ଟ୍ରାକରେ ଫସିଥିବା ଟ୍ରକକୁ ଧକ୍କା ଦେଲା ଟ୍ରେନ, ୧୬ ଆହତ ଥିବା ସୂଚନା…
ସାକ୍ରାମେଣ୍ଟୋ, ୨୯।୬: ଟ୍ରାକରେ ଅଟକି ରହିଥିବା ଟ୍ରକ ସହିତ ମୁହାଁମୁହିଁ ହେବା ପରେ ଦକ୍ଷିଣ କାଲିଫର୍ନିଆରେ ଏକ ଟ୍ରେନ ଟ୍ରାକରୁ ଖସି ପଡିଛି। ଫଳରେ ମୋଟ ୧୬ ଜଣ ଆହତ ହୋଇଥିବା ଜଣାପଡିଛି। ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ ଟ୍ରକ ଡ୍ରାଇଭରଙ୍କୁ…
ମିଳିଲା ଚୋରି ଅଳଙ୍କାର: ବନ୍ଧା ହେଲେ ଅଭିଯୁକ୍ତ
ଭଦ୍ରକ,୨୯।୬(ସନାତନ ରାଉତ ): ଭଦ୍ରକ ପୁରୁଣାବଜାର ଥାନା ଅଧୀନ ନଂଘାମହଲା ଗ୍ରାମରୁ ଗତ ୭ତାରିଖରେ ଚୋରି ହୋଇଥିବା ସୁନା, ରୁପା ଅଳଙ୍କାରକୁ ପୁରୁଣାବଜାର ପୋଲିସ ଜବତ କରିଛି l ଗ୍ରାମର ମୀରଆସିକ ରହେମନଙ୍କ ଘରୁ ଚୋରି ହୋଇଥିବା ନେଇ ଥାନାରେ ଏକ…
ନିର୍ବାଚନୀ ବର୍ଷ ପାଇଁ ମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ର
ନୂଆଦିଲ୍ଲୀ, ୨୯।୬: ଚଳିତ ବର୍ଷ ଦେଶର ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥି ସହିତ ଆସନ୍ତା ବର୍ଷ ଆରମ୍ଭରେ ଲୋକ ସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ପ୍ରାୟ ସମସ୍ତ ଦଳ ଆକ୍ସନ ମୋଡରେ…
ବିବାହର ୧୬ ଦିନ ପରେ ବାପଘର ବୁଲିବାକୁ ଆସି ମନ୍ଦିରରେ ପ୍ରେମିକଙ୍କୁ ବାହା ହୋଇଗଲେ…
ପାଟନା,୨୯ା୬: ବିବାହର ୧୬ ଦିନ ପରେ ବାପଘରକୁ ବୁଲିବାକୁ ଆସି ଜଣେ ନବବଧୂ ନିଜ ପ୍ରେମିକଙ୍କୁ ବିବାହ କରି ନେଇଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ କନ୍ୟା ଜଣକଙ୍କ କହିଛନ୍ତି, ସେ ନିଜ ପ୍ରେମିକଙ୍କ ସହିତ ସ୍ବଇଚ୍ଛାରେ…
ଏକାଡେମୀ ଅଫ ମୋସନ ପିକ୍ଚର୍ ଆଟର୍ସ ଆଣ୍ଡ ସାଇନ୍ସ ତାଲିକାରେ ସାମିଲ ହେଲେ କରନ ଜୋହର, ରାମ ଚରଣ, ଓସ୍କାର ବିଜେତାଙ୍କ ପାଇଁ କରିପାରିବେ ଭୋଟିଂ
ମୁମ୍ବାଇ:ଏକାଡେମୀ ଅଫ ମୋସନ ପିକ୍ଚର୍ ଆଟର୍ସ ଆଣ୍ଡ ସାଇନ୍ସ ନିଜର ସମ୍ମାନଜନକ ପୁରସ୍କାର ଉତ୍ସବ ପାଇଁ ୩୯୮ଜଣଙ୍କ ନାଁ ଘୋଷଣା କରିଛି। ତାଲିକାରେ ଅର୍ନ୍ତଭୁକ୍ତ ସଦସ୍ୟମାନେ ଓସ୍କାର ଆଓ୍ବାର୍ଡ ପାଇଁ ଭୋଟିଂ କରିପାରିବେ। ବହୁ ଅନ୍ତରାଷ୍ଟ୍ରିୟ ତାରକାଙ୍କ ମଧ୍ୟରେ ଆର୍ଆର୍ଆର୍ ଫିଲ୍ମର…
ମଣିପୁର ପରିଦର୍ଶନ କରିବାକୁ ପହଞ୍ଚିଲେ ରାହୁଲ, ଇମ୍ଫାଲ ବିମାନବନ୍ଦର ସମ୍ମୁଖରେ ଅଟକାଇଲା ପୋଲିସ
ଇମ୍ଫାଲ,୨୯।୬: ହିଂସା ପ୍ରଭାବିତ ମଣିପୁର ପରିଦର୍ଶନ କରିବାକୁ ଆସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସ୍ଥାନୀୟ ପୋଲିସ ଆଗକୁ ବଢିବାକୁ ରୋକିଛି। ଇମ୍ଫାଲ ବିମାନବନ୍ଦର ସମ୍ମୁଖରେ ବିଷ୍ଣୁପୁର ଚେକପୋଷ୍ଟରେ ରାହୁଲ ଗାନ୍ଧୀଙ୍କୁ ଅଟକାଇ ଦିଆଯାଇଛି। ଇମ୍ଫାଲ ବିମାନବନ୍ଦରରେ ଅବତରଣ କରିବା ପରେ…
