ଏଲନ ମସ୍କଙ୍କୁ ଝଟକା, ଟୁଇଟର ମୁଖ୍ୟାଳୟରୁ ହଟାଇବାକୁ ପଡ଼ିଲା ନୂଆ ଲୋଗୋ ‘X’
କାଲିଫର୍ନିଆ,୧।୮: ଗତ କିଛି ଦିନ ହେବ ଏଲନ ମସ୍କଙ୍କ ଟୁଇଟର ହେଡଲାଇନରେ ରହିଆସିଛି। ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ଏହାର ନୂତନ ଲୋଗୋ ସମ୍ବନ୍ଧରେ ଘୋଷଣା କରି ଆଲୋଚନାର ବିଷୟ ପାଲଟିଛ। ନିକଟରେ ମସ୍କ ଟୁଇଟର ଲୋଗୋ ପରିବର୍ତ୍ତନ କରିଥିଲେ। ବର୍ତ୍ତମାନ…
ପାକିସ୍ତାନରେ ହୋଇଥିବା ଆତ୍ମଘାତୀ ବିସ୍ପୋରଣକୁ ଦୃଢ ନିନ୍ଦା କଲେ ୟୁଏନ୍ ମୁଖ୍ୟ
ନ୍ୟୁୟର୍କ,୧।୮: ସଂଯୁକ୍ତ ରାଷ୍ଟ୍ର ମୁଖ୍ୟ ଆଣ୍ଟୋନିଓ ଗୁଟେରସ ପାକିସ୍ତାନର ଖେବର ପାଖ୍ଟନଖୱା ପ୍ରଦେଶରେ ଆଞ୍ଚଳିକ ଇସଲାମ ପାର୍ଟି ଜମିଆତ୍ ଉଲେମା ଇସଲାମ-ଫଜଲର ଏକ ରାଜନୈତିକ ସମ୍ମିଳନୀରେ ହୋଇଥିବା ଏହି ଆତ୍ମଘାତୀ ବିସ୍ପୋରଣକୁ ଦୃଢ ନିନ୍ଦା କରିଛନ୍ତି। ଏହି ଆକ୍ରମଣ କିଏ ଘଟାଇଛି…
ରେ-ବ୍ୟାନ’ର ନୂତନ କଲେକ୍ସନ
ଭୁବନେଶ୍ୱର,୧।୮: ଦେଶର ଜଣାଶୁଣା ଆଇ ଗ୍ଲାସ ବ୍ରାଣ୍ଡ ରେ-ବ୍ୟାନର ନୂତନ କଲେକ୍ସନ ‘ରିଭର୍ସ ଆଇ ଉୟର’ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ଏପରିକି ବହୁ ପରୀକ୍ଷା ନିରୀକ୍ଷା ପରେ ଉକ୍ତ ଉପତ୍ାଦକୁ ବଜାର ପ୍ରବେଶ ସହ ଗ୍ରାହକଙ୍କ ନିକଟରେ ନୂଆ ଶୈଳୀର ଡିଜାଇନ…
ଜିଓ ବୁକ୍ ଉନ୍ମୋଚିତ
ଭୁବନେଶ୍ୱର,୧।୮: ରିଲାଏନ୍ସ ରିଟେଲ୍ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ ନ୍ୟୁ ଜିଓ ବୁକ୍ ସୋମବାର ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି। ଏପରିକି ଏହା ସମସ୍ତ ବୟସ ବର୍ଗର ଆବଶ୍ୟକତାକୁ ପୂରଣ କରିବା ଲାଗି ପ୍ରସ୍ତୁତ କରାଯାଇଥିବା କମ୍ପାନୀ…
ଭୁଶୁଡ଼ିଲା ସ୍କୁଲ ପାଚେରୀ
ଦାରିଙ୍ଗବାଡି,୧।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ୪୦ରୁ ୫୦ ଫୁଟର ଏକ ପାଚେରୀ ଭୁଶୁଡ଼ି ପଡ଼ିଛି। ରାଜ୍ୟ ସରକାର ଶିକ୍ଷାର ବିକାଶ ପାଇଁ ଉଚ୍ଚ ବିଦ୍ୟାଳୟ ଗୁଡିକୁ ସ୍ମାର୍ଟ ସ୍କୁଲରେ ପରିଣତ କରୁଛନ୍ତି…
ନିର୍ଣ୍ଣାୟକ ମ୍ୟାଚ୍ରେ ସୂର୍ଯ୍ୟ, ସାମ୍ସନଙ୍କ ଉପରେ ନଜର
ଟରୌବା,୧।୮ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ସିରିଜର ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚ ମଙ୍ଗଳବାର ସ୍ଥାନୀୟ ବ୍ରାଏନ ଲାରା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଓ୍ବେଷ୍ଟଇଣ୍ଡିଜ ମାଟିରେ ପ୍ରଥମ ୨ଟି ଦିନିକିଆରେ ଭାରତର ପରୀକ୍ଷା ନିରୀକ୍ଷା କାମ ଦେଇନାହିଁ।…
ଦେଶ ପାଇଁ କରିଥିବା କାର୍ଯ୍ୟ ଯୋଗୁ ମୋଦିଙ୍କୁ କରାଯାଇଛି ସମ୍ମାନିତ: ଶରଦ ପାଓ୍ବାର
ପୁଣେ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଙ୍ଗଳବାର ଲୋକମାନ୍ୟ ତିଳକ ପୁରସ୍କାରରେ ସମ୍ମାନିତ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କୁ ଏହି ପୁରସ୍କାର ମିଳିବା ପରେ ପାଓ୍ବାର କହିଛନ୍ତି, ଆପଣ ଦେଶ ପାଇଁ କରିଥିବା କାର୍ଯ୍ୟ ପାଇଁ ଆମେ ଆପଣଙ୍କୁ ସମ୍ମାନିତ କରୁଛୁ। ପୂର୍ବରୁ ଏହି ପୁରସ୍କାର…
ଏ ଧର୍ମ-ଅଧର୍ମର ଲଢେଇ, ଯେଉଁଥିରେ ଧର୍ମର ବିଜୟ ହେବ: ଦିଲ୍ଲୀ ସେବା ବିଲ୍ ଉପରେ କହିଲେ ଏଏପି ନେତା
ନୂଆଦିଲ୍ଲୀ,୧।୮: ଅଧିକାରୀଙ୍କ ପୋଷ୍ଟିଂ ଏବଂ ଟ୍ରାନ୍ସଫର ସହ ଜଡିତ ଦିଲ୍ଲୀ ସେବା ବିଲ୍ ମଙ୍ଗଳବାର ଲୋକ ସଭାରେ ଉପସ୍ଥାପିତ ହେବ। ଏହା ଉପରେ ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମ୍ପି ରାଘବ ଚଡ୍ଡା ପୁଣିଥରେ ଭାଜପାକୁ ଗଣତନ୍ତ୍ର ଏବଂ ସମ୍ବିଧାନ…
କଲଭର୍ଟ ଭୁଶୁଡ଼ି ୫ ମୃତ୍ୟୁ ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ରାୟଗଡ଼ା,୧।୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ଉପରସାଜା ଗ୍ରାମରେ ସୋମବାର କଲଭର୍ଟ ଭୁଶୁଡି ୫ ଜଣଙ୍କ ମୃତ୍ୟୁ ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାରେ ସମ୍ପୃକ୍ତ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ ପ୍ରଶାସନ…
ସୁ କିଙ୍କୁ ମିଳିଲା କ୍ଷମା
ନାପିଦ୍ୱ,୧।୮: ମ୍ୟାନମାରରେ ୨୦୨୧ ସାମରିକ ହିଂସା ପରେ ଜେଲରେ ଥିବା ନେତା ଅଙ୍ଗ ସାନ ସୁ କିଙ୍କୁ କ୍ଷମା କରାଯାଇଛି। ସୁ କିଙ୍କୁ ୧୯ଟି ଅପରାଧ ମଧ୍ୟରୁ ପାଞ୍ଚଟି ପାଇଁ କ୍ଷମା କରାଯାଇଛି। ମ୍ୟାନମାରର ସେନା ଦେଶର ନିର୍ବାଚିତ ନେତା ଅଙ୍ଗ…
ବ୍ୟବସାୟୀ ପୱନ ମୁଞ୍ଜାଲଙ୍କ ଘରେ ଇଡି ଚଢାଉ
ନୂଆଦିଲ୍ଲୀ,୧।୮: ହିରୋ ମୋଟୋକର୍ପ ଚେୟାରମ୍ୟାନ ତଥା ବ୍ୟବସାୟୀ ପୱନ ମୁଞ୍ଜାଲଙ୍କ ଘରେ ମଙ୍ଗଳବାର ଇଡି ଚଢାଉ କରିଛି। ମନି ଲଣ୍ଡରିଂ ଘଟଣାର ଏକ ଅଂଶ ଭାବରେ ଏହି ଚଢାଉ ହୋଇଥିବା ଜଣାପଡିଛି। ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲଏ) ଅନୁଯାୟୀ ଦିଲ୍ଲୀ ଏବଂ…
ବୋମା ତିଆରି ପାଇଁ ଲୁଚାଇ ରଖିଥିଲେ ରାସାୟନିକ ସାମଗ୍ରୀ
ପୁଣେ,୧ା୮: ମହାରାଷ୍ଟ୍ର ଆତଙ୍କବାଦ ନିରୋଧୀ ସ୍କ୍ବାଡ୍ (ଏଟିଏସ୍) ରାସାୟନିକ ସାମଗ୍ରୀ ସହ ଲାବରେଟୋରି ଉପକରଣ ଜବତ କରିଛି। ଚଳିତ ମାସ ୧୮ ତାରିଖରେ ୨ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ପୁଣେ ପୋଲିସ କୋଥରୁଦ୍ ଅଞ୍ଚଳରୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରୁ ମହମ୍ମଦ…
Archives


