସମସ୍ତଙ୍କର ନିଜସ୍ବ କାରଣ ଥିଲା। ତେବେ ଆଜିର ଆଧୁନିକ ଶିକ୍ଷା ବ୍ୟବସ୍ଥାରେ ସବୁକିଛି ବଦଳି ଯାଇଛି। କୁହାଯାଏ ଯେ ପୂର୍ବରୁ ଯେତେବେଳେ ପିଲାମାନେସ୍କୁଲକୁ…
ଅନ୍ତିମ ଲିଗ୍ ମୁକାବିଲା ପୂର୍ବରୁ ରୋହିତଙ୍କୁ ନେଇ ଏଭଳି କହିଲେ କୋଚ୍; ଡ୍ରେସିଂ ରୁମ୍ରେ…
ନୂଆଦିଲ୍ଲୀ,୧୧।୧୧: ଭାରତୀୟ ଟିମ୍ର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ବିଶ୍ୱକପ୍ରେ ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଦର୍ଶନକୁ ନେଇ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ଏଯାବତ ଦଳ ଖେଳିଥିବା ୮ ମ୍ୟାଚ୍ରେ ବିଜେତା ହୋଇଛି। ଏଥିରେ ଅଧିନାୟକ ଏବଂ ଓପନର୍ ଭାବେ ରୋହିତଙ୍କ ଭୂମିକା…

