ତଲାକ ମାମଲାରେ କୋର୍ଟରେ ଜବାବ ଦାଖଲ କଲେ ରାଜା ଭୈୟାଙ୍କ ପତ୍ନୀ
ପ୍ରତାପଗଡ଼,୪।୮: ଉତ୍ତର ପ୍ରଦେଶ ପ୍ରତାପଗଡ଼ ଗୁଣ୍ଡାର ବିଧାୟକ ରଘୁରାଜ ପ୍ରତାପ ସିଂ ଓରଫ ରାଜା ଭୈୟାଙ୍କ ବିରୋଧରେ ତଲାଗ ମାମଲାରେ ତାଙ୍କ ପତ୍ନୀ ଭାନଭି କୁମାରୀ ସିଂ ଦିଲ୍ଲୀର ସାକେତ କୋର୍ଟରେ ଜବାବ ଦାଖଲ କରିଛନ୍ତି। ଏକ ଘରୋଇ ଟେଲିଭିଜନ ଚ୍ୟାନେଲ…
ପରଦାରେ ଚୁମ୍ବନ ଦୃଶ୍ୟ ଦେଖି ଚିଡ଼ୁଥିଲେ ଆୟୁଷ୍ମାନଙ୍କ ପତ୍ନୀ, ଭାଙ୍ଗିବାକୁ ଚାହୁଁଥିଲେ ବିବାହ
ବମ୍ବେ: ବଲିଉଡ୍ର ସଫଳ ବିବାହିତ ଯୋଡ଼ିଙ୍କ ମଧ୍ୟରୁ ଅଭିନେତା ଆୟୁଷ୍ମାନ ଖୁରାନ୍ନା ଏବଂ ପତ୍ନୀ ତାହିରା କଶ୍ୟପ ଅନ୍ୟତମ। ଦୁହେଁ ଭିନ୍ନ ମଣିଷ ହୋଇଥିଲେ ହେଁ ପରସ୍ପରପ୍ରତି ଥିବା ବିଶ୍ୱାସ ଯୋଗୁ ସେମାନଙ୍କ ବିବାହ ଗାଡ଼ି ବେଶ ଭଲ ଭାବେ ଚାଲିଛି।…
ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ଗଣବଳାତ୍କାର
ଜୟପୁର,୪।୮: ରାଜସ୍ଥାନର ଡଙ୍ଗରପୁର ଜିଲାରେ ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ୩ଜଣ ଯୁବକ ଅପହରଣ କରି ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଦୌରା ଷ୍ଟେଶନ ହାଉସ ଅଫିସର(ଏସ୍ଏଚ୍ଓ) ହେମନ୍ତ ଚୌହ୍ବାନ କହିଛନ୍ତି, ବୁଧବାର ରାତିରେ…
ଓ୍ବାଶରୁମ୍ ଭିଡିଓ ମାମଲା: କୋର୍ଟରେ ବୟାନ ଦେଲେ ପୀଡିତା
ବେଙ୍ଗାଲୁର,୪।୮: ବିବାଦୀୟ ଉଦୁପି କଲେଜ ୱାଶରୁମ ଭିଡିଓ ମାମଲାର ପୀଡିତା କର୍ନାଟକର ଉଦୁପି ଜିଲା କୋର୍ଟରେ ହାଜର ହୋଇଛନ୍ତି। କୋର୍ଟରେ ହାଜର ହୋଇ ସେ ନିଜର ବୟାନି ରେକର୍ଡ କରିଛି। ସୂଚନାଯୋଗ୍ୟ, ଜୁଲାଇ ୧୮ରେ ଏହି ଘଟଣା ଘଟିଥିଲା, ଯେତେବେଳେ ତିନିଜଣ…
ଲିଡ ରୋଲ ନ ମିଳିବାରୁ ଦୁଃଖ ପ୍ରକାଶ କଲେ ନୋରା
ମୁମ୍ବାଇ: ନିଜର ସୁନ୍ଦର ଡ୍ୟାନ୍ସ ନମ୍ବର୍ସ ପାଇଁ ବେଶ ପରିଚିତ ନୋରା ଫତେହି ଫିଲ୍ମ ‘ଷ୍ଟ୍ରିଟ ଡ୍ୟାନ୍ସର ୩ଡି’ରୁ ନିଜର ଆକ୍ଟିଂ କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କୁ କିଛି ଫିଲ୍ମରେ କାମ ମିଳିଥିଲା ହେଲେ ତାଙ୍କର ସାକି-ସାକି ଦିଲବର, ଗର୍ମି ଭଳି…
ପାଇପଲାଇନ୍ କାମକୁ ଶୀଘ୍ର ଶେଷ କରିବାକୁ ପାକିସ୍ତାନକୁ ଅନୁରୋଧ କଲା ଇରାନ, ଓ୍ବାଶିଂଟନ୍ର ବିରୋଧ
ଇସଲାମବାଦ,୪।୮: ପାକିସ୍ତାନ ନିଜ ଅଂଶର ଗ୍ୟାସ ପାଇପ୍ ଲାଇନ୍ କାମ ଶୀଘ୍ର ଶେଷ କରୁ ବୋଲି ନିଜ ମତ ପ୍ରକାଶ କରିଛି ଇରାନ। ଇରାନର ବୈଦେଶିକ ମନ୍ତ୍ରୀ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଏହି ମଲ୍ଟି ବିଲିୟନ ଡଲାର ପ୍ରକଳ୍ପ ୨୦୧୪…
ହାର୍ଟ ଇମୋଜି ମନା, ବ୍ୟବହାର କଲେ ହେବ ୨-୫ ବର୍ଷ ଜେଲ ଦଣ୍ଡ!
ରିୟାଦ,୪।୮: ଆଜିକାଲି ସୋସିଆଲ ମିଡିଆରେ ଲୋକେ ନିଜ ସାଙ୍ଗସାଥି ଓ ସମ୍ପର୍କିୟଙ୍କ ସହ କଥା ହେବା ସମୟରେ ଅଧିକାଂଶ ସମୟରେ ନିଜର ଭାବନା ବ୍ୟକ୍ତ କରିବାକୁ ଇମୋଜି ବ୍ୟବହାର କରି ଥାଆନ୍ତି। ଚାଟିଂ ସମୟରେ, ଇମୋଜି ମାଧ୍ୟମରେ ନିଜକୁ ପ୍ରକାଶ କରିବା…
ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ଉପରେ ରୋକ ଲାଗିବା ପରେ ସାମ୍ନାକୁ ଆସିଲା ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦିଙ୍କ ପ୍ରତିକ୍ରିୟା
ନୂଆଦିଲ୍ଲୀ,୪।୮: ‘ମୋଦି ଉପନାମ’ ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇବା ପରେ ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଭାଜପା ନେତା ପୂର୍ଣ୍ଣେଶ ମୋଦି କହିଛନ୍ତି ଯେଳ ସେ କୋର୍ଟଙ୍କ ଆଦେଶକୁ ସମ୍ମାନ କରୁଛନ୍ତି…
ଘୃଣା ବିରୋଧରେ ପ୍ରେମର ବିଜୟ: କଂଗ୍ରେସ
ନୂଆଦିଲ୍ଲୀ,୪।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ୱସ୍ତ ମିଳିଛି। ମଧ୍ୟବର୍ତ୍ତୀକାଳୀନ ଆଦେଶରେ ସୁପ୍ରିମକୋର୍ଟ ‘ମୋଦୀ ଉପନାମ’ ମନ୍ତବ୍ୟ ଉପରେ ଅପରାଧିକ ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି। ଏହି ଆଦେଶ ପରେ କଂଗ୍ରେସ…
୭୦ ବର୍ଷିୟ ବୃଦ୍ଧଙ୍କ ପ୍ରେମରେ ଜ୍ୟାକି
ଏକ ପ୍ରେମ କାହାଣୀ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି, ଯେଉଁଥିରେ ଜଣେ ୨୮ବର୍ଷର ଝିଅ ୭୦ବର୍ଷର ବୟସ୍କ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ଲୋକମାନେ ଏହି ବିବାହ ବିଷୟରେ ଭିନ୍ନ କଥା କହୁଛନ୍ତି। କିଛି ବ୍ୟବହାରକାରୀ କୁହନ୍ତି ଯେ ଝିଅଟି ଟଙ୍କା…
ବନ୍ୟା ସ୍ଥିତି ସମୀକ୍ଷା କଲେ ଜିଲାପାଳ
ଭଦ୍ରକ,୪।୮(ସନାତନ ରାଉତ): ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଶୁକ୍ରବାର ଭଦ୍ରକ ଜିଲା ଧାମନଗର ବ୍ଲକର ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି। ସେ ଗୋବିନ୍ଦପୁର ଏବଂ ବାରସର ପଞ୍ଚାୟତ ଗସ୍ତ କରି ବନ୍ୟା ପ୍ରପୀଡ଼ିତଙ୍କୁ ଭେଟି ସମସ୍ୟା ପଚାରି ବୁଝିଛନ୍ତି। ଏପରିକି ପ୍ରଶାସନ…
ବେରୋଜଗାରୀକୁ ନେଇ ଭାଜପା ଉପରେ ବର୍ଷିଲେ ଖାର୍ଗେ, କହିଲେ ୫ ବର୍ଷରେ ସୃଷ୍ଟି ହୋଇଛି ମାତ୍ର ୧୨.୨ ଲକ୍ଷ ନୂଆ ନିଯୁକ୍ତି
ନୂଆଦିଲ୍ଲୀ,୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ସରକାରରେ ଗତ ପାଞ୍ଚ ବର୍ଷ ମଧ୍ୟରେ ସଂଗଠିତ କ୍ଷେତ୍ରରେ କେବଳ ୧୨.୨ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି ହୋଇଥିବା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଗେର୍ର୍ ଶୁକ୍ରବାର ଦାବି କରିଛନ୍ତି। ଏଥି ସହ ଗରିବ ଏବଂ…
Archives


