Home Left

ଟ୍ରକ୍‌-ଅଟୋ ମୁହାଁମୁହିଁ ଧକ୍କା: ଚାଲିଗଲା ଅଟୋ ଚାଳକଙ୍କ ଜୀବନ

ତିହିଡ଼ି,୧୦ା୯(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାସ୍ତାର ଫତେପୁର ଛକରେ ରବିବାର ମଧ୍ୟାହ୍ନରେ ଏକ ଟ୍ରକ୍‌ ସହ ମାଲବାହୀ ଅଟୋ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭଦ୍ରକ ବ୍ଲକ ସାବରଙ୍ଗ ଥାନା ଅଧୀନ କେଦାରପୁର ଗ୍ରାମର…

ଲୋକଙ୍କୁ ମେଡିକାଲ ଅଫିସରଙ୍କ ଦୁର୍ବ୍ୟବହାର ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ର ପ୍ରଦାନ

ମୋରଡ଼ା,୧୦ା୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଦାନ୍ତିଆମୁଁହାସ୍ଥିତ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ମେଡିକାଲ ଅଫିସର ଲିପି ମୁର୍ମୁଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଏନେଇ ଏକ ଅଭିଯୋଗପତ୍ର କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ମଧ୍ୟ…

ଭାରତ-ପାକିସ୍ତାନ ମ୍ୟାଚ୍‌ରେ ବର୍ଷା ବାଧକ

କଲମ୍ବୋ,୧୦।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ ସୁପର୍‌-୪ରେ ଆଜି ବଡ଼ ମୁକାବିଲା ଖେଳାଯାଉଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଛି ଭାରତ। ଭାରତର ବ୍ୟାଟିଂ ସମୟରେ ପ୍ରବଳ ବର୍ଷା ହେତୁ ମ୍ୟାଚକୁ ବନ୍ଦ କରିବାକୁ ପଡିଛି। ମ୍ୟାଚ ବନ୍ଦ…

ନିରାମୟ ଯୋଜନାରେ ଔଷଧ ମିଳୁ ନ ଥିବା ଅଭିଯୋଗ

କେନ୍ଦୁଝର,୧୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ ଧରଣୀଧର ମେଡିକାଲ କଲେଜ ଡାକ୍ତରଖାନାରେ ରୋଗୀଙ୍କୁ ମାଗଣା ମେଡିସିନ ମିଳୁ ନ ଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି। ଫଳରେ ଏଠାରେ ସରକାରଙ୍କ ନିରାମୟ ଯୋଜନା ବିଫଳ ହୋଇଥିବା ଅଭିଯୋଗ ହେଉଛି। ମେଡିକାଲ କଲେଜ ଖୋଲିଲେ ଉତ୍ତମ…

ମୋଦିଙ୍କ ଜନ୍ମଦିନରୁ ତ୍ରିପୁରାରେ ନିର୍ବାଚନ ପ୍ରଚାର ଜୋରଦାର କରିବ ଭାଜପା

ନୂଆଦିଲ୍ଲୀ,୧୦।୯: ଭାରତୀୟ ଜନତା ପାର୍ଟିର ତ୍ରିପୁରା ୟୁନିଟ ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ପାଳନ କରିବା ସହିତ ଲୋକ ସଭା ନିର୍ବାଚନ ପାଇଁ ଅଭିଯାନକୁ ଆହୁରି ଜୋରଦାର କରିବ। ରବିବାର ଭାଜପା ନେତା ତଥା ବିଧାୟକ ଭଗବାନ ଦାସ…

ନିର୍ବାଚନ ପୂର୍ବରୁ କଂଗ୍ରେସ ନେତାଙ୍କୁ ପ୍ରିୟଙ୍କାଙ୍କ ଉପଦେଶ

ଜୟପୁର,୧୦।୯: କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଟ୍ୟାଙ୍କର ନିଭାଇରେ ଇନ୍ଦିରା ରସୋଇର ଉଦଘାଟନୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ ଗଣତନ୍ତ୍ରରେ ଜନତା ସର୍ବୋଚ୍ଚ ଅଟନ୍ତି, ତେଣୁ ନିର୍ବାଚନରେ ଜିତିବା ପରେ ଆପଣଙ୍କୁ କିଏ ଭୁଲିବ ନାହିଁ…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯୁବକଙ୍କ ଜୀବନ ଗଲା

ବଡ଼ବିଲ,୧୦ା୯(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ସାଧୁସିଂହ ହଟିଂରେ ରବିବାର ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ୨୧ ବର୍ଷୀୟ କୁନୁ ଲୋହାର। ସୂଚନାନୁଯାୟୀ, ରବିବାର ଏକ ପାରିବାରିକ କାର୍ଯ୍ୟକ୍ରମ ଥିବାରୁ…

ବିଷ ପିଇ ଜୀବନ ହାରିଲେ ମା-ପୁଅ

କୋଚିଂ,୧୦ା୯: କୋଚିଂ ସହର କୋଟାରେ ପୁଣି ଥରେ ଦୁଇଜଣ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ଏଠାରେ ଥିବା ବୋରଖେଡ଼ା ଥାନା ଅନ୍ତର୍ଗତ ଏକ ବହୁ ମହଲା କୋଠାରେ ରହୁଥିବା ମା’ ଏବଂ ପୁଅ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଆଶ୍ଚର୍ଯ୍ୟର…

ସାଉଥ ଫିଲ୍ମର କପି ‘ଯବାନ’! ଏକ୍ସରେ ଲଢେଇ

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ଶାହାରୁଖ ଖାଁଙ୍କ ଫିଲ୍ମ ‘ଯବାନ’ ଏବେ ଇତିହାସ ରଚିଛି। ବକ୍ସ ଅଫିସରେ ୧୨୯କୋଟି ଟଙ୍କାର ଚିତ୍ତାକର୍ଷକ ଓପନିଂ ସହିତ ଏହା ରିଲିଜ ଡେଟରେ ସର୍ବକାଳୀନ ସର୍ବାଧିକ ଆୟ କରିଥିବା ବଲିଉଡ ଚଳଚ୍ଚିତ୍ର ହୋଇପାରିଛି। ଫିଲ୍ମଟି ସୋସିଆଲ…

ଭଗବାନ ଶିବଙ୍କ ଚରିତ୍ରରେ ନଜର ଆସିବେ ପ୍ରଭାସ, କ୍ରିତିଙ୍କ ଭଉଣୀ ନୁପୁର ହେବେ ଅଭିନେତ୍ରୀ

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସ କିଛିଦିନ ହେବ ‘ସାଲାର’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମଟି ଚଳିତ ମାସ ୨୮ରେ ରିଲିଜ ହେବାର ଥିଲା, ହେଲେ କୌଣସି କାରଣ ଯୋଗୁ ଏହାର ରିଲିଜ ଡେଟକୁ ଘୁଞ୍ଚାଇ ଦିଆଯାଇଛି। ହେଲେ ପ୍ରଭାସଙ୍କ ପ୍ରଶଂସକଙ୍କୁ ନିରାଶ…

ବାଇଡେନ, ସୁନକ, ଅଲବନିଜ…ସମସ୍ତେ ମୋଦିଙ୍କ ସହ ସେୟାର କଲେ ନିଜ ଫଟୋ, ଏମିତି ନଜର ଆସିଲା ‘ବନ୍ଧୁତ୍ୱ’ର ରଙ୍ଗ

ନୁଆଦିଲ୍ଲୀ,୧୦।୯: ଜି -୨୦ ଶିଖର ସମ୍ମିଳନୀରେ ଯୋଗ ଦେଇଥିବା ସମସ୍ତ ନେତାଙ୍କ ମଧ୍ୟରେ ଭାରତକୁ ନେଇ ଅନେକ କ୍ରେଜ ଦେଖା ଦେଇଥିଲା। ନେତାମାନେ ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ଏବେ ଜି-୨୦ର ଫଟୋ ସେୟାର କରିବା ଆରମ୍ଭ କରିଛନ୍ତି । ଆମେରିକାର…

ଘୋଷଣା ପତ୍ରକୁ ନେଇ ବାଇଡେନଙ୍କୁ ପ୍ରଶଂସା କଲା ଆମେରିକା

ଓ୍ବାଶିଂଟନ,୧୦।୯: ବର୍ତ୍ତମାନ ଦେଶରେ ଚାଲିଥିବା ଜି -୨୦ ଶିଖର ସମ୍ମିଳନୀ ଉପରେ ସମଗ୍ର ବିଶ୍ୱର ଆଖି ସ୍ଥିର ହୋଇଛି। ଏହା ରବିବାର ଶେଷ ହୋଇଛି। ଏହି ଶିଖର ସମ୍ମିଳନୀରେ ଭାଗ ନେବାକୁ ବିଶ୍ୱର ୨୯ ଟି ଦେଶର ମୁଖ୍ୟ ଦିଲ୍ଲୀ ପହଞ୍ଚିଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri