Home Left

ରାଜସ୍ଥାନ ହେଲା ୫୦ ଜିଲା ୧୦ ଡିଭିଜନ ବିଶିଷ୍ଟ ରାଜ୍ୟ

ଜୟପୁର,୪।୮: ନିର୍ବାଚନ ବର୍ଷରେ ବଜେଟ ସମୟରେ ରାଜ୍ୟରେ ୧୯ଟି ନଆ ଜିଲା ଏବଂ ତିନୋଟି ନୂତନ ଡିଭିଜନ ଗଠନ କରିବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଘୋଷଣା କରିଥିଲେ। ବର୍ତ୍ତମାନ ଗେହଲୋଟ କ୍ୟାବିନେଟ ଏହି ନୂଆ ଜିଲା ଏବଂ ଡିଭିଜନଗୁଡ଼ିକୁ ଅନୁମୋଦନ…

ଦଶମନ୍ତପୁର ଥାନା ଆଇଆଇସି ନିଲମ୍ବିତ

କୋରାପୁଟ,୪।୮: କୋରାପୁଟ ଜିଲା ଦଶମନ୍ତପୁର ଥାନା ଆଇଆଇସି ଚନ୍ଦ୍ରଭାନୁ ମହାନ୍ତିଙ୍କୁ ନିଲମ୍ବନ କରାଯାଇଛି। ଏକ ଲାଞ୍ଚ ମାମଲାରେ ଗିରଫ ହୋଇଥିବା ଯୋଗୁ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ତାଙ୍କୁ ନିଲମ୍ବନ କରିଛନ୍ତି। ଚନ୍ଦ୍ରଭାନୁ ମହାନ୍ତି ଗତ ମାସ ଜୁଲାଇ ୨୮ ତାରିଖରେ ଗିରଫ…

ଜୀବନରେ ଧନୀ ହେବାକୁ ଚାହାନ୍ତି କି? କେବେ ବି ଭୁଲନ୍ତୁ ନାହିଁ ଚାଣକ୍ୟଙ୍କ ଏହି ୫ କଥା

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ ଏବଂ କୁଟନୀତିଜ୍ଞ। ସେ ନିଜର ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିରୁ ଗୋଟିଏ ହେଲା ଜୀବନରେ ଧନର ଆବଶ୍ୟକତା। ଚାଣକ୍ୟ କୁହନ୍ତି ସୁଖୀ ଜୀବନ…

ବ୍ୟାଟିଂ ପାଇଁ ମଇଦାନକୁ ଦୁଇଥର ଆସିଲେ ଚହଲ, ପୁରା ଘଟଣା ଜାଣିଲେ…

ତ୍ରିନିଦାଦ,୪।୮: ୨ ଟେଷ୍ଟ ଏବଂ ୩ ଦିନିକିଆ ମ୍ୟାଚ୍‌ର ସିରିଜ ଉପରେ କବ୍ଜା କରିବା ପରେ ଭାରତୀୟ ଟିମ୍‌ ଏବେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଖେଳୁଛି। ଗୁରୁବାର ସିରିଜର ପ୍ରଥମ ମୁକାବିଲା ଖେଳାଯାଇଥିବା ବେଳେ ଏଥିରେ ମାତ୍ର ୪…

ମଣିପୁରରେ ୭ ଘଣ୍ଟା କୋହଳ ହେଲା କର୍ଫ୍ୟୁ

ଇମ୍ଫାଲ,୪ା୮: ମଣିପୁର ସରକାର ଇମ୍ଫାଲ ଇଷ୍ଟ ଏବଂ ଇମ୍ଫାଲ ଓ୍ବେଷ୍ଟ ଜିଲାରେ କର୍ଫ୍ୟୁକୁ ୭ ଘଣ୍ଟା କୋହଳ କରିଛନ୍ତି। ସାଧାରଣ ଲୋକେ ଯେପରି ସେମାନଙ୍କ ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି କରିପାରିବେ, ସେଥିପାଇଁ ସକାଳ ୫ଟାରୁ ମଧ୍ୟାହ୍ନ ୧୨ଟା ଯାଏ କର୍ଫ୍ୟୁ କୋହଳ…

ଭିଜିଲାନ୍ସ ଜାଲରେ ଆରଆଇ

ଜଗତସିଂହପୁର,୪।୮: ଜଗତସିଂହପୁର ଜିଲା ଏରସମା ତହସିଲର ଗୋଡ଼ା ରାଜସ୍ବ ନିରୀକ୍ଷକ (ଆରଆଇ)ନୃସିଂହ ଚରଣ ରାଉତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜମି ମ୍ୟୁଟେସନ ମାମଲାରେ ଜଣେ ବ୍ୟକ୍ତିଙ୍କ ସପକ୍ଷରେ ରିପୋର୍ଟ ଦେବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ…

