ଅଜିତ ପାଓ୍ବାର ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଉପରେ ଲାଗିଲା ବିରାମ: ପଡନବିସ କହିଲେ…
ପୁଣେ,୩।୮: ଅଜିତ ପାୱାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ ମହାରାଷ୍ଟ୍ରର ରାଜନୈତିକ ଗଳିରେ ଜୋରଦାର ଆଲୋଚନା ହେଉଛି। କିନ୍ତୁ ମୁଖ୍ୟମନ୍ତ୍ରୀ ପଦରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଗୁରୁବାର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ବିଧାନସଭାରେ ସ୍ପଷ୍ଟ କରିଛନ୍ତି।…
ଓଏଏସ୍ ଉତ୍ତୀର୍ଣ୍ଣ ସୁରଜଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ବିଧାୟକ
ଗଞ୍ଜାମ,୩।୮(ବିଦ୍ୟାଧର ସାହୁ ): ଗତ ସୋମବାର ପ୍ରକାଶ ପାଇଥିବା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଗଞ୍ଜାମ ବ୍ଲକ ଜେଆର୍ଜେପୁର ଗ୍ରାମର ସୁରଜ ନାୟକ ୧୫୨ ର଼୍ୟାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଯାହା ଗଞ୍ଜାମ ବ୍ଲକ ଏବଂ ସ୍ଥାନୀୟ ଅଞ୍ଚଳ ପାଇଁ ଗୌରବ ଆଣିଦେଇଛି।…
ପରିବାରକୁ ବଞ୍ଚାଇବାକୁ ଚାହୁଁଥିଲେ, ସବୁ ଭାରତୀୟ ମୁସଲମାନ ହିନ୍ଦୁ ହୋଇଯାନ୍ତୁ: କମଲ ଖାନ
ପରିବାରକୁ ବଞ୍ଚାଇବାକୁ ଚାହୁଁଥିଲେ, ସବୁ ଭାରତୀୟ ମୁସଲମାନ ହିନ୍ଦୁ ହୋଇଯାନ୍ତୁ: କମଲ ଖାନ୍ ବଲିଉଡ ଅଭିନେତା ତଥା ଫିଲ୍ମ ସମୀକ୍ଷକ କମଲ ରସିଦ ଖାନ ନିଜ ମନ୍ତବ୍ୟ ପାଇଁ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ନିକଟରେ ସେ ଟୁଇଟ୍ ମାଧ୍ୟମରେ ମୁସଲମାନମାନଙ୍କୁ ହିନ୍ଦୁ…
ଆଜମ ଖାଁଙ୍କୁ ପୁଣି ଝଟକା
ପ୍ରୟାଗରାଜ,୩।୮: ଆହ୍ଲାବାଦ ହାଇକୋର୍ଟ ହେଟ ସ୍ପିଚ ମାମଲାରେ ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଆଜମ ଖାଁଙ୍କୁ ଏମପି-ଏମଏଲଏ କୋର୍ଟ ରାମପୁରଙ୍କ ଦ୍ୱାରା ମୁକ୍ତ କରିବା ନିର୍ଦ୍ଦେଶକୁ ଷ୍ଟେ କରି ଦେଇଛନ୍ତି। ରାଜ୍ୟ ସରକାରଙ୍କ ଆବେଦନକୁ ଗ୍ରହଣ କରି…
ସୁଇସାଇଡ୍ ନୋଟ୍ ଛାଡିଯାଇଛନ୍ତି ନିତିନ ଦେଶାଇ
ବଲିଉଡର କଳା ନିର୍ଦ୍ଦେଶକ ନିତିନ ଦେଶାଇଙ୍କ ଆତ୍ମହତ୍ୟା ପଛର କାରଣ ଜାଣିବାକୁ ଚାହାଁନ୍ତି। ତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ। ବର୍ତ୍ତମାନ ପୋଲିସ ବିଭିନ୍ନ ଦିଗରୁ ଯାଞ୍ଚ କରୁଛି। ଜୀବନ ନେବା ପୂର୍ବରୁ ନିତିନ ଏକ ରେକର୍ଡ ହୋଇଥିବା ଆତ୍ମହତ୍ୟା ବାର୍ତ୍ତା…
ଶୁଆକୁ ଖୋଜିଆଣିଲେ ମିଳିବ ୧୦ ହଜାର ଟଙ୍କାର ପୁରସ୍କାର
ପଶୁପକ୍ଷୀଙ୍କ ପ୍ରତି ମଣିଷର ଭଲ ପାଇବାର ଅନେକ ଉଦାହରଣ ଆଜିକାଲି ସୋସିଆଲ ମିଡିଆରୁ ଦେଖିବାକୁ ମିଳେ। ନିକଟରେ ମଧ୍ୟପ୍ରଦେଶର ଦାମୋହରେ ଏକ ଶୁଆକୁ ଖୋଜି ଆଣିବା ପାଇଁ ଜଣେ ମାଲିକ ୧୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। କେବଳ…
ଧୁରୁଷିଆ-ରମ୍ପାବନ୍ଧରେ ୨୦ ଫୁଟର ଘାଇ, ଦେଢ଼ ହଜାର ହେକ୍ଟର ଚାଷଜମିରେ ପଶିଲା ବନ୍ୟାଜଳ
ଖୁଣ୍ଟୁଣୀ,୩ା୮(ସଚ୍ଚିଦାନନ୍ଦ ପଣ୍ଡା): ୩୬ ଘଣ୍ଟା ଧରି ଲଗାଣ ବର୍ଷା ଯୋଗୁ ସାପୁଆ ନଦୀରେ ବନ୍ୟାଜଳ ପ୍ରବାହିତ ହୋଇ କଟକ ଜିଲାର ଆଠଗଡ଼ର ଧୁରୁଷିଆଠାରେ ରମ୍ପାବନ୍ଧରେ ୨୦ ଫୁଟର ଘାଇ ହୋଇ ବନ୍ୟାଜଳ ମାଡିଯିବାରୁ ଧୁରୁଷିଆ,କଖଡ଼ି, ମଞ୍ଚେଶ୍ୱର, ଅନନ୍ତପୁର ଓ ଘଣ୍ଟିଖାଲ ପଞ୍ଚାୟତର…
ଏନ୍ଡିଏ ଏମ୍ପିଙ୍କୁ ମୋଦିଙ୍କ ବିଜୟ ମନ୍ତ୍ର: ଗରିବଙ୍କ ପାଇଁ କାମ କର…
ନୂଆଦିଲ୍ଲୀ,୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନଡିଏ ଏମ୍ପିଙ୍କ ସହ ଏକ ସ୍ବତନ୍ତ୍ର ବୈଠକ କରିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଏମ୍ପିମାନଙ୍କୁ ନିର୍ବାଚନରେ ବିଜୟର ମନ୍ତ୍ର ମଧ୍ୟ ଦେଇଛନ୍ତି। ଗରିବ ଲୋକଙ୍କ ପାଇଁ କାମ କରିବାକୁ ପ୍ରଧାନମନ୍ତ୍ରୀ ସମସ୍ତ ଏମ୍ପିଙ୍କୁ ପରାମର୍ଶ…
ଏକ ବର୍ଷ ବଢିଲା ରାଜୀବ ଗୌବାଙ୍କ ସେବା ସମୟ, କ୍ୟାବିନେଟ ନିଯୁକ୍ତ କମିଟି ଦେଲେ ସବୁଜ ସଙ୍କେତ
ନୂଆଦିଲ୍ଲୀ,୩।୮: ଆଉ ଏକ ବର୍ଷ ସେବା ଯୋଗାଇଦେବେ କ୍ୟାବିନେଟ ସେକ୍ରେଟାରୀ ରାଜୀବ ଗୌବା। କ୍ୟାବିନେଟ ନିଯୁକ୍ତି କମିଟି ତାଙ୍କ ସେବାକୁ ସବୁଜ ସଙ୍କେତ ଦେଇଛି। ସୂଚନାଯୋଗ୍ୟ, କ୍ୟାବିନେଟ ସଚିବ ରାଜୀବ ଗୌବା ଅଗଷ୍ଟ ୩ରେ ଆଉ ଏକ ବର୍ଷ ସେବାରେ ସମ୍ପ୍ରସାରଣ…
ସୁପ୍ରିମକୋର୍ଟରେ ପହଞ୍ଚିଲା ବିହାର ଜାତି ଭିତ୍ତିକ ସର୍ଭେ ପ୍ରସଙ୍ଗ
ନୂଆଦିଲ୍ଲୀ,୩।୮: ବିହାରର ଜାତି ଭିତ୍ତିକ ସର୍ଭେ ପ୍ରସଙ୍ଗ ସୁପ୍ରିମକୋର୍ଟରେ ପହଞ୍ଚିଛି। ପାଟନା ହାଇକୋର୍ଟଙ୍କ ଆଦେଶକୁ ରୋକ୍ ଲଗାଇବା ପାଇଁ ସୁପ୍ରିମକୋର୍ଟରେ ଦାବି କରାଯାଇଛି। ନାଳନ୍ଦା ନିବାସୀ ଅଖିଳେଶ କୁମାର ଗୁରୁବାର ଓକିଲ ବରୁଣ ସିହ୍ନାଙ୍କ ମାଧ୍ୟମରେ ଏକ ପିଟିଶନ ଦାଖଲ କରିଛନ୍ତି।…
‘ଲଭ୍ ଜିହାଦ’ ରୋକିବା ପାଇଁ ଆସିବ ନୂଆ ଆଇନ
ମୁମ୍ବାଇ,୩।୯: ମହାରାଷ୍ଟ୍ର ସରକାର ‘ଲଭ୍ ଜିହାଦ’ ରୋକିବା ପାଇଁ ଏକ ଆଇନ ଆଣିବାକୁ ଯୋଜନା କରୁଛନ୍ତି ମହାରାଷ୍ଟ୍ର ସରକାର। ଏନେଇ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ବିଧାନସଭାରେ କହିଛନ୍ତି। ପୂର୍ବତନ ବାଚସ୍ପତି ହରିଭାଉ ବାଗଡେଙ୍କ ଏକ ପ୍ରଶ୍ନର ଉତ୍ତରରେ ଫଡନଭିସ କହିଛନ୍ତି,…
ପାକିସ୍ତାନ-ଆମେରିକା ମଧ୍ୟରେ ବଢିବ ଦ୍ୱିପାକ୍ଷିକ ସମ୍ପର୍କ
ଇସଲାମାବାଦ,୩।୮: ପାକିସ୍ତାନର କ୍ୟାବିନେଟ ଆମେରିକା ସହିତ ଏକ ନୂତନ ସୁରକ୍ଷା ଚୁକ୍ତି ସ୍ବାକ୍ଷର କରିବାକୁ ମଞ୍ଜୁରୀ ଦେଇଛି। ଏହା ହେଉଛି ଏକ ପଦକ୍ଷେପ ଯାହା ଦୁଇ ଦେଶ ମଧ୍ୟରେ ସମ୍ପର୍କର ଦୀର୍ଘ ବର୍ଷର ତିକ୍ତତା ପରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗରେ ଏକ…
Archives