ଟି.ଏସ୍. ସିଂଦେଓ ହେଲେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ, ୨୯ା୬: ଛତିଶଗଡ଼ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବିରୋଧୀ ଭାବେ ଜଣାଶୁଣା ବରିଷ୍ଠ କଂଗ୍ରେସ ନେତା ତଥା ସ୍ବାସ୍ଥ୍ୟମନ୍ତ୍ରୀ ଟି.ଏସ୍. ସିଂଦେଓଙ୍କୁ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରାଯାଇଛି। ଏଆଇସିସି ସାଧାରଣ ସମ୍ପାଦକ (ସଂଗଠନ) କେ.ସି. ବେଣୁଗୋପାଳ ଏନେଇ ବୁଧବାର…
ଏହି ଗାଁର ପ୍ରତ୍ୟେକ ଘର ଦୁଆରମୁହଁ ଚିର ସବୁଜ, ମାନିବାକୁ ପଡ଼ିଥାଏ ଅଜବ ନିୟମ
ପ୍ରତ୍ୟେକ ଦେଶର ନିଜସ୍ବ ତଥା ଭିନ୍ନ ଭିନ୍ନ ନିୟମ ରହିଥାଏ। ଯାହାକୁ ସେଠାକାର ଲୋକମାନେ ଅନୁସରଣ କରନ୍ତି। ତାହା କେବେ ତିଆରି ହେଲା କେହି ଜାଣନ୍ତି ନାହିଁ, କିନ୍ତୁ ଲୋକମାନେ ସେଗୁଡ଼ିକୁ ଏକ ପରମ୍ପରା ଭାବରେ ମାନିଆସିଥାନ୍ତି। ବ୍ରିଟେନର ଏକ ଗ୍ରାମରେ…
ଆଗ୍ରା-ମଥୁରାରେ ଖୁବଶୀଘ୍ର ଆରମ୍ଭ ହେବ ହେଲିକପ୍ଟର ସେବା, ଯୋଗୀ ସରକାର ଦେଲେ ମଞ୍ଜୁରୀ
ଲକ୍ଷ୍ନୌ,୨୯।୬: ତାଜ ନଗରୀ ଆଗ୍ରା ଏବଂ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରାରେ ପର୍ଯ୍ୟଟନକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି ଯୋଗୀ ଆଦିତ୍ୟନାଥଙ୍କ ସରକାର। ଅଯୋଧ୍ୟାରେ, ବର୍ତ୍ତମାନ ତାଜମହଲ ଏବଂ ମଥୁରାର ମନ୍ଦିରଗୁଡିକୁ ଆକାଶରୁ ଦେଖିବାକୁ ସୁଯୋଗ…
ଛତିଶଗଡ଼ ବିଧାନସଭା ନିର୍ବାଚନ ନେଇ କଂଗ୍ରେସର ରଣନୀତି ଆଲୋଚନା
ନୂଆଦିଲ୍ଲୀ, ୨୯ା୬: ଚଳିତ ବର୍ଷ ଶେଷ ଭାଗରେ ଛତିଶଗଡ଼ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ବୁଧବାର କଂଗ୍ରେସର ଶୀର୍ଷନେତାମାନଙ୍କର ବୈଠକ ବସି ରଣନୀତି ସମ୍ପର୍କରେ ଆଲୋଚନା ହୋଇଛି। ଏଆଇସିସି ମୁଖ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ…
ବିଜେଡିରୁ ଇସ୍ତଫା ଦେଲେ ଶ୍ୟାମାପ୍ରସାଦ
ବାଲେଶ୍ୱର, ୨୯।୬ (ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ବସ୍ତା ନିର୍ବାଚନମଣ୍ଡଳୀରେ ପ୍ରତିଶ୍ରୁତି ଅନୁଯାୟୀ ହେଉନି ଉନ୍ନୟନମୂଳକ କାର୍ଯ୍ୟ। ଏହାର ପ୍ରତିବାଦ କରି ବିଜେଡିର ଶ୍ୟାମାପ୍ରସାଦ ବେହେରା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ଷ୍ଟେଶନ କ୍ଲବ ପରିସରରେ…
ଚନ୍ଦ୍ରଶେଖର ଆଜାଦ ଗୁଳିକାଣ୍ଡ ଘଟଣା, ୪ ଅଟକ, ମିଳିଲା ଆକ୍ରମଣକାରୀଙ୍କ କାର
ଲକ୍ଷ୍ନୌ,୨୯।୬: ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ଆକ୍ରମଣ ମାମଲାରେ ଉତ୍ତର ପ୍ରଦେଶ ପୋଲିସର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୪ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି। ଏହା ସହିତ ସାହାରନପୁର ପୋଲିସ ମଧ୍ୟ ଏହି ଆକ୍ରମଣରେ…