ମ୍ୟାଚ୍‌ ଜିତି ବି ଜରିମାନା ଗଣିଲା ଓ୍ବେଷ୍ଟଇଣ୍ଡିଜ, ବର୍ତ୍ତିଲାନି ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୪।୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି୨୦ ମୁକାବିଲାରେ ପରାଜୟର ସ୍ବାଦ ଚାଖିଛି ଟିମ୍‌ ଇଣ୍ଡିଆ। ତ୍ରିନିଦାଦରେ ଖେଳାଯାଇଥିବା ଏହି ମୁକାବିଲାରେ ଭାରତକୁ ବିଜୟ ଲାଗି ୧୫୦ ରନ୍‌ର ଟାର୍ଗେଟ ମିଳିଥିଲା। ହେଲେ ୨୦ ଓଭର ଖେଳିବା ସତ୍ତ୍ୱେ ଦଳ ଟାର୍ଗେଟ ପୂରଣ…

ପିକଅପ୍‌ ଭ୍ୟାନରୁ ୧୫୫ ଶାଗୁଆନ କାଠ ପଟା ଜବତ

ହିଞ୍ଜିଳିକାଟୁ,୪।୮(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ କଣ୍ଟେଇକୋଳି ଗ୍ରାମ ନିକଟରୁ ବନବିଭାଗ ଭିଜିଲାନ୍ସ ଟିମ୍‌ ଶୁକ୍ରବାର ଚଢାଉ କରି ୨ଟି ପିକଅପ୍‌ ଭ୍ୟାନରୁ ୧୫୫ଟି ଶାଗୁଆନ କାଠ ପଟା ଜବତ କରିଛି । ଜବତ କାଠ ପଟାର ମୂଲ୍ୟ ଦେଢ଼…

ହୃଦଘାତରେ ଅଭିନେତ୍ରୀଙ୍କ ସ୍ବାମୀ ମୃତ, ବର୍ଷେ ତଳେ ହୋଇଥିଲା ବିବାହ

ହାଇଦ୍ରାବାଦ,୪।୮: ଦକ୍ଷିଣ ଭାରତର ଜଣାଶୁଣା ଟେଲି ଅଭିନେତ୍ରୀ ଶ୍ରୁତି ଶନମୁଗ ପ୍ରିୟାଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ଶ୍ରୁତିଙ୍କ ସ୍ବାମୀ ଅରବିନ୍ଦ ଶେଖରଙ୍କ ହଠାତ ହୃଦଘାତରେ ମୃତ୍ୟୁ ଘଟିଛି। ତେବେ ଦୁହିଁଙ୍କ ବିବାହ ମେ ୨୦୨୨ରେ ହୋଇଥିବା ବେଳେ ଏବେ…

ସାବତ ମା’ କରିନାଙ୍କ ବଡ଼ ପ୍ରଶଂସକ ଥିଲେ ସାରା

ବମ୍ବେ: ସାବତ ମା’ କରିନା କପୁରଙ୍କ ସହ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ଙ୍କର ବନ୍ଧୁତା ଭଳି ସମ୍ପର୍କ ରହିଛି। ପିଲାବେଳେ ସାରା ଅଭିନେତ୍ରୀ ଭାବେ କରିନାଙ୍କ ବଡ଼ ପ୍ରଶଂସକ ଥିଲେ। ‘କଭି ଖୁସି କଭି ଗମ୍‌’ର ଅଭିନୟକୁ ନେଇ ସେ ତାଙ୍କୁ…

ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ପରେ ରାହୁଲଙ୍କୁ ଲଡୁ ଖୁଆଇଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୪।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମୋଦି ସରନେମ ମାମଲାରେ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିବା ପରେ କଂଗ୍ରେସ ଉତ୍ସବ ପାଳନ କରିଛି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭାଇ ରାହୁଲ ଗାନ୍ଧୀଙ୍କୁ ଲଡୁ ଖୁଆଇବାର ଭିଡିଓ ଏବେ ସାମ୍ନାକୁ ଆସିଛି।…

ନାବାଳିକାଙ୍କୁ ହତ୍ୟା ପରେ ପୋଡ଼ିଦେଲେ

ନୂଆଦିଲ୍ଲୀ,୪ା୮: ରାଜସ୍ଥାନର ଭିଲ୍‌ଓ୍ବାରା ଜିଲା ଅଞ୍ଚଳରେ ଜଣେ ୧୪ ବର୍ଷୀୟା ବାଳିକାଙ୍କୁ କେତେକ ଦୁର୍ବୃତ୍ତ ହତ୍ୟା କରିବା ପରେ ମୃତଦେହକୁ କୋଇଲା ଚୁଲାରେ ପୋଡ଼ିଦେଇଥିବା ଜଣାପଡିଛି। ହତ୍ୟା ପୂର୍ବରୁ ନାବାଳିକାଙ୍କୁ ଅଭିଯୁକ୍ତମାନେ ବଳାତ୍କାର କରିଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି। ପ୍ରମାଣ ନଷ୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri